Advertisment
Latest Posts
Advertisment
ଜିଲ୍ଲା
ରଥଯାତ୍ରାରେ ଦଳାଚକଟା ଭଳି ପରିସ୍ଥିତି: ଭିଡିଓ ଅବା ତଥ୍ୟ ପଠାଇବାକୁ ଅପିଲ୍ କଲେ ତଦନ୍ତକାରୀ କମିଟି ଅଧ୍ୟକ୍ଷ
ରଥଯାତ୍ରାରେ ଦଳାଚକଟା ଭଳି ପରିସ୍ଥିତି ନେଇ ଉନ୍ନୟନ କମିସନର ତଥା ପୁରୀ ଅଘଟଣ ତଦନ୍ତକାରୀ କମିଟି ଅଧ୍ୟକ୍ଷ ଅନୁ ଗର୍ଗ ପ୍ରତିକ୍ରିୟା ଦେଇଛନ୍ତି। ଦଳାଚକଟା ସମୟରେ ଜନସାଧାରଣଙ୍କ ପାଖରେ ଯାହା ଭିଡିଓ କି ତଥ୍ୟ ଅଛି ତାହା ଦେବା ପାଇଁ ସେ ଅପିଲ୍ କରିଛନ୍ତି...
Gallery
ନାଲକୋନଗର ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ନବାଙ୍କ ବେଶ
ରାଜ୍ୟ ତଥା ଦେଶ ବିଦେଶରେ ମହାପ୍ରଭୁଙ୍କ ଭବ୍ୟ ରଥଯାତ୍ରା ଜାରି ରହିଛି। ଏହି ଅବସରେ ମହାପ୍ରଭୁଙ୍କର ଦିବ୍ୟ ଶ୍ୱେତ କ୍ଷେତ୍ର ନାଲକୋ ନଗର ଗୁଣ୍ଡିଚା ମନ୍ଦିରରେ ଚତୁର୍ଦ୍ଧା ବିଗ୍ରହଙ୍କ ନବାଙ୍କ ବେଶ ଅନୁଷ୍ଠିତ ହୋଇଯାଇଛି।
ବାଣିଜ୍ୟ
ଏନଆଇପିଏସ୍ ଇନଷ୍ଟିଚ୍ୟୁଟ୍ : ଆତିଥେୟତା ଶିକ୍ଷାରେ ନୂଆ ମାନଦଣ୍ଡ
୧୯୯୩ରୁ ଆରମ୍ଭ ହୋଇଥିବା ଏନଆଇପିଏସ ଇନଷ୍ଟିଚ୍ୟୁଟ ଅଫ ହୋଟେଲ ମ୍ୟାନେଜମେଣ୍ଟ ଇତି ମଧ୍ୟରେ ଜାତୀୟ ସ୍ତରରେ ଗୌରବ ଅର୍ଜନ କରିବା ସହ ଅନ୍ତର୍ଜାତୀୟ ସ୍ତରରେ ସୁନାମ ଅର୍ଜନ କରିପାରିଛି।
ଅପରାଧ
ଅତିରିକ୍ତ କଫି କପ୍ ଦେବାକୁ ମନା କରିବାରୁ କ୍ୟାଫେ କର୍ମଚାରୀଙ୍କୁ ନିସ୍ତୁକ ପିଟିଲେ ଗ୍ରାହକ
ବୁଧବାର ସନ୍ଧ୍ୟାରେ ବେଙ୍ଗାଲୁରୁର ଏକ ଲୋକପ୍ରିୟ କ୍ୟାଫେରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। କଫି-କପ୍ ଦେବାକୁ ମନା କରିବାରୁ କ୍ୟାଫେର ଜଣେ କର୍ମଚାରୀଙ୍କୁ ନିର୍ମମ ଭାବେ ମାଡ଼ ମାରିଛନ୍ତି ଗ୍ରାହକ।
ମନୋରଞ୍ଜନ
୨୧-୨୧-୨୧ କୌଶଳ ଅବଲମ୍ବନ କରି ଚୁଟ୍କିରେ ନିଜକୁ ଫିଟ୍ କରିଦେଲେ କମେଡି କିଙ୍ଗ୍
କପିଲ ଶର୍ମା ନେଟଫ୍ଲିକ୍ସର ଦି ଗ୍ରେଟ୍ ଇଣ୍ଡିଆନ୍ କପିଲ ସୋ’ର ଚଳିତ ସିଜିନରେ ନଜର ଆସିବା ପରେ ଓଜନ ହ୍ରାସ ପାଇଁ ବହୁତ ଦୃଷ୍ଟି ଆକର୍ଷଣ କରିଛନ୍ତି। ଫରାହ ଖାନ ଏବଂ ସୋନୁ ସୁଦଙ୍କ ଭଳି ସେଲିବ୍ରିଟିଙ୍କୁ ତାଲିମ ଦେବା ପାଇଁ ଜଣାଶୁଣା ଫିଟନେସ୍ ପ୍ରଶିକ୍ଷକ ଯୋଗେଶ ଭଟେଜା ତାଙ୍କୁ ପ୍ରଶିକ୍ଷଣ ଦେଇଛନ୍ତି।
ପୁନଶ୍ଚ ପୃଥିବୀ
ପ୍ରଦୂଷଣ ବଢ଼ାଉଛି କୋଇଲାରେ ନିବେଶ!
ଭଭୟ ବଜାର ଓ ପରିବେଶ ଦୃଷ୍ଟିରୁ କୋଇଲା ଆଧାରିତ ପ୍ରକଳ୍ପରେ ନିବେଶ କରିବା ବିପଜ୍ଜନକ; ଏହା ସତ୍ତ୍ବେ ଭାରତୀୟ ବ୍ୟାଙ୍କଗୁଡ଼ିକ କୋଇଲା ଭଳି ପ୍ରଦୂଷଣକାରୀ ଜୀବାଶ୍ମ ଇନ୍ଧନରେ ନିବେଶ ଜାରି ରଖିଛନ୍ତି।