ଅନୁସନ୍ଧାନ କରୁଥିବା ବର୍ଗ

ଭଦ୍ରକ

କିଡନି ରୋଗୀଙ୍କୁ ସହାୟତା ଦେଲେ କୁମାର କବି ଗଙ୍ଗାଧର

ଭଦ୍ରକ: ଭଦ୍ରକ ବ୍ଲକ ଅନ୍ତର୍ଗତ ପରସିଙ୍ଗା ପଞ୍ଚାୟତର ପଥରାଡି ଗ୍ରାମର ବିଧବା ମେନକାଙ୍କ ଏକମାତ୍ର ପୁତ୍ର ଗୋବିନ୍ଦ କିଡନି ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି। ଅର୍ଥ ଅଭାବରେ ଚିକତ୍ସା କରି ପାରୁ ନାହାନ୍ତି ମାଆ। ତାଙ୍କର ଏଇ ଅସହାୟତା ସଂପର୍କରେ ଆଜି ସମ୍ବାଦରେ ଖବର…
ଅଧିକ ଖବର ଦେଖନ୍ତୁ...

ଭଦ୍ରକରୁ ବିପୁଳ ପରିମାଣର ନକଲି ଜର୍ଦ୍ଦା ଜବତ,୨ ଅଟକ

ଭଦ୍ରକ: ବର୍ଷ ତମାମ ଭଦ୍ରକରୁ ନକଲି ଜର୍ଦ୍ଦା ତିଆରି କାରଖାନା ଉପରେ ଚଢାଉ ଚାଲିଛି। ବର୍ଷ ଶେଷ ଦିନରେ ମଧ୍ୟ ଟାଉନ ପୁଲିସ ହାତରେ ଧରାପଡିଛନ୍ତି ୨ନକଲି ଜର୍ଦ୍ଦା ମାଫିଆ। ଏମାନଙ୍କଠାରୁ ବିପୁଳ ପରିମାଣରେ ଜର୍ଦ୍ଦା ଜବତ କରାଯାଇଛି। ଏଥିସହ ଗୋଟିଏ ଅଟୋ ଓ ଏକ କାରକୁ ଜବତ କରାଯାଇ ଟାଉନ ଥାନାରେ…
ଅଧିକ ଖବର ଦେଖନ୍ତୁ...

ଭଦ୍ରକରେ ଯୋଗଦେଲେ ନୂତନ ଏସପି ଚରଣ ସିଂ ମୀନା

ଭଦ୍ରକ: ଭଦ୍ରକ ଜିଲ୍ଲାରେ ନୂତନ ଏସପି ଭାବେ ଚରଣ ସିଂ ମୀନା ଆଜି ଯୋଗଦାନ କରିଛନ୍ତି। ଏହା ପୂର୍ବରୁ ଶ୍ରୀ ମୀନା ଯାଜପୁର ଜିଲ୍ଲାରେ ଏସପି ଭାବେ କାର୍ୟ୍ୟ କରୁଥିଲେ। ଭଦ୍ରକ ଏସପି ରାଜେଶ ଉତ୍ତମ ପଣ୍ଡିତଙ୍କର କୋରାପୁଟ ଡିଆଜି ଭାବେ ପଦୋନ୍ନତି ହେବା ପରେ ତାଙ୍କ ସ୍ଥାନରେ ନୂତନ ଏସପି ଭାବେ…
ଅଧିକ ଖବର ଦେଖନ୍ତୁ...

ଜୀବନ ହାରିଲେ ଦମ୍ପତି

ଅସୁରାଳି : ଦାମ୍ପତ୍ୟ ଝଗଡ଼ାକୁ କେନ୍ଦ୍ରକରି ସ୍ବାମୀ-ସ୍ତ୍ରୀ ବିଷ ପିଇ ଜୀବନ ହାରିଛନ୍ତି। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଗଢିଆଳି ପଞ୍ଚାୟତ କାକୁଡ଼ିଗଡ଼ିଆ ଗ୍ରାମରେ ଦେଖିବାକୁ ମିଳିଛି ଏହି ଦୁଃଖଦ ଘଟଣା। ମୃତକ ହେଲେ ନିରଞ୍ଜନ ମଳିକ (୫୫) ଓ ତାଙ୍କ ପତ୍ନୀ ଝୁଲଣ ମଳିକ (୫୦)। ନିରଞ୍ଜନ ଏବ˚…
ଅଧିକ ଖବର ଦେଖନ୍ତୁ...

୯ ମାସ ପରେ ଖୋଲିଲା ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଆଖଣ୍ଡଳମଣି ମନ୍ଦିର

ଚାନ୍ଦବାଲି: ପ୍ରାୟ ୯ ମାସ ପରେ ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଶୈବ ପୀଠ ଆଖଣ୍ଡଳମଣି ମନ୍ଦିର ଆଜି ଖୋଲିଛି। ଆଜିଠାରୁ ସେବାୟତ ପରିବାରବର୍ଗ ବାବା ଆଖଣ୍ଡଳମଣିଙ୍କ ଦର୍ଶନ କରୁଛନ୍ତି। ଆସନ୍ତା ୨୯ ତାରିଖ ଯାଏଁ ସେବାୟତ ଓ ସେମାନଙ୍କ ପରିବାରବର୍ଗଙ୍କ ଲାଗି ମନ୍ଦିର ଖୋଲିଛି। ଏହି ସମୟରେ ମାସ୍କ ଓ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟର ୩ ଜିଲ୍ଲାରେ ଦୁର୍ଘଟଣା : ୨ ମୃତ, ୬ ଗୁରୁତର

ରସୁଲପୁର/ ଧାମରା / ଚିତ୍ରକୋଣ୍ଡା: ରାଜ୍ୟର ୩ଟି ଜିଲ୍ଲାରେ ଭିନ୍ନ ଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟି ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ହୋଇଛନ୍ତି। ଯାଜପୁର ଜିଲ୍ଲାର ରସୁଲପୁର ବ୍ଲକ ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥ ବିଜୁନଗରଠାରେ ଏକ ଅଜଣା ଗାଡ଼ି ଧକ୍କାରେ କ୍ଷୀରୋଦ କୁମାର…
ଅଧିକ ଖବର ଦେଖନ୍ତୁ...

ଭଣ୍ଡାରିପୋଖରୀରେ ଅଭାବନୀୟ ଘଟଣା: ନାତୁଣୀର ହେମଦସ୍ତା ମାଡ଼ରେ ଆଈଙ୍କ ମୃତ୍ୟୁ

ଭଣ୍ଡାରିପୋଖରୀ: ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ନାତୁଣୀର ହେମଦସ୍ତା ମାଡ଼ରେ ଆଈଙ୍କର ମୃତ୍ୟୁ ଘଟିଛି। ଏଭଳି ଘଟଣା ଘଟିଛି ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ନପଙ୍ଗ ଗ୍ରାମରେ। ଏଣେ ଖବର ପାଇ ଭଣ୍ଡାରିପୋଖରୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା…
ଅଧିକ ଖବର ଦେଖନ୍ତୁ...

ଆଖଣ୍ଡଳମଣିଙ୍କ ଦର୍ଶନ ପାଇଁ ଏସ୍‌ଓପି ଜାରି, ୨୮ରୁ ୨ ଦିନ ସେବାୟତ ଓ ୩୦ ଓ ୩୧ରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ଦର୍ଶନ

ଆରଡି: ମହାମାରୀ କରୋନା ପାଇଁ ଦୀର୍ଘ ୯ମାସରୁ ଉର୍ଦ୍ଧ୍ୱ ହେବ ବାବା ଆଖଣ୍ଡଳମଣିଙ୍କ ମନ୍ଦିର ବନ୍ଦ ରହିଥିବାରୁ ଅଗଣିତ ଶ୍ରଦ୍ଧାଳୁଭକ୍ତ ବାବାଙ୍କ ଦର୍ଶନରୁ ବଞ୍ଚିତ ଥିଲେ। ଭକ୍ତଙ୍କ ଦର୍ଶନ ଓ ମନ୍ଦିର ଖୋଲିବା ପାଇଁ ବିଭିନ୍ନ ସଂଗଠନ ପକ୍ଷରୁ ବାରମ୍ବାର ଦାବି ହେବା ପରେ ଆସନ୍ତା ଜାନୁଆରି ୩ରୁ…
ଅଧିକ ଖବର ଦେଖନ୍ତୁ...

ଜମି କିଣା ପାଇଁ ୭ ହଜାର ଟଙ୍କା ଲାଞ୍ଚ ନେଇ ଗିରଫ ହେଲେ ରାଜସ୍ୱ ନିରୀକ୍ଷକ

ଭଦ୍ରକ: ଧାମରା ନିକଟସ୍ଥ କଇଥଖୋଲା ଆର୍‌ଆଇଇ କୃଷ୍ଣ ଦାସ ବାଲେଶ୍ୱର ଭିଜିଲାନ୍‌ସ ଟିମ୍‌ ଦ୍ୱାରା ଗିରଫ ହୋଇଛନ୍ତି। କଇଥଖୋଲା ଗାଁର ସତ୍ୟ ପ୍ରକାଶ ନାୟକ ନାମକ ଜଣେ ଲୋକଙ୍କ ଠାରୁ ଜମି ଜମା କିଣା ପାଇଁ ୭ ହଜାର ଟଙ୍କା ଲାଞ୍ଚ ନେଇ ଥିବା ବେଳେ ବାଲେଶ୍ୱର ଭିଜିଲାନ୍‌ସ ଟିମ୍‌ ଚଢାଉ କରି ସଂପୃକ୍ତ…
ଅଧିକ ଖବର ଦେଖନ୍ତୁ...

ଧାନ ବିକ୍ରୟ ଅନୁମତି ଦାବି ନେଇ ରାସ୍ତାରୋକ, ଆନ୍ଦୋଳନ ଜାରି ରଖିବାକୁ ଚେତାବନୀ ଦେଲେ ଚାଷୀ

ଭଦ୍ରକ: ଧାନ ପାଇଁ ଆଜି ଭଦ୍ରକ ଜିଲ୍ଲାରେ ରାସ୍ତାରୋକ ହୋଇଛି। ସ୍ୱୟଂ ସହାୟକ ଗୋଷ୍ଠୀ ବଦଳରେ ସେବା ସମବାୟ ସମିତିରେ ଧାନ ବିକ୍ରୟ ଅନୁମତି ଦାବିରେ ରାସ୍ତାରୋକ। ରାସ୍ତା ଉପରେ ଧାନ ବସ୍ତା ଓ ଧାନ ବୋଝେଇ ଟ୍ରାକ୍ଟର ରଖି ରାସ୍ତା ରୋକ କରିଛନ୍ତି ଶତାଧିକ ଚାଷୀ। ଭଦ୍ରକ ଜିଲ୍ଲା ଭଦ୍ରକ ଚାନ୍ଦବାଲି…
ଅଧିକ ଖବର ଦେଖନ୍ତୁ...