ଅନୁସନ୍ଧାନ କରୁଥିବା ବର୍ଗ

ବଲାଙ୍ଗୀର

ଛୁଟିରେ ଆସିବା ଦିନ ହିଁ ଘରେ ପହଞ୍ଚିଲା ସହିଦ ଈଶ୍ବର ଦୋରାଙ୍କ ମରଶରୀର

କେସିଙ୍ଗା: ତ୍ରିପୁରାର ଅଗରତାଲାରେ ସହିଦ ହୋଇଥିବା ବୀର ଯବାନ କଳାହାଣ୍ଡି ମାଟିର ପୁଅ ଈଶ୍ବର ଚନ୍ଦ୍ର ଦୋରାଙ୍କ ପାର୍ଥିବ ଶରୀର ରବିବାର ଗାଁ’ ବେଲଖଣ୍ଡିରେ ପହଞ୍ଚିବା ପରେ ସୃଷ୍ଟି ହୋଇଥିଲା ଶୋକାକୁଳ ପରିବେଶ। ଲୋକମାନେ ଅମାଠ ଛକରୁ ଗାଁ’ ପର୍ଯ୍ୟନ୍ତ ମରଶରୀରକୁ ବାଇକ୍ ଶୋଭାଯାତ୍ରାରେ…
ଅଧିକ ଖବର ଦେଖନ୍ତୁ...

କ୍ୱାକର ଭୁଲ ଇଞ୍ଜେକସନରେ ରୋଗୀର ମୃତ୍ୟୁ ଅଭିଯୋଗ

କଣ୍ଟାବାଞ୍ଜି: କ୍ୱାକର ଭୁଲ ଇଞ୍ଜେକସନ ଯୋଗୁ ରୋଗୀର ମୃତ୍ୟୁ। ଏଭଳି ଏକ ଅଭିଯୋଗ ଆସିଛି ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନା ଚନାବାହାଲ ଗାଁରୁ। ମୃତ ବ୍ୟକ୍ତି ହେଲେ ଚନାବାହାଲ ଗାଁର ଶିବ ମହାନନ୍ଦ। ସୂଚନାଯୋଗ୍ୟ ଯେ ଆଜି ସକାଳୁ ନିଜ ଘରେ କାଠକୁ ଏକ ଟାଙ୍ଗିଆରେ ଦୁଇ ଫାଳ କରୁଥିବା ସମୟରେ…
ଅଧିକ ଖବର ଦେଖନ୍ତୁ...

ବଲାଙ୍ଗୀରରେ ଦୁଇଟି ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ୨୯୬.୫୦ କୋଟି ଟଙ୍କା ମଞ୍ଜୁର

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗୀର ଜିଲ୍ଲା ପାଇଁ ଦୁଇଟି ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି । ଏହି ଦୁଇଟି ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ୨୯୬.୫୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏହି ପ୍ରକଳ୍ପ ଦୁଇଟି ହେଉଛି – ସୁନଗଡ ନଦୀରେ ସିକୁଆଁ/ସିଲେଟକଣି ନଦୀଗର୍ଭ…
ଅଧିକ ଖବର ଦେଖନ୍ତୁ...

କୋଶଳ ନାରାରେ ଗର୍ଜିଲା ପଶ୍ଚିମ ଓଡ଼ିଶା: ଶୁନଶାନ ରାସ୍ତାଘାଟ, ବନ୍ଦ ହେଲା ଦୋକାନ ବଜାର

ଦେଓଗାଁ: ଓଲିଉଡକୁ ନେଇ ଲାଗିଥିବା ବିବାଦ ଥମିବାର ନାଁ ନେଉନି। ମନୋଜ ମିଶ୍ରଙ୍କୁ ଓଲିଉଡରୁ ଦୁଇ ବର୍ଷ ପାଇଁ ବାସନ୍ଦ କରିବା ପରେ ପଶ୍ଚିମ ଓଡ଼ିଶାରେ ୧୦ଟି ଜିଲ୍ଲାରେ ଆକ୍ରୋଶ ଦେଖିବାକୁ ମିଳିଥିଲା ଓ ମନୋଜ୍ ମିଶ୍ରଙ୍କ ବହିଷ୍କାରକୁ ତୁରନ୍ତ ହଟାଇବାକୁ ଚେତାବନୀ ଦିଆଯାଇଥିଲା। ପରେ କୋଶଳ ରାଜ୍ୟ…
ଅଧିକ ଖବର ଦେଖନ୍ତୁ...

ସ୍ବତନ୍ତ୍ର କୋଶଳ ରାଜ୍ୟ ଦାବି: କଣ୍ଟାବାଞ୍ଜିରେ ଅଖଚକ ବନ୍ଦ

କଣ୍ଟାବାଞ୍ଜି: ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ପଶ୍ଚିମ ଓଡ଼ିଶା ବନ୍ଦ। ସ୍ବତନ୍ତ୍ର କୋଶଲ ରାଜ୍ୟ ଦାବି ନେଇ କୋଶଲ ରାଜ୍ୟ କ୍ରିୟାନୁଷ୍ଠାନ କମିଟି  ପକ୍ଷରୁ ଏହି  ମହାବନ୍ଦ ଡାକରା ଦିଆଯାଇଛି। ଏହାର ପ୍ରଭାବ ପଡ଼ିଛି ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜି ସହରରେ। ସହର ତଥା…
ଅଧିକ ଖବର ଦେଖନ୍ତୁ...

ସ୍ୱତନ୍ତ୍ର କୋଶଳ ରାଜ୍ୟ ଦାବିରେ ମହାବନ୍ଦ ପାଳନ: ସମ୍ବଲପୁର ବ୍ୟତୀତ ଅନ୍ୟ ୧୦ ଜିଲ୍ଲାରେ ପ୍ରଭାବ ପରିଲକ୍ଷିତ

ବଲାଙ୍ଗୀର: ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବିରେ ଆଜି ପଶ୍ଚିମ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। କୋଶଳ ରାଜ୍ୟ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ସମ୍ବଲପୁର ବ୍ୟତୀତ ପଶ୍ଚିମ ଓଡ଼ିଶାର ଅନ୍ୟ ସବୁ ଜିଲ୍ଲାରେ ଏହାର ପ୍ରଭାବ ପରିଲକ୍ଷିତ ହୋଇଛି। ଆଜି ସକାଳୁ…
ଅଧିକ ଖବର ଦେଖନ୍ତୁ...

ଲୁଟେରା ସକ୍ରିୟ: ବ୍ୟାଙ୍କରୁ ଟଙ୍କା ନେଇ ଘରକୁ ଆସୁଥିଲେ ବରିଷ୍ଠ ନାଗରିକ, ୧ ଲକ୍ଷ ୯୯ ହଜାର ଲୁଟିଲେ ଦୁର୍ବୃତ୍ତ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିରେ ମୁଖାପିନ୍ଧା ଦୁର୍ବୃତ୍ତ ପୁଣି ଥରେ ସକ୍ରିୟ ହୋଇଛନ୍ତି। କିଛି ଦିନ ନୀରବତା ପରେ ଲୁଟେରାମାନେ ଆଜି ଦିନ ଦ୍ବିପହରରେ ବଡ଼ଧରଣର ଲୁଟ୍‌ କରିଛନ୍ତି। ବ୍ୟାଙ୍କରୁ ଟଙ୍କା ଉଠାଇ ଘରକୁ ଫେରୁଥିବା ଜଣେ ବରିଷ୍ଠ ନାଗରିକଙ୍କୁ ଲୁଟେରାମାନେ ଟାର୍ଗେଟ…
ଅଧିକ ଖବର ଦେଖନ୍ତୁ...

ବିଦ୍ୟୁତ୍ ସଂଯୋଗ ନାହିଁ, ଆସିଛି ୧୦ ହଜାରର ବିଲ୍

ଦେଓଗାଁ: ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ଉପରଝର ଗାଁର ଜଣେ ବ୍ୟକ୍ତିଙ୍କ ଘରେ ବିଦ୍ୟୁତ ସଂଯୋଗ ହୋଇନି। ଅଥଚ ୧୦ ହଜାର ଟଙ୍କା ବିଲ୍‌ ଆସିଥିବାରୁ ପରିବାର ଲୋକ ଚିନ୍ତାରେ ପଡ଼ିଛନ୍ତି। ଏନେଇ ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କରିବା ପରେ ଧରାଛୁଆଁ ଦେଉନଥିବାରୁ ଗରିବ ପରିବାର ଚିନ୍ତାରେ…
ଅଧିକ ଖବର ଦେଖନ୍ତୁ...

ଫସଲ ବୀମାରେ ଜାଲିଆତି, ୨ ଗିରଫ

ବଲାଙ୍ଗୀର: ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଚାଷୀଙ୍କ ନାମରେ ତଞ୍ଚକତା କରି ବୀମା ଅର୍ଥ ହଡ଼ପ ଅଭିଯୋଗରେ ସାଇବର ପୁଲିସ ପୂର୍ବରୁ ୧୬ ଜଣଙ୍କୁ ଗିରଫ କରିଥିବା ବେଳେ ଆଜି ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଗଞ୍ଜିଆପଡ଼ାରୁ ପୁଣି ୨ ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି। ବିଭିନ୍ନ ଚାଷୀଙ୍କ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶାର ପଞ୍ଚମ ଶିଳ୍ପ ପ୍ରଦର୍ଶନ ଏବଂ ସଚେତନତା କାର୍ଯ୍ୟକ୍ରମ ଉଦ୍‌ଘାଟିତ

ବଲାଙ୍ଗୀର: ବଲାଙ୍ଗୀର ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ(ଜେଆଇଟିଏମ୍‌ ) ରେ ଓଡ଼ିଶାର ପଞ୍ଚମ ଶିଳ୍ପ ପ୍ରଦର୍ଶନ ଏବଂ ସଚେତନତା କାର୍ଯ୍ୟକ୍ରମ (ସିଡିଏପି)କୁ ଉଦ୍‌ଘାଟିତ କରାଯାଇଛି। ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ (ଜେଆଇଟିଏମ୍‌) ର ପରିଚାଳନା ନିର୍ଦ୍ଦେଶକ ଡ. ପ୍ରଦୀପ ଷଡ଼ଙ୍ଗୀଙ୍କ ଦ୍ଵାରା ଏହି…
ଅଧିକ ଖବର ଦେଖନ୍ତୁ...