ଅନୁସନ୍ଧାନ କରୁଥିବା ବର୍ଗ

ଖୋର୍ଦ୍ଧା

ମନରେଗା ଦୁର୍ନୀତି; କୁହୁଡ଼ି ପରେ ଛଣଗିରି, କମ୍ପୋଷ୍ଟ ପିଟ୍‌ ନାଁରେ ଗାତ ଖୋଳି ବିଲ୍

ନିରାକାରପୁର: ମନରେଗା ପାଣ୍ଠିରୁ ଖୋଳିଥିଲେ କମ୍ପୋଷ୍ଟ ପିଟ୍‌। ଜଣେ କି’ ଦୁଇ ଜଣ ନୁହେଁ, ୧୯ଜଣଙ୍କର ଏକାଠି ହୋଇଥିଲା କାମ। କିନ୍ତୁ, ସରକାରୀ ଟଙ୍କାର କମ୍ପୋଷ୍ଟ ପିଟ୍ ଛଅଟା ମାସ ବି ଗଲାନି। ପ୍ରକଳ୍ପରୁ ସାର ବାହାରିବା ପୂର୍ବରୁ ଗାତ ପୋତି ହୋଇଗଲାଣି। ଟାଙ୍ଗୀ ବ୍ଲକ୍‌ ଛଣଗିରି…
ଅଧିକ ଖବର ଦେଖନ୍ତୁ...

ଚିଲିକାରେ ଆରମ୍ଭ ହେଲା ଇରାୱାଡି ଡ଼ଲଫିନ ଗଣନା

ଚିଲିକା: ଚିଲିକାରେ ଆରମ୍ଭ ହେଲା ଇରାୱାଡି ଡ଼ଲଫିନ ଗଣତି | ମୋଟ ୧୮ଟି ଟିମ ଚିଲିକାର ୪ଟି ଅଞ୍ଚଳକୁ ଯାଇ ଡ଼ଲଫିନ ଗଣତି କରୁଛନ୍ତି | ସେଣ୍ଟ୍ରାଲ ସେକ୍ଟରରେ ୬ଟି ଟିମ, ସାଉଥର୍ନ ସେକ୍ଟରରେ ୪ଟି ଟିମ, ନର୍ଦନ ସେକ୍ଟରରେ ୧ଟି ଟିମ, ଆଉଟର ଚ୍ୟାନେଲରେ ୭ଟି ଟିମ ଗଣତି ଆରମ୍ଭ କରିଛନ୍ତି |…
ଅଧିକ ଖବର ଦେଖନ୍ତୁ...

ବିଏସ୍‌ଏଫ୍‌ ଯବାନଙ୍କ ସ୍ତ୍ରୀଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ବାପଘର ଲୋକେ

ରାଇରଙ୍ଗପୁର/ବାଦାମପାହାଡ଼: ମୟୂରଭଂଜ ଜିଲ୍ଲା ବାଦାମପାହାଡ଼ ଥାନା ଅଂଚଳରେ ଜଣେ ନବ ବିବାହିତା ମହିଳାଙ୍କୁ ତଣ୍ଟିଚିପି ହତ୍ୟା କରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ରାଇରଙ୍ଗପୁର ଟାଉନ ଥାନା ଅର୍ନ୍ତଗତ ପୁରୁଣାପାଣି ଗ୍ରାମର ସଂଜୟ କୁମାର ମହାନ୍ତ ତାଙ୍କ ଝିଅ ରିଙ୍କି ମହାନ୍ତ (୨୨)ଙ୍କ…
ଅଧିକ ଖବର ଦେଖନ୍ତୁ...

ଭିଜିଲାନ୍‌ସ ଜାଲ୍‌ରେ କେରେଙ୍ଗ ମହାବିଦ୍ୟାଳୟର ଅଧ୍ୟକ୍ଷା

ଖୋର୍ଦ୍ଧା: ନିଜ କଲେଜର ଆସିଷ୍ଟାଣ୍ଟ୍ ଲାଇବ୍ରେରିଆନଙ୍କ ଏରିୟର ବିଲ୍ କରି ଦେବା ପାଇଁ ୫୦ହଜାର ଟଙ୍କା ଲାଞ୍ଚ ନେବା ଖୋର୍ଦ୍ଧା ଜିଲ୍ଲା କେରେଙ୍ଗ ପଞ୍ଚାୟତ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଲାଞ୍ଚ ନେଲା ବେଳେ ଖୋର୍ଦ୍ଧା ଭିଜିଲାନ୍‌ସ ଟିମ୍‌…
ଅଧିକ ଖବର ଦେଖନ୍ତୁ...

ମା’ ଭଗବତୀ: ଦେବୀଙ୍କ ଆୟ-ବ୍ୟୟର ଅଡିଟ୍ ନାହିଁ, ଭେଟିଠୁ ବାଟିବାଟି ଜମି

ବାଣପୁର (ବିକାଶ ଚନ୍ଦ୍ର ସାହୁ): ବାଣପୁରର ଅଧିଷ୍ଠାତ୍ରୀ ଦେବୀ ଶ୍ରୀ ମା’ ଭଗବତୀ ଅମାପ ସମ୍ପତ୍ତିର ମାଲିକାଣି। ବାଟି ବାଟି ଜମିବାଡ଼ିଠାରୁ ଆରମ୍ଭ କରି ସ୍ବର୍ଣ୍ଣ ଅଳଙ୍କାରର ଭେଟି, ଦୋକାନ ବାଡି ଆଦି ମା’ଙ୍କର ଅଛି କେତେ କ’ଣ ସମ୍ପତ୍ତି ତାଲିକା। ପ୍ରତ୍ୟେକ ବର୍ଷ ଆୟ ହେଉଛି, ବ୍ୟୟ ବି।…
ଅଧିକ ଖବର ଦେଖନ୍ତୁ...

୫-ଟି ଅଧ୍ୟକ୍ଷଙ୍କ ସମାଲୋଚନା; କହିଲେ- ଯଦି ସାହସ ଅଛି ବିଏସ୍‌କେୱାଇ କାର୍ଡ ବନ୍ଦ କରିବାକୁ ଇସ୍ତାହାରରେ ଘୋଷଣା…

ଭୁବନେଶ୍ବର/ରଣପୁର: ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍ ପୁଣିଥରେ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତାଙ୍କୁ ସମାଲୋଚନା କରିଛନ୍ତି। କାହାରି ନାମ ନନେଇ ଶ୍ରୀ ପାଣ୍ଡିଆନ୍‌ କହିଛନ୍ତି ଯେ, ନିଦରେ ଥିବା ଲୋକଙ୍କୁ ଉଠାଇ ହେବ। ହେଲେ ନିଦ ଭଳି ଅଭିନୟ କରୁଥିବା ଲୋକଙ୍କୁ ଉଠାଇହେବ ନାହିଁ। ଆଜି…
ଅଧିକ ଖବର ଦେଖନ୍ତୁ...

ବିପଦରେ ତ୍ରୟୋଦଶ ଶତାବ୍ଦୀର କୀର୍ତ୍ତିରାଜି: ଭୂ-ଗର୍ଭକୁ ଦବିଲାଣି ଦକ୍ଷେଶ୍ବର ମନ୍ଦିର

ଖୋର୍ଦ୍ଧା (ବିକାଶ ସାହୁ): ତ୍ରୟୋଦଶ ଶତାବ୍ଦୀର ଭାସ୍କର୍ଯ୍ୟକୁ ଘନେଇଲାଣି ବିପଦ। ଖୋର୍ଦ୍ଧା ଜିଲ୍ଲା ବାଣପୁରର ଅଧିଷ୍ଟାତ୍ରୀ ଦେବୀ ମା’ ଭଗବତୀଙ୍କ ବାପ ଘର ଦକ୍ଷ ପ୍ରଜାପତି ମନ୍ଦିର ଗର୍ଭଗୃହରୁ ଯାହା ଯେମିତି ଚୂନ ଅତଡ଼ା ଖସୁଥିଲା, ଏବେ ମନ୍ଦିରର ଭିତ୍ତିଭୂମି ବି ଭୂ-ଗର୍ଭକୁ ପଶିଲାଣି।…
ଅଧିକ ଖବର ଦେଖନ୍ତୁ...

ଚୋରା ବାଇକ୍‌ ଯାଉଛି କବାଡ଼ିକୁ; ବନ୍ଧାହେଲା ଲୁଟେରା, କବାଡିବାଲା ଫେରାର୍‌ 

ଖୋର୍ଦ୍ଧା: ବାଇକ୍‌ ମାଲିକ ସାବଧାନ! ଖୋର୍ଦ୍ଧା ସହରରୁ ଚୋରି ହେଉଥିବା ବାଇକ୍‌ ଯାଉଛି କବାଡ଼ିକୁ। ସେଠାରେ ଗାଡିକୁ କଟାକଟି କରି ବିକ୍ରିବଟା ଚାଲୁଛି। ଖୋର୍ଦ୍ଧା ସହରରୁ ତୁହାକୁ ତୁହା ବାଇକ୍‌ ଚୋରି ହେଲା ପରେ ଟାଉନ ଥାନା ପୁଲିସ ଘଟଣାର ତନାଘନା କରି ଗୋଟିଏ ମାମଲାର ପର୍ଦ୍ଦାଫାସ…
ଅଧିକ ଖବର ଦେଖନ୍ତୁ...

ଆମ ବୁଣାକାରଙ୍କ ହାତରେ ଯାଦୁ ଅଛି: ମନ୍ତ୍ରୀ

ଖୋର୍ଦ୍ଧା: ଆମ ବୁଣାକାରଙ୍କ ହାତରେ ଯାଦୁ ଅଛି। ତାଙ୍କ ହାତ ତିଆରି ହସ୍ତତନ୍ତ କେବଳ ଭାରତବର୍ଷ ନୁହେଁ, ବିଶ୍ବରେ ବି ପ୍ରସିଦ୍ଧି ଆଣିଲାଣି। ତେଣୁ ଆମ ବୁଣାକାରଙ୍କ ଦାବିକୁ ପ୍ରାଧାନ୍ୟ ଦିଆଯିବ। ତାଙ୍କର ହକ୍‌ ତାଙ୍କୁ ଦିଆଯିବ। ଓଡ଼ିଶା ବୁଣାକାର ମହାସଂଘ ଖୋର୍ଦ୍ଧା ଜିଲ୍ଲା ଶାଖା ପକ୍ଷରୁ…
ଅଧିକ ଖବର ଦେଖନ୍ତୁ...

ବ୍ରହ୍ମପୁରା ଛକରୁ ଟ୍ରଲର ହାଇଜାକ୍‌: ଜିପିଏସ୍‌ ଖୋଲିଦେଲେ, ଜଙ୍ଗଲରେ ଡ୍ରାଇଭରକୁ ବାନ୍ଧିଦେଲେ 

ଖୋର୍ଦ୍ଧା: ରାସ୍ତାରୁ ଟ୍ରଲର ହାଇଜାକ୍‌। ଗାଡି ଡ୍ରାଇଭରକୁ ବାନ୍ଧି ଜଙ୍ଗଲକୁ ନେଇଗଲେ ଗାଡି। ବୋଲଗଡ଼ ଥାନାରେ ବୌଦ୍ଧ ଜିଲ୍ଲାର ମାଲିକ ସୁରେନ୍ଦ୍ର କୁମାର ଶତପଥୀ ଏ ପ୍ରକାର ଅଭିଯୋଗ ଆଣିଛନ୍ତି। ଏତଲା କ୍ରମେ ପୁଲିସ ଏକ ମାମଲା ରୁଜୁ କରି ତୃତୀୟାପଡ଼ା ବଣିଆସାହିର କୃଷ୍ଣଚନ୍ଦ୍ର ଦେଓ ଓ…
ଅଧିକ ଖବର ଦେଖନ୍ତୁ...