ଅନୁସନ୍ଧାନ କରୁଥିବା ବର୍ଗ

ଅପରାଧ

ମୋ କଥାକୁ ବିଶ୍ବାସ କରନ୍ତୁ ପୁଅ ମୋ ନିର୍ଦ୍ଦୋଷ: ଏଲଭିଶ ଯାଦବଙ୍କ ମା’

ନୂଆଦିଲ୍ଲୀ: ବିଗ୍‌ ବସ୍‌ ଓଟିଟି ବିଜେତା ତଥା ଫେମସ ୟୁଟ୍ୟୁବର ଏଲଭିଶ ଯାଦବ ସାପ ବିଷ ଚାଲାଣ କରୁଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାର ତଦନ୍ତ କରି ଏଲଭିଶ ଯାଦବଙ୍କ ବିରୋଧରେ ପ୍ରର୍ଯ୍ୟାପ୍ତ ପ୍ରମାଣ ମିଳିବା ପରେ ପୁଲିସ ତାଙ୍କୁ ଗିରଫ କରି  ସୁରଜପୁର କୋର୍ଟରେ ହାଜର କରିଥିଲେ। କୋର୍ଟ…
ଅଧିକ ଖବର ଦେଖନ୍ତୁ...

ଯୋଗଗୁରୁ ବାବା ରାମଦେବଙ୍କୁ କୋର୍ଟରେ ହାଜର ହେବାକୁ ଆସିଲା ନୋଟିସ

ନୂଆଦିଲ୍ଲୀ: ଆୟୁ‌ର୍ବେଦିକ କମ୍ପାନି ପତଞ୍ଜଳି ଆୟୁର୍ବେଦ ଲୋକଙ୍କୁ ଭ୍ରମିତ କଲା ଭଳି ବିଜ୍ଞାପନ ଦେଉଥିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗକୁ କେନ୍ଦ୍ର କରି ସୁପ୍ରିମ‌କୋର୍ଟ ଯୋଗଗୁରୁ ବାବା ରାମଦେବଙ୍କୁ ନୋଟିସ ଜାରି କରି ଅଦାଲତରେ ହାଜର ହେବାକୁ ନି‌ର୍ଦ୍ଦେଶ ଦେଇଛନ୍ତି। କୋର୍ଟ…
ଅଧିକ ଖବର ଦେଖନ୍ତୁ...

ଝିଅ ଜୀବନ ହାରିବାରୁ ଶଶୁରଘରେ ନିଆଁ ଲଗାଇଲେ ବାପଘର ଲୋକ; ୨ ମୃତ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ପ୍ରୟାଗରାଜରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜଣେ ମହିଳା ଆତ୍ମହତ୍ୟା କରିବାର କିଛି ଘଣ୍ଟା ପରେ ତାଙ୍କ ପରିବାର ତାଙ୍କ ଶଶୁରଘରକୁ ଆସି ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ଏହି ନିଆଁରେ ମହିଳାଙ୍କ ଶାଶୂଶଶୁରଙ୍କ ମୃତ୍ୟୁ ଘଟିଛି। ମହିଳା ଜଣକ…
ଅଧିକ ଖବର ଦେଖନ୍ତୁ...

ଶିକାରୀ-ବନ କର୍ମଚାରୀ ମୁହାଁମୁହିଁ: କୂଳଡିହା ଅଭୟାରଣ୍ୟରେ ଫୁଟିଲା ଗୁଳି, ଦୁଇ ଗୁରୁତର

ବାଲେଶ୍ବର: ପୁଣି କୂଳଡିହା ଅଭୟାରଣ୍ୟରେ ଶିକାରୀ ଓ ବନ କର୍ମଚାରୀ ମୁହାଁମୁହିଁ ହୋଇଛନ୍ତି। ସେଠାରେଶିକାରୀ ଗୁଳିରେ ଦୁଇ ଆଣ୍ଟି ପୋଚିଂ ସ୍କ୍ବାର୍ଡର କର୍ମଚାରୀ ଗୁରୁତର,ହୋଇଥିବା ବେଳେ ଅଳ୍ପକେ ବର୍ତ୍ତିଛନ୍ତି ଫରେଷ୍ଟଗାର୍ଡ। ରାତିରେ ପଞ୍ଚଲିଙ୍ଗେଶ୍ଵର ଫରେଷ୍ଟଗାର୍ଡ ସିଂରାୟ ହେମ୍ବ୍ରମ ଙ୍କ…
ଅଧିକ ଖବର ଦେଖନ୍ତୁ...

ତୁରେକେଲାରେ ବିପୁଳ କଫ ସିରପ୍‌ ଓ ନିଶା ଔଷଧ ଜବତ: ୨ ଗିରଫ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଓ ଲାଠୋର ଅଞ୍ଚଳରେ ଅନେକ ସମୟରେ ନିଶା ବେପାରୀଙ୍କୁ ଠାବ କରିଛି ତୁରେକେଲା ଥାନା ପୁଲିସ। ନିର୍ବାଚନ ପାଇଁ ପୁଲିସ୍‌ ପେଟ୍ରୋଲିଂ କରୁଥିବା ବେଳେ ନିଶା ବ୍ୟବସାୟୀଙ୍କ ଗତିବିଧି ସଂପର୍କରେ କୌଣସି ସୁତ୍ରରୁ ଖବର ପାଇ ୨ ଜଣଙ୍କୁ ଗିରଫ କରିବା ସହ…
ଅଧିକ ଖବର ଦେଖନ୍ତୁ...

ତ୍ରିକୋଣୀୟ ପ୍ରେମରୁ ହତ୍ୟା ଘଟଣା: ଧରାପଡ଼ିଲେ ପିଙ୍କୁ-ଗୁଡ୍‌ଡି

ଭୁବନେଶ୍ବର: ତ୍ରିକୋଣୀୟ ପ୍ରେମରୁ ଚିନ୍ତାମଣିଶ୍ବର ଚମ୍ପା ପୋଖରୀ ନିକଟରେ ଅଞ୍ଜନ ବେହେରାଙ୍କୁ ଖଣ୍ଡାରେ ହାଣି ବିଭତ୍ସ ଭାବେ ହତ୍ୟା କରାଯିବା ଘଟଣାରେ ଲକ୍ଷ୍ମୀସାଗର ଥାନା ପୁଲିସକୁ ସଫଳତା ମିଳିଛି। ପୁଲିସ ପ୍ରେମୀ ଯୁଗଳ- କ୍ୟାପିଟାଲ୍‌ ଥାନା ୟୁନିଟ୍‌-୫ କେଶରୀନଗର ଅଞ୍ଚଳର କାହ୍ନା…
ଅଧିକ ଖବର ଦେଖନ୍ତୁ...

ଡକାୟତି ଯୋଜନା ପଣ୍ଡ: କାହ୍ନା ସହ ଧରାପଡ଼ିଲେ ଗ୍ୟାଙ୍ଗର ୬

ଭୁବନେଶ୍ବର: ଲକ୍ଷ୍ମୀସାଗର ମା’ ସନ୍ତୋଷୀ ମନ୍ଦିର ପଛପଟ ନିଛାଟିଆ ସ୍ଥାନରେ ସଶସ୍ତ୍ର ଡକାୟତ ପାଇଁ ଯୋଜନା କରୁଥିବା ବେଳେ ଦୁର୍ଦ୍ଦାନ୍ତ ଅପରାଧୀ କାହ୍ନା ସହିତ ୬ ଅପରାଧୀଙ୍କୁ ଗିରଫ କରିଛି ପୁଲିସ। ଗିରଫ ଅଭିଯୁକ୍ତମାନେ ହେଲେ ଲକ୍ଷ୍ମୀସାଗର ଅଞ୍ଚଳର କାହ୍ନା‌ ଲେଙ୍କା(୨୫), କଳ୍ପନା ଛକ…
ଅଧିକ ଖବର ଦେଖନ୍ତୁ...

ମଝି ସମୁଦ୍ରରେ ଆକ୍ରମଣ ଉଦ୍ୟମ: ବନ୍ଧୁକ ଦେଖାଇ ବନବିଭାଗ ଟିମ୍‌କୁ ଘେରିଲେ ଟ୍ରଲର୍‌ ମାଫିଆ

ରାଜନଗର: ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ଅଲିଭ୍‌ରିଡଲେଙ୍କୁ ସୁରକ୍ଷା ଦେବାଲାଗି ପଇଁତରା ମାରୁଥିବା ପାଟ୍ରୋଲିଂ ଟିମ୍‌ ଉପରେ ଆକ୍ରମଣ ଉଦ୍ୟମ ହୋଇଛି। ଗତ ଦେଢ଼ମାସରେ ଏହା ହେଉଛି ତୃତୀୟ ଘଟଣା। ଆଜି ଟ୍ରଲର୍‌ ମାଫିଆମାନେ ବନ୍ଧୁକ ଦେଖାଇ ବନ ବିଭାଗ କର୍ମଚାରୀଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ…
ଅଧିକ ଖବର ଦେଖନ୍ତୁ...

ମନ୍ଦିରରେ ବିଦେଶିନୀଙ୍କୁ ଅସଦାଚରଣ ମାମଲା: ୪ଦିନରେ ଚାର୍ଜସିଟ୍‌, ୭ଦିନରେ ବିଚାର, ୨୮ଦିନରେ ରାୟ

ଭୁବନେଶ୍ବର: ଶ୍ରୀଲିଙ୍ଗରାଜ ମନ୍ଦିରରେ ବିଦେଶିନୀଙ୍କୁ ଅସଦାଚରଣ ମାମଲାର ଆଜି ରାୟ ପ୍ରକାଶ ପାଇଛି। ଜେଏମ୍‌ଏଫ୍‌ସି-୧ କୋର୍ଟରେ ବିଚାରପତି ପାୟଲ ଗୁପ୍ତା ମାମଲାର ବିଚାର କରି ଅଭିଯୁକ୍ତ କାନନ ମହାପାତ୍ର ଓରଫ କୁଣ୍ଡୁକୁ ୧୮ ମାସ ଜେଲ୍‌ଦଣ୍ଡ ଶୁଣାଇଛନ୍ତି। ଏହି ସମ୍ବେଦନଶୀଳ ମାମଲାକୁ…
ଅଧିକ ଖବର ଦେଖନ୍ତୁ...

ଇଡିର ଅଭିଯୋଗ: ଆପ୍‌ ନେତାଙ୍କୁ କବିତା ୧୦୦ କୋଟି ଦେଇଛନ୍ତି

ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଭାରତ ରାଷ୍ଟ୍ରସମିତି (ବିଆର୍‌ଏସ୍‌) ନେତ୍ରୀ କେ କବିତା ଆପ୍‌ ନେତା ଅରବିନ୍ଦ କେଜ୍ରିୱାଲ ଓ ମନିଷ ସିସୋଦିଆଙ୍କ ସହ ଏକ ଷଡ଼ଯନ୍ତ୍ର କରି ୧୦୦ କୋଟି ଟଙ୍କା ପ୍ରଦାନ କରିଛନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସୋମବାର ଏହି…
ଅଧିକ ଖବର ଦେଖନ୍ତୁ...