ଅନୁସନ୍ଧାନ କରୁଥିବା ବର୍ଗ

କଟକ

କଟକରେ ଖୋଲିଲା ଅରୁନ୍ଧତୀ ଜୁଏଲର୍ସ: ଯୋଗଦେଲେ ରବିନା ଟଣ୍ଡନ

କଟକ: କଟକରେ ଅରୁନ୍ଧତୀ ଜୁଏଲର୍ସର ଅଷ୍ଟମ ଶାଖା ଖୋଲିଛି। ଓଡ଼ିଶାର ଅନ୍ୟତମ ବୃହତ ଜୁଏଲାରୀ ବ୍ରାଣ୍ଡ ଅରୁନ୍ଧତୀ ଜୁଏଲର୍ସ ତରଫରୁ କ୍ୟାଣ୍ଟନମେଣ୍ଟ ରୋଡ ନିକଟରେ ଖୋଲିଥିବା ଏହି ଶାଖାକୁ ଅରୁନ୍ଧତୀ ଗ୍ରୁପ୍‌ର ଗୌରାଙ୍ଗ ମେହେର, ଲକ୍ଷ୍ମୀ ମେହେର ଓ ବଲିଉଡ଼ ଅଭିନେତ୍ରୀ ରବିନା ଟଣ୍ଡନ ଉଦଘାଟନ…
ଅଧିକ ଖବର ଦେଖନ୍ତୁ...

ବିଜେପି ପକ୍ଷରୁ ‘ବିଶ୍ବବନ୍ଧୁ ଭାରତ’ ବୃତ୍ତିଜୀବୀ ସମ୍ମିଳନୀ

କଟକ: ସମଗ୍ର ବିଶ୍ବରେ ଭାରତର ଏକ ସ୍ବତନ୍ତ୍ର ପରିଚୟ ତିଆରି ହୋଇଛି। ଭାରତ ସହଯୋଗରେ ଏବେ ବହୁ ଆନ୍ତର୍ଜାତିକ ସମସ୍ୟାର ସମାଧନ ହୋଇପାରୁଛି। ଆମେରିକାରୁ ଆରମ୍ଭ କରି ଆଫ୍ରିକା, ଇସ୍ରାଏଲ୍‌ ଓ ଆରବ ପରି ଦେଶମାନେ ଭାରତ ସହିତ ସୁସମ୍ପର୍କ ସ୍ଥାପନ କରିବାକୁ ଆଗେଇ ଆସିଛନ୍ତି। ଭାରତର ବିଭିନ୍ନ…
ଅଧିକ ଖବର ଦେଖନ୍ତୁ...

ଯକୃତ୍‌ ପ୍ରତିରୋପଣ ପରେ ପାଇଲେ ନୂଆ ଜୀବନ: ଏଣିକି ପ୍ରତି ଗୁରୁବାର ଯକୃତ୍‌ ପ୍ରତିରୋପଣ ଓପିଡି

କଟକ: ନୂଆ ଜୀବନ ପାଇଛନ୍ତି କଟକ ଜିଲ୍ଲା ତିଗିରିଆ ଅଞ୍ଚଳର ମାନସ ବାରିକ। ଗତ ଏପ୍ରିଲ ମାସରେ ଏସ୍‌ସିବିରେ ରାଜ୍ୟର ପ୍ରଥମ ଯକୃତ (ଲିଭର୍‌) ପ୍ରତିରୋପଣ ଭାବେ ମାନସଙ୍କ ଶରୀରରେ ତାଙ୍କ ପତ୍ନୀ ରଶ୍ମିତାଙ୍କ ଲିଭର୍‌ ପ୍ରତିରୋପଣ କରାଯାଇଥିଲା। ଆଜି ସେ ସମୂର୍ଣ୍ଣ ସୁସ୍ଥ ହୋଇ ଡିସ୍‌ଚାର୍ଜ…
ଅଧିକ ଖବର ଦେଖନ୍ତୁ...

ନିର୍ବାଚନୀ ରାଜନୀତିର ରୋଚକ ଚିତ୍ର: ୮ଟି ସ୍ଥାନରେ ନାମାଙ୍କନ ଭରିବେ ପାଣ୍ଡେ ଦମ୍ପତି

କଟକ: କଟକରେ ଏବେ ଚର୍ଚ୍ଚାରେ ପାଣ୍ଡେ ଦମ୍ପତି। ସ୍ବାମୀ ଶ୍ରୀରାମ ପାଣ୍ଡେ ଓ ପତ୍ନୀ ଶୋଭା ପାଣ୍ଡେ। ଏଥର ସେମାନେ ରାଜ୍ୟର ୪ଟି ଲୋକସଭା ଆସନ ଓ ୪ଟି ବିଧାନସଭା ଆସନରେ ନାମାଙ୍କନପତ୍ର ଦାଖଲ କରିବେ। ଆଜି ଶୋଭା କଟକ ଲୋକସଭା ଓ ପୁରୀ ଲୋକସଭା ଆସନ ସହିତ ବାରବାଟୀ-କଟକ ଓ ଚୌଦ୍ବାର-କଟକ…
ଅଧିକ ଖବର ଦେଖନ୍ତୁ...

ମହାନଦୀ ପଠାରେ ବିରଳ ପାଣିଚିରି ପକ୍ଷୀ: ସମଗ୍ର ବିଶ୍ବରେ ୪ହଜାର, କଖଡ଼ିରେ ୧୬୫

କଟକ: ବିରଳ ପାଣିଚିରି ପକ୍ଷୀ (ଇଣ୍ଡିଆନ୍‌ ସ୍କିମର୍‌)ଙ୍କ ସୁରକ୍ଷିତ ସ୍ଥାନ ପାଲଟିଛି କଟକ ଜିଲ୍ଲା କଖଡ଼ିର ମହାନଦୀ ଶଯ୍ୟା ବାଲିକୁଦ। ଏଠାରେ ସେମାନେ ସୁରକ୍ଷିତ ଭାବେ ଅଣ୍ଡାଦାନ କରି ବଂଶବିସ୍ତାର କରୁଛନ୍ତି। ସାରା ବିଶ୍ବରେ ଏହି ପକ୍ଷୀଙ୍କ ସଂଖ୍ୟା ମାତ୍ର ୪ହଜାର ଥିବାବେଳେ ଓଡ଼ିଶାର କେବଳ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶାରେ କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର: ଭୁବନେଶ୍ୱର, କଟକ ଓ ସମ୍ବଲପୁରରେ କାର୍ଯ୍ୟକ୍ରମରେ ଯୋଗ ଦେବେ

ଭୁବନେଶ୍ବର: ଦୁଇ ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର। ସେ କିଛି ସମୟ ପୂର୍ବରୁ ଭୁବନେଶ୍ବରରେ ପହଞ୍ଚିଛନ୍ତି। କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କୁ ବିମାନବନ୍ଦରରେ ରାଜ୍ୟ ବିଜେପି ପକ୍ଷରୁ ଭବ୍ୟ ସ୍ବାଗତ କରାଯାଇଛି। ଆଜି ଦିନ ୧୨ଟା ବେଳେ ଏସ୍…
ଅଧିକ ଖବର ଦେଖନ୍ତୁ...

ରୋଚକ ଲଢ଼େଇ: ଜଗତ୍‌ସିଂହପୁର, କଟକ, କେନ୍ଦ୍ରାପଡ଼ାର ୨୧ ଆସନ

କଟକ: କଟକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ଏଭଳି ୫ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ରହିଛି, ଯେଉଁଠି ଯିଏ ବି ଜିତିବେ, ସିଏ ପ୍ରଥମ ଥର ବିଧାନସଭାକୁ ଯିବାର ସୁଯୋଗ ପାଇବେ। ଅର୍ଥାତ ସେହି ନିର୍ବାଚନ ମଣ୍ଡଳୀରେ ବର୍ତ୍ତମାନ ବିଧାୟକ ଥିବା ଅଥବା ପୂର୍ବରୁ ବିଧାୟକ ଥିବା କୌଣସି ନେତା…
ଅଧିକ ଖବର ଦେଖନ୍ତୁ...

ମାଲଗୋଦାମରେ ରଙ୍ଗ ବୋଳା ବିଷ ଡାଲି! ଛତିଶଗଡ଼, ବିହାରରୁ ଆମଦାନି

କଟକ: ମାଲଗୋଦାମରେ ଏବେ ରଙ୍ଗବୋଳା ନକଲି ହରଡ଼ ଡାଲିର କାରବାର ଉଦ୍‌ବେଗର କାରଣ ହୋଇଛି। ଖେସାରୀ ଡାଲିରେ ରଙ୍ଗ ଦେଇ ତାହାକୁ ଅବିକଳ ହରଡ଼ ଡାଲିର ରୂପ ଦିଆଯାଉଛି। ବଜାରରେ ହରଡ଼ ଡାଲିର ମୂଲ୍ୟ ବୃଦ୍ଧି ପାଉଥିବାରୁ ଅସାଧୁ ବ୍ୟବସାୟୀ ଶସ୍ତା ତଥା ନିଷିଦ୍ଧ ଖେସାରୀ ଡାଲିକୁ ହରଡ଼ ସହିତ ମିଶାଇ…
ଅଧିକ ଖବର ଦେଖନ୍ତୁ...

ହାଇକୋର୍ଟରେ ଜେଲ୍‌ ସଂସ୍କାର ମାମଲା: ଭୁବନେଶ୍ବର ସ୍ବତନ୍ତ୍ର ଜେଲ୍‌ରେ କ୍ଷମତାଠାରୁ ୩୦% ଅଧିକ ବନ୍ଦୀ

କଟକ: ଭଦ୍ରକ ଜେଲରେ ୨୦୧ କ୍ଷମତା ଥିବା ବେଳେ ସେଠାରେ ଏବେ ୨୬୫ ଜଣ ବନ୍ଦୀ ରହୁଛନ୍ତି। ଯାଜପୁର ଜେଲର କ୍ଷମତା ୧୩୩ ଥିବା ବେଳେ ସେଠାରେ ଏବେ ୨୦୦ ବନ୍ଦୀ ରହୁଛନ୍ତି। ଭୁବ‌ନେଶ୍ବର ସ୍ପେଶାଲ ଜେଲ୍‌ର କ୍ଷମତା ୯୯୧ ହୋଇଥିବା ବେଳେ ଏବେ ପ୍ରାୟ ୩୦ ପ୍ରତିଶତ ଅଧିକ ଅର୍ଥାତ ୧୩୯୭ ଜଣ ବନ୍ଦୀଙ୍କୁ…
ଅଧିକ ଖବର ଦେଖନ୍ତୁ...

ମାଲଗୋଦାମରେ ହରଡ଼ ଡାଲି କିଲୋ ୧୬୫ ଛୁଇଁଲା

କଟକ: ପୁଣି ଆରମ୍ଭ ହୋଇଛି ହରଡ଼ ଡାଲିର କଳାବଜାରୀ। ମହାରାଷ୍ଟ୍ର ଓ ଛତିଶଗଡ଼ରେ ଚଳିତ ବର୍ଷ ଯଦିଓ ହରଡ଼ ଡାଲି ଭଲ ଉତ୍ପାଦନ ହୋଇଛି, କିନ୍ତୁ ଏହାର କଳାବଜାରୀ ଯୋଗୁଁ ରାଜ୍ୟରେ ଦର ବଢି ଏବେ କିଲୋ ୧୬୫ ଟଙ୍କ‌ା। ଫେବ୍ରୁଆରି ମାସରେ ଡାଲି କିଲୋ ୧୩୦ ଟଙ୍କା ଥିବା ବେଳେ ଦୁଇ ମାସରେ ୩୫ ଟଙ୍କା…
ଅଧିକ ଖବର ଦେଖନ୍ତୁ...