Advertisment
Latest Posts
Advertisment
ଜିଲ୍ଲା
ଖଇରା ଏନଏସି ଦାବିରେ ୬ ତାରିଖ ୬ ଘଣ୍ଟିଆ ଖଇରା ବନ୍ଦ ଡାକରା ଦେଲା ବିଜେଡି।
ଖଇରାକୁ ଏନଏସି ମାନ୍ୟତା ପ୍ରଦାନ ପାଇଁ ଏବେ ଆନ୍ଦୋଳନ ତୀବ୍ରତର ହୋଇଛି। ଗତ ୩ ତାରିଖ ଅଞ୍ଚଳବାସୀଙ୍କ ପକ୍ଷ୍ରୁ ୭ ଘଣ୍ଟିଆ ଖଇରା ବନ୍ଦ ଓ ସୋର କୁପାରୀ ରାସ୍ତା ଅବରୋଧ କରିବା ପରେ ଏବେ ବିଜେଡି ଆନ୍ଦୋଳନକୁ ଓହ୍ଲାଇଛି....
Gallery
‘ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ’ର ବାର୍ଷିକ ସ୍ମରଣିକା ଉନ୍ମୋଚିତ
ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ (ଓସ୍ଜା)ର ବାର୍ଷିକ ସ୍ମରଣିକାକୁ ଉନ୍ମୋଚନ କରୁଛନ୍ତି କ୍ରୀଡ଼ା ଓ ଯୁବସେବା ତଥା ଓଡ଼ିଆ ଭାଷା ଓ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏବଂ ଓଡ଼ିଶା ଫୁଟ୍ବଲ୍ ସଂଘ (ଫାଓ)ର ସଭାପତି ତଥା ବିଧାୟକ ଟଙ୍କଧର ତ୍ରିପାଠୀ।
ବାଣିଜ୍ୟ
ରାଗରେ ଜର୍ଜରିତ ହୋଇ ସୀମା ଟପୁଛନ୍ତି ଟ୍ରମ୍ପ୍: ଏବେ ଔଷଧ ଉପରେ ଲଗାଇବେ ଅତ୍ୟଧିକ ଟିକସ୍
ଭାରତ ଓ ରୁଷ୍ର ବନ୍ଧୁତା ଦେଖି ରାଗରେ ଜର୍ଜରିତ ହେଉଛି ଆମେରିକା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଭାରତ ଉପରେ ଟାରିଫ୍ ଲଗାଇ ନିଜର ରାଗ ସୁଝାଉଛନ୍ତି। ଏବେ ଯାହା ଚର୍ଚ୍ଚା ହେଉଛି ଯେ ଟ୍ରମ୍ପ୍ କୁଆଡ଼େ ଔଷଧ ଉପରେ ବି ଅତ୍ୟଧିକ ଟ୍ୟାକ୍ସ ଲଗାଇବାକୁ ଯାଉଛନ୍ତି।
ଅପରାଧ
ନିର୍ଯାତନା ଦେଇ ଅପହୃତଙ୍କୁ ମାରିଦେଲେ: ବନ୍ଧାହେଲେ ଦମ୍ପତି, ୨ ସହଯୋଗୀ ଫେରାର
ଚାକିରି ଖୋଜୁଥିବା ଜଣେ ଯୁବକଙ୍କୁ ଅପହରଣ କରିବା ପରେ ବନ୍ଦୀ କରି ରଖିବା ସହ ନିର୍ଯାତନା ଦେଇଦେଇ ଶେଷରେ ମାରିଦେଲେ। ମୃତକ ହେଲେ ଛତିଶଗଡ଼ ଗରୁୱାଘାଟ କରୁଆର ରୋହିତ ପାନ୍(୨୭)।
ମନୋରଞ୍ଜନ
ଏମିତି କଣ କରିଦେଲେ ଦୈତାରୀ ପଣ୍ଡା? ଦର୍ଶକ ଫୋଫାଡ଼ିଲେ ବୋତଲ
'ମୁଁ ପାପର ସମୁଦ୍ରରେ ବୁଡ଼ିବାକୁ ଚାଁହୁଛି' ଦମଦାର ଡାଇଲଗ ସାଙ୍ଗକୁ ଦାଉ ଦାଉ ହୋଇ ଜଳୁଥିବା ଆଖି | ହାତରେ ଜଣେ ସଧବା ପାଖରୁ ଛଡାଇ ଆଣିଥିବା ମଙ୍ଗଳସୂତ୍ର, କଟାକ୍ଷର ହସରେ କମ୍ପୁଥିଲା ଷ୍ଟେଜ |
ପୁନଶ୍ଚ ପୃଥିବୀ
ଜଳବାୟୁ ପରିବର୍ତ୍ତନର ପ୍ରଭାବ: ରାଜ୍ୟରୁ ଲୋପ ପାଇଗଲାଣି ଶ୍ବେତଅରଖ, ବାଇବିଡ଼ଙ୍ଗ
ଚରକ ସଂହିତା ଅନୁସାରେ ବନ୍ଧ୍ୟାଦୋଷ ଦୂର ଲାଗି ମହୌଷଧି ଭଳି କାମ କରେ ଶ୍ବେତଅରଖ ଚେର। କ୍ୟାନସର୍ ଓ ଡାଇବେଟିସ୍ ଭଳି ରୋଗର ଉପଚାର ପାଇଁ କେଉଁ କାଳରୁ ଗାଁ ଗଣ୍ଡାରେ ବ୍ୟବହାର...