Advertisment
Latest Posts
Advertisment
ରାଜ୍ୟ
ଆଗକୁ ବଢ଼ିବ ତାତି
ରାଜ୍ୟରେ ଏବେ ଉଷ୍ମ ଓ ଆର୍ଦ୍ର ପାଣିପାଗ ଜାରି ରହିଥିବା ବେଳେ ଉପକୂଳରେ ଗୁଳୁଗୁଳି ଜାରି ରହିଛି। ଆସନ୍ତା ୪ ଦିନ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ....
ଜିଲ୍ଲା
୫ ଲକ୍ଷ ପୁରସ୍କାର ଘୋଷିତ ମାଓବାଦୀ ଗିରଫ
ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଛୋଟେବେଠିଆ ପୁଲିସ ଏବଂ ବିଏସଏଫର ଚଢ଼ାଉରେ ଜଣେ ୫ ଲକ୍ଷ ପୁରସ୍କାର ଘୋଷିତ ନକ୍ସଲ ଗିରଫ ହୋଇଛି। ପରେ କୋର୍ଟ ଚାଲାଣ କରାଯାଇଥିବା ପୁଲିସ ପକ୍ଷରୁ ସୂଚନା ରହିଛି।
ଖେଳ
ରଗବି ପ୍ରିମିୟର ଲିଗ୍ : କଳିଙ୍ଗ ବ୍ଲାକ ଟାଇଗର୍ସ ପକ୍ଷରୁ ଜର୍ସି ଓ ମାସ୍କଟ ଉନ୍ମୋଚିତ
ରଗବି ପ୍ରିମିୟର ଲିଗର ଅନ୍ୟତମ ପ୍ରତିଷ୍ଠାତା ଦଳ କଳିଙ୍ଗ ବ୍ଲାକ ଟାଇଗର୍ସ ତାହାର ଆନୁଷ୍ଠାନିକ ଜର୍ସି ଏବଂ ମାସ୍କଟକୁ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଉନ୍ମୋଚନ କରିଛି ।
ରାଜନୀତି
ମୁଖ୍ୟମନ୍ତ୍ରୀଙ୍କୁ କଳା ପତାକା ଦେଖାଇବାକୁ ଉଦ୍ୟମ କରୁଥିଲେ କଂଗ୍ରେସ କର୍ମୀ
ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ କଂଗ୍ରେସ ବିରୋଧ କରିଥିଲା। ବରିଷ୍ଠ କଂଗ୍ରେସ ନେତା ତଥା ରାଷ୍ଟ୍ରୀୟ ମଜଦୂର କଂଗ୍ରେସର ଜିଲ୍ଲା ସଭାପତି ଘନ କୁମାର ଶବରଙ୍କ ନେତୃତ୍ବରେ ଶତାଧିକ କର୍ମୀ ଆଜି ମୁଖ୍ୟମନ୍ତ୍ରୀଙ୍କୁ କଳା ପତାକା ଦେଖାଇ ବିରୋଧ କରିବାକୁ ଉଦ୍ୟମ କରୁଥିଲେ।
ଅପରାଧ
ପତ୍ନୀର କଟାମୁଣ୍ଡ ଧରି ଥାନାରେ ପହଞ୍ଚିଲା ଯୁବକ
କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଆଙ୍କେଲ ଅଞ୍ଚଳରେ ରହୁଥିବା ଜଣେ ୨୮ ବର୍ଷୀୟ ଯୁବକ ନିଜ ପତ୍ନୀକୁ ନିର୍ମମ ଭାବରେ ହତ୍ୟା କରି କଟା ମୁଣ୍ଡ ସହିତ ପୋଲିସ ଷ୍ଟେସନରେ ପହଞ୍ଚି ଆତ୍ମସମର୍ପଣ କରିଥିଲା।
ମନୋରଞ୍ଜନ
ଦୀପିକା ସୁସ୍ଥ ହୋଇଗଲେ ନିଶ୍ଚୟ ଭାବେ ମୁଁ ତାଙ୍କୁ ଆପଣମାନଙ୍କ ସାମ୍ନାକୁ ଆଣିବି: ସୋଏବ
ସୋଏବ ଇବ୍ରାହିମ ଅଭିନେତ୍ରୀଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ ଅପଡେଟ୍ ଦେଇ କହିଛନ୍ତି, ‘ଲିଭର କ୍ୟାନସର ଅସ୍ତ୍ରୋପଚାର ପରେ ଦୀପିକା ଆଇସିୟୁରୁ ବାହାରକୁ ଆସିଛନ୍ତି।ଅସ୍ତ୍ରୋପଚାର ପାଇଁ ମୁଁ ଦୀପିକାଙ୍କୁ ୮.୩୦ରେ ଓଟି ଭିତରେ ଛାଡିଥିଲି ଏବଂ ସେ ୧୧.୩୦ ରେ ବାହାରକୁ ଆସିଥିଲେ।