ଅନୁସନ୍ଧାନ କରୁଥିବା ବର୍ଗ

ଅପରାଧ

ଗଡ଼ଖୋର୍ଦ୍ଧା ଶ୍ରୀଜଗନ୍ନାଥ ମନ୍ଦିରରୁ ଚୋରି

ଖୋର୍ଦ୍ଧା: ଲୁଟେରାଙ୍କ ନଜରରେ ମନ୍ଦିର। ଗତକାଲି ରାତିରେ ଦୁର୍ବୃତ୍ତମାନେ ହୁଣ୍ଡିବାକ୍ସ ଟଙ୍କା, ଆସବାବପତ୍ର ଓ ସୁନା ଅଳଙ୍କାର ଆଦି ଲୁଟି ନେଇଛନ୍ତି। ଖୋର୍ଦ୍ଧା ଶିଳ୍ପାଂଚଳ ଥାନା ଅନ୍ତର୍ଗତ ମହାପ୍ରଭୁଙ୍କ ଲୀଳାକ୍ଷେତ୍ର ଗଡ଼ଖୋର୍ଦ୍ଧା ଶ୍ରୀଜଗନ୍ନାଥ ମନ୍ଦିରରୁ ଚୋରି ହୋଇଛି। ଗତକାଲି ମନ୍ଦିର…
ଅଧିକ ଖବର ଦେଖନ୍ତୁ...

ଭଡ଼ାଘରେ ଚାଲିଥିଲା ଦେହ ବ୍ୟବସାୟ: ତିନି ମହିଳା ଓ ୩ଜଣ ପୁରୁଷ ଅଟକ

ସୋର: ସୋର ପୌରାଞ୍ଚଳ ବଡ଼ଖୁରିର ଏକ ଭଡ଼ାଘରେ ଦେହ ବ୍ୟବସାୟ ଚାଲୁଥିବାର ଖବର ପାଇ ସୋର ପୁଲିସ ରାତିରେ ଚଢ଼ାଉ କରିଥିଲା। ଚଢ଼ଉ ପରେ ତିନିଜଣ ମହିଳା ଓ ତିନିଜଣ ପୁରୁଷଙ୍କୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି। ସୋର ସହରରେ ଦିନକୁ ଦିନ ଦେହ ବ୍ୟବସାୟ ବଢ଼ିବାରେ ଲାଗିଛି।…
ଅଧିକ ଖବର ଦେଖନ୍ତୁ...

ବନ୍ଧୁକ ମୁନରେ ରେଳବାଇ ଶ୍ରମିକଙ୍କୁ ଲୁଟ୍‌

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା କୋଛୋବାହାଲ ରେଲୱେ ଷ୍ଟେସନ ନିକଟରେ ଏମ୍‌ସିଏଲ୍‌ ଡବଲିଂ ଇଲେକ୍ଟ୍ରିଫିକେସନ କାମ ଜାରି ରହିଛି। ତେବେ ଗତ ୨୩ ତାରିଖ ରାତିରେ ୭ ଜଣ ଶ୍ରମିକ କ୍ୟାମ୍ପରେ ଶୋଇଥିବା ବେଳେ ୩-୪ ଜଣ ଦୁର୍ବୃତ୍ତ ସେଠାରେ ପହଞ୍ଚି ବନ୍ଧୁକ ମୁନରେ ସେମାନଙ୍କୁ ଭୟଭୀତ କରିବା ସହ…
ଅଧିକ ଖବର ଦେଖନ୍ତୁ...

ହସ୍ପିଟାଲ୍‌ ଆଇସିୟୁରେ ମହିଳା ରୋଗୀଙ୍କ ସହିତ ଦୁଷ୍କର୍ମ କଲା ପୁରୁଷ ନର୍ସ

ଅଲ୍‌ୱାର୍‌: ଫୁସ୍‌ଫୁସ୍‌ ସଂକ୍ରମଣରେ ପୀଡ଼ିତ ହୋଇ ରାଜସ୍ଥାନର ଅଲ୍‌ୱାର୍‌ସ୍ଥିତ ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଥିବା ଜଣେ ୨୪ ବର୍ଷୀୟା ବିବାହିତା ମହିଳାଙ୍କ ସହିତ ଦୁଷ୍କର୍ମ କରି ଜଣେ ପୁରୁଷ ନର୍ସ ଗିରଫ ହୋଇଥିବା ‘ଟାଇମ୍‌ସ୍‌ ଅଫ୍‌ ଇଣ୍ଡିଆ’ ରିପୋର୍ଟ କରିଛି। ମହିଳାଜଣକ…
ଅଧିକ ଖବର ଦେଖନ୍ତୁ...

ଫୁସଫୁସ ସଂକ୍ରମଣ ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ମହିଳାଙ୍କ ସହ ଦୁଷ୍କର୍ମ କଲେ ନର୍ସ

ଜୟପୁର: ଫୁସଫୁସ ସଂକ୍ରମଣ ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ମହିଳାଙ୍କ ସହ ଦୁଷ୍କର୍ମ କଲେ ନର୍ସ। ରାଜସ୍ଥାନର ଅଲୱର ଜିଲ୍ଲାରେ ଘଟିଛି ଏଭଳି ଘଟଣା। ଫୁସଫୁସ ସଂକ୍ରମଣର ଚିକିତ୍ସା ପାଇଁ ଜଣେ ୨୪ବର୍ଷୀୟ ମହିଳା ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ନିଶା ଇଞ୍ଜେକ୍ସନ ଦେଇ ଜଣେ ନର୍ସ…
ଅଧିକ ଖବର ଦେଖନ୍ତୁ...

ଡ୍ରଗ୍ସ ବ୍ୟବସାୟରେ ସମ୍ପୃକ୍ତ ଥିବା ନେଇ ବିଗ୍ ବସ୍ ଫେମ ଅବ୍‌ଦୁଙ୍କୁ ସମନ ପଠାଇଛି ଇଡି

ହାଇଦ୍ରାବାଦ:  ଟେଲିଭିଜନ ଅଭିନେତା ତଥା ବିଗ୍ ବସ୍ ରନର୍ସ ଅପ୍ ଅବ୍‌ଦୁ ରୋଜିକଙ୍କ ଲୋକପ୍ରିୟତ‌ା ଖୁବ ରହିଛି। ଖବର ଆସିଛି କି ମନିଂ ଲଣ୍ଡରିଂ ମାମଲାରେ ଅବ୍‌ଦୁ ରୋଜିକ ଛନ୍ଦି ହୋଇଯାଇଛନ୍ତି ଯେଉଁ କାରଣରୁ ତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପଚରାଉଚରା ପାଇଁ ଫେବ୍ରୁଆରି ୧୪ ତାରିଖରେ ସମନ…
ଅଧିକ ଖବର ଦେଖନ୍ତୁ...

ବାପକୁ ପିଟିପିଟି ମାରିଲା ପୁଅ, ଅଭିଯୁକ୍ତ ଫେରାର

ଯୁଯୁମୁରା: ସମ୍ବଲପୁର ସଦର ଥାନା ଘେନୁୁପାଲି ଗାଁରେ ବୃଦ୍ଧ ବାପକୁ ହତ୍ୟା କଲା ସୈତାନ ପୁଅ। ବାପାକୁ ହତ୍ୟା କରି ଫେରାର ମାରିଲା ପୁଅ। ବାପକୁ ପିଟିପିଟି ହତ୍ୟା କରିବା ପରେ ଅଭିଯୁକ୍ତ ପୁଅ ଘଟଣାସ୍ଥଳରୁ ଫେରାର ମାରିଥିଲା। ମୃତକଙ୍କ ନାଁ ଲିଙ୍ଗରାଜ କୁମୁରା ହୋଇଥିବାବେଳେ ଅଭିଯୁକ୍ତ ପୁଅ…
ଅଧିକ ଖବର ଦେଖନ୍ତୁ...

ଶାହାଜାହାନଙ୍କୁ ଗିରଫ କର: ହାଇକୋର୍ଟ

କୋଲକାତା: ସନ୍ଦେଶଖାଲିରେ ଅନେକ ମହିଳାଙ୍କ ଦ୍ୱାରା ଯୌନ ନିର୍ଯାତନା ଏବଂ ଜମି ହଡ଼ପ ଅଭିଯୋଗରେ ଟିଏମସି ନେତା ଶେଖ ଶାହାଜାହାନଙ୍କୁ ତୁରନ୍ତ ଗିରଫ କରିବାକୁ ସୋମବାର କଲିକତା ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଶେଖଙ୍କୁ ଗିରଫ କରିବାରେ ସରକାରଙ୍କ ନିଷ୍କ୍ରିୟତାକୁ ନେଇ…
ଅଧିକ ଖବର ଦେଖନ୍ତୁ...

ଚାଷୀଙ୍କୁ ପୋଷାକ ପାଇଁ ମେଟ୍ରୋ ସେବାରୁ ନିବୃତ୍ତ କରିଥିବା ସୁରକ୍ଷା ପର୍ଯ୍ୟବେକ୍ଷକଙ୍କୁ ମିଳିଲା ଉଚିତ ଜବାବ

ନୂଆଦିଲ୍ଲୀ: ବେଙ୍ଗାଲୁରୁ ମେଟ୍ରୋ ଜଣେ ଚାଷୀଙ୍କୁ ତାଙ୍କ ପୋଷାକ ପାଇଁ ଟ୍ରେନ୍ ସେବାରୁ ନିବୃତ୍ତ କରିଥିବା ସୁରକ୍ଷା ପର୍ଯ୍ୟବେକ୍ଷକଙ୍କୁ ଚାକିରିରୁ ବାହାର କରି ଦେଇଛନ୍ତି। ଜଣେ ଯାତ୍ରୀ ରାଜାଜୀନଗର ମେଟ୍ରୋ ଷ୍ଟେସନରେ ଫେବୃଆରି ୧୮ ତାରିଖରେ ଚାଷୀଙ୍କ ସହିତ ଘଟିଥିବା ଏକ ଘଟଣାକୁ ଏକ୍ସରେ…
ଅଧିକ ଖବର ଦେଖନ୍ତୁ...

୪୮ଟି ଅଣ୍ଡା ପାଇଁ ଆକାଉଣ୍ଟରୁ ଗଲା ୪୮ହଜାର ଟଙ୍କା

ବେଙ୍ଗାଲୁରୁ: କର୍ଣ୍ଣାଟକର ବେଙ୍ଗାଲୁରୁରେ ଜଣେ ମହିଳାଙ୍କୁ ୪୯ଟଙ୍କାରେ ୪୮ଟି ଅଣ୍ଡା କିଣିବା ମହଙ୍ଗା ପଡ଼ିଛି। ୪୮ଟି ଅଣ୍ଡା କିଣିବାକୁ ଯାଇ ଉକ୍ତ ମହିଳା ଜଣକ ୪୮ ହଜାର ଟଙ୍କା ହରାଇ ଦେଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଫେବୃଆରି ୧୭ ତାରିଖରେ ଏହି ମହିଳା ଜଣକ ଏକ ଅନଲାଇନ୍ ସପିଂ…
ଅଧିକ ଖବର ଦେଖନ୍ତୁ...