Advertisment
Latest Posts
Advertisment
ରାଜ୍ୟ
ହାତୀ ଆକ୍ରମଣରେ ସ୍କ୍ୱାଡ୍ କର୍ମୀ ମୃତ
ଜରପଡ଼ା ଥାନା କତଡା ଗ୍ରାମରେ ହାତୀ ଆକ୍ରମଣରେ ଜଣେ କାର୍ଯ୍ୟରତ ହାତୀ ସ୍କ୍ୱାଡ୍ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଏକ ମାଈ ହାତୀ ନିଜ ଛୁଆ ସୁରକ୍ଷା ପାଇଁ ହାତୀ ସ୍କ୍ୱାଡ୍ କର୍ମଚାରୀ ଯୁଗଳ ନାଏକ(୪୦)ଙ୍କୁ ଏକୁଟିଆ ପାଇ ଦଳି ମାରିଦେଇଥିଲା।
ଜିଲ୍ଲା
କୋଟସମ ଲାଇରେ ବିକ୍ର ନହୋଇ ଧାନ ମଣ୍ଡିରେ ପଡି ଗଜା ହେଲା: ଜିଲ୍ଲପାଳଙ୍କ ନିକଟରେ ଅଭିଯୋଗ
କୋଟସମ ଲାଇମଣ୍ଡିରେ ଚାଷୀ ଧାନ ବିକ୍ରି କରି ନ ପାରି ହଇରାଣ ହଟହଟା ହେଉଥିବାରୁ ଶେଷରେ ଗଜା ଧାନ ବସ୍ତାକୁ ଧରି ଜିଲ୍ଲପାଳଙ୍କୁ ଗୁହାରି କରିବାକୁ ଆସି ଶୁଣାଣି ଶିବିର ଚାଷୀ ପହଞ୍ଚିଥିଲେ..
ଖେଳ
ଲିଡ୍ସରୁ ଲିଡ୍ ନେଲା ଇଂଲଣ୍ଡ: ପରାଜୟରୁ ଗିଲ୍ ଯୁଗ ଆରମ୍ଭ, ଇଂଲଣ୍ଡ ୫ ୱିକେଟ୍ରେ ଜିତିଲା
ଲିଡ୍ସ ଲଢ଼େଇ ଜିତିବାକୁ ୫ ଶତକ, ଗୋଟିଏ ପାଞ୍ଚ ୱିକେଟ୍ ସଫଳତା ପର୍ଯ୍ୟାପ୍ତ ହୋଇନି। ଦୁର୍ବଳ ଫିଲ୍ଡିଂ, ଠିକଣା ସମୟରେ କ୍ୟାଚ୍ ହାତଛଡ଼ା କରିବାର ଦୁର୍ବଳତା ଏବଂ ଅପ୍ରତ୍ୟାଶିତ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହେବାର ଦୁର୍ଦ୍ଦଶା ସହ ଦ୍ରୁତ ବୋଲର ଯଶପ୍ରୀତ....
ରାଜନୀତି
ଡରାଇବାକୁ ଚେଷ୍ଟା କରନାହିଁ: ଆମେ କ୍ଷମତା ଛାଡିବାକୁ ପ୍ରସ୍ତୁତ
ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା କହିଛନ୍ତି ଯେ, ଯଦି ଜମ୍ମୁ-କଶ୍ମୀରର ରାଜ୍ୟ ମାନ୍ୟତା ପୁନଃସ୍ଥାପିତ ହୁଏ ଏବଂ ବିଧାନସଭା ଭଙ୍ଗ ହୋଇ ନୂତନ ନିର୍ବାଚନ ହୁଏ, ତେବେ ତାଙ୍କର କୌଣସି ଆପତ୍ତି ନାହିଁ...
ଅପରାଧ
ମହାରାଷ୍ଟ୍ରରୁ ଦୁଇ ଯୁବକ ଗିରଫ: ଓଡ଼ିଆ ଡାକ୍ତରଙ୍କଠାରୁ ୬ କୋଟି ଠକେଇ
ପଶ୍ଚିମବଙ୍ଗରେ ଏକ ହସ୍ପିଟାଲରେ ଚାକିରି କରୁଥିବା ଜଣେ ଡାକ୍ତରଙ୍କ ଠାରୁ ୬ କୋଟି ୪ ଲକ୍ଷ ୫୩ ହଜାର ଟଙ୍କା ଠକେଇ ଘଟଣାରେ କ୍ରାଇମ୍ବ୍ରାଞ୍ଚ ଦୁଇ ସାଇବର୍ ଏଜେଣ୍ଟଙ୍କୁ ଗିରଫ କରିଛି। ମହାରାଷ୍ଟ୍ରର ପୁଣେ ଜିଲ୍ଲା ଶିକ୍ରପୁର ଥାନା ଶ୍ରୀରୁରର ସ୍ବପ୍ନିଲ୍ ଗୋରଖ....