ଓଜେଏସ୍‌ ପ୍ରିଲିମିନାରୀ ପରୀକ୍ଷାଫଳ: ୫୧୩ କୃତକାର୍ଯ୍ୟ

OJS piliminary exam

କଟକ : ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ବାରା ପରିଚାଳିତ ବିଚାର ବିଭାଗୀୟ ସବୋ (ଓଜେଏସ୍‌) ପ୍ରିଲିମିନାରୀ ପରୀକ୍ଷାଫଳ ପ୍ରକାଶ ପାଇଛି। ମୋଟ ୫୧୩ ଜଣ ପ୍ରାର୍ଥୀ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏମାନେ ଓଜେଏସ୍‌ର ମୁଖ୍ୟ ଲିଖିତ ପରୀକ୍ଷା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଲିଖିତ ପରୀକ୍ଷା ଏପ୍ରିଲ ୭ ତାରିଖରୁ ଆରମ୍ଭ ହେବ। ଯୋଗ୍ୟ ବିବେଚିତ ପ୍ରାର୍ଥୀମାନେ ଓପିଏସସି ୱେବସାଇଟ୍‌ www.opsc.gov.in ରୁ ସେମାନଙ୍କ ଆଡ୍‌ମିସନ ସାର୍ଟିଫିକେଟ ଡାଉନଲୋଡ କରିପାରିବେ ବୋଲି ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର