Advertisment
Latest Posts
Advertisment
ରାଜ୍ୟ
ରଥଯାତ୍ରା ନୀତି ନିର୍ଘଣ୍ଟକୁ ଛତିଶା ନିଯୋଗର ମୋହର
ଗତଥର ମହାପ୍ରଭୁ ବଳଭଦ୍ର ରଥ ଉପରେ ପଡ଼ିଯିବା ଘଟଣା ପରେ ସୁରକ୍ଷାରେ କୌଣସି ବୁଝାମଣା କରିବାକୁ ଚାହୁନି ଶ୍ରୀମନ୍ଦିର ପ୍ରଶାସନ। ଚାରମାଳ ବନ୍ଧା ହେବା ପରେ ବାଡ଼ଗ୍ରାହୀଙ୍କ ସମେତ ଜଣେ ଜଣେ ବରିଷ୍ଠ ଅଧିକାରୀ ଚାରମାଳ ଯାଞ୍ଚ କରିବେ।
ଜିଲ୍ଲା
ବିପଦକୁ ଆମନ୍ତ୍ରଣ କରୁଛି ଜାତୀୟ ରାଜପଥ
ବୌଦ୍ଧ ବଲାଙ୍ଗୀର ଜାତୀୟ ରାଜପଥ ନଂ ୫୭ର ନିର୍ମାଣ ବେଳେ କିଲୋମିଟର ପିଛା ଏକ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଏହି ରାସ୍ତାର ନିର୍ମାଣ ଦୁଇ ବର୍ଷ ତଳେ ସରିଛି। ନିର୍ମାଣର ୨ ମାସ ନଯାଉଣୁ ବଲାସିଙ୍ଗା ଓ ମର୍ଯ୍ୟାଦାପୁର ଉଭୟପାର୍ଶ୍ଵର ପୋଲ ସଂଯୋଗୀକରଣ ରାସ୍ତା ପିଚୁ ଉଠି ଯାଇଥିଲା...
ଖେଳ
ଧୋନିଙ୍କ ପାଦ ଛୁଇଁଲେ ବୈଭବ
ଚଳିତ ଆଇପିଏଲ୍ରେ ଯେଉଁ କିଛି ନବାଗତ ତାରକା ଚହଳ ସୃଷ୍ଟି କରିଛନ୍ତି ସେଥିମଧ୍ୟରେ ରାଜସ୍ଥାନ ରୟାଲ୍ସର ୧୪ବର୍ଷୀୟ କିଶୋର କ୍ରିକେଟର୍ ବୈଭବ ସୂର୍ଯ୍ୟବଂଶୀ ସର୍ବାଗ୍ରେ ରହିଛନ୍ତି। ପଦାର୍ପଣ ଋତୁରେ ଚିତ୍ତାକର୍ଷକ ଶତକ ଏବଂ ଗତକାଲି ଚେନ୍ନାଇ ସୁପରକିଙ୍ଗ୍ସ ବିପକ୍ଷ....
ରାଜନୀତି
‘ଓବିସି, ଏସ୍ସି, ଏସ୍ଟିଙ୍କୁ ସଂଖ୍ୟାନୁପାତରେ ସଂରକ୍ଷଣ ଦିଅ’
ସଂରକ୍ଷଣକୁ ପ୍ରସଙ୍ଗ କରି ରାସ୍ତାକୁ ଓହ୍ଲାଇଛି ବିଜେଡି। ଓବିସି, ଏସ୍ସି ଓ ଏସ୍ଟିଙ୍କୁ ସଂଖ୍ୟାନୁପାତରେ ସଂରକ୍ଷଣ ଦାବିରେ ବିଜେଡି ପକ୍ଷରୁ ଆଜି ରାଜଭବନ ସମ୍ମୁଖଷର ଜନଆନ୍ଦୋଳନ କରାଯାଇଥିଲା। ଏସ୍ଇବିସି ତଥା ଓବିସି ବର୍ଗ ପାଇଁ ୨୭ ପ୍ରତିଶତ....
ଅପରାଧ
ଦୁର୍ଦ୍ଦାନ୍ତ ବାସବରାଜୁ ସମେତ ୨୭ ନକ୍ସଲ ନିପାତ: ମୁଣ୍ଡ ଉପରେ ଥିଲା ଦେଢ଼ କୋଟିର ପୁରସ୍କାର, ଅପରେସନ୍ରେ ଜଣେ ଯବାନ ସହିଦ
ଲାଲ୍ ଆତଙ୍କ ଉପରେ ସୁରକ୍ଷାକର୍ମୀଙ୍କ ବଡ଼ ପ୍ରହାର। ଛତିଶଗଡ଼ର ନାରାୟଣପୁର ଜିଲ୍ଲା ଅବୁଝମଡ଼ ଜଙ୍ଗଲରେ ୨୭ ଜଣ ନକ୍ସଲ ନିପାତ ହୋଇଛନ୍ତି। ସଂଗଠନର ମହାସଚିବ ନାମ୍ବଲା କେଶବ ରାଓ ଓରଫ୍ ବାସବରାଜୁ ଓରଫ୍ ଗଗନ୍ନା ନିହତ ହୋଇଥିବା ସୂଚନା ମିଳିଛି।
ମନୋରଞ୍ଜନ
ଚାଲିଗଲେ ଦାସ ଦାଦା, କପିଲଙ୍କ ସହ ଥିଲା ଖାସ ସମ୍ପର୍କ
କପିଲ ଶର୍ମାଙ୍କ ସହ ବର୍ଷ ବର୍ଷ ଧରି କାମ କରିଥିବା ଦାସ ଦାଦା ଆଉ ଏହି ଦୁନିଆରେ ନାହାନ୍ତି। ଦାସ ଦାଦା କପିଲ ଶର୍ମାଙ୍କ ଶୋ’ରେ ସହଯୋଗୀ ଫଟୋଗ୍ରାଫର ଭାବରେ କାମ କରୁଥିଲେ।