ଅନୁସନ୍ଧାନ କରୁଥିବା ବର୍ଗ

ସମ୍ପାଦକୀୟ

ହାୟ, ଇମରାନ!

ଗଣତନ୍ତ୍ରକୁ ପରିହାସ କରୁଥିବା ଭଳି ଏକ ନିର୍ବାଚନ ହୋଇଥିବା ସତ୍ତ୍ବେ ଯଦି ‘ପି.ଏମ.ଏଲ.-ଏନ୍‌’ ଓ ‘ପି.ପି.ପି.’ ମେଣ୍ଟ ସରକାର ଗଢ଼ି ପାରନ୍ତି, ତାହା ଶୁଭଙ୍କର ହେବ। ତାହା ନ ହୋଇ ଯଦି ଏକ ଅତ୍ୟନ୍ତ ବିପୁଳ ଜନାଧାର ସହିତ ବିଜୟୀ ହୋଇଥାଆନ୍ତେ, ତେବେ, କ୍ଷମତା ପ୍ରମତ୍ତ ଇମରାନ ନିଜ…
ଅଧିକ ଖବର ଦେଖନ୍ତୁ...

ସତ କହୁଛି: ଫୋନ ପେ’ରେ ଅଣ୍ଡା

ଅଙ୍ଗନବାଡ଼ି କେନ୍ଦ୍ରମାନଙ୍କରେ ଶିଶୁ, ଛାତ୍ରଛାତ୍ରୀ, କିଶୋରୀ ଓ ପ୍ରସୂତିମାନଙ୍କ ପୌଷ୍ଟିକ ଆହାର ନିମନ୍ତେ ଓଡ଼ିଶା ସରକାର ଆଜିକୁ ଛଅ ବର୍ଷ ତଳୁ ମାସକୁ ବାରଟି ଲେଖାଏଁ ଅଣ୍ଡା ଯୋଗେଇଦେବା ପାଇଁ ନିୟମ କରିଛନ୍ତି ଏବଂ ଏଥିପାଇଁ ଅଣ୍ଡା ଦର ନିର୍ଦ୍ଧାରଣ କରି ସେହି ଅନୁସାରେ କେନ୍ଦ୍ରମାନଙ୍କୁ…
ଅଧିକ ଖବର ଦେଖନ୍ତୁ...

ସ୍ବପ୍ନ ପୂରଣ

ଜଣେ ଦକ୍ଷ କାଠ କାରିଗର ଥିଲେ। ଥରେ ସେ ଦେଖିଲେ ଗୋଟିଏ ବିଶାଳ ନୌକାର ଚିତ୍ର। ସେଇ ଚିତ୍ର ତାଙ୍କ ହୃଦୟକୁ ଏମିତି ଛୁଇଁ ଗଲା ଯେ ରାତି ଦିନ ସେ କେବଳ ସେମିତି ଏକ ନୌକା ଗଢ଼ିବାର ସ୍ବପ୍ନ ଦେଖିଲେ। କିନ୍ତୁ ସେମିତି ଏକ ନୌକା ତିଆରି କରିବା ଲାଗି ଯେଉଁ ପ୍ରକାର କାଠ ଦରକାର, ତାହା ତ ଅତି…
ଅଧିକ ଖବର ଦେଖନ୍ତୁ...

ଅଦୃଶ୍ୟ ହାତ

ତେଣୁ ବିରୋଧୀ ପକ୍ଷର ଅଭିଯୋଗ ହେଲା, ନିର୍ବାଚନ ବଣ୍ଡରୁ ଉପଲବ୍‌ଧ ବିପୁଳ ଅର୍ଥରେ ବିଜେପି ନିଜ ସକାଶେ ସ୍ଥାୟୀ ସଂପଦ ସୃଷ୍ଟି କରିଛି ଓ କରି ଚାଲିବ, ନିଜ ଭାବମୂର୍ତ୍ତିକୁ ଔଜ୍ଜ୍ବଲ୍ୟ ପ୍ରଦାନ କରିବା ଲାଗି ଦୃଢ଼ ପ୍ରଚାର ତନ୍ତ୍ର ଗଢ଼ିଛି ଓ ତାକୁ ଆହୁରି ସୁଦୃଢ଼ କରିବ, ଏକ କୋଳାଶ୍ରିତ…
ଅଧିକ ଖବର ଦେଖନ୍ତୁ...

ଆବୁ ଧାବିରେ ଆଇଆଇଟି ଦିଲ୍ଲୀ: ଭାରତ ସୀମା ବାହାରେ ଉତ୍କର୍ଷ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଦ୍ୟତମ ସଂଯୁକ୍ତ ଆରବ ଏମିରେଟ୍‌ସ (ୟୁଏଇ) ଗସ୍ତ ଏଭଳି ଏକ ସମୟରେ ଘଟିଛି ଯେତେବେଳେ ଭାରତ ଏବଂ ୟୁଏଇ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ବ୍ୟାପକ ରଣନୀତିକ ସହଭାଗୀତା ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ଏହି ରଣନୀତିକ ସମ୍ପର୍କକୁ ଦୋହରାଇ, ପ୍ରଧାନମନ୍ତ୍ରୀ ଏବଂ…
ଅଧିକ ଖବର ଦେଖନ୍ତୁ...

ବହୁବଚନ: ମଧୁସୂଦନଙ୍କ ସହସ୍ରଭୁଜା

“ଭୂମିକମ୍ପ ହେବ ଧରଣୀ ଫାଟିବ ଉଠିବେ ସହସ୍ରଭୁଜା”, ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନ ଠାରୁ ମଧୁସୂଦନଙ୍କ ମାତୃ ଆବାହନୀରେ ଅଭିମନ୍ତ୍ରିତ ହେଉଥିଲା ବିଖଣ୍ଡିତ ଓଡ଼ିଶାର କୋଣ-ଅନୁକୋଣ। ସେହି ସମୟ ପରିପ୍ରେକ୍ଷୀରେ ସମ୍ମିଳନୀର ସଭାସ୍ଥଳୀ ଓ ମଞ୍ଚସଜ୍ଜା ଥିଲା ବେଶ୍ ଆକର୍ଷଣୀୟ। ମଞ୍ଚର…
ଅଧିକ ଖବର ଦେଖନ୍ତୁ...

ନିଆଁ ଓ ଜଳ

ଜଣେ ପଣ୍ଡିତ ଥିଲେ। ସେ ଥିଲେ ଅତ୍ୟନ୍ତ କ୍ଷଣକୋପୀ। ସେ ସର୍ବଦା ଚିଡ଼ିଚିଡ଼ି ହେଉଥିଲେ। ଥରେ ସ˚ଯୋଗବଶତଃ ପଣ୍ଡିତ ଜଣେ ତରୁଣୀଙ୍କୁ ଭେଟିଲେ ଏବ˚ କିଛି ଦିନ ଭିତରେ ସେ ତାକୁ ବିବାହ ମଧୢ କଲେ। ପ୍ରଥମେ ତ ନବ ବିବାହିତ ପଣ୍ଡିତ ଖୁସି ମନରେ ରହିଲେ, କିନ୍ତୁ ପ୍ରକୃତିି କି ସହଜେ ଛାଡ଼େ? କିଛି ଦିନ…
ଅଧିକ ଖବର ଦେଖନ୍ତୁ...

‘ମହୁଲ ମିସନ’ ପାଇଁ କିଛି ଯୁକ୍ତି

ସାଧାରଣତଃ ମହୁଲ ଫୁଲର ବ୍ୟବହାର ମଦ ତିଆରି ପାଇଁ ହୋଇଥାଏ। ମହୁଲ ଫୁଲର ସବୁଠାରୁ ବଡ଼ କ୍ରେତା ହେଉଛନ୍ତି ଭାଟି ମାଲିକ ଏବଂ ଚୋରା ମଦ ବେପାର କରୁଥିବା ମାଫିଆ ଗୋଷ୍ଠୀ। ନିକଟରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଦେଶୀ ମଦଭାଟିରୁ ବ୍ୟାପକ ମାତ୍ରାରେ ଜବତ କରାଯାଇଥିବା ଟଙ୍କା ସମଗ୍ର ଦେଶରେ ଚର୍ଚ୍ଚାର…
ଅଧିକ ଖବର ଦେଖନ୍ତୁ...

ସମାଧାନର ପଥ

ବିଭିନ୍ନ କାରଣରୁ ସରକାର ଏବଂ ଚାଷୀମାନଙ୍କ ମଧ୍ୟରେ ତୀବ୍ର ବିଶ୍ବାସହାନି ସୃଷ୍ଟି ହୋଇସାରିଛି, ଯାହାର ଉପଶମ କେବଳ ସରକାରଙ୍କ ପକ୍ଷରୁ ଧୈର୍ଯ୍ୟଶୀଳ ତଥା ସଂବେଦନାପୂର୍ଣ୍ଣ ବାର୍ତ୍ତାଳାପ ଦ୍ବାରା ସମ୍ଭବ। ଚାଷୀମାନଙ୍କ ସହିତ ସଂଘାତପୂର୍ଣ୍ଣ ମନୋଭାବ ଅଧିକ ଜଟିଳତାକୁ ଜନ୍ମ ଦେଇପାରେ। କାରଣ,…
ଅଧିକ ଖବର ଦେଖନ୍ତୁ...

ଲକ୍ଷ୍ୟ ବଦଳାଇବି ନାହିଁ

ତିନିଟି ପାହାଡ଼ ଓ ଗୋଟିଏ ମରୁଭୂମି ଟପିଲା ପରେ ପଡୁଥିଲା ଗୋଟାଏ ପବିତ୍ର ମଠ। ଗୋଟିଏ ନିର୍ଦିଷ୍ଟ ସ˚ପ୍ରଦାୟର ସାଧୁମାନଙ୍କ ଲାଗି ଏହି ମଠକୁ ଯାଇ ପ୍ରାର୍ଥନା କରିବା ଥିଲା ସର୍ବଶେଷ ଲକ୍ଷ୍ୟ। ସେଇ ସ˚ପ୍ରଦାୟର ସାଧୁମାନେ ସେମାନଙ୍କ ଜୀବନ କାଳ ଭିତରେ ଥରେ ହେଲେ କେବେ ସେଇ ମଠକୁ ଯାଉଥିଲେ।…
ଅଧିକ ଖବର ଦେଖନ୍ତୁ...