Advertisment
Latest Posts
Advertisment
ରାଜ୍ୟ
ଧର୍ମଗଡ଼ ଉପଜିଲ୍ଲାପାଳ ଗିରଫ: ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବା ଅଭିଯୋଗ
ଧର୍ମଗଡ଼ ଉପଜିଲ୍ଲାପାଳ ଭିଜିଲାନ୍ସ ଜାଲରେ ଧରା ପଡ଼ିଛନ୍ତି। ତଲାସୀ ସମୟରେ ତାଙ୍କ ସରକାରୀ ବାସଭବନରୁ ୪୭ ଲକ୍ଷ ଟଙ୍କା ଜବତ କରାଯାଇଛି। ଯାହାର ସେ କୌଣସି ସନ୍ତୋଷଜନକ ସ୍ପଷ୍ଟୀକରଣ ଦେଇପାରି ନାହାନ୍ତି...
ଜିଲ୍ଲା
ଯୁବକଙ୍କୁ ହତ୍ୟା ମାମଲା: ଝାରସୁଗୁଡ଼ାରୁ ଅଭିଯୁକ୍ତକୁ ବାନ୍ଧିଲା ପୁଲିସ
ରାଇଡିହି ଜଙ୍ଗଲରେ ଯୁବକଙ୍କୁ ହତ୍ୟା ମାମଲା। ଝାରସୁଗୁଡ଼ାରୁ ଅଭିଯୁକ୍ତକୁ ବାନ୍ଧିଲା ପୁଲିସ। ଜୁଆଖେଳରୁ ଗଣ୍ଡଗୋଳରେ ହତ୍ୟାକାଣ୍ଡ ଘଟିଥିବା ସୂଚନା ରହିଛି। ପୂର୍ବରୁ ୨୦୧୮ରେ ବାପାଙ୍କୁ ହତ୍ୟା ମାମଲାରେ ଗିରଫ ଅଭିଯୁକ୍ତ ଜଣକୁ ଆଜୀବନ ସଜା ହୋଇଥିଲା।
ଖେଳ
ଆଲ୍କାରାଜ୍ଙ୍କୁ ଐତିହାସିକ ଟ୍ରଫି
ତୀବ୍ର ସଂଘର୍ଷପୂର୍ଣ୍ଣ ତଥା ଅପୂର୍ବ ଉତ୍କଣ୍ଠାପୂର୍ଣ୍ଣ ଫାଇନାଲ୍ରେ ପ୍ରଥମ ସିଡ୍ ଓ ବିଶ୍ବମାନ୍ୟତାର ପ୍ରଥମ ସ୍ଥାନରେ ଥିବା ଇଟାଲିର ଜାନିକ ସିନ୍ନରଙ୍କୁ ନାଟକୀୟ ଭାବେ ୪-୬, ୬-୭ (୪-୭), ୬-୪, ୭-୬ (୭-୩), ୭-୬ (୧୦-୨)ସେଟ୍ରେ.....
ରାଜନୀତି
ବିହାର ନିର୍ବାଚନ ପୂର୍ବରୁ ବିଜେପିକୁ ଝଟକା: ଦଳ ଛାଡିଲେ ଚର୍ଚ୍ଚିତ ୟୁଟ୍ୟୁବର୍ ମନୀଷ କଶ୍ୟପ, ଖୋଲିଲେ ଗୁମର...
ବିଜେପିରେ ରହିବା ମାନେ ଦୁର୍ନୀତିକୁ ଢାଙ୍କି ରଖିବା । ମୁଁ ଏବେ ବିଜେପିର ସକ୍ରିୟ ସଦସ୍ୟ ନୁହେଁ । ମୁଁ ବିଜେପିରେ ରହି ନିଜକୁ ବଞ୍ଚାଇ ପାରିଲିନି ତ ଲୋକଙ୍କର କଣ ସାହାଯ୍ୟ କରିବି ?
ଅପରାଧ
ସ୍ବାମୀଙ୍କୁ ହତ୍ୟା ପୂର୍ବରୁ ତରତର ହୋଇ ମେସେଜ କରିଥିଲେ ସୋନମ: ସାମ୍ନାକୁ ଆସିଲା ଭିଡିଓ
ଇନ୍ଦୋରରୁ ମେଘାଳୟ ହନିମୁନ୍ ପାଇଁ ଯାଇଥିବା ଦମ୍ପତି ନିଖୋଜ ହେବା ଘଟଣାର ନୂଆ ମୋଡ ନେଇଛି । ମେଘାଳୟ ଯିବା ବାହାନାରେ ସ୍ତ୍ରୀ ସୋନମ୍ ରଘୁବଂଶୀ ସ୍ବାମୀ ରାଜା ରଘୁବଂଶୀଙ୍କୁ ବୀଭତ୍ସ ଭାବେ ହତ୍ୟା କରିଥିବା ପୁଲିସ ନିକଟରେ ସ୍ବୀକାର କରିଛନ୍ତି।
ମନୋରଞ୍ଜନ
ଜନ୍ମଦିନ ପାଳନର ଗୋଟିଏ ଦିନ ପରେ ଆଖିବୁଜିଲେ ଲୋକପ୍ରିୟ ଚଳଚ୍ଚିତ୍ର ନିର୍ଦ୍ଦେଶକ
ଭାରତୀୟ ସିନେମା ଜଗତର ଲୋକପ୍ରିୟ ଚଳଚ୍ଚିତ୍ର ନିର୍ଦ୍ଦେଶକ ପାର୍ଥୋ ଘୋଷଙ୍କ ହୃଦଘାତରେ ମୃତ୍ୟୁ ହୋଇଛି। ମୃତ୍ୟୁର ଗୋଟିଏ ଦିନ ପୂର୍ବରୁ ପାର୍ଥୋ ଧୁମଧାମରେ ପାଳନ କରିଥିଲେ ଜନ୍ମଦିନ।