ଅନୁସନ୍ଧାନ କରୁଥିବା ବର୍ଗ

ବାଲେଶ୍ଵର

ଖେଳୁଥିବା ବେଳେ ପୋଖରୀରେ ପଡ଼ି ଶିଶୁକନ୍ୟାର ମୃତ୍ୟୁ

ସୋର: ବାଲେଶ୍ବର ଜିଲ୍ଲା ସୋର ବ୍ଲକ ପାଖର ପଂଚାୟତ ବେଲପୁର ଗ୍ରାମର ଜଣେ ଶିଶୁକନ୍ୟା ଖେଳୁଥିବା ବେଳେ ପୋଖରୀରେ ପଡ଼ି ମୃତ୍ୟୁ ହୋଇଛି। ସୂଚନା ଅନୁସାରେ ପାଖର ପଂଚାୟତ ମଲ୍ଲିପୁର ଗ୍ରାମର ସ୍ବର୍ଗତ ନରବୀର ରଣାଙ୍କ ସ୍ତ୍ରୀ ଓ ଝିଅ ତାଙ୍କ ମାମୁଁ ଘର ବେଲପୁରରେ ରହୁଥିଲେ। ଆଜି ସକାଳେ ଝିଅ…
ଅଧିକ ଖବର ଦେଖନ୍ତୁ...

ଅଲ୍ଲିପୁର ରେଳ ଫାଟକ ନିକଟରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର

ସୋର: ବାଲେଶ୍ବର ଜିଲ୍ଲା ସୋର ଥାନା ଅଲ୍ଲିପୁର ରେଳ ଫାଟକ ନିକଟରେ ଜଣେ ଅଜଣା ଯୁବକଙ୍କର ମୃତଦେହ ଦେଖିବାକୁ ମିଳିଛି। ଆଜି ସକାଳେ ସ୍ଥାନୀୟ ଲୋକେ ଏହି ଗେଟ ନିକଟରେ ଜଣେ ଅଜଣା ଯୁବକ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଦେଖି ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି…
ଅଧିକ ଖବର ଦେଖନ୍ତୁ...

ବିଜେପିରୁ ଇସ୍ତଫା ଦେଲେ ନୀଳଗିରି ବିଧାୟକ: ପୁଣିଥରେ ବିଜେଡିରୁ ପ୍ରାର୍ଥୀ ହେବା ସମ୍ଭାବନା

ବାଲେଶ୍ବର/ନୀଳଗିରି: ଯାହା ଅନୁମାନ କରାଯାଉଥିଲା, ତାହା ହିଁ ହେଲା। ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ନୀଳଗିରି ବିଧାୟକ ସୁକାନ୍ତ ନାୟକ। ଶୁକ୍ରବାର ନୀଳଗିରିସ୍ଥିତ ତାଙ୍କ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ଡାକି ଶ୍ରୀ ନାୟକ ବିଜେପି ରାଜ୍ୟ ସଭାପତି ମନମୋହନ…
ଅଧିକ ଖବର ଦେଖନ୍ତୁ...

ବିଜେପିରୁ ଇସ୍ତଫା ଦେଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ

ନୀଳଗିରି: ନୀଳଗିରି ବିଧାୟକ ସୁକାନ୍ତ ନାୟକ ବିଜେପିରୁ ଇସ୍ତଫା ଦେଇଛନ୍ତି। ରାଜ୍ୟ ବିଜେପି ସଭାପତିଙ୍କୁ ନିଜ ଇସ୍ତଫାପତ୍ର ପଠାଇ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ସୁକାନ୍ତ। ତେବେ ସେ କାହିଁକି ବିଜେପି ଛାଡ଼ିଲେ ସେନେଇ କୌଣସି ଟିପ୍ପଣୀ ଦେଇନାହାନ୍ତି। ଏହାପୂର୍ବରୁ ୨୦୧୯ରେ ବିଜେପି…
ଅଧିକ ଖବର ଦେଖନ୍ତୁ...

ପୁଣି ଅସନ୍ତୋଷ ଜାହିର୍‌ କଲେ ଖାରବେଳ: ‘ପ୍ରତାପଙ୍କୁ କନ୍ଧମାଳରୁ ପ୍ରାର୍ଥୀ କରାଯାଉ’

ବାଲେଶ୍ବର: ବାଲେଶ୍ବର ଲୋକସଭା ଆସନରୁ ଟିକେଟ୍‌ ନ ମିଳିବାରୁ ପୁଣିଥରେ ନିଜର ଅସନ୍ତୋଷ ଜାହିର୍‌ କରିଛନ୍ତି ବିଜେପିର ପୂର୍ବତନ ସାଂସଦ ଖାରବେଳ ସ୍ବାଇଁ। ପ୍ରତାପ ଷଡ଼ଙ୍ଗୀଙ୍କୁ କନ୍ଧମାଳରୁ ପ୍ରାର୍ଥୀ କରି ତାଙ୍କୁ ବାଲେଶ୍ବରରୁ ପ୍ରତିଦ୍ବନ୍ଦ୍ବିତା ପାଇଁ ସୁଯୋଗ ମିଳୁ ବୋଲି କହିଛନ୍ତି। ଏ…
ଅଧିକ ଖବର ଦେଖନ୍ତୁ...

ବିଜେଡିକୁ ଫେରିବେ ନୀଳଗିରି ବିଧାୟକ ସୁକାନ୍ତ ନାୟକ!

ବାଲେଶ୍ବର/ନୀଳଗିରି: ନୀଳଗିରିର ବିଜେପି ବିଧାୟକ ସୁକାନ୍ତ ନାୟକ ପୁଣି ବିଜେଡିକୁ ଫେରିବା ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଏପରିକି ସେ ତାଙ୍କ ଇସ୍ତଫାପତ୍ର ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ କୁଆଡ଼େ ପଠାଇ ସାରିଥିବା କୁହାଯାଉଛି। ଯଦିଓ ଏ ସଂକ୍ରାନ୍ତରେ ସୁକାନ୍ତ ନିଜ ମତ ରଖିଛନ୍ତି,…
ଅଧିକ ଖବର ଦେଖନ୍ତୁ...

ମୁଁ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିବି ଓ ଜିତିବି: ଖାରବେଳ

ବାଲେଶ୍ବର: ବିଜେପିର ବାଲେଶ୍ୱର ଲୋକସଭା ସାଂସଦ ପ୍ରାର୍ଥୀ ଭାବେ ପ୍ରତାପଚନ୍ଦ୍ର ଷଡ଼ଙ୍ଗୀଙ୍କ ନାଁ ପୁନର୍ବାର ଘୋଷଣା ହେବା ପରେ କ୍ଷୁବ୍ଧ ହୋଇଛନ୍ତି ଦଳର ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ମହାମେଘବାହନ ଐର ଖାରବେଳ ସ୍ୱାଇଁ। ଟିକେଟ୍‌ ନ ମିଳିଲେ ବି ଏଥର ସେ ସ୍ବାଧୀନ ପ୍ରାର୍ଥୀ ଭାବେ…
ଅଧିକ ଖବର ଦେଖନ୍ତୁ...

ହୋଲି ବେଳେ ପୋଖରୀରେ ବୁଡ଼ି ୫ ନାବାଳକ ମୃତ

ବାଲେଶ୍ବର/ସୋର/କୁଜଙ୍ଗ/ସାଲେପୁର: ହୋଲିକୁ ନେଇ ଚାରିଆଡ଼େ ଖୁସିର ମାହୋଲ ଥିବାବେଳେ ବାଲେଶ୍ବର ଜିଲ୍ଲା ଅଧୀନ ବସ୍ତା ଓ ସୋର ବ୍ଲକ୍‌ରେ ଖେଳିଯାଇଛି ଶୋକ। ଗାଧୋଇବା ବେଳେ ପୋଖରୀରେ ବୁଡ଼ି ଜଣେ ୧୫ ବର୍ଷର ଏବଂ ଅନ୍ୟଜଣେ ୧୦ ବର୍ଷର ନାବାଳକ ପ୍ରାଣ ହରାଇଛନ୍ତି। ମୃତକ ହେଲେ, ବସ୍ତା ଥାନା…
ଅଧିକ ଖବର ଦେଖନ୍ତୁ...

ଝୁଲନ୍ତା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୭ ଗୋରୁ ମୃତ, କ୍ଷତିପୂରଣ ଦାବି କଲେ ଗ୍ରାମବାସୀ

ଖଇରା: ମଙ୍ଗଳବାର ଅପରାହ୍ନ ସମୟରେ ବାଲେଶ୍ବର ଜିଲ୍ଲା ଖଇରା ଥାନା ନୂଆଗାଁ ଓ ବର୍ତ୍ତନା ପଞ୍ଚାୟତ ଅଧୀନ କୁମାରମୌଦା ଗ୍ରାମ ନିକଟରେ ୧୧କେଭି ବିଦ୍ୟୁତ ତାର ଲାଗି ୩ଟି ଗାଈ,୩ଟି ଷଣ୍ଢ ଓ ଗୋଟିଏ ବାଛୁରି ଛୁଆ ମୃତ୍ୟୁବରଣ କରିଛନ୍ତି। ଗୋପାଳକ ଅନାଦି ନାୟକ, କାର୍ତ୍ତିକ ରାଉତ, ବାସନ୍ତି ସିଂଙ୍କୁ…
ଅଧିକ ଖବର ଦେଖନ୍ତୁ...

ମେଳଣ ମେଳାରେ ଅଘଟଣ: ଗରମ ତେଲ ପଡ଼ି ଯୁବକ ଗୁରୁତର

ସୋର: ବାଲେଶ୍ବର ଜିଲ୍ଲା ସୋର ଥାନା ଶିରାପୁର ମେଳଣ ମେଳାରେ ଅଘଟଣ ଘଟିଛି। ଏଠାରେ ଜଣେ ଲୋକ ତଲେରେ ପଡ଼ି ଗୁରୁତର ହୋଇଛନ୍ତି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୁରୁତର ବ୍ୟକ୍ତି ହେଲେ ସୁରେନ୍ଦ୍ର ମହରାଣା (୫୨)। ସୂଚନା ଅନୁସାରେ ଶିରାପୁର ମେଳାରେ ଶିରାପୁର ଗ୍ରାମର…
ଅଧିକ ଖବର ଦେଖନ୍ତୁ...