ଅନୁସନ୍ଧାନ କରୁଥିବା ବର୍ଗ

ଅପରାଧ

ଗୋଟିଏ ରାତିରେ ୫ ମନ୍ଦିରରେ କଳାକନା ବୁଲାଇଲେ ଲୁଟେରା

ରେମୁଣା: ବାଲିପାଳରେ ମଙ୍ଗଳା ମନ୍ଦିର ଓ ହନୁମାନ ମନ୍ଦିର, କଣ୍ଟାବଣିଆ ଓ ଜୁଣୁଦାରେ ଶିବ ମନ୍ଦିର ଏବଂ ଘଷିପୁରାରେ ମଙ୍ଗଳା ମନ୍ଦିରରୁ ଗତକାଲି ବିଳମ୍ବିତ ରାତିରେ କଳାକନା ବୁଲାଇଛନ୍ତି ଦୁର୍ବୃତ୍ତ। ଅଢେ଼ଇ କିଲୋମିଟର ଦୂରତା ମଧ୍ୟରେ ଏହି ସମସ୍ତ ମନ୍ଦିର ରହିଛି। ସମସ୍ତ ମନ୍ଦିରରୁ ଠାକୁରଙ୍କ…
ଅଧିକ ଖବର ଦେଖନ୍ତୁ...

ମେଟ୍ରିମୋନିଆଲ୍‌ରେ ବିବାହ ପ୍ରତିଶ୍ରୁତି: ଯୁବତୀଙ୍କ ପରିବାରଠୁ ଠକିନେଲେ ୧. ୧୦ଲକ୍ଷ ଟଙ୍କା

ରାଉରକେଲା: ମେଟ୍ରିମୋନିଆଲ୍‌ ୱେବ୍‌ସାଇଟ୍‌ ‘ଜୀବନସାଥୀ ଡଟ୍‌ କମ୍‌’ରେ ବିବାହିତ ଯୁବକ କଳାକାରନାମା ପଦା‌ରେ ପଡ଼ିଛି। ଛେଣ୍ଡକଲୋନି ଅଞ୍ଚଳର ଜଣେ ଯୁବତୀଙ୍କ ପରିବାରଠୁ ୧ ଲକ୍ଷ ୧୦ ହଜାର ଟଙ୍କା ନେଇ ପୁଲିସ ଦ୍ବାରା ବନ୍ଧା ହୋଇଛନ୍ତି। ଗିରଫ ଯୁବକ ଜଣକ ହେଉଛନ୍ତି ଅନୁଗୋଳ ଅଞ୍ଚଳର।…
ଅଧିକ ଖବର ଦେଖନ୍ତୁ...

ଶିମିଳିପାଳ ଅଭୟାରଣ୍ୟରେ ଅଫିମ ଚାଷକୁ ନଷ୍ଟ କଲା ପ୍ରଶାସନ

ବାରିପଦା: ଶିମିଳିପାଳ ଅଭୟାରଣ୍ୟ ଭିତରେ ଚାଲିଥିବା ଅଫିମ ଚାଷକୁ ନଷ୍ଟ କରିଛି ପୁଲିସ୍। କରଞ୍ଜିଆ ଏସଡିପିଓଙ୍କ ନେତୃତ୍ୱରେ ଯଶୀପୁର ପୋଲିସ୍, ଅବକାରୀ ବିଭାଗ ଓ ବନବିଭାଗର ମିଳିତ ଚଢ଼ଉ ପରେ ଏହି ସଫଳତା ମିଳିଛି। ଜୋଜଗୋଡା ଅଞ୍ଚଳରେ ୪ ଏକର ଜମିରେ ଚାଷ ହୋଇଥିବା ୧ ଲକ୍ଷ ୮ ହଜାର ଅଫିମ ଗଛକୁ…
ଅଧିକ ଖବର ଦେଖନ୍ତୁ...

ରାଜଧାନୀରେ ଚାଞ୍ଚଲ୍ୟ: ରାତିଅଧରେ ଯୁବକଙ୍କୁ ହାଣିଦେଲେ

ଭୁବନେଶ୍ବର: ଶୁକ୍ରବାର ବିଳମ୍ବିତ ରାତିରେ ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଘଟିଛି ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ। ରାତି ପ୍ରାୟ ୨ଟା ବେଳେ ଚିନ୍ତାମଣିଶ୍ବର ଚମ୍ପା ପୋଖରୀ ନିକଟରେ ଜଣେ ଯୁବକଙ୍କ ବେକକୁ ଖଣ୍ଡାରେ ହାଣି ବୀଭତ୍ସ ଭାବେ ହତ୍ୟା କରାଯାଇଛି। ମୃତକ ହେଲେ ନିକଟସ୍ଥ ବସ୍ତିରେ ରହୁଥିବା…
ଅଧିକ ଖବର ଦେଖନ୍ତୁ...

ମାର୍ଚ୍ଚ ୨୩ ପର୍ଯ୍ୟନ୍ତ ଇଡି ରିମାଣ୍ଡରେ କବିତା

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗତକାଲି ଗିରଫ ହୋଇଥିବା ଭାରତ ରାଷ୍ଟ୍ର ସମିତି (ବିଆର୍‌ଏସ୍‌) ନେତ୍ରୀ କେ କବିତା ମାର୍ଚ୍ଚ ୨୩ ପର୍ଯ୍ୟନ୍ତ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି)ର ହେପାଜତରେ ରହିବେ ବୋଲି ରାଉଜ୍ ଆଭେନ୍ୟୁ କୋର୍ଟ ଶନିବାର ନିର୍ଦ୍ଦେଶ ଦେଇଛନ୍ତି। ସ୍ୱତନ୍ତ୍ର…
ଅଧିକ ଖବର ଦେଖନ୍ତୁ...

ସନ୍ଦେଶଖାଲି ମାମଲା : ଶାହାଜାହାଁ ଶେଖର ଭାଇ ଆଲମଗିରି ଗିରଫ

କୋଲକାତା: ପଶ୍ଚିମବଙ୍ଗର ସନ୍ଦେଶଖାଲି ନାରୀ ଯୌନ ନିର୍ଯ୍ୟାତନା ମାମଲାରେ ସିବିଆଇ ଆଉ ୩ ଜଣଙ୍କୁ ଗିରଫ କରିଛି। ମୁଖ୍ୟ ଅଭିଯୁକ୍ତ ଶାହାଜାହାଁ ଶେଖର ଭାଇ ଆଲମଗିରକୁ ଗିରଫ କରିଛି ସିବିଆଇ । ଏହାବ୍ୟତୀତ ମଫୁଜର ମୌଲା ଓ ଶିଲାଜୁର ମୌଲାକୁ ମଧ୍ୟ ସିବିଆଇ ଗିରଫ କରିଛି। ମଫୁଜର ମୌଲା ଟିଏମସି ଯୁବ…
ଅଧିକ ଖବର ଦେଖନ୍ତୁ...

ପୁରୀରେ ପୁଣି ବୋମାମାଡ଼: ୪ ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି

ପୁରୀ: ପୁରୀରେ ପୁଣି ବୋମାମାଡ଼। ବାଲିଘାଟ ନିକଟ ଭୁଦାନ ଛକରେ ବୋମାମାଡ଼ ହୋଇଛି । ସୁବ୍ରତ କୁମାର ଦୀକ୍ଷିତଙ୍କ ଗାଡ଼ି ୱାର୍କସପ୍ ଉପରକୁ ବୋମାମାଡ଼ କରାଯାଇଛି। ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଆସି ବୋମାମାଡ଼ କରିଥିବା ସୂଚନା ମିଳିଛି। ୱାର୍କସପରେ କାମ କରୁଥିବା ଚାରିଜଣ କର୍ମଚାରୀ ଗୁରୁତର…
ଅଧିକ ଖବର ଦେଖନ୍ତୁ...

ପୁରୁଣା ପ୍ରେମିକ ସହ ମିଶି ଯୁବକଙ୍କୁ ହତ୍ୟା କଲା ପ୍ରେମିକା

ଭୁବନେଶ୍ୱର: ରାଜଧାନୀରେ ହତ୍ୟାକାଣ୍ଡ। ପୁରୁଣା ପ୍ରେମିକ ସହ ମିଶି ଯୁବକଙ୍କୁ ହତ୍ୟା କରିଛି ପ୍ରେମିକା। ଗତକାଲି ରାତି ସାଢେ ୧ଟାରେ ଚିନ୍ତାମଣିଶ୍ୱର ଅଞ୍ଚଳରେ ହୋଇଛି ହତ୍ୟାକାଣ୍ଡ। ଦେଖା କରିବା ନାଁରେ ହତ୍ୟାକାଣ୍ଡ  ଯୋଜନା କରିଥିଲା ଯୁବତୀ। ଦେଖା କରିବା ବାହାନାରେ ଖଣ୍ଡାରେ ଆକ୍ରମଣ…
ଅଧିକ ଖବର ଦେଖନ୍ତୁ...

ଅଜାଣତରେ ଆକାଉଣ୍ଟରୁ କଟିଗଲା ୧.୮ ଲକ୍ଷ ଟଙ୍କା

ଝାରସୁଗୁଡ଼ା: ଝାରସୁଗୁଡ଼ା ଥାନା ଅନ୍ତର୍ଗତ ସରବାହାଲର ରଶ୍ମିତା କଉଡ଼ିଙ୍କର ସରବାହାଲ ଷ୍ଟେଟ ବ୍ୟାଙ୍କ୍‌ ଶାଖାରେ ଗତ ୬ ବର୍ଷ ଏକ ଆକାଉଣ୍ଟ ରହିଛି। ତେବେ ଗତ ଜାନୁଆରି ୧୯ ତାରିଖ ଓ ୨୧ ତାରିଖ ୨ ଦିନ ତାଙ୍କ ଆକାଉଣ୍ଟରୁ ୧ ଲକ୍ଷ ୮୪ ହଜାର ଟଙ୍କା କଟିଯାଇଛି। ସେ ଏହି କାରବାର ବ୍ୟାଙ୍କ୍‌ରେ କି…
ଅଧିକ ଖବର ଦେଖନ୍ତୁ...

ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ: ରକ୍ତାକ୍ତ ଅବସ୍ଥାରେ ଭର୍ତ୍ତି

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଦୁବପଲ୍ଲୀ ଗ୍ରାମ ନିକଟରେ ଗତକାଲି ଜଣେ ଯୁବକଙ୍କୁ କିଛି ଦୁର୍ବୃତ୍ତ ଗୋଡ଼ାଇ ଗୋଡ଼ାଇ ହାଣି ରକ୍ତାକ୍ତ କରିଥିଲେ। ଏଥିରେ ରାଳବ ଗ୍ରାମର ବି. ସନ୍ତୋଷ ପାତ୍ର ଗୁରୁତର ହୋଇଥିଲେ। ତାଙ୍କର ହାତରେ ଖଣ୍ଡା ଚୋଟ ପଡ଼ିଛି। ତାଙ୍କୁ ଉଦ୍ଧାର କରି…
ଅଧିକ ଖବର ଦେଖନ୍ତୁ...