Advertisment
Latest Posts
Advertisment
ରାଜ୍ୟ
ସ୍କ୍ରବ୍ ଟାଇଫସ୍ ନେଲା ଶିକ୍ଷୟିତ୍ରୀଙ୍କ ଜୀବନ!
ସ୍କ୍ରବ୍ ଟାଇଫସ୍ରେ ଜଣେ ଶିକ୍ଷୟିତ୍ରୀଙ୍କର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି। ତେବେ ଡାକ୍ତରୀ ରିପୋର୍ଟ ମିଳି ନଥିବାରୁ ଏ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ମିଳିନାହିଁ। ସୂଚନା ଅନୁଯାୟୀ, ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ସରସ୍ୱତୀ ଶିଶୁବିଦ୍ୟାମନ୍ଦିରର...
ଜିଲ୍ଲା
ନିମ୍ନମାନର ଖାଦ୍ୟ ପରସା ଯାଉଥିବା ଅଭିଯୋଗ: ଆରଏମସି ସ୍ୱାସ୍ଥ୍ୟବିଭାଗ ଟିମ୍ ପକ୍ଷରୁ ଚଢ଼ଉ
ଗ୍ରାହକମାନଙ୍କୁ ନିମ୍ନମାନର ଖାଦ୍ୟ ପରସା ଯାଉଥିବା ଅଭିଯୋଗ ପରେ ଗୁରୁବାର ରାଉରକେଲା ମହାନଗର ନିଗମ (ଆରଏମସି) ସ୍ୱାସ୍ଥ୍ୟବିଭାଗ ଟିମ୍ ସେକ୍ଟର-୪ ସ୍ଥିତ ମଧୁବନ ରେସ୍ତୋରାଁରେ ଚଢ଼ଉ କରିଛି...
ଖେଳ
ରାଜ୍ୟସ୍ତରୀୟ ଉଚ୍ଚ ମାଧ୍ୟମିକ ସ୍କୁଲ କବାଡ଼ି: ମ୍ୟୁନିସିପାଲ-ପୋଲସରା ଓ ନିମାପଡ଼ା-ସନ୍ଧେଇପାଲି ମୁହାଁମୁହିଁ
ମ୍ୟୁନିସିପାଲ କଲେଜ ପଡ଼ିଆରେ ଗୁରୁବାରଠାରୁ ଓଡ଼ିଶା ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍ଏସ୍ଇ) ଆୟୋଜିତ ରାଜ୍ୟସ୍ତରୀୟ ଉଚ୍ଚ ମାଧ୍ୟମିକ ସ୍କୁଲ କବାଡ଼ି ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି।
ରାଜନୀତି
ଆପ୍ ଘୋଷଣା କରିଥିବା ୧୧ ଜଣଙ୍କ ମଧ୍ୟରୁ ୬ ଜଣ ପରାଜିତ ପ୍ରାର୍ଥୀ
ଆମ୍ ଆଦ୍ମୀ ପାର୍ଟି(ଆପ୍) ଆଗାମୀ ବିଧାନସଭା ନିର୍ବାଚନ ପାଇଁ ତା’ର ପ୍ରାର୍ଥୀ ତାଲିକା ଘୋଷଣା କରିସାରିିଛି। ସମୁଦାୟ ୧୧ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ଆପ୍।
ଅପରାଧ
ଶିକ୍ଷକଙ୍କ ଦ୍ବାରା ଦୁଷ୍କର୍ମର ଶିକାର ହେଲେ ସରକାରୀ ଶିକ୍ଷୟିତ୍ରୀ
ରାଜସ୍ଥାନର ଅଲବର ଜିଲ୍ଲାରେ ଜଣେ ସରକାରୀ ଶିକ୍ଷୟିତ୍ରୀ ଶିକ୍ଷକଙ୍କ ଦ୍ବାରା ଦୁଷ୍କର୍ମର ଶିକାର ହୋଇଥିବା ନେଇ ସଙ୍ଗୀନ ଅଭିଯୋଗ କରିଛନ୍ତି। ଦୁଷ୍କର୍ମକାରୀ ଶିକ୍ଷକଙ୍କୁ ଗିରଫ ପାଇଁ ପୁଲିସ କରୁଛି ଯାଞ୍ଚ।
ମନୋରଞ୍ଜନ
ପୁଅ ଓ ବୋହୂଙ୍କ ସମ୍ପର୍କରେ ଫାଟକୁ ନେଇ ମୁହଁ ଖୋଲିଲେ ଅମିତାଭ
ଅମିତାଭ ବଚ୍ଚନ ଲେଖିଛନ୍ତି, ‘ମୁଁ ମୋ ପରିବାର ବିଷୟରେ ଖୁବ ଅଳ୍ପ ଆଲୋଚନା କରିଥାଏ। କାରଣ ମୁଁ ପରିବାରର ଗୋପନୀୟତା ବଜାୟ ରଖିଥାଏ। ଜୀବନରେ ଭିନ୍ନ ଦେଖାଯିବା ଓ ତାର ଉପସ୍ଥିତି ଉପରେ ବିଶ୍ବାସ କରିବାକୁ ହେଲେ ବହୁତ ସାହସ, ଦୃଢ଼ ବିଶ୍ବାସ ଓ ସଚ୍ଚୋଟପଣର ଆବଶ୍ୟକ ହୋଇଥାଏ।