Advertisment
Latest Posts
Advertisment
ରାଜ୍ୟ
ଲୋକଙ୍କ ମତରେ ପ୍ରସ୍ତୁତ ହେବ ଓଡ଼ିଶା ଭିଜନ ୨୦୩୬-୨୦୪୭: ମନ୍ତ୍ରୀ
ମୃତ୍ତିକା ସଂରକ୍ଷଣ, ନଦୀକୂଳିଆ ଅଞ୍ଚଳରେ ବୃକ୍ଷ ରୋପଣ, କ୍ରୀଡାର ଭିତ୍ତି ଭୂମି ସହିତ ପ୍ରାଥମିକ ବିଦ୍ୟାଳୟରୁ କ୍ରୀଡା ପ୍ରଶିକ୍ଷଣ ବ୍ୟବସ୍ଥା ଗ୍ରହଣ କରିବା । ଜଳସ୍ତର କମୁଥିବାରୁ ପୂର୍ବାନୁମାନ କରି ଜଳସ୍ତର ବୃଦ୍ଧି ପାଇଁ ବ୍ୟବସ୍ଥା ଗ୍ରହଣ କରିବା....
ଜିଲ୍ଲା

ଖେଳ
ଦକ୍ଷିଣ ଆଫ୍ରିକା ପ୍ରତୀକ୍ଷାର ଅନ୍ତ: ୨୭ ବର୍ଷ ପରେ ଜିତିଲା କୌଣସି ଆଇସିସି ଟ୍ରଫି, ଫାଇନାଲ୍ରେ ଅଷ୍ଟ୍ରେଲିଆ ୫ ୱିକେଟ୍ରେ ପରାସ୍ତ
ପ୍ରଭାବୀ ପ୍ରଦର୍ଶନ ପରେ ଫାଇନାଲ୍ ହାରିବାର ବର୍ଷ ବର୍ଷର ଗ୍ଳାନି, ଦୁଃଖ ଓ ଅପମାନ; ବଡ଼ ମ୍ୟାଚ୍ ଚାପରେ ଚାପି ହୋଇ ‘ଚୋକର୍’ର ଅପବାଦ, ଏସବୁକୁ ଶେଷରେ ସମୂଳେ ଦୂର କରିଛି ଦକ୍ଷିଣ ଆଫ୍ରିକା କ୍ରିକେଟ୍ ଦଳ।
ରାଜନୀତି
ଆଝାରୁଦ୍ଦିନଙ୍କ ପୁଅ ରାଜନୀତିରେ: ୧୧ ଦିନ ଖେଳିଥିଲେ କ୍ରିକେଟ
ପୂର୍ବତନ କ୍ରିକେଟର ମହମ୍ମଦ ଆଝାରୁଦ୍ଦିନଙ୍କ ପୁଅ ଅସଦୁଦ୍ଦିନ ରାଜନୀତିରେ ପାଦ ଦେଇଛନ୍ତି ଏବଂ ତେଲେଙ୍ଗାନା କଂଗ୍ରେସର ମହାସଚିବ ପଦର ଦାୟିତ୍ୱ ଗ୍ରହଣ କରିଛନ୍ତି। ତାଙ୍କ ପିତା ଏବଂ ରାହୁଲ ଗାନ୍ଧୀଙ୍କ ଠାରୁ ପ୍ରେରଣା ନେଇ ସେ ଲୋକଙ୍କ ସେବା କରିବାକୁ ସଂକଳ୍ପ ନେଇଛନ୍ତି....
ଅପରାଧ
ସ୍ୱାମୀ ଓ ୨ୟ ପ୍ରେମିକ ସହ ମିଶି ପ୍ରଥମ ପ୍ରେମିକକୁ ହତ୍ୟା କଲେ ମହିଳା
୨୫ ବର୍ଷୀୟ ଯୁବକ ବିଜୟଙ୍କୁ ତାଙ୍କ ପଡ଼ୋଶୀ ପ୍ରେମିକା ତାଙ୍କ ସ୍ୱାମୀ ଏବଂ ଦ୍ଵିତୀୟ ପ୍ରେମିକଙ୍କ ସହିତ ମିଶି ହତ୍ୟା କରିଥିଲେ। ପ୍ରକୃତରେ, ଉଭୟ ବହୁ ବର୍ଷ ଧରି ସମ୍ପର୍କରେ ଥିଲେ।
ମନୋରଞ୍ଜନ
ମୃତ୍ୟୁର ୫ବର୍ଷ ପରେ ପୋଷ୍ଟ ସେୟାର କରି ସୁଶାନ୍ତଙ୍କୁ ମନେ ପକାଇଛନ୍ତି ଅଙ୍କିତା
ସୁଶାନ୍ତଙ୍କୁ ମନେ ପକାଇ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ଅଭିନେତାଙ୍କ ସହ ତାଙ୍କର ଏକ ଫଟୋ ସେୟାର କରିଛନ୍ତି। ଏହି ଫଟୋ ଦେଖିଲେ ସେଇ ପୁରୁଣା ସ୍ମୃତି ଜୀବନ୍ତ ହୋଇ ଉଠୁଛି।