ବନ୍ଦେ ଭାରତ ଏକ୍ସପ୍ରେସ୍‌ର ଉଦଘାଟନ ଆଜି

ନୂଆଦିଲ୍ଲୀ: ବନ୍ଦେ ଭାରତ ଏକ୍ସପ୍ରେସର ଉଦଘାଟନ ଆସନ୍ତାକାଲି ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଟ୍ରେନକୁ ନୂଆଦିଲ୍ଲୀ ରେଳ ଷ୍ଟେସନରେ ପତାକା ଦେଖାଇ ଶୁଭାରମ୍ଭ କରିବେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଏହା ଜଣାଯାଇଛି। ଦିଲ୍ଲୀ ବାରଣାସୀକୁ ଏହି ଟ୍ରେନଟି ୯ ଘଣ୍ଟା ୪୫ ମିନିଟ ମଧ୍ୟରେ ଯାତ୍ରା କରିବ।

ସମ୍ବନ୍ଧିତ ଖବର