୨୧ରୁ ଚାଲିବ ପୁରୀ-ଦୁର୍ଗ-ପୁରୀ ଟ୍ରେନ୍‌

ଭୁବନେଶ୍ବର : ପୁରୀ-ଦୁର୍ଗ-ପୁରୀ ସ୍ବତନ୍ତ୍ର ଟ୍ରେନ୍‌(୦୮୪୨୫/୦୮୪୨୬) ପୁଣିଥରେ ଚଳାଚଳ କରିବ। ଆସନ୍ତା ୨୧ ତାରିଖରୁ ଏହା ପୁରୀରୁ ଓ ୨୨ ତାରିଖଠାରୁ ଦୁର୍ଗରୁ ଛାଡ଼ିବ। ଟ୍ରେନ୍‌ ସମୟ ଓ ରହଣି ଷ୍ଟେସନରେ କୌଣସି ପରିବର୍ତନ କରାଯାଇ ନାହିଁ। ପରବର୍ତୀ ଆଦେଶ ପର୍ଯ୍ୟନ୍ତ ଏହି ଟ୍ରେନ୍‌ ନିୟମିତ ଚଳାଚଳ କରିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର