Advertisment
Latest Posts
Advertisment
ଜିଲ୍ଲା
କାଦୁଅ ପଚପଚ ରାସ୍ତା,ବର୍ଷା ଦିନେ ଘରୁ ବାହାରିବା କଷ୍ଟ କର
ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ପାଲିଆ ପଞ୍ଚାୟତ ଅନ୍ତର୍ଗତ ବଡ଼ରାମସା ଗ୍ରାମର ହରିଜନ ସାହିରେ ରହୁଥିବା ଲୋକମାନେ ପକ୍କା ରାସ୍ତା ନଥିବା ଯୋଗୁ ବର୍ଷା ଦିନେ ଘରୁ ବାହାରିବା କଷ୍ଟକର ହେଉଛି....
ବାଣିଜ୍ୟ
ବ୍ୟାଟେରି ସ୍ବାପିଂ ଷ୍ଟେସନ୍ରେ ପଛୁଆ: ଦେଶରେ ୨୬୧୧ଟି, ଓଡ଼ିଶାରେ ମାତ୍ର ୨ଟି
ବ୍ୟାଟେରି ସ୍ବାପିଂ ଷ୍ଟେସନ୍ ସ୍ଥାପନ କରିବାରେ ଓଡ଼ିଶା ବହୁ ପଛରେ ରହିଛି। ସଂସଦରେ ଉପସ୍ଥାପିତ ତଥ୍ୟ ଅନୁସାରେ ଓଡ଼ିଶାରେ ମାତ୍ର ୨ଟି ସ୍ବାପିଂ ଷ୍ଟେସନ୍ ରହିଛି। ଚଳିତ ବର୍ଷ ଜୁଲାଇ ୧ ସୁଦ୍ଧା ତଥ୍ୟ ଅନୁସାରେ ସାରା ଦେଶରେ ଏଭଳି ଷ୍ଟେସନ୍ ସଂଖ୍ୟା ୨୬୧୧ ରହିଛି।
ଅପରାଧ
ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି କଲେ ପୂର୍ବତନ ସରପଞ୍ଚ: ଖଣି ମାଫିଆଙ୍କଠାରୁ ସୁରକ୍ଷା ଦିଅନ୍ତୁ
ଗଞ୍ଜାମର ଚର୍ଚ୍ଚିତ ପୂର୍ବତନ ସରପଞ୍ଚ ଆରତୀ ଦେବୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଅଭିଯୋଗ କରିଛନ୍ତି। ନିଜ ଅଞ୍ଚଳର ବିରଳ ଜୀବଜନ୍ତୁ, ପ୍ରାକୃତିକ ପରିବେଶ, ପ୍ରାଚୀନ କୀର୍ତ୍ତି ଓ ଜଳାଶ୍ରୟକୁ ଖଣି ମାଫିଆମାନଙ୍କଠାରୁ ରକ୍ଷା କରିବା ପାଇଁ ସେ ପ୍ରାର୍ଥନା କରିଛନ୍ତି....
ମନୋରଞ୍ଜନ
୯ଦିନରେ ୩୦୦କୋଟି ମାର୍କ ଅତିକ୍ରମ କଲା 'ସୈୟାରା', ପଛରେ ପଡ଼ିଲା ବଡ଼ ବଜେଟ୍ ଫିଲ୍ମ
'ସୈୟାରା' ଝଡ଼ରେ ଫିକା ପଡ଼ିଲେ ସୁପରଷ୍ଟାର। ରିଲିଜ୍ ହେଉ ହେଉ ଅନେକ ବଡ଼ ବଡ଼ ସୁପରଷ୍ଟାର ଓ ସେମାନଙ୍କ ଫିଲ୍ମକୁ ପଛରେ ପକାଇଲେ ବଲିଉଡ କଳାକାର ଆହାନ ପାଣ୍ଡେ ଓ ଅନୀତ୍ ପଡ୍ଡା। ନାମରେ ଖାନ୍ ବା କପୁର ନଥାଇ ବି ପ୍ରେକ୍ଷାୟଳକୁ ଭିଡ଼ ଆଣିବାରେ ସଫଳ ହେଲେ ଆହାନ।
ପୁନଶ୍ଚ ପୃଥିବୀ
ଭଣ୍ଡାରିପୋଖରୀରେ ‘ପରିବେଶ ପଞ୍ଚାୟତ’; ସଚେତନ ନହେଲେ ମୃତ୍ୟୁମୁଖରେ ପଡ଼ିବା: ସଞ୍ଜୀବ
ପରିବେଶ ଏବେ ଅସନ୍ତୁଳିତ ଅବସ୍ଥାରେ ରହିଛି। ବିକାଶ ନାମରେ ଜଙ୍ଗଲ କାଟି ସଫା କରି ଦିଆଯାଉଛି। ପାହାଡ଼ପର୍ବତକୁ ବି ଛଡ଼ାଯାଉନି। ଫଳରେ ଦିନକୁ ଦିନ ପରିବେଶ ବିଗିଡ଼ିଯାଉଛି। ଏବେଠୁ ପରିବେଶ ପ୍ରତି ଦୃଷ୍ଟି ନଦେଲେ ଆମେ ମୃତ୍ୟୁମୁଖକୁ ଟାଣି ହୋଇଯିବା।