ଅନୁସନ୍ଧାନ କରୁଥିବା ବର୍ଗ

ଅପରାଧ

ପୁଲିସ୍ ଏନ୍‌କାଉଣ୍ଟର୍‌ରେ ଦୁଇ ନୀରିହ ପିଲାଙ୍କ ହତ୍ୟା ଅଭିଯୁକ୍ତ ନିହତ

ଲ‌କ୍ଷ୍ନୌ: ୟୁପିରେ ଦୁଇ ପିଲାଙ୍କ ହତ୍ୟା ଅଭିଯୁକ୍ତକୁ ପୁଲିସ୍ ଏନକାଉଣ୍ଟର । ବଦାୟୁଁରେ ପଡ଼ୋଶୀ ଘରେ ପଶି ୨ ପିଲାଙ୍କୁ ଗଳାକାଟି ହତ୍ୟା କରିଥିଲା ଅଭିଯୁକ୍ତ ସାଜିଦ । ସେ ଜଣେ ସେଲୁନ ଦୋକାନୀ । ବିନୋଦ କୁମାର ମଧ୍ୟ ସେଲୁନ ଦୋକାନ ଦେଇଥିଲେ । ଉଭୟ ପଡ଼ୋଶୀ, ହେଲେ ସେଲୁନ ବେପାର ନେଇ ଉଭୟଙ୍କ…
ଅଧିକ ଖବର ଦେଖନ୍ତୁ...

ଝାରପଡା ଜେଲରେ କମିସନରେଟ୍ ପୁଲିସର ସ୍ୱତନ୍ତ୍ର ଟିମ୍: ଚଢ଼ଉ ଜାରି

ଭୁବନେଶ୍ବର: କମିସନରେଟ୍ ପୁଲିସର ସ୍ୱତନ୍ତ୍ର ଟିମ୍ ଝାରପଡା ଜେଲରେ ଚଢ଼ଉ କରିଛି। ଡିସିପି ପ୍ରତୀକ୍ ସିଂହଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ଜେଲରେ ପହଞ୍ଚି ଚଢ଼ଉ ଚଳାଇଛି। ଗତକାଲି ଜେଲ୍ ପରିସରରେ ଗ୍ୟାଙ୍ଗୱାର ପରେ କମିସନରେଟ୍ ପୁଲିସ ଏହି ଚଢ଼ଉ କରିଛି। ଜେଲର ପ୍ରତ୍ୟେକ ସେଲରେ ଛାନବିନ୍…
ଅଧିକ ଖବର ଦେଖନ୍ତୁ...

ବନମାଳୀପୁର ଅଖୁ ହତ୍ୟା ମାମଲା: ୧୦ ଗିରଫ, ମୁଖ୍ୟ ଅଭିଯୁକ୍ତ ଦିଲୁ ଫେରାର୍

ବାଲିପାଟଣା: ବନମାଳୀପୁର ଅକ୍ଷୟ ମାଝୀ ଓରଫ୍ ଅଖୁ ହତ୍ୟା ମାମଲ‌ାରେ ସମ୍ପୃକ୍ତ ୧୦ ଜଣଙ୍କୁ ଆଜି ବାଲିପାଟଣା ଥାନା ପୁଲିସ ଗିରଫ କରିଛି। ଜଣେ ନାବାଳକକୁ ଖୋର୍ଦ୍ଧା ଜୁଭେନାଇଲ୍‌ ଜଷ୍ଟିସ୍‌ ବୋର୍ଡରେ ହାଜର କରାଯାଇଛି ଏବଂ ୨ ମହିଳାଙ୍କ ସମେତ ୯ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି। ସେମାନେ…
ଅଧିକ ଖବର ଦେଖନ୍ତୁ...

ନିଶା କାରବାର: ଝାରପଡ଼ା ଜେଲ୍‌ରେ ଗ୍ୟାଙ୍ଗ୍‌ୱାର୍‌

ଭୁବନେଶ୍ବର: ଦିନକୁ ଦିନ ଝାରପଡ଼ା ଜେଲ୍‌ର ସ୍ଥିତି ବିଗିଡ଼ିବାରେ ଲାଗିଛି। କେତେବେଳେ ୱାର୍ଡରେ କଏଦୀ ବାଡ଼ାବାଡ଼ି ହୋଇ ରକ୍ତାକ୍ତ ହେଲେଣି ତ କେତ‌େବେଳେ ୱାର୍ଡରଙ୍କ ଉପରେ ଆକ୍ରମଣ କଲେଣି। କେବେ ଜେଲ୍‌ ଭିତରୁ ପୁଳାପୁଳା ଗଞ୍ଜେଇ, ବ୍ରାଉନ୍‌ସୁଗାର ଜବତ ହେଲାଣି ତ କେବେ ମାଳମାଳ ମୋବାଇଲ୍‌ ଓ…
ଅଧିକ ଖବର ଦେଖନ୍ତୁ...

୨ ନାବାଳକ ସହ ୬ ଚୋର ଗିରଫ; ନଗଦ ଟଙ୍କା, ସୁନା ଜବତ

ମାଲକାନଗିରି: ପୁଲିସକୁ ମିଳିଛି ବଡ ସଫଳତା। ଲଗାତାର ଦୁଇଟି ଚୋରି ଘଟଣାର ପର୍ଦାଫାସ କରିଛି ମାଲକାନଗିରି ପୁଲିସ। ଦୁଇ ନାବାଳକ ସମେତ ୬ ଜଣ ଚୋରକୁ ଗିରଫ କରିବା ସହ ସୁନା, ଟଂକା ଓ ମୋବାଇଲ ଫୋନ ଜବତ କରିଛି। ୧୧୯ କଲୋନିର କୁମୁଟି ଖରାଙ୍କ ଘରେ ଚଳିତ ମାସ ୧୦ ତାରିଖ ଦିନ ରାତିରେ ଘରେ ପଶି ୩…
ଅଧିକ ଖବର ଦେଖନ୍ତୁ...

ଦେହ ବେପାର ପାଲଟିଛି ୨୩୬ ବିଲିୟନ ଡଲାରର ବଜାର, ୭୦ ପ୍ରତିଶତ ଅପରାଧର ମୁଖ୍ୟ କାରଣ: ପ୍ରକାଶ ପାଇଲା ରିପୋର୍ଟ

ନ୍ୟୁୟର୍କ: ସେକ୍ସ ଇଣ୍ଡଷ୍ଟ୍ରି ବା ଦେହ ବେପାର ସମଗ୍ର ବିଶ୍ୱରେ ଦ୍ରୁତ ଗତିରେ ବିସ୍ତାର କରୁଛି । ଏହାର ମୁଖ୍ୟ କାରଣ ହେଉଛି ଯୌନ ଶିଳ୍ପରୁ ହେଉଥିବା ବିପୁଳ ଲାଭ। ଏଥିପାଇଁ ବହୁ ସଂଖ୍ୟକ ଅପରାଧ ହୋଇଇଥାଏ। ସମଗ୍ର ବିଶ୍ୱରେ ୭୦ ପ୍ରତିଶତ ମାନବ ଚାଲାଣ ଅପରାଧ ମାମଲା ସେକ୍ସ ଇଣ୍ଡଷ୍ଟ୍ରି ସହିତ…
ଅଧିକ ଖବର ଦେଖନ୍ତୁ...

ଘର ଲୋକ ପ୍ରସ୍ତାବକୁ ସ୍ବୀକାର ନକରିବାରୁ ହସିହସି କୀଟନାଶକ ପିଇଲେ ପ୍ରେମୀଯୁଗଳ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ବୈତୁଲ ଜିଲ୍ଲାରେ ଏକ ପ୍ରେମୀଯୁଗଳ କୀଟନାଶକ ପିଇ ଜୀବନ ହାରିବାକୁ ଉଦ୍ୟମ କରିଥିଲେ। ଦୁହିଁଙ୍କୁ ସ୍ଥାନୀୟଲୋକେ ଅଚେତ ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ପୁଲିସ ଆତ୍ମହତ୍ୟା ଉଦ୍ୟମ କରିଥିବା  ଯୁବକ ଓ ଯୁବତୀଙ୍କ ନାମରେ…
ଅଧିକ ଖବର ଦେଖନ୍ତୁ...

ସିଗାରେଟ ପିଇବାକୁ ବାରଣ କରିବାରୁ ବନ କର୍ମଚାରୀଙ୍କୁ କାମୁଡ଼ି‌ କ୍ଷତାକ୍ତ କ‌ଲେ ତିନିଜଣ ସାଙ୍ଗ

ନୂଆଦିଲ୍ଲୀ: ରାଜଧାନୀ ଲକ୍ଷ୍ମୌରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଦୁଇଜଣ ଯୁବକ ଓ ଜଣେ ଯୁବତୀ ମିଶି ଭୋଜି କରିବାକୁ ଜଙ୍ଗଲକୁ ଯାଇ ସିଗାରେଟ ଟାଣୁ ଥିଲେ।  ତିନିଜଣ ସାଙ୍ଗଙ୍କୁ ସିଗାରେଟ ପିଇବାକୁ ମନା କରିବାରୁ ସେମାନେ ବନ କର୍ମଚାରୀଙ୍କୁ କାମୁଡ଼ି କ୍ଷତାକ୍ତ କରିଥି‌ଲେ। ପୁଲିସ ଏହି…
ଅଧିକ ଖବର ଦେଖନ୍ତୁ...

ମେନକା ଗାନ୍ଧି ଏବେ ଆମକୁ ଶାନ୍ତିରେ ରହିବାକୁ ଦିଅନ୍ତୁ:ଏଲଭିଶଙ୍କ ବାପା

ନୂଆଦିଲ୍ଲୀ: ବିଗ୍‌ ବସ୍‌ ଓଟିଟି ବିଜେତା ତଥା ଫେମସ ୟୁଟ୍ୟୁବର ଏଲଭିଶ ଯାଦବ ସାପ ବିଷ ଚାଲାଣ କରୁଥିବା ନେଇ ପ୍ରର୍ଯ୍ୟାପ୍ତ ପ୍ରମାଣ ମିଳିବା ପରେ ପୁଲିସ ତାଙ୍କୁ ଗିରଫ କରିଥିଲା। ଏନଡିପିଏସ ଧାରାରେ ଏଲଭିଶଙ୍କ ବିରୋଧରେ ଗମ୍ଭୀର ଅଭି‌ଯୋଗ ହୋଇଥିବା ବେଳେ ଏଲଭିଶ ବି ନିଜ ଦୋଷକୁ ସ୍ବୀକାର…
ଅଧିକ ଖବର ଦେଖନ୍ତୁ...

ଗଣ ବିବାହର ଲାଭ ଉଠାଇବାକୁ ଭାଇକୁ ବାହାହେଲା ଭଉଣୀ

ଲ‌କ୍ଷ୍ନୌ: ଉତ୍ତରପ୍ରଦେଶରେ ମୁଖ୍ୟମନ୍ତ୍ରୀଙ୍କ ଗଣ ବିବାହ ଯୋଜନାର ଲାଭ ଉଠାଇବା ପାଇଁ ଜ‌ଣେ ମହିଳା ନିଜ ଭାଇଙ୍କୁ ବିବାହ କରିଥିବା ମାମଲା ସାମ୍ନାକୁ ଆସିଛି। ଗଣ ବିବାହର ସୁବିଧା ପାଇଁ ମହିଳା ଜଣକ ବିବାହ କରିବାକୁ ଯାଉଥିବା ବେଳେ ଉତ୍ସବରେ ତାଙ୍କୁ ବାହା ହେବାକୁ ଥିବା ବର ପହଞ୍ଚିନଥିଲେ।…
ଅଧିକ ଖବର ଦେଖନ୍ତୁ...