ଅନୁସନ୍ଧାନ କରୁଥିବା ବର୍ଗ

ବାଲେଶ୍ଵର

ଅଙ୍ଗନବାଡ଼ି ଛାତରୁ ପ୍ଲାଷ୍ଟର୍ ଖସି ଏଏନ୍ଏମ୍ ଓ ସହଯୋଗୀ ଗୁରୁତର: ମରାମତି ହେଉ ନଥିବା ଅଭିଯୋଗ

ରାଇରଙ୍ଗପୁର/ବାଦାମପାହାଡ଼: ମୟୂରଭଂଜ ଜିଲ୍ଲା ବାଦାମପାହାଡ଼ ଥାନା ଜୟପୁର-୨ ଗ୍ରାମର ଅଙ୍ଗନବାଡ଼ି କେନ୍ଦ୍ରରେ ଆଜି ଟୀକାକରଣ ଚାଲିଥିବା ବେଳେ ଛାତରୁ ସିମେଣ୍ଟ ଅତଡା ଖସି ଦୁଇ ଜଣ ଆହତ ହୋଇଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ ଜୟପୂର ଏଏନଏମ୍ କର୍ମୀ ଅନିତା ରଣା ଓ ତାଙ୍କୁ ସହଯୋଗ କରୁଥିବା…
ଅଧିକ ଖବର ଦେଖନ୍ତୁ...

ବିଜେଡି ଛାଡ଼ିଲେ ବିଧାୟକ ପର୍ଶୁରାମ ଧଡ଼ା: କଂଗ୍ରେସ‌ରେ ହୋଇପାରନ୍ତି ସାମିଲ

ଭୁବନେଶ୍ବର/ସୋର: ବିଜୁ ଜନତା ଦଳ (ବିଜେଡି) ବୁଧବାର ଦିନ ସନ୍ଧ୍ୟାରେ ବିଧାନସଭା ନିର୍ବାଚନ ପାଇଁ ଦ୍ବିତୀୟ ଦଫାରେ ପ୍ରାର୍ଥୀ ଘୋଷଣା କରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରାର୍ଥୀ ଘୋଷଣା କରିବାର ଅଳ୍ପ ସମୟ ମଧ୍ୟରେ ଦଳରେ ବିଦ୍ରେହ ଦେଖାଯାଇଛି। ବାଲେଶ୍ବର ଜିଲ୍ଲା ସୋର ବିଧାୟକ…
ଅଧିକ ଖବର ଦେଖନ୍ତୁ...

ଜଳେଶ୍ବର ପିଇଓଙ୍କୁ ଅଫିସରେ ତାଲା ଠୁଙ୍କିଲେ ୱାର୍ଡସଭ୍ୟ

ଜଳେଶ୍ବର: ଜଳେଶ୍ବର ବସ୍ତା ବ୍ଲକ୍ ଅନ୍ତର୍ଗତ ମଥାନୀ ପଞ୍ଚାୟତରେ ଏକ ଅଭାବନୀୟ ଘଟଣା ଘଟିଛି। ଦୀର୍ଘ ୭ମାସର ବକେୟା ଭତ୍ତା ନ ମିଳିବାରୁ ଅସନ୍ତୁଷ୍ଟ ୱାର୍ଡସଭ୍ୟମାନେ ପିଇଓଙ୍କୁ ଅଫିସ ଭିତରେ ରଖି ତାଲା ଠୁଙ୍କି ଦେଇଛନ୍ତି। ଏବେ ପିଇଓ ଅଫିସ୍ ଭିତରେ ରହିଛନ୍ତି। ଏନେଇ ପଞ୍ଚାୟତରେ ଉତ୍ତେଜନା…
ଅଧିକ ଖବର ଦେଖନ୍ତୁ...

ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀଙ୍କ ନାମରେ ଅଭିଯୋଗ ଆଣିଲା ବିଜେଡି

ଭୁବନେଶ୍ୱର: ଆଦର୍ଶ ଆଚରଣ ବିଧି ଉଲଂଘନ କରୁଛନ୍ତି ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ । ଆଦର୍ଶ ଆଚରଣବିଧି ଲାଗିଥିବା ସମୟରେ ବାଲେଶ୍ୱର ଭୋଗରାଇ ଅଂଚଳରେ ସୋଲାର ଲାଇଟ ଲଗାଉଥିଲେ ସାଂସଦ । ଏନେଇ ବିଜେଡିର ଏକ ଟିମ୍ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଅଭିଯୋଗ…
ଅଧିକ ଖବର ଦେଖନ୍ତୁ...

ପଶ୍ଚିମବଙ୍ଗ ମାନଚିତ୍ରରେ ଓଡ଼ିଶା ଗାଁ ଶଙ୍ଖାମେଦି: ଓଡ଼ିଶାକୁ ଫେରିବାକୁ ବ୍ୟଗ୍ର ଗ୍ରାମବାସୀ

ସତ୍ୟବ୍ରତ ପ୍ରଧାନ ଜଳେଶ୍ୱର: ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍‌ ଅନଳିଆ ପଞ୍ଚାୟତ ଅଧୀନରେ ଥିବା ଶଙ୍ଖାମେଦି ଗାଁ ଏବେ ପଶ୍ଚିମବଙ୍ଗ ମାନଚିତ୍ରରେ। ଓଡ଼ିଶା ଭୂଖଣ୍ଡରେ ଥିବା ଉକ୍ତ ଗାଁ’କୁ ରାଜ୍ୟ ସରକାର ସବୁପ୍ରକାର ସୁବିଧା ଦେଉଛନ୍ତି। ହେଲେ ବିଡ଼ମ୍ବନା, ଗାଁ’ରୁ ପଶ୍ଚିମବଙ୍ଗ ସରକାର…
ଅଧିକ ଖବର ଦେଖନ୍ତୁ...

ମେଦିନପୁରରେ ଏବେ ବି ବଞ୍ଚିଛି ଓଡ଼ିଆ କଳାସଂସ୍କୃତି: ପ୍ରତିଘରେ ରହିଛି ଓଡ଼ିଆ ପୋଥି ଓ ଭାଗବତ ଟୁଙ୍ଗି

ଜଳେଶ୍ୱର: ପଶ୍ଚିମବଙ୍ଗ ରାଜ୍ୟରେ ଥିବା ମେଦିନପୁର ଜିଲ୍ଲାରେ ଏବେ ବି ବଞ୍ଚିଛି ଓଡ଼ିଶାର କଳା ଓ ସଂସ୍କୃତି। ନିଆରା ଭାଇଚାରାରେ ବାନ୍ଧି ହୋଇ ରହିଛନ୍ତି ଓଡ଼ିଶା ଓ ମେଦିନାପୁର ଅଧିବାସୀ। ଏକଦା ଓଡ଼ିଶାର ରାଜତନ୍ତ୍ର ଅଧୀନରେ ପଶ୍ଚିମବଙ୍ଗର ମେଦିନପୁର ଜିଲ୍ଲା ରହିଥିଲା। ସ୍ବତନ୍ତ୍ର ଉତ୍କଳ…
ଅଧିକ ଖବର ଦେଖନ୍ତୁ...

ବିଜେଡିରେ ଯୋଗ ଦେଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ

ଭୁବନେଶ୍ବର/ ବାଲେଶ୍ବର/ନୀଳଗିରି: ଗତକାଲି ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ନୀଳଗିରି ବିଧାୟକ ସୁକାନ୍ତ ନାୟକ ଆଜି ବିଜେଡିରେ ଯୋଗ ଦେଇଛନ୍ତି। ଆଜି ସେ ଶଙ୍ଖଭବନକୁ ଆସି ବିଜେଡିରେ ମିଶିଛନ୍ତି। ଶଙ୍ଖ ଭବନରେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଓ ମନ୍ତ୍ରୀ ପ୍ରତାପ ଦେବଙ୍କ…
ଅଧିକ ଖବର ଦେଖନ୍ତୁ...

ଖେଳୁଥିବା ବେଳେ ପୋଖରୀରେ ପଡ଼ି ଶିଶୁକନ୍ୟାର ମୃତ୍ୟୁ

ସୋର: ବାଲେଶ୍ବର ଜିଲ୍ଲା ସୋର ବ୍ଲକ ପାଖର ପଂଚାୟତ ବେଲପୁର ଗ୍ରାମର ଜଣେ ଶିଶୁକନ୍ୟା ଖେଳୁଥିବା ବେଳେ ପୋଖରୀରେ ପଡ଼ି ମୃତ୍ୟୁ ହୋଇଛି। ସୂଚନା ଅନୁସାରେ ପାଖର ପଂଚାୟତ ମଲ୍ଲିପୁର ଗ୍ରାମର ସ୍ବର୍ଗତ ନରବୀର ରଣାଙ୍କ ସ୍ତ୍ରୀ ଓ ଝିଅ ତାଙ୍କ ମାମୁଁ ଘର ବେଲପୁରରେ ରହୁଥିଲେ। ଆଜି ସକାଳେ ଝିଅ…
ଅଧିକ ଖବର ଦେଖନ୍ତୁ...

ଅଲ୍ଲିପୁର ରେଳ ଫାଟକ ନିକଟରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର

ସୋର: ବାଲେଶ୍ବର ଜିଲ୍ଲା ସୋର ଥାନା ଅଲ୍ଲିପୁର ରେଳ ଫାଟକ ନିକଟରେ ଜଣେ ଅଜଣା ଯୁବକଙ୍କର ମୃତଦେହ ଦେଖିବାକୁ ମିଳିଛି। ଆଜି ସକାଳେ ସ୍ଥାନୀୟ ଲୋକେ ଏହି ଗେଟ ନିକଟରେ ଜଣେ ଅଜଣା ଯୁବକ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଦେଖି ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି…
ଅଧିକ ଖବର ଦେଖନ୍ତୁ...

ବିଜେପିରୁ ଇସ୍ତଫା ଦେଲେ ନୀଳଗିରି ବିଧାୟକ: ପୁଣିଥରେ ବିଜେଡିରୁ ପ୍ରାର୍ଥୀ ହେବା ସମ୍ଭାବନା

ବାଲେଶ୍ବର/ନୀଳଗିରି: ଯାହା ଅନୁମାନ କରାଯାଉଥିଲା, ତାହା ହିଁ ହେଲା। ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ନୀଳଗିରି ବିଧାୟକ ସୁକାନ୍ତ ନାୟକ। ଶୁକ୍ରବାର ନୀଳଗିରିସ୍ଥିତ ତାଙ୍କ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ଡାକି ଶ୍ରୀ ନାୟକ ବିଜେପି ରାଜ୍ୟ ସଭାପତି ମନମୋହନ…
ଅଧିକ ଖବର ଦେଖନ୍ତୁ...