ଅନୁସନ୍ଧାନ କରୁଥିବା ବର୍ଗ

ବଲାଙ୍ଗୀର

ଅଣ୍ଡା ଉଦ୍ୟୋଗରେ ‘ବ୍ଲକଚେନ୍‌’ ଟେକ୍ନୋଲୋଜି ବ୍ୟବହାର କରିବାରେ ବଲାଙ୍ଗୀରର ‘ଓଭୋ ଫାର୍ମ’ ଦେଶରେ ପ୍ରଥମ

ଭୁବନେଶ୍ୱର/ବଲାଙ୍ଗୀର: ଆଜି କୃଷି ଉଦ୍ୟୋଗ କ୍ଷେତ୍ରରେ ଅତ୍ୟାଧୁନିକ ଜ୍ଞାନକୌଶଳର ପ୍ରୟୋଗ ଫଳରେ ଉତ୍ପାଦନ ପ୍ରକ୍ରିୟା ବ୍ୟାପକ ଓ ଦକ୍ଷ ହୋଇପାରୁଛି। ଅଣ୍ଡା ଉଦ୍ୟୋଗରେ ‘ବ୍ଲକଚେନ୍‌’ ପରି ଟେକ୍ନୋଲୋଜି ବ୍ୟବହାର କରି ବଲାଙ୍ଗିରର ‘ଓଭୋ ଫାର୍ମ’ ଉତ୍ପାଦର ଗୁଣବତ୍ତା ସମ୍ପର୍କରେ ଗ୍ରାହକମାନଙ୍କ…
ଅଧିକ ଖବର ଦେଖନ୍ତୁ...

ଟଙ୍କା ଗଣିଗଣି ମେସିନ୍ ଅଚଳ: ଜବତ ହେଲା ଆଉ ୩୭ କୋଟି

ଭୁବନେଶ୍ବର/ ବଲାଙ୍ଗୀର: ଏ ଫଟୋ ଦେଖି ଯେ କେହି ଅନୁମାନ କରୁଥିବେ, ଏହା କୌଣସି ବ୍ୟାଙ୍କର ଷ୍ଟ୍ରଙ୍ଗ୍‌ ରୁମ୍‌। ନା...। ସେମିତି କିଛି ବି ନୁହେଁ। ବରଂ ମଦ ବେପାରୀଙ୍କ ଘରେ ଏମିତି ଗଚ୍ଛିତ ହୋଇ ରହିଛି କୋଟିକୋଟି ଟଙ୍କା। ୫୦୦ ଟଙ୍କିଆ ନୋଟ୍ ବିଡ଼ା। ଦୁଇଶହ, ଶହେ ଟଙ୍କିଆ ବି। ଆୟକର ଅଧିକାରୀ…
ଅଧିକ ଖବର ଦେଖନ୍ତୁ...

ଗୋଟିଏ ଆମ୍ବୁଲାନ୍ସରେ ୧୯ ରୋଗୀ: ଚକ୍ଷୁ ଚିକିତ୍ସା ପାଇଁ ନିଆଯିବାବେଳେ ଜଣେ ଗୁରୁତର

ବଲାଙ୍ଗୀର: ବସ୍ତା ଲଦିବା ଭଳି ଗୋଟିଏ ଆମ୍ବୁଲାନ୍ସରେ ୧୯ ଜଣ ରୋଗୀଙ୍କୁ ଚକ୍ଷୁ ଚିକିତ୍ସା ପାଇଁ ନିଆଯାଉଥିଲା। ଆମ୍ବୁଲାନ୍ସ ଭିତରେ ଅଣନିଃଶ୍ବାସୀ ହୋଇ ପଡ଼ିଥିଲେ ରୋଗୀ। ରୋଗୀଙ୍କ ମଧ୍ୟରେ ସମସ୍ତେ ଥିଲେ ବରିଷ୍ଠ ନାଗରିକ। ରାସ୍ତାରେ ଜଣେ ବୃଦ୍ଧାଙ୍କ ଅବସ୍ଥା ଗୁରୁତର ହେବାରୁ ବଲାଙ୍ଗୀର…
ଅଧିକ ଖବର ଦେଖନ୍ତୁ...

ଆୟକର ଚଢ଼ଉ: ମୋଦୀଙ୍କ ଟ୍ବିଟ୍‌ ପରେ ରାଜନୀତି ସରଗରମ

ବଲାଙ୍ଗୀର: ଓଡ଼ିଶାର ବୌଦ୍ଧ, ବଲାଙ୍ଗୀର, ରାୟଗଡ଼ା, ସମ୍ବଲପୁର, ପଶ୍ଚିମବଙ୍ଗର କୋଲକାତା, ଝାଡ଼ଖଣ୍ଡର ରାଞ୍ଚି, ଲୋହରଦଗାଠାରେ ଥିବା ବଳଦେବ ଗ୍ରୁପ ଆଣ୍ଡ କମ୍ପାନିର ବିଭିନ୍ନ ମଦଭାଟି, ଡିଷ୍ଟେଲାରି, ଫ୍ଲାଇଆସ ଫ୍ୟାକ୍ଟ୍ରି ପ୍ରଭୃତିରେ ଆୟକର ବିଭାଗ ପକ୍ଷରୁ ଗତ ବୁଧବାରରୁ ଏକକାଳୀନ ଚଢ଼ଉ ପରେ…
ଅଧିକ ଖବର ଦେଖନ୍ତୁ...

ଗୋଟିଏ ଆମ୍ବୁଲାନ୍ସରେ ୧୯  ରୋଗୀ; ଚକ୍ଷୁ ଚିକିତ୍ସା ପାଇଁ ନିଆଯିବାବେଳେ ଜଣେ ଗୁରୁତର

ବଲାଙ୍ଗୀର: ବସ୍ତା ଲଦିବା ଭଳି ଗୋଟିଏ ଆମ୍ବୁଲାନ୍ସରେ ୧୯ ଜଣ ରୋଗୀଙ୍କୁ ଚକ୍ଷୁ ଚିକିତ୍ସା ପାଇଁ ନିଆଯାଉଥିଲା। ଆମ୍ବୁଲାନ୍ସ ଭିତରେ ଅଣନିଃଶ୍ବାସୀ ହୋଇ ପଡ଼ିଥିଲେ ରୋଗୀ। ରୋଗୀଙ୍କ ମଧ୍ୟରେ ସମସ୍ତେ ବରିଷ୍ଠ ନାଗରିକ ଶ୍ରେଣୀର ଥିଲେ। ରାସ୍ତାରେ ଜଣେ ବୃଦ୍ଧାଙ୍କ ଅବସ୍ଥା ଗୁରୁତର ହେବାରୁ…
ଅଧିକ ଖବର ଦେଖନ୍ତୁ...

ତୃତୀୟ ଦିନରେ ବି ଚଢ଼ଉ ଜାରି: ଚାଲିଛି ଟଙ୍କା ଗଣା, ମଦଭାଟି ଓ ଅଫିସ୍‌ରେ ଆୟକର ବିଭାଗ ଅଧିକାରୀ

ବଲାଙ୍ଗୀର: ବଲାଙ୍ଗୀରରେ ଗତ ତିନି ଦିନ ଧରି ଚାଲିଥିବା ଆୟକର ବିଭାଗର ଚଢ଼ଉ ଆଜି ମଧ୍ୟ ଜାରି ରହିଛି। ବଳଦେବ ସାହୁ ଆଣ୍ଡ ଗ୍ରୁପ ଅଫ କମ୍ପାନି ଦ୍ବାରା ପରିଚାଳିତ ସୁଦପଡ଼ା ଭାଟି ଓ କ୍ଲବପଡ଼ା ଠାରେ ଥିବା ଭାଟିର ଅଫିସ୍‌ ଘରେ ଆୟକର ବିଭାଗ ଅଧିକାରୀ ଦିନରାତି ଚଢ଼ଉ ଜାରି ରଖିଛନ୍ତି। ଭାଟିରୁ…
ଅଧିକ ଖବର ଦେଖନ୍ତୁ...

ମିଗଜୋମ୍‌ ନେଇ ସତର୍କ କଲାନି ପ୍ରଶାସନ: ବିକିବା ଆଗରୁ ଭାସିଲା ଧାନ, ନଷ୍ଟ ହେଲା କପା

ବଲାଙ୍ଗୀର: ମିଗଜୋନ୍‌ ନେଇ ଚାଷୀଙ୍କୁ ଆଦୌ ସତର୍କ କରାଯାଇନଥିଲା। ଚାଷୀ ଧାନକାଟି ଖଳାରେ ରଖିଥିଲେ। କିଛି ଚାଷୀଙ୍କ ଧାନ କଟା ଯାଇନଥିବା ବେଳେ କିଛି ଚାଷୀଙ୍କ ଧାନ ବିଲରେ ଅଧାକଟା ଅବସ୍ଥାରେ ଥିଲା। ଉପକୂଳ ଓଡ଼ିଶାରେ ମିଗଜୋମ୍‌କୁ ନେଇ ସରକାର ସତର୍କ କରିଥିବା ବେଳେ ପଶ୍ଚିମ ଓଡ଼ିଶାରେ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶା କ୍ୟାଡର୍‌ର ୩ ଜଣ: ୨୦ ବର୍ଷରେ ୧୩୫ ଆଇଏଏସ୍‌ଙ୍କ ଭିଆର୍‌ଏସ୍‌

ବଲାଙ୍ଗୀର: ଗତ ୨୦ ବର୍ଷ ମଧ୍ୟରେ ସମଗ୍ର ଦେଶରେ ସମୁଦାୟ ୧୩୫ ଜଣ ଆଇଏଏସ୍‌ ଅଧିକାରୀଙ୍କ ସ୍ୱେଚ୍ଛାକୃତ ଅବସର (ଭିଆର୍‌ଏସ୍‌) ଗ୍ରହଣ କରିଥିବା ବିଶିଷ୍ଟ ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡା ପ୍ରକାଶ କରିଛନ୍ତି। ୨୦୦୩ରେ ସର୍ବାଧିକ ୨୬ ଜଣ ଆଇଏଏସ୍‌ ସ୍ୱେଚ୍ଛାକୃତ ଭାବେ ଅବସର ନେଇଥିବା…
ଅଧିକ ଖବର ଦେଖନ୍ତୁ...

ନକଲି ସିବିଆଇ ଅଫିସରଙ୍କୁ ବାନ୍ଧିଲା ପୁଲିସ୍: ଡାକ୍ତରଙ୍କ ଘରୁ ୧ ଲକ୍ଷ ଟଙ୍କା ନେଇ ଫେରାର୍ ମାରୁଥିଲେ

ଟିଟିଲାଗଡ଼: ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ସହରର ଜଣେ ଡାକ୍ତରଙ୍କ ଘରେ ପଶି ନିଜକୁ ସିବିଆଇ ଅଫିସର ପରିଚୟ ଦେଇ ଲକ୍ଷେ ଟଙ୍କା ଧରି ଫେରାର ମାରୁଥିବା ଠକକୁ ପୁଲିସ୍‌ କାବୁ କରିଛି। ପ୍ରକାଶ ଯେ, ବଲାଙ୍ଗୀର ରୋଡ ନିକଟରେ ରହୁଥିବା ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ଗୋପବନ୍ଧୁ ସାହୁଙ୍କ ଘରକୁ ଏକ ଧଳା…
ଅଧିକ ଖବର ଦେଖନ୍ତୁ...

ମୂଲ ଲାଗୁଛନ୍ତି ଜାତୀୟ କବାଡ଼ି ଖେଳାଳି: ନମିତାଙ୍କ ପରେ ସୁନିତାଙ୍କ କରୁଣ କାହାଣୀ

ବଲାଙ୍ଗୀର: ମହିଳା କବାଡ଼ି ଟିମ୍‌ର ଅଧିନାୟିକା ରହି ଜାତୀୟ ସ୍ତରରେ ଗୌରବ ଆଣିଥିବା ବଲାଙ୍ଗୀର ଜିଲ୍ଲା ଗୁଡ଼ଭେଲା ବ୍ଲକ ଗମ୍ଭାରୀଗୁଡ଼ା​ ଗାଁର ନମିତା ଭୋଇ ଛେଳି ଚରାଉଥିବା ଖବର ଜଣାପଡ଼ିବା ପରେ ସାରା ଓଡ଼ିଶାରେ ଆଲୋଡ଼ନ ସୃଷ୍ଟି ହୋଇଥିଲା। ଏବେ ବି ନମିତାଙ୍କ ସ୍ଥିତିରେ ସେଭଳି କୌଣସି…
ଅଧିକ ଖବର ଦେଖନ୍ତୁ...