ଅନୁସନ୍ଧାନ କରୁଥିବା ବର୍ଗ

ଭଦ୍ରକ

ମେଡିକାଲ କଲେଜ ପ୍ରସଙ୍ଗରେ ଭଦ୍ରକ ନେତା ଫେଲ୍‌

ଭଦ୍ରକ, (ଡ. ହରିହର ନାୟକ): ମାଟିର ସ୍ବର ପାଇଁ ପାର୍ଟି ବଡ଼ ନୁହେଁ। ମାତ୍ର ପାର୍ଟି ପାଇଁ ମାଟିର ଲଢେଇରେ ଭଦ୍ରକ ଜିଲ୍ଲାର ରାଜନେତାମାନେ ଫେଲ୍ ମାରିଛନ୍ତି। ଗଲା ୨୦ ବର୍ଷରୁ ଅଧିକ ସମୟ ଧରି ଭଦ୍ରକ ଜିଲ୍ଲାବାସୀ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ପ୍ରସଙ୍ଗରେ ଆନ୍ଦୋଳନ, ଧାରଣା, ବିକ୍ଷୋଭ…
ଅଧିକ ଖବର ଦେଖନ୍ତୁ...

ଭଦ୍ରକ ଯୋଗାଣ ଅଫିସ ସମ୍ମୁଖରେ ଚାଷୀମାନଙ୍କ ଧାରଣା

ଭଦ୍ରକ: ସେବା ସମବାୟ ସମିତିରେ ଧାନ ବିକ୍ରି କରିବାରୁ ବଞ୍ଚିତ ହେବାରୁ ଯୋଗାଣ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲେ ଶତାଧିକ ଚାଷୀ। ଭଦ୍ରକ ବ୍ଲକ ବ୍ରହ୍ମପୁର ସେବା ସମବାୟ ସମିତିକୁ ଧାନକିଣାରୁ ବାଦ ଦିଆଯାଇଥିବାରୁ ଆଜି ଭଦ୍ରକ ଜିଲ୍ଲା ଯୋଗାଣ କାର୍ୟ୍ୟାଳୟ ଆଗରେ ଚାଷୀ ଙ୍କର ବିକ୍ଷୋଭ ଓ ଧାରଣା…
ଅଧିକ ଖବର ଦେଖନ୍ତୁ...

ମାହାଙ୍ଗା ଡବଲ ମର୍ଡର ଘଟଣା: ପ୍ରତିବାଦରେ ଭଦ୍ରକରେ ବି‌କ୍ଷୋଭ ପ୍ରଦର୍ଶନ

ଭଦ୍ରକ: କଟକ ଜିଲ୍ଲା ମାହାଙ୍ଗା ଡବଲ ମର୍ଡର ଘଟଣାରେ ଆଜି ଭଦ୍ରକ ବିଜେପି ଯୁବମୋର୍ଚା ତରଫରୁ ଟାଉନ ଥାନା ସମ୍ମୁଖରେ ପ୍ରତିବାଦ କରିବା ସହ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ କୁଶପୁତ୍ତଳିକା ଦାହ କରାଯାଇଛି।  ଯୁବନେତା ବିକାଶ ଶ୍ରେଷ୍ଠାଙ୍କ ନେତୃତ୍ୱରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।…
ଅଧିକ ଖବର ଦେଖନ୍ତୁ...

କାରକୁ ଧକ୍କା ଦେଲା ଟ୍ରକ୍, ଅଳ୍ପକେ ବର୍ତ୍ତିଗଲେ ଭଦ୍ରକ ଆରକ୍ଷୀ ଅଧୀକ୍ଷକ

ଭଦ୍ରକ: ଆଜି ସକାଳେ ଭଦ୍ରକ ଜିଲ୍ଲାର ୧୬ ନମ୍ବର ଜାତୀୟ ରାଜପଥର ଭଣ୍ଡାରିପୋଖରୀ ଛକ ନିକଟରେ ଏକ ଦୁର୍ଘଟଣା ଘଟିଛି। ହେଲେ ଆରକ୍ଷୀ ଅଧୀକ୍ଷକ ଚରଣ ସିଂହ ମୀନା ଏଥିରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି। ତାଙ୍କ କାରକୁ ଏକ ଟ୍ରକ୍ ଧକ୍କା ଦେବା ଫଳରେ ଦୁର୍ଘଟଣା ଘଟିଥିବା କୁହାଯାଇଛି। ସୂତ୍ରରୁ…
ଅଧିକ ଖବର ଦେଖନ୍ତୁ...

ଭଦ୍ରକରେ ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ତିନି ବଖରା ଘର

ଭଦ୍ରକ: ଭଦ୍ରକ ସହରରେ ବିଳମ୍ବିତ ରାତିରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଥିବାର ଖବର ମିଳିଛି। ଭଦ୍ରକ ସହରାଞ୍ଚଳର ୨୦ ନମ୍ବର ୱାର୍ଡର ବଡ଼ ଶଙ୍କରପୁରରେ ଏହି ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ହାଜର ବିବିଙ୍କର ତିନି ବଖରା ବିଶିଷ୍ଟ ଘର ସମ୍ପୂର୍ଣ୍ଣ ଜଳି ଯାଇଛି। ଘରର ସମସ୍ତ ଲୋକ…
ଅଧିକ ଖବର ଦେଖନ୍ତୁ...

ନୂଆ ମେଡିକାଲର ପାଚେରୀ କାମକୁ ନେଇ ଜିଲ୍ଲାପାଳଙ୍କୁ ଫେରାଦ ହେଲେ ଗ୍ରାମବାସୀ

ଭଦ୍ରକ : ପଥପ୍ରାନ୍ତ ରାସ୍ତା ସହ ଫାଟକ ଏବଂ ପାଚେରୀର ଚତୁଃପାର୍ଶ୍ଵରେ ପ୍ରଶସ୍ତ ରାସ୍ତା ନିର୍ମାଣ ପରେ ଅଭିଯୋଗ ନେଇ ଜିଲ୍ଲାପାଳ ଙ୍କୁ ଦାବିପତ୍ର ଦେଲେ ସ୍ଥାନୀୟ ଅଞ୍ଚଳବାସୀ । ଅଭିଯୋଗକାରୀ ମାନେ ଗେଲପୁର ପଞ୍ଚାୟତର , ସମରାଇପୁର , ପାଟଣାସାହି , କୁଣିଆପାଳ , ନୂଆସାହି , ପ୍ରାଚୀନଗର ଆଦି…
ଅଧିକ ଖବର ଦେଖନ୍ତୁ...

୯ ମାସ ପରେ ଖୋଲିଲା ଭଦ୍ରକାଳୀ ମନ୍ଦିର, ମା’ଙ୍କୁ ଦର୍ଶନ କଲେ ଭକ୍ତ

ଭଦ୍ରକ: ଦୀର୍ଘ ୯ ମାସର ବ୍ୟବଧାନ ପରେ ସର୍ବ ସାଧାରଣଙ୍କ ଦର୍ଶନ ପାଇଁ ରାଜ୍ୟରେ ବିଭିନ୍ନ ମନ୍ଦିରର ତାଲା ଖୋଲିଛି। ଭଦ୍ରକର ଆଖଣ୍ଡଳମଣିଙ୍କ ସମେତ ଆରାଧ୍ୟଦେବୀ ଭଦ୍ରକାଳୀଙ୍କ ମନ୍ଦିର ଆଜି ଖୋଲିଛି। ମାସ ମାସ ଧରି ବ୍ୟାକୁଳ ଭାବେ ଅପେକ୍ଷା କରିଥିବା ଶ୍ରଦ୍ଧାଳୁମାନେ ଆଜି ମା’ଙ୍କୁ ଦର୍ଶନ କରିବା…
ଅଧିକ ଖବର ଦେଖନ୍ତୁ...

ଯନ୍ତ୍ରଣାରେ ଛଟପଟ ହେଉଛି ଶୈଶବ: ପେଟରେ ଟ୍ୟୁମର, ଗୋଡ଼ ଅଚଳ, ଅସ୍ୱାଭାବିକ ଭାବରେ ବଢ଼ୁଛି ହାତ

ଚାନ୍ଦବାଲି: ବୟସ ମାତ୍ର ଆଠ ବର୍ଷ, ଖେଳିବା ବୁଲିବା ବୟସରେ ବିଛଣାରେ ପଡ଼ି ରହୁଛି ଅଭିଜିତ୍ ମାଝୀ। ଦୁଇ ଗୋଡ଼ ଅଚଳ ଥିବାରୁ ନା ସେ ଚାଲି ପାରୁଛି ନା ଚକା ମାଡ଼ି ବସି ପାରୁଛି। ପେଟର ଟ୍ୟୁମରର ଯନ୍ତ୍ରଣା ସାଙ୍ଗକୁ ଅସ୍ୱାଭାବିକ ଭାବରେ ବଢ଼ିଚାଲିଛି ହାତରେ ମାଂସ। ତେବେ ପୁଅକୁ ଭଲ କରିବା ପାଇଁ…
ଅଧିକ ଖବର ଦେଖନ୍ତୁ...

ତାସ ଖେଳ ସମୟରେ ବିଭତ୍ସ ହତ୍ୟା: ନାବାଳକର ଶିଳପୁଆ ମାଡ଼ରେ ବୃଦ୍ଧଙ୍କର ଶୋଚନୀୟ ମୃତ୍ୟୁ

ଭଦ୍ରକ: ତାସ ଖେଳ ସମୟରେ ବିଭତ୍ସ ହତ୍ୟା ଘଟଣା ଭଦ୍ରକ ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏଠାରେ ଜଣେ ନାବାଳକର ଶିଳପୁଆ ମାଡ଼ରେ ବୃଦ୍ଧଙ୍କର ଶୋଚନୀୟ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣକ ହେଲେ ଦୋଳସାହି ଅଞ୍ଚଳର ରବୀନ୍ଦ୍ର ଖୁଣ୍ଟିଆ। ସୂଚନା ଅନୁଯାୟୀ, ତିହିଡି ଥାନାର ଦୋଳସାହି ଗ୍ରାମରେ…
ଅଧିକ ଖବର ଦେଖନ୍ତୁ...

ବରିଷ୍ଠ ଆଇନଜୀବୀ ଗୋଲାକ ପ୍ରସାଦ ରାୟଙ୍କର ୯୨ ବର୍ଷ ବୟସରେ ପ‌ରଲୋକ

ଭଦ୍ରକ: ଭଦ୍ରକର ସର୍ବ ବରିଷ୍ଠ ଅଧିବକ୍ତା, ଭଦ୍ରକ ଓକିଲ ସଂଘର ପୂର୍ବତନ ସଭାପତି, ରାଜ୍ୟ ଆଇନଜୀବୀ ପରିଷଦର  ପୂର୍ବତନ ସଭାପତି, ପ୍ରବୀଣ ସାହିତ୍ୟିକ ଗୋଲାକ ପ୍ରସାଦ ରାୟ ଶନିବାର ୯୨ ବର୍ଷ ବୟସରେ ପ୍ରାଣତ୍ୟାଗ କରିଛନ୍ତି। ସେ ୧୯୨୯ ଜାନୁଆରୀ ୩୦ ତାରିଖରେ ଭଦ୍ରକ ବ୍ଲକର କଲେଇ ପଂଚାୟତ…
ଅଧିକ ଖବର ଦେଖନ୍ତୁ...