ଅନୁସନ୍ଧାନ କରୁଥିବା ବର୍ଗ

ବଲାଙ୍ଗୀର

ପୋଲରୁ ଖସିପଡ଼ିଲେ ୨ ଆରୋହୀ, କକା-ପୁତୁରାଙ୍କ ମୃତ୍ୟୁ

ପାଟଣାଗଡ଼: ପାଟଣାଗଡ଼-ପଦ୍ମପୁର ରାସ୍ତାର ପାଢେଲ ଗ୍ରାମ ନିକଟରେ ଥିବା ବୁଲାଇ ଠାରେ ଥିବା ପୋଲ ତଳକୁ ଖସି ପଡ଼ି ୨ ଜଣ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ରିପୋର୍ଟ ଲେଖାଯିବା ମୃତକମାନେ ହେଲେ କକା-ପୁତୁରା ନୀଳମଣି ବାଗ (୪୦) ଓ ରାଧୁ ବାଗ୍‌ (୫୫)। ସୂଚନା ଅନୁଯାୟୀ, ପାଢେଲ ପଟରୁ ଏକ…
ଅଧିକ ଖବର ଦେଖନ୍ତୁ...

ଓଲଟିଲା ପିକନିକ୍ ଯାଉଥିବା ପିକଅପ୍ ଭ୍ୟାନ୍: ୬ ନାବାଳକ ଓ ୪ ମହିଳା ଗୁରୁତର, ୧୫ ଆହତ

ଟିଟିଲାଗଡ଼: ବଲାଙ୍ଗୀର ଜିଲ୍ଲାରେ ଆଜି ସକାଳେ ଏକ ସଡ଼କ ଦୁର୍ଘଟଣା ଘଟିଛି। ସୂଚନ‌ା ଅନୁଯାୟୀ, ଟିଟିଲାଗଡ଼ ନିକଟସ୍ଥ ପତରକେଲା ରେଲୱେ ଫାଟକ ନିକଟରେ ଏକ ପିକ୍ଅପ୍‌ ଭ୍ୟାନ୍ ଓଲଟିବା ଫଳରେ ୬ ନାବାଳକ ଓ ୪ ଜଣ ମହିଳା ଗୁରୁତରହୋଇଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି।  ଗୁରୁତରମାନଙ୍କୁ ପ୍ରଥମେ…
ଅଧିକ ଖବର ଦେଖନ୍ତୁ...

ଜୋର୍ ଧରିଲା ଜିଲ୍ଲା ଦାବି: ସଂଘର୍ଷ ସମିତି ପକ୍ଷରୁ ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜିକୁ ଜିଲ୍ଲା ମାନ୍ୟତା ଦାବି ନେଇ ଆଜି ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ ପାଳନ କରାଯାଉଛି। ଜିଲ୍ଲା ସଙ୍ଘର୍ଷ ସମିତିର ଆହ୍ବାନକ୍ରମେ ଆଜି ଏହି ବନ୍ଦ ଡାକରା ଦିଆଯାଇଛି। ଆଜିର ଏହି ବନ୍ଦରେ ସମସ୍ତ ବ୍ୟାବସାୟିକ ପ୍ରତିଷ୍ଠାନ, ଦୋକାନ ବଜାର, ସ୍କୁଲ କଲେଜ ଓ ସରକାରୀ…
ଅଧିକ ଖବର ଦେଖନ୍ତୁ...

ମଦ କିଣିବାକୁ ନେଇ ୧୦ ଟଙ୍କା ପାଇଁ ସେଲ୍ସମ୍ୟାନକୁ ପିଟିପିଟି ହତ୍ୟା, ଜେଲ ଗଲେ ୩ ଅଭିଯୁକ୍ତ

ପାଟଣାଗଡ଼: ମାତ୍ର ୧୦ ଟଙ୍କା ପାଇଁ ହତ୍ୟାକାଣ୍ଡ। ବଲାଙ୍ଗୀର ଜିଲ୍ଲା ଖପ୍ରଖୋଲ ଥାନା ଅଞ୍ଚଳରେ ମଦ କିଣିବାକୁ ନେଇ ୧୦ ଟଙ୍କା ପାଇଁ‌ ସେଲ୍ସମ୍ୟାନଙ୍କୁ ହତ୍ୟା କରାଯାଇଛି। ଏହି ମାମଲାରେ ପୁଲିସ ୩ ଜଣ ଯୁବକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଖରଖରା ଗ୍ରାମ ଯୋଗୀନ୍ଦ୍ର ବରିହା…
ଅଧିକ ଖବର ଦେଖନ୍ତୁ...

ଆଜି ଭିନ୍ନକ୍ଷମ ଦିବସ: ନିଜ କର୍ମଚାରୀଙ୍କ ଦାବି ବି ଶୁଣୁନି ବିଭାଗ ଓ ପ୍ରଶାସନ

ପାଟଣାଗଡ଼: ଡିସେମ୍ବର ୩। ଅନ୍ତରାଷ୍ଟ୍ରୀୟ ଭିନ୍ନକ୍ଷମ ଦିବସ ଭାବେ ପାଳନ କରା ଯାଇଥାଏ। ଭିନ୍ନକ୍ଷମମାନଙ୍କ ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଯୋଜନା କରିଥିବା ବେଳେ ନିଜ ବିଭାଗରେ କାର୍ଯ୍ୟରତ ଭିନ୍ନକ୍ଷମ କର୍ମଚାରୀଙ୍କ ଦାବିକୁ ନା ବିଭାଗ ଶୁଣୁଛି ନା ବ୍ଲକ ପ୍ରଶାସନ। ଲଗାତାର ୩…
ଅଧିକ ଖବର ଦେଖନ୍ତୁ...

ମାନସୀଙ୍କ କୋହ: ‘ନିର୍ଯାତନା ସହିଥିଲେ ଭଲ ହୋଇଥାନ୍ତା’

ବଲାଙ୍ଗୀର: ତାମିଲନାଡ଼ୁରେ ଇଟାଭାଟି ମାଲିକ ଓ ତାର ଗୁଣ୍ଡାମାନେ ଆକ୍ରମଣ କରିଥିବା ଘଟଣାକୁ ସହ୍ୟ କରି ଦେଇଥିଲେ ଭଲ ହୋଇଥାନ୍ତା। ପ୍ରତିବାଦ କରିବା ମୋତେ ମହଙ୍ଗା ପଡ଼ିଲା ବୋଲି କୋହଭରା କଣ୍ଠରେ କହିଛନ୍ତି ମାନସୀ ବରିହା। ଏକଦା ସାହସୀ ଆଦିବାସୀ ଯୁବତୀ ବୋଲି ବିଭିନ୍ନ ଗଣମାଧ୍ୟମ ଓ…
ଅଧିକ ଖବର ଦେଖନ୍ତୁ...

ଜଣେ ଶିଶୁ ସହ ୭ ଦାଦନ ଶ୍ରମିକ ଉଦ୍ଧାର

ଖପ୍ରାଖୋଲ: ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ପୁଲିସ୍‌ ବୁଧବାର ଜଣେ ଶିଶୁ ସହ ୭ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି। ଶ୍ରମିକମାନେ ଭାନପୁର ପଞ୍ଚାୟତ ଚାବିରିପାଲି ଗାଁର ବୋଲି ପୁଲିସ୍‌ ସୂଚନା ଦେଇଛି। ୩ଟି ବାଇକ୍‌ରେ କିଛି ଦାଦନ ଶ୍ରମିକଙ୍କୁ ଲାଠୋରକୁ ନିଆ ଯାଉଥିବା ବେଳେ ପୁଲିସ୍‌ ମହରାପଦର…
ଅଧିକ ଖବର ଦେଖନ୍ତୁ...

ସାହସୀ ଆଦିବାସୀ ଯୁବତୀ ମାନସୀଙ୍କ କରୁଣ କାହାଣୀ: ୧୨ ବର୍ଷରୁ ଦାଦନ ଖଟୁଥିଲେ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ଖ୍ରପାଖୋଲ ବ୍ଲକ ମାଟିଆଭଟା ଗ୍ରାମର ମାନସୀ ବରିହା (୨୫) ଏକଦା ସାହସୀ ଯୁବତୀ ଭାବରେ ରାଜ୍ୟ ତଥା ଜାତୀୟ ସ୍ତରରେ ବିଭିନ୍ନ ଖବରକାଗଜର ପୃଷ୍ଠା ମଣ୍ଡନ କରିଥିଲେ। ୨୦୨୦ ମସିହା କରୋନା କାଳରେ ତାମିଲନାଡ଼ୁ ରାଜ୍ୟର ପୁଡ଼ୁକପମଠାରେ ଏକ ଇଟା ଭାଟିରେ ମାନସୀ, ତାଙ୍କ…
ଅଧିକ ଖବର ଦେଖନ୍ତୁ...

ରୋସନାରାଙ୍କ ‘ଗୋଟ୍ଟୁ’ ଆଉ ନାହିଁ

ବଲାଙ୍ଗୀର: ରୋସନାରା ପରୱିନ। ଭାରତୀୟ ବରିଷ୍ଠ ମହିଳା କ୍ରିକେଟ୍ ଦଳର ପୂର୍ବତନ ସଦସ୍ୟା। ବଲାଙ୍ଗୀର ସହରର ଜଣେ ଚିହ୍ନା ମୁହଁ। ଭିନ୍ନ ସ୍ବାଦର ଜଣେ ନିଆରା ମୁସଲିମ କନ୍ୟା। ଏହି ବନ୍ଧୁବତ୍ସଳା ଓ ହୃଦୟବାନ କ୍ରିକେଟ୍ ତାରକା ବୁଧବାର ଦିନ ଭିନ୍ନ ଏକ କଥାକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଦାଦନ ଖଟିଯିବା ବେଳେ ୧୫ ଶ୍ରମିକ ଉଦ୍ଧାର, ସର୍ଦ୍ଦାର ଫେରାର

ବଲାଙ୍ଗୀର: ବୁଧବାର ଦିନ ଟାଉନ ପୁଲିସ ୧୫ଜଣ ଶ୍ରମିକଙ୍କୁ ବସ ଟର୍ମିନାଲରୁ ଉଦ୍ଧାର କରିଛି । ଶ୍ରମିକମାନେ ଖପ୍ରାଖୋଲ ଅଞ୍ଚଳର ହୋଇଥିବା ବେଳେ ଜଣେ ସର୍ଦ୍ଦାର ସେମାନଙ୍କୁ ତାମିଲନାଡୁ ନେଇ ଯାଉଥିଲା । ଏକ ଘରୋଇ ବସରେ ସେମାନେ ଖପ୍ରାଖୋଲରୁ ବଲାଙ୍ଗୀର ବସ ଟର୍ମିନାଲ ପହଞ୍ଚି ସେଠାରେ କାହାକୁ…
ଅଧିକ ଖବର ଦେଖନ୍ତୁ...