ଅନୁସନ୍ଧାନ କରୁଥିବା ବର୍ଗ

ଅପରାଧ

ଏକତରଫା ପ୍ରେମ କଲା: ବିଫଳ ହୋଇ ଛୁରିଭୁସି ହତ୍ୟାକଲା

ଭୁବନେଶ୍ବର: ଏକ ତରଫା ଭାବେ ଭଲପାଇଲା। ତେବେ ମନ ଜିଣିବାରେ ବିଫଳ ହେବାରୁ ମହିଳାଙ୍କୁ ଛୁରି ଭୁସି ହତ୍ୟାକଲା। ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ରାଜଧାନୀର ଶିଶୁଭବନ ଅଞ୍ଚଳରେ। ମୃତ ମହିଳା ହେଲେ ବାଲେଶ୍ବର ଜିଲ୍ଲା ଜଳେଶ୍ବର ଅଞ୍ଚଳର ଗୀତାଞ୍ଜଳି ରଞ୍ଜିତା (୨୦)। ଏନେଇ କ୍ୟାପିଟାଲ୍‌ ଥାନା…
ଅଧିକ ଖବର ଦେଖନ୍ତୁ...

ନଣନ୍ଦ ଶାଶୁଘରେ ଥିବା ବେଳେ ତାଙ୍କ ସ୍ଥାନରେ ସରକାରୀ ସ୍କୁଲକୁ ପାଠପଢ଼ାଇବାକୁ ଆସୁଛନ୍ତି ଭାଉଜ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ସିଧି ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜିଲ୍ଲାର ଏକ ସରକାରୀ ସ୍କୁଲରେ ଅତିଥି ଶିକ୍ଷୟିତ୍ରୀ ଭାବେ ନଣନ୍ଦଙ୍କ ସ୍ଥାନ ଭାଉଜ ଆସି ପାଠପଢ଼ାଉଥିବା ଘଟଣା ଚର୍ଚ୍ଚାରେ ରହିଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ଶିକ୍ଷା ବିଭାଗ ଅଧିକାରୀ କଡ଼ା ଯାଞ୍ଚର…
ଅଧିକ ଖବର ଦେଖନ୍ତୁ...

ରାସ୍ତାରେ ଚକା ଫାଟି ଯିବାରୁ ଓଲଟି ପଡ଼ିଲା ଗାଡ଼ି: ଯିଏ ଯେଉଁଥିରେ ପାରିଲେ ଲୁଟି ନେଲେ କୁକୁଡ଼ା

ନୂଆଦିଲ୍ଲୀ: ଉତ୍ତରପ୍ର‌ଦେଶର ଇଟାୱା ରାସ୍ତାରେ ଏକ ଭୟବାହ ଦୁର୍ଘଟଣା ଘଟିଥିଲା। ପାଖାପାଖି ୨୫ କୁଇଣ୍ଟାଲ କୁକୁଡ଼ା ନେଇ ଯାଉଥିବା ଏକ ଡିସିଏସର ଚକା ଫାଟି ଯିବାରୁ ତାହା ରାସ୍ତାକୁ ଓଲଟି ପଡ଼ିଥିଲା। ଫଳରେ ଏଥିରେ ଭର୍ତ୍ତି ଥିବା କୁକୁଡ଼ା ରାସ୍ତାରେ ଫିଙ୍ଗି ହୋଇ ପଡ଼ିଥିଲେ। ଅ‌ାଘାତ ଲାଗି…
ଅଧିକ ଖବର ଦେଖନ୍ତୁ...

ପ୍ରେମିକାଙ୍କୁ ହତ୍ୟା ପରେ ପେଟ୍ରୋଲ ଢାଳିଜାଳି ଦେବା ଘଟଣା: ଅଭିଯୁକ୍ତ ପ୍ରେମିକ ଗିରଫ

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅଧୀନ ବଲିପାଲି ଗ୍ରାମରେ ସନ୍ଦେହ କରି ନିଜ ପ୍ରେକିକାକୁ ପ୍ରଥମେ ତଣ୍ଟିଚିପି ହତ୍ୟା ଓ ପରେ ପ୍ରମାଣ ନଷ୍ଟ ପାଇଁ ପୁଣି ପେଟ୍ରୋଲ ଢାଳି ଜାଳିଦେବା ଘଟଣାରେ ପୁଲିସ ଅଭିଯୁକ୍ତ ପ୍ରେମିକକୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛି।…
ଅଧିକ ଖବର ଦେଖନ୍ତୁ...

ସାଇବର ଅପରାଧରେ ସାମିଲ ଥିବା ତିନଜଣ ବ୍ୟାଙ୍କ ଅଧିକାରୀ ଗିରଫ

ନୂଆଦିଲ୍ଲୀ: ସାଇବର ଅପରାଧକୁ ନେଇ ନୂଆନୂଆ ଘଟଣା ସାମ୍ନାକୁ ଆସୁଛି। ନିକଟରେ ହରିୟାଣାର ଗୁରୁଗ୍ରାମରୁ ସାଇବର ଅପରାଧର ଏକ ଘଟଣା ସାମ୍ନାକୁ ଆସିଛି। ସାଇବର ଅପରାଧୀଙ୍କ ସହିତ ଜଡ଼ିତ ଥିବା ଅଭିଯୋଗ ପରେ ଗୁରୁଗ୍ରାମର ଏମଜି ରୋଡ ବ୍ରାଞ୍ଚର ତିନିଜଣ ବ୍ୟାଙ୍କ କର୍ମଚାରୀଙ୍କୁ ଗିରଫ କରାଯାଇଛି।…
ଅଧିକ ଖବର ଦେଖନ୍ତୁ...

ଟ୍ରାଫିକ ପୁଲିସଙ୍କ ଉପରକୁ ହାତ ଉଠାଇଲେ ତେଲୁଗୁ ଅଭିନେତ୍ରୀ

ହାଇଦ୍ରାବାଦ: ଟ୍ରାଫିକ ପୁଲିସଙ୍କ ଉପରକୁ ହାତ ଉଠାଇଲେ ଅଭିନେତ୍ରୀ। ହାଇଦ୍ରାବାଦରେ ଘଟିଛି ଏଭଳି ଘଟଣା। ରାସ୍ତାର ଡାହାଣ ପଟେ ଆସୁଥିବାରୁ ତେଲୁଗୁ ଅଭିନେତ୍ରୀ ସୌମ୍ୟା ଜାନୁଙ୍କୁ ଅଟକାଇଥିଲେ ଟ୍ରାଫିକ ପୁଲିସ। ଅନେକ ଲୋକ ଏଭଳି ଆସୁଛନ୍ତି। ମୋତେ କାହିଁକି ଅଟକାଉଛ ବୋଲି କହି ଯୁକ୍ତି…
ଅଧିକ ଖବର ଦେଖନ୍ତୁ...

ଚିକିତ୍ସା ପାଇଁ ଆସିଥିବା ରୋଗୀଙ୍କୁ ଭୟଭୀତ କରି ୭ଥର ଦୁଷ୍କର୍ମ କରିଥିବା ଦାନ୍ତ ଡାକ୍ତରଙ୍କୁ ମିଳିଲା ଉଚିତ ଦଣ୍ଡ

ନୂଆଦିଲ୍ଲୀ: ସମାଜରେ ଡାକ୍ତରଙ୍କୁ ଦ୍ବିତୀୟ ଭଗବାନ ବୋଲି ଲୋକେ କହିଥାଆନ୍ତି। କାରଣ ମଣିଷ ଜୀବନକୁ ଭଗବାନଙ୍କ ପରେ ସେହି ଡାକ୍ତର ହିଁ ବଞ୍ଚାଇ ପାରିଥାଆନ୍ତି। କିନ୍ତୁ ରାଜସ୍ଥାନର ଜାଲୋର ଜିଲ୍ଲାର ଭିନମାଲ ସହରର ଜଣେ ଡାକ୍ତର ଏମିତି ଏକ ନିଚ କାମ କରିଛନ୍ତି ଯାହାକୁ ନେଇ ଲୋକେ କଡ଼ା…
ଅଧିକ ଖବର ଦେଖନ୍ତୁ...

ଭଡ଼ା ଘରେ ବିସ୍ଫୋରଣରେ ଗଲା ଦୁଇ ବିଦେଶୀ ନାଗରିକଙ୍କ ଜୀବନ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ବୁରାରି ଅଞ୍ଚଳସ୍ଥ ଏକ ଘରେ ବିସ୍ଫୋରଣ ହେବାରୁ ଦୁଇଜଣ ବିଦେଶୀ ନାଗରିକଙ୍କ ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରି ନାଇଜେରିଆନ ଦୂତବାସଙ୍କୁ ଘଟଣା ସମ୍ପର୍କରେ ସମ୍ପୂର୍ଣ୍ଣ ସୂଚନା ଦେଇ ଦେଇଛି। ସୂଚନାଯୋଗ୍ୟ,…
ଅଧିକ ଖବର ଦେଖନ୍ତୁ...

ଇଡିରେ ହାଜର ହେଲେ ଭଣ୍ଡାରୀପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ

ଭୁବନେଶ୍ବର: ଇଡିରେ ହାଜର ହେଲେ ଭଦ୍ରକ ଜିଲ୍ଲାର ଭଣ୍ଡାରୀପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ। ବରପଦା ଇଞ୍ଜିନିୟରିଂ କଲେଜ ଜମି ମାମଲାରେ ଜେରା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇଛନ୍ତି ସେ। ପ୍ରଫୁଲ ସାମଲ ଓ ତାଙ୍କ ପୁଅ ପ୍ରୟାସକାନ୍ତିଙ୍କୁ ଇଡିରେ ହାଜର ହେବାକୁ ନୋଟିସ୍ ହୋଇଥିଲା।…
ଅଧିକ ଖବର ଦେଖନ୍ତୁ...

ଗଡ଼ଖୋର୍ଦ୍ଧା ଶ୍ରୀଜଗନ୍ନାଥ ମନ୍ଦିରରୁ ଚୋରି

ଖୋର୍ଦ୍ଧା: ଲୁଟେରାଙ୍କ ନଜରରେ ମନ୍ଦିର। ଗତକାଲି ରାତିରେ ଦୁର୍ବୃତ୍ତମାନେ ହୁଣ୍ଡିବାକ୍ସ ଟଙ୍କା, ଆସବାବପତ୍ର ଓ ସୁନା ଅଳଙ୍କାର ଆଦି ଲୁଟି ନେଇଛନ୍ତି। ଖୋର୍ଦ୍ଧା ଶିଳ୍ପାଂଚଳ ଥାନା ଅନ୍ତର୍ଗତ ମହାପ୍ରଭୁଙ୍କ ଲୀଳାକ୍ଷେତ୍ର ଗଡ଼ଖୋର୍ଦ୍ଧା ଶ୍ରୀଜଗନ୍ନାଥ ମନ୍ଦିରରୁ ଚୋରି ହୋଇଛି। ଗତକାଲି ମନ୍ଦିର…
ଅଧିକ ଖବର ଦେଖନ୍ତୁ...