Advertisment
Latest Posts
Advertisment
ଜିଲ୍ଲା
ସୁନା ଇଟା ନାଁରେ ଲୁଟ ମାମଲାରେ ୪ ଅଭିଯୁକ୍ତ ନିର୍ଦୋଷରେ ଖଲାସ
ସୁନା ଇଟା ଦେବା ନାଁରେ ସୁନା ଇଟା ଭଳି ଦିଶୁଥିବା ନକଲି ଇଟାକୁ ଦେଖାଇ ୪ ଜଣ ଅଭିଯୁକ୍ତ ୧୦ଲକ୍ଷ ଲୁଟ କରିଥିବା ପୁଲିସ ନିକଟରେ ଅଭିଯୋଗ ହୋଇଥିଲା। ଏବେ ସେହି ମାମଲାରେ ସେମାନଙ୍କୁ ନିର୍ଦୋଷରେ ଖଲାସ କରାଯାଇଛି।
ବାଣିଜ୍ୟ
ଅକ୍ଷୟ ଶକ୍ତିରେ ୮୭୦ କୋଟି ନିବେଶ: ୪ଟି ଜିଲ୍ଲାରେ ନୂଆ ପ୍ରକଳ୍ପ ସ୍ଥାପିତ ହେବ
ଶକ୍ତି ବିଭାଗର ପ୍ରମୁଖ ସଚିବ ବିଶାଲ କୁମାର ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦ୍ବାଦଶ ସିଙ୍ଗଲ ୱିଣ୍ଡୋ କମିଟି ବୈଠକରେ ୧୭୮ ମେଗାୱାଟ୍ କ୍ଷମତା ବିଶିଷ୍ଟ ଅକ୍ଷୟ ଶକ୍ତି ପ୍ରକଳ୍ପ ସ୍ଥାପନ ପାଇଁ ୮୬୯.୮ କୋଟି ଟଙ୍କାର ନିବେଶ ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରାଯାଇଛି।
ଅପରାଧ
ଜଙ୍ଗଲ ବାବୁଙ୍କ କଳା କାରନାମା: ଘରୁ ମିଳିଲା ଦେଢ଼ କୋଟି ଟଙ୍କା, ଦେଢ଼ କେଜି ସୁନା
ଘରେ ଥାକ ମାରି ରଖାଯାଇଥିଲା ନଗଦ ୧ କୋଟି ୪୩ ଲକ୍ଷ ୩୪ ହଜାର ଟଙ୍କା। ବ୍ୟାଙ୍କରେ ଅଛି ୧ କୋଟି ୩୨ ଲକ୍ଷ ୮୫ ହଜାର ୭୫୪ ଟଙ୍କା। ତା’ ସାଙ୍ଗକୁ ଦେଢ଼ କେଜି ସୁନା, ୪.୬୩୭ କେଜି ରୁପା, ଜୟପୁର ସହରରେ ୩ ମହଲା ବିଶାଳ କୋଠା, ୨ଟି ଫ୍ଲାଟ୍, ୨ଟି ପ୍ଲଟ୍ ଏବଂ ଭୁବନେଶ୍ବରରେ ଗୋଟିଏ ଫ୍ଲାଟ୍।
ମନୋରଞ୍ଜନ
ଅରୁଣଙ୍କ ଦ୍ୱିଶତକ
ଓଡ଼ିଆ ଚଳଚ୍ଚିତ୍ର ‘କାଶିଆ କପିଳା’ରୁ ଗୀତ ଲେଖା ଆରମ୍ଭ କରିଥିବା ଅରୁଣ ମନ୍ତ୍ରୀ ପ୍ରଥମ ଗୀତିକାର ଭାବେ ୨୦୦ରୁ ଅଧିକ ଚଳଚ୍ଚିତ୍ରରେ ଗୀତ ରଚନା କରିବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଅନେକ ଲୋକପ୍ରିୟ ଭଜନ ଓ ଆଧୁନିକ ଗୀତ ରଚନା କରିଥିବା ଅରୁଣଙ୍କ ପ୍ରତିଭାରେ ପ୍ରଭାବିତ....
ପୁନଶ୍ଚ ପୃଥିବୀ
ଚାନ୍ଦଲି ପାହାଡ଼ ପାଦଦେଶରେ ପରିବେଶ ପଞ୍ଚାୟତ: ‘ଏକ ସୁସ୍ଥ ବାତାବରଣ ସମସ୍ତଙ୍କର ହକ୍’
ଜଳବାୟୁ ପରିବର୍ତ୍ତନ କେବଳ ବଡ଼ ଓ ବିକଶିତ ରାଷ୍ଟ୍ରର ଚିନ୍ତା ନୁହେଁ। ଛୋଟଛୋଟ ଗାଁରେ ମଧ୍ୟ ଏ ନେଇ ଉଦ୍ବେଗ ପ୍ରକାଶ ପାଉଛି। ଗାଁ ଗହଳିରେ ଲୋକେ କ୍ରମଶଃ ପରିବେଶ ସୁରକ୍ଷା ସଂକ୍ରାନ୍ତରେ ସଚେତନ ହେଉଛନ୍ତି।