ଅସୁବିଧାର ପ୍ରତିବାଦ କରି ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି ପ୍ରବାସୀ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁରଠାରେ ଜାତୀୟ ରାଜପଥକୁ ଅବରୋଧ କରି ରଖିଛନ୍ତି ପ୍ରବାସୀ । ବିଭିନ୍ନ ରାଜ୍ୟରୁ ଆସି ହଳଦିଆ ପଦର ବସଷ୍ଟାଣ୍ଡରେ ପଡ଼ି ରହିଥିବା ବେଳେ ସେମାନଙ୍କ ଖାଇବା ପିଇବା ସୁବିଧା ନ ଥିବା ସହ ନିଜ ଗ୍ରାମକୁ ଯିବା ଲାଗି କୌଣସି ବନ୍ଦୋବସ୍ତ କରାଯାଉ ନ ଥିବା ଅଭିଯୋଗରେ ଶହ ଶହ ପ୍ରବାସୀ ରାଜ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବା ସହ ଜାତୀୟ ରାଜପଥ ଅବରୋଧ କରିଛନ୍ତି ।

ସମ୍ବନ୍ଧିତ ଖବର