ଅନୁସନ୍ଧାନ କରୁଥିବା ବର୍ଗ

ବଲାଙ୍ଗୀର

ସରପଞ୍ଚଙ୍କୁ ଏସ୍‌ଡିଓଙ୍କ ଆକ୍ରମଣ ଘଟଣା: ମିଳିତ କୋଶଲ ରାଜ୍ୟ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏସ୍‌ପିଙ୍କୁ ଦାବିପତ୍ର

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ଚଙ୍ଗରିଆ ସରପଞ୍ଚ ସୁଶୀଳ ଗୁରୁଙ୍କୁ ଏସ୍‌ଡିଓ ସିଦ୍ଧାର୍ଥ ଦାସଙ୍କ ମାଡ଼ ଘଟଣାକୁ ନେଇ ଅସନ୍ତୋଷ ତେଜିବାରେ ଲାଗିଛି। ବୁଧବାର ଏହି ଘଟଣାକୁ ନେଇ କୋଶଲ ରାଜ୍ୟ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବଲାଙ୍ଗୀର ଏସ୍‌ପିଙ୍କ ଉଦ୍ଦେଶ୍ୟରେ ପାଟଣାଗଡ଼…
ଅଧିକ ଖବର ଦେଖନ୍ତୁ...

ଭଡ଼ାଘରୁ ଦାଦନ ଶ୍ରମିକ ଉଦ୍ଧାର, ସର୍ଦ୍ଦାର ଫେରାର୍

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ପୁଲିସ ସହରର ଜେଏମ୍‌ଜି ସ୍କୁଲ ପାଖ ଏକ ଭଡ଼ାଘରୁ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି। ରାତି ୧୧ଟାରେ ଟ୍ରେନ୍‌ରେ ରାଜ୍ୟ ବାହାର ସୀତାପୁରକୁ ଚାଲାଣ ହେବାକୁଥିବା ବେଳେ ପୁଲିସ୍‌ ସେମାନଙ୍କୁ ଉଦ୍ଧାର କରିଛି। ଘଟଣାସ୍ଥଳରୁ ଦାଦନ ସର୍ଦ୍ଦାର ଫେରାର୍…
ଅଧିକ ଖବର ଦେଖନ୍ତୁ...

ଉନ୍ନୟନ କାର୍ଯ୍ୟକୁ ନେଇ ଏସ୍‌ଡିଓ-ସରପଞ୍ଚ ହାତାହାତି: ଧସ୍ତାଧସ୍ତିର ଭିଡିଓ ଭାଇରାଲ

ବଲାଙ୍ଗୀର/ପାଟଣାଗଡ଼/ଖପ୍ରାଖୋଲ: ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ହରିଶଙ୍କର ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ଉନ୍ନୟନ କାମ ଜାରି ରହିଛି। ତେବେ କାମର ମାନକୁ ନେଇ ଆଜି ଖପ୍ରାଖୋଲ ବ୍ଲକ ସରପଞ୍ଚ ସଂଘ ସଭାପତି ତଥା ଚଙ୍ଗରିଆ ସରପଞ୍ଚ ସୁଶୀଳ ଗୁରୁ ଓ ପୂର୍ତ୍ତ ବିଭାଗ ଏସ୍‌ଡିଓ ସିଦ୍ଧାର୍ଥ…
ଅଧିକ ଖବର ଦେଖନ୍ତୁ...

୨୨ ବର୍ଷୀୟ ଯୁବତୀଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଥାନା ଡୁମେରଚୁଆ ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମଙ୍ଗଳବାର ଅପରାହ୍ନରେ ଗାଁର ନାଗପଡାର ୨୨ ବର୍ଷୀୟ ଯୁବତୀ ଅଞ୍ଜଲି ନାଗ ନିଜେ ଘରେ ଛାତ ଉପରକୁ ଯାଉଥିବା ସିଡିରେ ଥିବା ଏକ ଲୁହା ପାଇପରେ ଓଢଣି ସାହାଯ୍ୟରେ ଆତ୍ମହତ୍ୟା କରିଥିବା…
ଅଧିକ ଖବର ଦେଖନ୍ତୁ...

ହରିଶଙ୍କର ଉନ୍ନତିମୂଳକ କାର୍ଯ୍ୟରେ ନିମ୍ନମାନର ଅଭିଯୋଗ: ପୂର୍ତ୍ତ ବିଭାଗର ଏସଡିଓ ଏବଂ ଚଙ୍ଗରିଆ ସରପଂଚ ମଧ୍ୟରେ ବଚସା

ପାଟଣାଗଡ଼: ପ୍ରସିଦ୍ଧ ତୀର୍ଥ ପୀଠ ହରିଶଙ୍କରର ଉନ୍ନତିମୂଳକ କାର୍ଯ୍ୟ ଜାରି ରହିଛି। ଏହି ଉନ୍ନତିମୂଳକ କାର୍ଯ୍ୟରେ ନିମ୍ନ ମାନର କାର୍ଯ୍ୟ ହେଉଥିବା ଅନେକବାର ବାର ଅଭିଯୋଗ ହୋଇଛି। ତେବେ ନିମ୍ନ ମାନର କାର୍ଯ୍ୟ ହେଉଥିବା ଦର୍ଶାଇ ମଙ୍ଗଳବାର ପୂର୍ତ୍ତ ବିଭାଗର ଏସଡିଓ ଏବଂ ଚଙ୍ଗରିଆ ସରପଂଚଙ୍କ…
ଅଧିକ ଖବର ଦେଖନ୍ତୁ...

କଣ୍ଟାବାଞ୍ଜି ଡାକ୍ତରଖାନାରେ ଦୁଇ ଡାଇରିଆ ରୋଗୀଙ୍କ ମୃତ୍ୟୁ, ୪ରୁ ଅଧିକ ଭର୍ତ୍ତି

କଣ୍ଟାବାଞ୍ଜି: ଗୋଟିଏ ଦିନରେ କଣ୍ଟାବାଞ୍ଜି ଡାକ୍ତରଖାନାରେ ଦୁଇ ଡାଇରିଆ ରୋଗୀଙ୍କ ମୃତ୍ୟୁ ହୋଇଛି। ଗତକାଲି ପୁଡାପଦର ଗାଁର ମୀରା ସାହୁ ନାମକ ଜଣେ ମହିଳା ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ରାତିରେ ମୃତ୍ୟୁ ହୋଇଥିବା ବେଳେ ମାଲିବାହାଲ ଗାଁର ସନ୍ତୋଷ ମାଝୀ ଆଜି ଭର୍ତ୍ତି ହୋଇଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ପିଡିଏସ୍‌ ଚାଉଳ ଦୁର୍ନୀତି ମାମଲା: ପୂର୍ବତନ କାର୍ଯ୍ୟନିର୍ବାହୀ ଅଧିକାରୀ ଥାନାରେ ଅଟକ

ବଲାଙ୍ଗୀର/ସଇଁତଳା: ବଲାଙ୍ଗୀର ଜିଲ୍ଲା ସଇଁତଳା ବ୍ଲକ ଭଦ୍ରା ପଞ୍ଚାୟତରେ ପିଡିଏସ୍‌ ଚାଉଳ ଦୁର୍ନୀତି ମାମଲାରେ ପୂର୍ବତନ କାର୍ଯ୍ୟନିର୍ବାହୀ ଅଧିକାରୀ ସତ୍ୟପ୍ରିୟ ସାହୁ ସଇଁତଳା ଥାନାରେ ଅଟକ ଅଛନ୍ତି। ପୁଲିସ ଶ୍ରୀ ସାହୁଙ୍କୁ ଥାନାରେ ପଚରାଉଚରା କରୁଛି। ସୂଚନାଯୋଗ୍ୟ ଯେ ଗତ…
ଅଧିକ ଖବର ଦେଖନ୍ତୁ...

ଚାଷଜମିରେ ମୃତଦେହ ଠାବ; ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ, ଜଣେ ଅଟକ

ମୁରିବାହାଲ/କଣ୍ଟାବାଞ୍ଜି: ବଲାଙ୍ଗୀର ଜ଼ିଲ୍ଲା ମୁରିବାହାଲ ଥାନା ଅନ୍ତର୍ଗତ ଇଛାପଡା ଗ୍ରାମପଞ୍ଚାୟତର ସରଗୁଲ ଗ୍ରାମରେ ଶନିବାର ଚାଷଜମିରେ ଜଣେ ବ୍ୟକ୍ତିଙ୍କର ମୃତଦେହ ଠାବ କରାଯାଇଛି। ମୃତବ୍ୟକ୍ତି ହେଲେ କାଳିଆ କଲେତ (୫୦)। ତାଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ଅଭିଯୋଗ…
ଅଧିକ ଖବର ଦେଖନ୍ତୁ...

ଚାଉଳ ହଡ଼ପ କରିଥିବା ଯୋଗାଣ ସହାୟକଙ୍କୁ ସୁରକ୍ଷା ଦେଉଛି କିଏ?ଜିଲ୍ଲାପାଳଙ୍କୁ ଭେଟିଲେ ହିତାଧିକାରୀ

ବଲାଙ୍ଗୀର: ହିତାଧିକାରୀଙ୍କ ଚାଉଳ ହଡ଼ପ୍‌ କରିଥିବା ନେଇ ଲିଖିତ ଅଭିଯୋଗ ଆସୁଛି। ହିତାଧିକାରୀ ପ୍ରମାଣ ସହ ଜଣାଇଛନ୍ତି। ତଥାପି ପ୍ରଶାସନ ନିରବ ରହୁଛି କାହିଁକି ବୋଲି ସଇନ୍ତଳା ବ୍ଲକ୍‌ ଯୁବାମାଲ, ଚାହାରଭଟା, ଠୁରନିକାନୀ, ଚିତାମରା, ବଡ଼ମୁଣ୍ଡା, ଲୁହୁରାପାଲି, ବରାହମାଲବହ ଗ୍ରାମର ବହୁ…
ଅଧିକ ଖବର ଦେଖନ୍ତୁ...

ଘରେ ପଶି ଯୁବକଙ୍କୁ ବୀଭତ୍ସ ହତ୍ୟା: କାରଣ ଅସ୍ପଷ୍ଟ, ଥାନାରେ ଜଣେ ଅଟକ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଦେଢ଼ଗାଁରେ ଘରେ ପଶି ଜଣେ ଯୁବକଙ୍କୁ ବୀଭତ୍ସ ହତ୍ୟା କରାଯାଇଛି। ତେବେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଘରେ ପଶି ଯୁବକଙ୍କୁ ନିର୍ମମ ଭାବେ ଯୁବକଙ୍କୁ ହତ୍ୟା କରାଯାଇଛି। ଏଭଳି ଏକ ଘଟଣା ଘଟିଛି…
ଅଧିକ ଖବର ଦେଖନ୍ତୁ...