Latest Posts
ରାଜ୍ୟ
ଅନେକଥର ଧମକ ଦେବା ପରେ ଶେଷରେ ମୋ ଭଉଣୀକୁ ମାରିଦେଲେ
ରୁକ୍ସନାଙ୍କ ପରିବାରଲୋକ ଝିଅର ପ୍ରତିଦ୍ବନ୍ଦୀ କଳାକାରଙ୍କ ନାମରେ ସଙ୍ଗୀନ ଅଭିଯୋଗ ଆଣି କହିଲେ,‘ ପୂର୍ବରୁ ଅନେକ ଥର ଧମକ ଦେଇଦେଇ ଶେଷରେ ବିଷ ଦେଇ ମାରିଦେଲା। ଆମ ଝିଅକୁ ଯଥାଶୀଘ୍ର ନ୍ୟାୟ ଦରକାର।’
ଜିଲ୍ଲା
ବୃଦ୍ଧାଙ୍କୁ କଚାଡି ମାରିଲା ହାତୀ
ପରିସ୍ରା କରିବାକୁ ଆସି ଜଣେ ବୃଦ୍ଧାଙ୍କ ଜୀବନ ଯାଇଛି।୬୧ ବର୍ଷୀୟ ବୃଦ୍ଧାଙ୍କୁ ଶୁଣ୍ଢରେ କଚାଡି କୁଳଡିହା ହାତୀ ମାରିଦେଇଛି। ବିଳମ୍ବିତ ରାତିରେ ହାତୀ ଏଭଳି କାଣ୍ଡ ଭିଆଇଛି...
ଖେଳ
ଦାୟିତ୍ବ ନେବା ପରେ ଗୌତମଙ୍କ କାମ ଦେଖି କ’ଣ କହିଲେ ରାହୁଲ?
କିଛି ମାସ ତଳେ ରାହୁଲ ଦ୍ରାବିଡ଼ଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ତାଙ୍କ ସ୍ଥାନରେ ଗୌତମ ଗମ୍ଭୀରଙ୍କୁ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ କରାଯାଇଥିଲା। ଏବେ ଦାୟିତ୍ବ ନେବା ପରେ ଗୌତମଙ୍କ କାମ ଦେଖି ପ୍ରତିକ୍ରିୟା ଦେଇଛନ୍ତି ରାହୁଲ।
ରାଜନୀତି
ସଂକଳ୍ପପତ୍ର ଆମପାଇଁ ଧର୍ମଗ୍ରନ୍ଥ: ୧୦୦ ଦିନର ହିସାବ ଦେଲେ ମୋହନ ସରକାର
ମୁଖ୍ୟମନ୍ତ୍ରୀ ମୋହନ ଚାରଣ ମାଝୀଙ୍କ ସରକାରଙ୍କୁ ୧୦୦ ଦିନ ପୂରଣ ହୋଇଛି। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ବିଜେପି ସରକାରଙ୍କ ୧୦୦ ଦିନର ହିସାବ ଦେଇଛନ୍ତି....
ଅପରାଧ
ଜନ୍ମଦିନ ପାର୍ଟି ସାରି ଫେରୁଥିବା ବେଳେ ସଡ଼କ ଦୁର୍ଘଟଣାରେ ଛାତ୍ର ମୃତ
ଦିଲ୍ଲୀର ରାଜଘାଟ ନିକଟରେ ଦୁର୍ଘଟଣା ଘଟି ଜଣେ ୧୯ ବର୍ଷୀୟ ଛାତ୍ରଙ୍କର ମୃତ୍ୟୁ ଘଟିଛି। ଦିଲ୍ଲୀ ୟୁନିଭରସିଟିର ନାବଳକ ଛାତ୍ର ଜଣକ ନିଜ ଜନ୍ମଦିନ ପାର୍ଟି ସାରିବା ପରେ ତାଙ୍କର ୪ ଜଣ ସାଙ୍ଗଙ୍କ ସହ ଗୁରୁଗ୍ରାମରୁ ଘରକୁ ଫେରୁଥିବା ବେଳେ ଗାଡ଼ିଟି ଯାଇ ଏକ ଗାର୍ଡରେଲ୍ ଭିତରେ ପଶି ଯାଇଥିଲା।
ମନୋରଞ୍ଜନ
ସୋମିଙ୍କୁ ଧୋକା ଦେଇ ଐଶ୍ବର୍ଯ୍ୟାଙ୍କ ପ୍ରେମରେ ପଡ଼ିଥିଲେ ସଲମାନ
ମୁଁ ସଲମାନଙ୍କ ସହ ରହୁଥିଲି। ଏହି ସମୟରେ ସେ ହମ ଦିଲ୍ ଦେ ଚୁକେ ସନମରେ ଐଶ୍ବର୍ଯ୍ୟାଙ୍କୁ ଭେଟି ତାଙ୍କ ପ୍ରେମରେ ପଡ଼ିଥିଲେ ଓ ମୋତେ ଧୋକା ଦେଇଥିଲେ। ଏଭଳି କହି ଚର୍ଚ୍ଚାରେ ସଲମାନଙ୍କ ପୂର୍ବ ପ୍ରେମିକା ସୋମି ଅଲୀ।