Advertisment
Latest Posts
Advertisment
ରାଜ୍ୟ
ଶରଧାବାଲିରେ ଦଳାଚକଟା: ମୃତକଙ୍କ ପରିବାରକୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ
ଶ୍ରୀକ୍ଷେତ୍ରର ଶରଧାବାଲିରେ ଗତ ରବିବାର ଦିନ ଭୋରରୁ ଦଳାଚକଟା ଘଟଣାରେ ଭୁବନେଶ୍ବର ଉପକଣ୍ଠ ବାଲିପାଟଣା ଥାନା ଅଠାନ୍ତର ମହାନ୍ତିସାହିର ପ୍ରଭାତୀ ଦାସଙ୍କ ମୃତ୍ୟୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗଭୀର ଶୋକ ପ୍ରକାଶ କରିଛନ୍ତି।
ଜିଲ୍ଲା
ବିଏମସି ଅତିରିକ୍ତ କମିସନରଙ୍କୁ ଆକ୍ରମଣ ମାମଲା: ରାଜ୍ୟର ବିଭିନ୍ନ ଓଏଏସ୍ ସଂଘ ପକ୍ଷରୁ ପ୍ରତିବାଦ
ବିଏମସି ଅତିରିକ୍ତ କମିସନର ରତ୍ନାକର ସାହୁଙ୍କୁ ଆକ୍ରମଣ ମାମଲାରେ ରାଜ୍ୟର ବିଭିନ୍ନ ଓଏଏସ୍ ସଂଘ ପକ୍ଷରୁ ପ୍ରତିବାଦ କରାଯାଇଛି। ଏହା ସହିତ ଏନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି ହୋଇଛି...
ଖେଳ
ରାଜନୀତି
ସେହି ଦିନୁ ସମ୍ବିତ ପାତ୍ର... ପୁରୀରେ ଲାଗିଛି ସାଂସଦ ନିଖୋଜ ନେଇ ପୁଳାପୁଳା ପୋଷ୍ଟର, ସୋସିଆଲ ମିଡିଆରେ ଭାଇରାଲ୍
ପୋଷ୍ଟରରେ ଲେଖା ଅଛି- ସାଂସଦ ପୁରୀ, ନିଖୋଜ.. ସମ୍ବିତ ପାତ୍ରଙ୍କୁ ନେଇ ଏଭଳି ପୋଷ୍ଟର ଲାଗିଥିବା ବେଳେ ସୋସିଆଲ ମିଡିଆରେ ଏସବୁ ଏବେ ଖୁବ୍ ଭାଇରାଲ ହେଉଛି । ୟୁଜର୍ସମାନେ ଉକ୍ତ ଫଟୋକୁ ସେୟାର କରି ସରକାରଙ୍କୁ ସମାଲୋଚନା ସହ ସମ୍ବିତ ପାତ୍ରଙ୍କୁ କଟାକ୍ଷ କରିଥିବା ଦେଖିବାକୁ ମିଳିଛି
ଅପରାଧ
ମୋର କିଛି ଭୁଲ ନାହିଁ କହୁଥିଲେ ଯୁବକ, ଶୁଣିଲେନି ଆକ୍ରମଣକାରୀ
ଗଂଞ୍ଜାମ ଜିଲ୍ଲା ଦିନକୁ ଦିନ ଅଶାନ୍ତ ହେବାରେ ଲାଗିଛିl ଜିଲ୍ଲାରେ ହତ୍ୟା, ଦୁଷ୍କର୍ମ ସହିତ ଅନ୍ୟ ଅପରାଧିକ ଘଟଣା ବୃଦ୍ଧି ପାଇବାରେ ଲାଗିଛି। ଜିଲ୍ଲାର ଛତ୍ରପୁର ଥାନା ଅଧିନ ଗୋବା ଗ୍ରାମରେ ମଙ୍ଗଳବାର ଆଉ ଏକ ହତ୍ୟା ଘଟଣା ଘଟିଛିl
ମନୋରଞ୍ଜନ
ହୃଦ୍ଘାତରେ ଶେଫାଳୀଙ୍କ ମୃତ୍ୟୁ; ବଟକ୍ସକୁ ବିରୋଧ କଲେ ଅଭିନେତ୍ରୀ କରୀନା କପୁର୍
ଆଣ୍ଟି-ଏଜିଂ ଔଷଧ ବଟକ୍ସ ବିରୋଧରେ ନିଜର ମତ ରଖିଛନ୍ତି ଅଭିନେତ୍ରୀ କରୀନା କରୀନା କପୁର ୪୨ ବର୍ଷ ବୟସରେ ଅଭିନେତ୍ରୀ ତଥା ମଡେଲ ଶେଫାଳୀ ଜରିୱାଲାଙ୍କ ହଠାତ୍ ମୃତ୍ୟୁ ପରେ କସମେଟିକ୍ ପ୍ରକ୍ରିୟା ଉପରେ ତାଙ୍କର ମତାମତ ସେୟାର କରିଛନ୍ତି।