Advertisment
Latest Posts
Advertisment
ରାଜ୍ୟ
ମଧୁବନ ରେସ୍ତୋରାଁ ସିଲ୍: ଗ୍ରାହକଙ୍କୁ ପରସୁଥିଲା ବାସି ଖାଦ୍ୟ
ରାଉରକେଲାର ପ୍ରତିଷ୍ଠିତ ମଧୁବନ ରେସ୍ତୋରାଁକୁ ସିଲ୍ କରିଛି କର୍ତ୍ତୃ୍ପକ୍ଷ। ଗ୍ରାହକଙ୍କୁ ବାସି ଓ ଅସ୍ବାସ୍ଥ୍ୟକର ଖାଦ୍ୟ ପରସୁଥିବାରୁ ଏହି ପୁରୁଣା ରେସ୍ତୋରାଁ ବିରୋଧରେ ଚରମ ପଦକ୍ଷେପ ଗ୍ରହଣ କରାଯାଇଛି।
ଜିଲ୍ଲା
ନିମ୍ନମାନର ଖାଦ୍ୟ ପରସା ଯାଉଥିବା ଅଭିଯୋଗ: ଆରଏମସି ସ୍ୱାସ୍ଥ୍ୟବିଭାଗ ଟିମ୍ ପକ୍ଷରୁ ଚଢ଼ଉ
ଗ୍ରାହକମାନଙ୍କୁ ନିମ୍ନମାନର ଖାଦ୍ୟ ପରସା ଯାଉଥିବା ଅଭିଯୋଗ ପରେ ଗୁରୁବାର ରାଉରକେଲା ମହାନଗର ନିଗମ (ଆରଏମସି) ସ୍ୱାସ୍ଥ୍ୟବିଭାଗ ଟିମ୍ ସେକ୍ଟର-୪ ସ୍ଥିତ ମଧୁବନ ରେସ୍ତୋରାଁରେ ଚଢ଼ଉ କରିଛି...
ଖେଳ
ପୂର୍ବ ଜୋନ୍ ଅନ୍ତଃ ବିଶ୍ବବିଦ୍ୟାଳୟ ପୁରୁଷ ହକି: କିଟ୍ ଜିତିଲା, ହାରିଲା ରେଭେନ୍ସା
ରାଉରକେଲାରେ ଚାଲିଥିବା ପୂର୍ବ ଜୋନ୍ ଅନ୍ତଃ ବିଶ୍ବବିଦ୍ୟାଳୟ ପୁରୁଷ ହକି ପ୍ରତିଯୋଗିତାରେ ଗୁରୁବାର ଓଡ଼ିଶାର ଦୁଇଟି ବିଶ୍ବବିଦ୍ୟାଳୟ, କିଟ୍ ଓ ରେଭେନ୍ସା ପଡ଼ିଆକୁ ଓହ୍ଲାଇଥିଲେ। ତେବେ କିଟ୍ ବିଜେତା ହୋଇଥିବାବେଳେ ରେଭେନ୍ସା ପରାଜୟର ସମ୍ମୁଖୀନ ହୋଇଛି।
ରାଜନୀତି
ଆପ୍ ଘୋଷଣା କରିଥିବା ୧୧ ଜଣଙ୍କ ମଧ୍ୟରୁ ୬ ଜଣ ପରାଜିତ ପ୍ରାର୍ଥୀ
ଆମ୍ ଆଦ୍ମୀ ପାର୍ଟି(ଆପ୍) ଆଗାମୀ ବିଧାନସଭା ନିର୍ବାଚନ ପାଇଁ ତା’ର ପ୍ରାର୍ଥୀ ତାଲିକା ଘୋଷଣା କରିସାରିିଛି। ସମୁଦାୟ ୧୧ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ଆପ୍।
ଅପରାଧ
ଶିକ୍ଷକଙ୍କ ଦ୍ବାରା ଦୁଷ୍କର୍ମର ଶିକାର ହେଲେ ସରକାରୀ ଶିକ୍ଷୟିତ୍ରୀ
ରାଜସ୍ଥାନର ଅଲବର ଜିଲ୍ଲାରେ ଜଣେ ସରକାରୀ ଶିକ୍ଷୟିତ୍ରୀ ଶିକ୍ଷକଙ୍କ ଦ୍ବାରା ଦୁଷ୍କର୍ମର ଶିକାର ହୋଇଥିବା ନେଇ ସଙ୍ଗୀନ ଅଭିଯୋଗ କରିଛନ୍ତି। ଦୁଷ୍କର୍ମକାରୀ ଶିକ୍ଷକଙ୍କୁ ଗିରଫ ପାଇଁ ପୁଲିସ କରୁଛି ଯାଞ୍ଚ।
ମନୋରଞ୍ଜନ
ପୁଅ ଓ ବୋହୂଙ୍କ ସମ୍ପର୍କରେ ଫାଟକୁ ନେଇ ମୁହଁ ଖୋଲିଲେ ଅମିତାଭ
ଅମିତାଭ ବଚ୍ଚନ ଲେଖିଛନ୍ତି, ‘ମୁଁ ମୋ ପରିବାର ବିଷୟରେ ଖୁବ ଅଳ୍ପ ଆଲୋଚନା କରିଥାଏ। କାରଣ ମୁଁ ପରିବାରର ଗୋପନୀୟତା ବଜାୟ ରଖିଥାଏ। ଜୀବନରେ ଭିନ୍ନ ଦେଖାଯିବା ଓ ତାର ଉପସ୍ଥିତି ଉପରେ ବିଶ୍ବାସ କରିବାକୁ ହେଲେ ବହୁତ ସାହସ, ଦୃଢ଼ ବିଶ୍ବାସ ଓ ସଚ୍ଚୋଟପଣର ଆବଶ୍ୟକ ହୋଇଥାଏ।