Advertisment
Latest Posts
Advertisment
ରାଜ୍ୟ
ଗାତ ଖୋଳି ବାଣ ପୋତୁଥିଲା ପୁଲିସ; ବିସ୍ଫୋରଣରେ ଥରହର ହେଲେ ଗ୍ରାମବାସୀ
ଜବତ ବାଣ ନିଷ୍କ୍ରିୟ ବେଳେ ବିସ୍ଫୋରଣ ହୋଇଛି। ଏହି ଶଦ୍ଦରେ ଗାଁଲୋକେ ଭୟଭୀତ ହୋଇଛନ୍ତି। ଲୋକଙ୍କର ଘରର କାଚ ମଧ୍ୟ ଭାଙ୍ଗିଛି। କଲେଇ ଗ୍ରାମର ଲୋକଙ୍କ କହିବା ଅନୁଯାୟୀ କପାଳୀ ନଦୀକୂଳରେ ଏକ ପ୍ରଚଣ୍ଡ ଶବ୍ଦ ଶୁଣାଯାଇଛି।
ଜିଲ୍ଲା
ଜମିବାଡ଼ି ବିବାଦ: ଶାଳୀଙ୍କୁ ବିଚ୍ ରାସ୍ତାରେ ହାଣି ହତ୍ୟା କଲା ଭିଣୋଇ
ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅଧିନ ଚଢ଼େୟାପଲ୍ଲୀ ଗ୍ରାମରେ ଗୁରୁବାର ଏକ ହତ୍ୟାକାଣ୍ଡ ଘଟିଛି। ଗ୍ରାମର ଆଶାକର୍ମୀ ବିଜୟାଲକ୍ଷ୍ମୀ ତ୍ରିପାଠୀଙ୍କୁ ହତ୍ୟା କରା ଯାଇଥିବା ଅଭିଯୋଗ ହୋଇଛି। ଜମିଜମା ବିବାଦକୁ କେନ୍ଦ୍ର କରି ତାଙ୍କ ଭିଣୋଇ ହିଁ ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ...
ଖେଳ
ଏଥର ଆଇପିଏଲରୁ ୨୭ କୋଟି ଟଙ୍କା ଆୟ କଲେ କୋହଲି
କୋହଲି ଏହି ସିଜିନ୍ ରେ ମୋଟ ୨୭ କୋଟି ୪୦ ଲକ୍ଷ ଟଙ୍କା ରୋଜଗାର କରିଥିଲେ, ଯାହା ମଧ୍ୟରୁ ୨୧ କୋଟି ଟଙ୍କା କେବଳ ତାଙ୍କର ଦରମା ଥିଲା। କୋହଲି ୧୮ତମ ସିଜିନ୍ ପାଇଁ ଆରସିବି ଦଳରେ ଥିଲେ।
ରାଜନୀତି
ବିଦେଶରେ କାହାକୁ ନଜଣାଇ ଟିଏମ୍ସି ସାଂସଦଙ୍କୁ ବିବାହ କଲେ ବିଜେଡି ନେତା ପିନାକୀ ମିଶ୍ର
ବର୍ତ୍ତମାନ ବିବାହ ଋତୁ ଚାଲିଥିବା ବେଳେ ଏକ ହାଇ ପ୍ରୋଫାଇଲ୍ ବାହାରଘରର ଖବର ସାମ୍ନାକୁ ଆସିଛି। ତୃଣମୂଳ କଂଗ୍ରେସ (ଟିଏମ୍ସି) ସାଂସଦ ମହୁଆ ମୋଇତ୍ରା ମେ ୩ ତାରିଖରେ ବିଦେଶରେ ଆୟୋଜିତ ଏକ ଉତ୍ସବରେ ବିଜୁ ଜନତା ଦଳ (ବିଜେଡି) ନେତା ପିନାକୀ ମିଶ୍ରଙ୍କ ସହିତ ବିବାହ ବନ୍ଧନରେ ଆବଦ୍ଧ ହୋଇଥିବା ସୂଚନା ମିଳିଛି।
ଅପରାଧ
ଆରସିବି ଏବଂ କେଏସସିଏ ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିଲେ: ସରକାର
୧୮ ବର୍ଷ ପରେ ଆଇପିଏଲ୍ ଟାଇଟଲ ଜିତିବା ପରେ ଆର୍ସିବି ଟିମ୍ ଆଜି ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଭବ୍ୟ ଉତ୍ସବ ପାଳନ କରୁଥିବା ବେଳେ ବହୁତ ବଡ଼ ଅଘଟଣ ଘଟିଛି। ଦଳାଚକଟାରେ ଏଗାର ଜଣଙ୍କର ମୃତ୍ୟୁ ଏବଂ ୪୭ ଜଣ ଆହତ ହେବା ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି।
ମନୋରଞ୍ଜନ
ବିବାହର ଗୋଟିଏ ଦିନ ପରେ କାମକୁ ଫେରିଲେ ହିନା
ସାଧାରଣତଃ ବିବାହ ପରେ ଷ୍ଟାରମାନେ ଜୀବନସାଥୀଙ୍କ ସହିତ ସମୟ ବିତାଇବା ପାଇଁ କିଛିଦିନ କାମରୁ ବିରତି ନେଇଥାଆନ୍ତି। କିନ୍ତୁ ଏହା ହିନାଙ୍କ କ୍ଷେତ୍ରରେ ଦେଖିବାକୁ ମିଳି ନଥିଲା।