ଅନୁସନ୍ଧାନ କରୁଥିବା ବର୍ଗ

ସମ୍ପାଦକୀୟ

‘ଅନ୍ନଦାତା’ ଓ ଆମେ

ମହାତ୍ମା ଗାନ୍ଧୀ ବ୍ୟବହାର କରୁଥିବା ପେନସିଲ ସର୍ବଦା ଏଭଳି ସ୍ଥିତିରେ ଯାଇ ପରିତ୍ୟକ୍ତ ହେଉଥିଲା, ଯେତେବେଳେ କି କ୍ଷୁଦ୍ର ହୋଇ ସାରିଥିବା କାରଣରୁ ତାକୁ ଆଙ୍ଗୁଠିରେ ଧରିବା କୌଣସିମତେ ସମ୍ଭବ ହେଉ ନ ଥିଲା। ଏଥିରେ ଗାନ୍ଧୀଙ୍କ ଉଦ୍ଦେଶ୍ୟ ଥିଲା, ଅନ୍ତିମ ଅବଦାନ ଯାଏଁ ପେନସିଲଟିକୁ ସ୍ବୀକୃତି…
ଅଧିକ ଖବର ଦେଖନ୍ତୁ...

ରାଜ୍ୟରେ ଶ୍ରମିକ ଓ ନିଯୁକ୍ତି ସମସ୍ୟା

ମୋର ଯେତେଦୂର ମନେ ପଡ଼େ ୧୯୬୦ ଦଶକରେ ଇଂରେଜୀ ସିନେମାର ପ୍ରସିଦ୍ଧ କଳାକାର ଚାର୍ଲି ଚାପ୍‌ଲିନ୍‌ଙ୍କ ଗୋଟିଏ ସିନେମା ଦେଖିବାର ସୁଯୋଗ ପାଇଥିଲି। ଉକ୍ତ ସିନେମାରେ ଚାର୍ଲି ଚାପ୍‌ଲିନ୍‌ ଅତି ସୁନ୍ଦର ସାର୍ଟ, ଟାଇ, ଓଭରକୋଟ୍‌, ମୁଣ୍ଡରେ ଟୋପି, ହାତରେ ଦାମିକା ଘଣ୍ଟା ପିନ୍ଧି ଗୋଟିଏ ଟେବୁଲକୁ…
ଅଧିକ ଖବର ଦେଖନ୍ତୁ...

ସତ କହୁଛି: ଠୋକର ଖାଇଲେ ଠାକୁର ମନେ ପଡ଼ନ୍ତି

ତିନି ମହଲା ଘରର ଛାତ ଉପରୁ ଜଣେ ଭଦ୍ରବ୍ୟକ୍ତି ତଳେ ଛିଡ଼ା ହୋଇଥିବା ତାଙ୍କର ବନ୍ଧୁଙ୍କୁ ଡାକ ପକଉଥିଲେ କିନ୍ତୁ ବନ୍ଧୁ ଜଣକ ତାଙ୍କ ଡାକ ଶୁଣିପାରୁନଥିଲେ। ବାରମ୍ବାର ଡାକିବା ସତ୍ତ୍ବେ ସେ ନ ଶୁଣିବାରୁ ତାଙ୍କର ଧ୍ୟାନ ଆକର୍ଷଣ କରିବା ନିମନ୍ତେ ଭଦ୍ରବ୍ୟକ୍ତି ଜଣକ ତାଙ୍କ ପକେଟରୁ ଦଶ ଟଙ୍କିଆ…
ଅଧିକ ଖବର ଦେଖନ୍ତୁ...

ଯାଦୁକରଙ୍କ ମୃତ୍ୟୁ

ଜଣେ ଏମିତି ବିଚକ୍ଷଣ ଯାଦୁକର ଥିଲେ, ଯିଏ ସବୁ କିଛି ଅସମ୍ଭବକୁ ସମ୍ଭବ କରି ପାରୁଥିଲେ। ତାଙ୍କ ପାଖରେ ଅଲୌକିକ ଶକ୍ତି ମଧ୍ୟ ଥିଲା। ସେ ଥରେ ଅଧ୍ୟୟନ କରି ନିଜ ମୃତ୍ୟୁର ବେଳ ଜାଣି ପାରିଲେ। ତେଣୁ ସେ ମୃତ୍ୟୁ ଦୂତଙ୍କୁ ଚକମା ଦେବା ଲାଗି ସ୍ଥିର କଲେ। ଶେଷରେ ସେଇ ଦିନଟି ଆସିଗଲା ଯେଉଁ କ୍ଷଣ…
ଅଧିକ ଖବର ଦେଖନ୍ତୁ...

ଗାନ୍ଧୀ ଦୃଷ୍ଟି: ତମାଖୁ, ମଦ ମହାବିପଦ!

ଦକ୍ଷିଣ ଆଫ୍ରିକାର ପ୍ରିଟୋରିଆରେ ଗାନ୍ଧୀଜୀ ପ୍ରଥମେ ଭାରତୀୟଙ୍କ ଏକ ସଭା ଡାକିଥିଲେ। ସଭାରେ ଭାରତୀୟଙ୍କ ବହୁସଂଖ୍ୟାରେ ଉପସ୍ଥିତି ଦେଖି ଗାନ୍ଧୀଜୀ ଯେତିକି ଖୁସି ହୋଇଥିଲେ ସେତିକି ଦୁଃଖିତ ବି ହୋଇଥିଲେ। ଖୁସି ଥିଲେ ଏଇଥିପାଇଁ ଯେ ଦକ୍ଷିଣ ଆଫ୍ରିକାରେ ଥିବା ଭାରତୀୟମାନେ ନିଜ ଅଧିକାର ପାଇଁ…
ଅଧିକ ଖବର ଦେଖନ୍ତୁ...

ବୈରାଗ ସୂତ୍ର

ଗୋଟିଏ ଗାଁରେ ଜଣେ ସାଧୁ ବାବା ରହୁଥିଲେ। ସେ ଥିଲେ ବୈରାଗୀ। ତାଙ୍କୁ ଲୋକେ ବହୁତ ଭକ୍ତି କରୁଥିଲେ। ଥରେ ପାଖ ଗାଁର ଜଣେ ଧନୀ ବଣିକ ତାଙ୍କ ନିକଟକୁ ଆସି ଭେଟି ସ୍ବରୂପ ଶହେ ସୁନା ମୋହର ଦେଲେ। ସାଧୁ ତାହା ଗ୍ରହଣ କରି ପଚାରିଲେ- ବାବୁ, ସତ କହ। ମୋତେ ସବୁ ମୋହର ତକ ଦେଲ ତ? ବଣିକ…
ଅଧିକ ଖବର ଦେଖନ୍ତୁ...

ତିନିଟି ବିନ୍ଦୁ

ଆମେ ବିଶ୍ବାସ କରିଥାଏଁ ଯେ ସର୍ବଦ୍ରଷ୍ଟା ଈଶ୍ବରଙ୍କ ଚକ୍ଷୁରୁ କୌଣସି କର୍ମ ବା ଅପକର୍ମ ବାଦ ପଡ଼ି ନ ଥାଏ, ଯାହାର ଫଳ ଅବଲୀଳା କ୍ରମେ ସେହି ମନୁଷ୍ୟକୁ ପ୍ରାପ୍ତ ହୋଇଥାଏ, ଏବଂ ଯେଉଁ ଧାରା ଜନ୍ମ-ଜନ୍ମାନ୍ତର ଯାଏ ପ୍ରଲମ୍ବିତ ମଧ୍ୟ ହୋଇପାରେ! କିନ୍ତୁ ବିକଶିତ ପ୍ରଯୁକ୍ତି ହେତୁ ଆଉ ଏକ…
ଅଧିକ ଖବର ଦେଖନ୍ତୁ...

ସରସ ରସ: ବହି ଓ ବିଲଡର୍

ବାହାଘର ପ୍ରସ୍ତାବ ଚୂଡ଼ାନ୍ତ ହୋଇଯିବାପରେ ଟିକନ ଅପା ତତ୍ପର ହୋଇ ଯେଉଁ ପ୍ରଥମ ପ୍ରସ୍ତୁତି ଆରମ୍ଭ କଲା, ତାହା ହେଉଛି ତା’ର ବହିବାକ୍ସ ସଜାଡ଼ିବା। ସାଥିରେ ବହି ବାକ୍ସଟିଏ ନନେଲେ ଶାଶୂଘର ଲୋକେ ଛିଗୁଲେଇବେ। ଖରାବେଳେ ଗାଁ ଦାଣ୍ଡକୁ ଆସେ ବହି ବିକାଳି। ସାଇକେଲର ଉଭୟପଟେ ଝୁଲୁଥିବ ବହି…
ଅଧିକ ଖବର ଦେଖନ୍ତୁ...

ଜୀବନର ଅର୍ଥ

ଜଣେ ଯୁବକ ଜୀବନକୁ ନିରର୍ଥକ ମନେ କରି ଆତ୍ମହତ୍ୟା କରିବାକୁ ବାହାରିଲା। ସେ ଏକ ପାହାଡ଼ ଉପରକୁ ଚଢ଼ି ଯାଇ ସମୁଦ୍ର ଭିତରକୁ ଡିଆଁ ମାରିଲା। ପାଣିରେ ପଡ଼ି ଦୁଇ ଚାରି ଥର ଉବୁଟୁବୁ ହୋଇଛି କି ନାହିଁ, ତାକୁ କିଛି ଲୋକଙ୍କ ହାତ ଉଦ୍ଧାର କଲା। ଆତ୍ମହତ୍ୟା କରିବାକୁ ଚାହୁଁଥିବା ଯୁବକ ମୃତ୍ୟୁର…
ଅଧିକ ଖବର ଦେଖନ୍ତୁ...

ବିକଶିତ ଭାରତ

ପୃଥିବୀର ବୃହତ୍ତମ ଗଣତନ୍ତ୍ର ଭାରତ ବିଭିନ୍ନ କାରଣରୁ ସେମାନଙ୍କ ପାଇଁ ଏକ ଆକର୍ଷଣୀୟ ବିକଳ୍ପ ରୂପେ ଆବିର୍ଭୂତ ହୋଇଛି। ଭାରତରେ ପରିଦୃଷ୍ଟ ରାଜନୈତିକ ସ୍ଥିରତା, ଆଇନର ଶାସନ ସହିତ ମିଶି ରହିଛି ଏକ ବିଶାଳ ଶିକ୍ଷିତ ଯୁବ ଶ୍ରମଶକ୍ତି, ନୂତନ ଡିଜିଟାଲ୍ ଟେକ୍‌ନୋଲୋଜି କ୍ଷେତ୍ରରେ…
ଅଧିକ ଖବର ଦେଖନ୍ତୁ...