ଅନୁସନ୍ଧାନ କରୁଥିବା ବର୍ଗ

ସମ୍ବଲପୁର

ଓଡ଼ିଶାରେ ଦାଦନ ଏକ ସ୍ଥାୟୀ ବ୍ୟବସ୍ଥା ପାଲଟିଛି: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର: ଗତକାଲି ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁନ୍ ୧୦ ତାରିଖରେ ଓଡ଼ିଶାରେ ବିଜେପିର ଜଣେ ଓଡ଼ିଆ ପୁଅ କିମ୍ବା ଝିଅ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି କହିଥିଲେ। ମୁଖ୍ୟମନ୍ତ୍ରୀ ବିମାନରେ ଥାଇ ଅତି ମଜାଳିଆ ଭାବେ ଏହାର ଉତ୍ତର ଦେଉଛନ୍ତି।  ହେଲେ ରିମୋଟ୍…
ଅଧିକ ଖବର ଦେଖନ୍ତୁ...

ନିର୍ବାଚନ ଆଚରଣ ଆଦର୍ଶ ବିଧି ଲାଗୁ ସତ୍ତ୍ୱେ ଏସବୁ ନିର୍ମାଣ କାର୍ଯ୍ୟକୁ ଅନୁମତି ଦେଲେ ନିର୍ବାଚନ ଆୟୋଗ

ଭୁବନେଶ୍ୱର: ବର୍ତ୍ତମାନ ନିର୍ବାଚନ ଆଚରଣ ଆଦର୍ଶ ବିଧି ଲାଗୁ ହୋଇଥିବା ବେଳେ ଭାରତୀୟ ନିର୍ବାଚନ ଆୟୋଗ ଅନୁଗୋଳ –ସମ୍ବଲପୁର ସେକ୍ସନ ଏନଏଚ-୫୫ର କିଛି କାର୍ଯ୍ୟ, ସମ୍ବଲପୁରର ଅଇଁଠାପାଲି ଠାରେ ୩.୫ କିଲୋମିଟର ଦୀର୍ଘ ୬ ଲେନ୍ ବିଶିଷ୍ଟ ଫ୍ଲାଏ ଓଭର ଏବଂ ସମ୍ବଲପୁର ଜିଲ୍ଲାର ଜାତୀୟ ରାଜପଥ-୫୩ରେ ୨…
ଅଧିକ ଖବର ଦେଖନ୍ତୁ...

ଜମୁଛି ବିଜେଡିର ପ୍ରଚାର: ମୁଖ୍ୟମନ୍ତ୍ରୀ କରନ୍ତି, ଧର୍ମେନ୍ଦ୍ର କହନ୍ତି: ପ୍ରଣବ ପ୍ରକାଶ

ସମ୍ବଲପୁର: ମୁଖ୍ୟମନ୍ତ୍ରୀ କାମ କରନ୍ତି, ଧର୍ମେନ୍ଦ୍ର ପ୍ରଧାନ କେବଳ କହନ୍ତି ବୋଲି ବିଜେଡି ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ଆଜି ପୁଣି ବଡ଼ ଆକ୍ରମଣ କରିଛନ୍ତି। ପ୍ରଣବ ପ୍ରକାଶ ଆଜି ସମ୍ବଲପୁରରେ ଦିନ ତମାମ ମାରାଥନ ପ୍ରଚାର ଓ ବିଭିନ୍ନ ବର୍ଗର ଲୋକଙ୍କୁ ଭେଟି ବାର୍ତ୍ତାଳାପ ସମୟରେ…
ଅଧିକ ଖବର ଦେଖନ୍ତୁ...

୩୩% ମହିଳାଙ୍କୁ ମିଳିଲାନି ଟିକେଟ: ବିଜେଡି ୩୫, କଂଗ୍ରେସ ୨୧, ବିଜେପି ୧୨ ପ୍ରାର୍ଥୀ ଦେଲେ

ସମ୍ବଲପୁର: ୨୦୨୯ ସାଧାରଣ ନିର୍ବାଚନରେ ସଂସଦ ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩% ଆସନ ସଂରକ୍ଷିତ ହେବା ଏକ ପ୍ରକାର ସ୍ପଷ୍ଟ ହେଲାଣି। ସବୁ ଦଳ ଏହାକୁ ସମର୍ଥନ କରୁଛନ୍ତି। କିନ୍ତୁ ଚଳିତ ନିର୍ବାଚନରେ ୩୩% ଆସନରେ ମହିଳାଙ୍କୁ ପ୍ରାର୍ଥୀ କରିବାକୁ କୌଣସି ପ୍ରମୁଖ ଦଳର ହାତ ଗଲାନି। ବିଧାନସଭା…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶାରେ କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର: ଭୁବନେଶ୍ୱର, କଟକ ଓ ସମ୍ବଲପୁରରେ କାର୍ଯ୍ୟକ୍ରମରେ ଯୋଗ ଦେବେ

ଭୁବନେଶ୍ବର: ଦୁଇ ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର। ସେ କିଛି ସମୟ ପୂର୍ବରୁ ଭୁବନେଶ୍ବରରେ ପହଞ୍ଚିଛନ୍ତି। କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କୁ ବିମାନବନ୍ଦରରେ ରାଜ୍ୟ ବିଜେପି ପକ୍ଷରୁ ଭବ୍ୟ ସ୍ବାଗତ କରାଯାଇଛି। ଆଜି ଦିନ ୧୨ଟା ବେଳେ ଏସ୍…
ଅଧିକ ଖବର ଦେଖନ୍ତୁ...

‘ସମ୍ବଲପୁର ଏକନମ୍ବର ସଂସଦୀୟ କ୍ଷେତ୍ର ପାଲଟିବ’: ରେଙ୍ଗାଲିରେ ବିଜେଡିର ମିଶ୍ରଣ ପର୍ବ

ସମ୍ବଲପୁର: ସମ୍ବଲପୁର ଲୋକସଭା କ୍ଷେତ୍ର ଅନ୍ତର୍ଗତ ରେଙ୍ଗାଲି ବିଜେଡି କାର୍ଯ୍ୟାଳୟ ଠାରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି । ଏଥିରେ ରେଙ୍ଗାଲି, ମାନେଶ୍ୱର ଓ ଧନକଉଡ଼ା ବ୍ଲକର ଅନେକ ଜନପ୍ରତିନିଧି ତଥା ବିଜେପି ଓ କଂଗ୍ରେସର ନେତାମାନେ ବିଧିବଦ୍ଧ ଭାବରେ ବିଜେଡିରେ ସାମିଲ ହୋଇଥିଲେ । ଦଳର…
ଅଧିକ ଖବର ଦେଖନ୍ତୁ...

ପ୍ରାର୍ଥିପତ୍ର ଦାଖଲ କଲେ ଧର୍ମେନ୍ଦ୍ର: ଏସ୍‌ସି, ଏସ୍‌ଟି, ଓବିସି ଓ ମହିଳା ସମାଜର ୪ ଜଣ ପ୍ରସ୍ତାବକ ରହିଲେ

ସମ୍ବଲପୁର: ମା’ ସମଲେଇଙ୍କ ଆଶୀର୍ବାଦ ନେଇ ସମ୍ବଲପୁର ଲୋକସଭା କ୍ଷେତ୍ରର ବିଜେପି ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ଆଜି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ମା’ ସମଲେଶ୍ବରୀ ପୀଠରୁ ସେ ଏକ ବିଶାଳ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲେ। ଶୋଭାଯାତ୍ରାରେ…
ଅଧିକ ଖବର ଦେଖନ୍ତୁ...

ଆକାଉଣ୍ଟରୁ ୪୨ ହଜାର ନେଇଗଲା ସାଇବର ଠକ

ସମ୍ବଲପୁର: ସମ୍ବଲପୁରରେ ସାଇବର୍‌ ଠକେଇ ସଂଖ୍ୟା କମିବା ନାଁ ଧରୁନାହିଁ। ବୁର୍ଲା ଅଞ୍ଚଳରେ ଆଉ ଜଣେ ସାଇବର୍‌ ଠକେଇର ଶିକାର ହୋଇଛନ୍ତି। ସେ କିଭଳି ଠକେଇର ଶିକାର ହେଲେ, ନିଜେ ମଧ୍ୟ ଜାଣିପାରି ନାହାନ୍ତି। ତାଙ୍କ ଅଜଣାତରେ ସାଇବର ଠକ ୪୨ ହଜାର ଟଙ୍କା ଠକି ନେଇଛି। ସୂଚନା ଅନୁଯାୟୀ, ବୁର୍ଲା…
ଅଧିକ ଖବର ଦେଖନ୍ତୁ...

‘ମୁଁ ନିଶ୍ଚିତ ଅଛି ତୁମେ ବିଜୟୀ ହେବ’

ସମ୍ବଲପୁର: ସମ୍ବଲପୁର ଲୋକସଭା ବିଜେଡି ପ୍ରାର୍ଥୀ ତଥା ଦଳର ସଂଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ(ବବି) ଆଜି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ ବାର୍ତ୍ତା ଜରିଆରେ ପ୍ରଣବ ପ୍ରକାଶଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ‘ମୁଁ ନିଶ୍ଚିତ ଅଛି ତୁମେ ବିଜୟୀ ହେବ,’…
ଅଧିକ ଖବର ଦେଖନ୍ତୁ...

ଗଣତନ୍ତ୍ରର ମହାପର୍ବରେ ପ୍ରବାସୀ ଶ୍ରମିକ ଅଲୋଡ଼ା: ଗାଁଗାଁରେ ଝୁଲୁଛି ତାଲା

ସମ୍ବଲପୁର: ‘ବିଶାଖାପଟନମ୍‌ର ଇଟାଭାଟି ନ ଆମେ ଇଟା ବୁହିସୁଁ। ୬ ମାସ୍ ଲାଗି ଇନ୍‌କେ ଆଇଛୁଁ। ଜୁନ୍‌ ମାସେ ଆମର କବାର୍‌ ସର୍‌ବା, ତାର୍‌ ଆଘୋ ମାଲିକ ଛୁଟି ନାଇଁ ଦିଅନ୍‌। ହେତିର୍‌ ଲାଗି ଭୋଟ୍‌ ଲାଗି ଯାଇ ନାଇଁ ହୁଏ। ଇହାଦେ ତକ୍‌ କେହେନି ପ୍ରାର୍ଥୀ କି ସରକାରୀ ଅଧିକାରୀ ବି ନାଇଁ କହି।…
ଅଧିକ ଖବର ଦେଖନ୍ତୁ...