ଅନୁସନ୍ଧାନ କରୁଥିବା ବର୍ଗ

ଦେଶ- ବିଦେଶ

ଫିଫା ବିଶ୍ବକପରେ ତ୍ରିରଙ୍ଗାର ଅପମାନ କରିଥିବାରୁ ବିବାଦରେ ନୋରା ଫତେହି

ନୂଆଦିଲ୍ଲୀ: କେବଳ ଦେଶରେ ନୁହେଁ ବିଶ୍ବରେ ମଧ୍ୟ ବଲିଉଡ ଅଭିନେତ୍ରୀ ନୋରା ଫତେହିଙ୍କ ନୃତ୍ୟ ଏବଂ ଗ୍ଲାମରସ୍ ଲୁକ୍ ଚର୍ଚ୍ଚାରେ ରହିଛି। ନୋରାଙ୍କର ଏହି ଲୋକପ୍ରିୟତା ହେତୁ ‌ସେ କତାରରେ ଚାଲିଥିବା ଫିଫା ବିଶ୍ୱକପ ୨୦୨୨ରେ ପ୍ରଦର୍ଶନ କରିବାର ସୁଯୋଗ ପାଇଥିଲେ। ଫିଫା ବିଶ୍ୱକପ୍ ୨୦୨୨ର ଫ୍ୟାନ୍…
ଅଧିକ ଖବର ଦେଖନ୍ତୁ...

ସୁନନ୍ଦା ପୁଷ୍କର ଅପମୃତ୍ୟୁ ମାମଲା: ପୁଣି ଟଣା ହେଲେ ଶଶି ଥରୁର

ନୂଆଦିଲ୍ଲୀ: ପୁଣିଥରେ କଡ଼ ଲେଉଟାଇଛି ଦେଶର ଅନ୍ୟତମ ହାଇ ପ୍ରୋଫାଇଲ ସୁନନ୍ଦା ପୁଷ୍କର ଅପମୃତ୍ୟୁ ମାମଲା। ସୁନନ୍ଦା ପୁଷ୍କର ଅପମୃତ୍ୟୁ ମାମଲାରେ ତାଙ୍କର ପତି ତଥା କଂଗ୍ରେସ ସାଂସଦ ଶଶି ଥରୁରଙ୍କୁ ମୁକ୍ତ କରାଯିବା ବିରୋଧରେ ଦିଲ୍ଲୀ ପୁଲିସ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା।…
ଅଧିକ ଖବର ଦେଖନ୍ତୁ...

ଜନତାଙ୍କୁ ଚାରଣି ଭାବୁଥିବା ସେଠ୍ ସବୁ ଦେଶରେ ଅଛନ୍ତି, ଏ ଦେଶରେ ବି ଅଛନ୍ତି : ରବିଶ କୁମାର

ନୂଆଦିଲ୍ଲୀ : ଅଦାନୀ ଗ୍ରୁପ ଦ୍ବାରା ଏନଡିଟିଭିର ଅଧିଗ୍ରହଣ ପରେ ଏହାର ପ୍ରତିଷ୍ଠାତା ଡ.ପ୍ରଣବ ରାୟ ଓ ତାଙ୍କ ପତ୍ନୀ ରାଧିକା ରାୟ ଏନଡିଟିଭି ବୋର୍ଡରୁ ଇସ୍ତଫା ଦେଇଛନ୍ତି । ଏହା ସହିତ ଏନଡିଟିଭିର କାର୍ଯ୍ୟକାରୀ ସଂପାଦକ ତଥା ବିଖ୍ୟାତ ସାମ୍ବାଦିକ ରବିଶ କୁମାର ବି ଇସ୍ତଫା ଦେଇଛନ୍ତି ।…
ଅଧିକ ଖବର ଦେଖନ୍ତୁ...

ଏଣିକି ସୁପ୍ରିମକୋର୍ଟରେ ବୈବାହିକ ମାମଲାର ଶୁଣାଣି କରିବେ କେବଳ ମହିଳା ବିଚାରପତି

ନୂଆଦିଲ୍ଲୀ: ଦେଶର ଶୀର୍ଷ ଅଦାଲତ ସୁପ୍ରିମ୍‌କୋର୍ଟର ମୁଖ୍ୟବିଚାରପତି ଜଷ୍ଟିସ୍‌ ଡି ଓ୍ଵାଇ ଚନ୍ଦ୍ରଚୂଡ ଗୁରୁବାର ଦିନ ବୈବାହିକ ବିବାଦ ଏବଂ ଏ ସଂପର୍କିତ ଜାମିନ ମାମଲାର ଶୁଣାଣି ପାଇଁ ଜଷ୍ଟିସ ହିମା କୋହଲି ଏବଂ ଜଷ୍ଟିସ୍‌ ବେଲା ଏମ ତ୍ରିବେଦୀଙ୍କୁ ନେଇ ଏକ ସର୍ବମହିଳା ଖଣ୍ଡପୀଠ ଗଠନ…
ଅଧିକ ଖବର ଦେଖନ୍ତୁ...

କୁହୁଡ଼ିରେ ବାଟ ଜାଣି ନପାରି ପାକ୍ ସୀମା ଭିତରକୁ ପଶିଗଲେ ଭାରତୀୟ ଯବାନ

ନୂଆଦିଲ୍ଲୀ: ଘନ କୁହୁଡ଼ି ହେତୁ ରାସ୍ତା ଜାଣି ନପାରି ଭୁଲରେ ପାକିସ୍ତାନ ସୀମା ଭିତରକୁ ପଶିଗଲେ ଭାରତୀୟ ଯବାନ୍। ଆଜି ସକାଳୁ ଘଟିଛି ଏପରି ଘଟଣା।  ଭାରତୀୟ ସୀମା ସୁରକ୍ଷା ବଳ (ବିଏସଏଫ)ର ଜଣେ କର୍ତ୍ତବ୍ୟରତ ଯବାନଙ୍କୁ ପାକ୍ ରେଞ୍ଜର୍ସ କାବୁ କରିବା ପରେ ଏହି ସୂଚନା ସାମ୍ନାକୁ ଆସିଛି । ପାକ…
ଅଧିକ ଖବର ଦେଖନ୍ତୁ...

ଖଡ୍‌ଗେଙ୍କୁ ସମ୍ମାନ ଦିଏ, କିନ୍ତୁ ରାମଭକ୍ତଙ୍କ ଦେଶରେ ସେ କାହାକୁ ରାବଣ କହିବା ଠିକ୍‌ ନୁହେଁ: ପ୍ରଧାନମନ୍ତ୍ରୀ…

ଅହମଦାବାଦ: ମଲ୍ଲିକାର୍ଜୁନ ଖଡ଼ଗେଙ୍କ ପ୍ରତି ମୋର ସମ୍ମାନ ଅଛି, କିନ୍ତୁ ରାମଭକ୍ତଙ୍କ ଦେଶରେ ଜଣକୁ ରାବଣ କହିବା ଠିକ୍‌ ନୁହେଁ ବୋଲି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟରେ ନିର୍ବଚାନ ପ୍ରଚାର ଅଭିଯାନ ବେଳେ କଂଗ୍ରେସ ଅଧ୍ୟକ୍ଷ ଖଡ଼ଗେଙ୍କୁ ସମାଲୋଚନା କରି କହିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ସମବୟସୀ ଓ ନାରୀ ହୋଇଥିବାରୁ ପରସ୍ପରକୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ଆର୍ଡର୍ଣ୍ଣ ଓ ମାରିନ୍‌: ସାମ୍ବାଦିକ

ଅକ୍‌ଲାଣ୍ଡ୍‌: ବୁଧବାର ଦିନ ପ୍ରଥମ ଥର ପାଇଁ ଫିନ୍‌ଲାଣ୍ଡ୍‌ର ପ୍ରଧାନମନ୍ତ୍ରୀ ସାନ୍ନା ମାରିନ୍‌ ନ୍ୟୁଜିଲାଣ୍ଡ୍‌ର ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡର୍ଣ୍ଣଙ୍କୁ ଭେଟିବା ପରେ ସାମ୍ବାଦିକ ସମ୍ମିଳନୀରେ ତାଙ୍କୁ ପଚରାଯାଇଥିବା ପ୍ରଶ୍ନ ଓ ସେମାନଙ୍କ ଉତ୍ତର ଏବେ ଚାରିଆଡ଼େ ଭାଇରାଲ୍‌ ହେଉଛି।…
ଅଧିକ ଖବର ଦେଖନ୍ତୁ...

ଶତ୍ରୁ ଡ୍ରୋନ୍‌ ଉପରେ ଆକ୍ରମଣ କରିବାକୁ ଚିଲପକ୍ଷୀଙ୍କୁ ତାଲିମ ଦେଉଛି ସେନା

ଡେରାଡୁନ୍‌: ଆକାଶରେ ଉଡୁଥିବା ଶତ୍ରୁପକ୍ଷ ଡ୍ରୋନ୍‌ ଉପରେ ଚଢ଼ଉ କରିବା ପାଇଁ ସମ୍ପ୍ରତି ଭାରତୀୟ ସେନା ଚିଲପକ୍ଷୀମାନଙ୍କୁ ତାଲିମ ଦେଉଥିବା କଥା ‘ଟାଇମ୍‌ସ୍‌ ଅଫ୍‌ ଇଣ୍ଡିଆ’ ରିପୋର୍ଟ କରିଛି। ଗତ ମଙ୍ଗଳବାର ଦିନ ଅଉଲିଠାରେ ଭାରତ ଓ ଆମେରିକା ମଧ୍ୟରେ ଚାଲିଥିବା ଦ୍ବିପାକ୍ଷିକ…
ଅଧିକ ଖବର ଦେଖନ୍ତୁ...

ଆଜି ଦେଶରେ ୨୯୧ ନୂଆ କୋଭିଡ୍‌-୧୯ ସଂକ୍ରମଣ; ୨ ମୃତ୍ୟୁ

ନୂଆଦିଲ୍ଲୀ: ଆଜି ଦେଶରେ ଦୈନିକ କୋଭିଡ୍‌-୧୯ ସଂକ୍ରମଣ ସାମାନ୍ୟ ବୃଦ୍ଧି ପାଇଥିଲେ ବି ୩୦୦ ତଳେ ରହିଛି ଏବଂ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ପୁଣି କିଛି ହ୍ରାସ ପାଇ ଥିଲେ ବି ୫ ହଜାର ତଳେ ଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନାରୁ ଜଣାପଡ଼ିଛି। କେନ୍ଦ୍ର ସ୍ୱାସ୍ଥ୍ୟ…
ଅଧିକ ଖବର ଦେଖନ୍ତୁ...

ହ୍ୟାକ୍‌ ହେଲା ଜଳଶକ୍ତି ମନ୍ତ୍ରାଳୟ ଟୁଇଟର୍‌ ହ୍ୟାଣ୍ଡଲ୍‌; ତଦନ୍ତ ଆରମ୍ଭ

ନୂଆଦିଲ୍ଲୀ: ଆଜି କେତେକ ଅଜ୍ଞାତ ହ୍ୟାକର୍‌ ସ୍ବଳ୍ପ ସମୟ ପାଇଁ ଜଳଶକ୍ତି ମନ୍ତ୍ରାଳୟ ଟୁଇଟର୍‌ ହ୍ୟାଣ୍ଡଲ୍‌ ହ୍ୟାକ୍‌ କରିଥିଲେ। ଗତ ସପ୍ତାହରେ ‘ଏମ୍‌ସ୍‌-ଦିଲ୍ଲୀ’ର ସର୍ଭର୍‌ ହ୍ୟାକ୍‌ ପରେ ଏହା ହେଉଛି ସରକାରୀ ସାଇଟ୍‌ ଉପରେ ଦ୍ବିତୀୟ ପ୍ରମୁଖ ସାଇବର୍‌ ଆକ୍ରମଣ। ମଙ୍ଗଳବାର ବଡ଼ି ସକାଳେ…
ଅଧିକ ଖବର ଦେଖନ୍ତୁ...