ଅନୁସନ୍ଧାନ କରୁଥିବା ବର୍ଗ

ଭଦ୍ରକ

ଟ୍ରେନରେ କଟି ଯୁବକଙ୍କ ମୃତ୍ୟୁ: ପୁଲିସର ତଦନ୍ତ ଆରମ୍ଭ

ଚାନ୍ଦବାଲି: ଭଦ୍ରକ ଜିଲ୍ଲା ପୀରହାଟ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଧାମରା-ଭଦ୍ରକ ରେଳଲାଇନରେ ଥିବା ଲେଭଲ କ୍ରସିଂ-୨୧ରେ ଟ୍ରେନରେ କଟି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ରାତି ୧୨ଟା ୪୬ ମିନିଟ ସମୟରେ ଏହି ଅଘଟଣ ଘଟିଥିବା ଜଣାଯାଇଛି। ମୃତକ ହେଲେ ତିହିଡ଼ି ବ୍ଲକ୍ ଅନ୍ତର୍ଗତ…
ଅଧିକ ଖବର ଦେଖନ୍ତୁ...

ବାବାମଣିଙ୍କ ପାଖରେ ପୂଜାର୍ଚ୍ଚନା କଲେ ମନମୋହନ

ଆରଡି : ବିଜେପି ରାଜ୍ୟ ସଭାପତି ଭାବେ ବରିଷ୍ଠନେତା ମନମୋହନ ସାମଲଙ୍କ ନାମ ଘୋଷଣା ହେବା ପରେ ସେ ଆରଡି ଆସି ଆଖଣ୍ଡଳମଣିଙ୍କ ପାଖରେ ପୂଜାର୍ଚ୍ଚନା କରି ଆଶିଷ ଲାଭ କରିଛନ୍ତି। ସାଧାରଣ ଲୋକଙ୍କ ପାଇଁ କାମ କରିବା ସହ ବିଜେପିକୁ ଓଡିଶାରେ କ୍ଷମତାରେ ବସାଇବା ପାଇଁ କାର୍ଯ୍ୟ କରିବି ବୋଲି କହିଥିଲେ।…
ଅଧିକ ଖବର ଦେଖନ୍ତୁ...

ମନମୋହନ ସାମଲ ହେଲେ ବିଜେପିର ନୂଆ ରାଜ୍ୟ ସଭାପତି

ଭୁବନେଶ୍ବର: ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ମନମୋହନ ସାମଲଙ୍କୁ ଦଳର ରାଜ୍ୟ ସଭାପତି ଦାୟିତ୍ବ, ମିଳିଛି। ସେ ସମୀର ମହାନ୍ତିଙ୍କ ସ୍ଥାନରେ ଏହି ଦାୟିତ୍ବ ନିର୍ବାହ କରିବେ। ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ମନମୋହନ ସାମଲଙ୍କୁ ରାଜ୍ୟ ସଭାପତି ଭାବେ ନିଯୁକ୍ତି…
ଅଧିକ ଖବର ଦେଖନ୍ତୁ...

ଜଳ ସଂରକ୍ଷଣର ଜାଗ୍ରତ ପ୍ରହରୀ ‘ସରସ୍ୱତୀ’

ଚାନ୍ଦବାଲି, (ଦେବଜ୍ୟୋତି ଜେନା): ଜଳ ହିଁ ଜୀବନ। ଜଳକଷ୍ଟ ଯିଏ ଭୋଗିଛି, ସିଏ ଜାଣିଛି ତା ପାଇଁ ପାଣିର ମହତ୍ବ କେତେ। ହେଲେ, ଏମିତି ଜଣେ ମହିଳା ଅଛନ୍ତି, ଯିଏ ନିଜସ୍ୱ ଉଦ୍ୟମ ବଳରେ ପୂରା ଅଞ୍ଚଳକୁ ଜଳ ସଂରକ୍ଷଣ ଦିଗରେ ସଚେତନ କରାଇଛନ୍ତି। ଏଥିପାଇଁ ନା ତାଙ୍କୁ ମିଳିଛି ସ୍ୱତନ୍ତ୍ର ତାଲିମ୍…
ଅଧିକ ଖବର ଦେଖନ୍ତୁ...

୧୮ ହଜାରରେ ପୁଅ ବିକ୍ରି!

ବାସୁଦେବପୁର : ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ସୀମାରାଣୀ ଦାସ ନିଜ ସ୍ବାମୀ ରାଜେନ୍ଦ୍ରଙ୍କ ବିରୋଧରେ ଶିଶୁପୁତ୍ର ବିକ୍ରି ଭଳି ସଙ୍ଗିନ ଅଭିଯୋଗ ଆଣିଛନ୍ତି। ତାଙ୍କ ସ୍ବାମୀ ୧୮ ହଜାର ଟଙ୍କାରେ ଦୁଇବର୍ଷର ଶିଶୁପୁତ୍ରକୁ ସ୍ଥାନୀୟ ଅ‌ଞ୍ଚଳର ଜଣେ…
ଅଧିକ ଖବର ଦେଖନ୍ତୁ...

ଶ୍ରୀରାମ ମହାଯଜ୍ଞ ଉତ୍ସବ ପାଇଁ ଭଦ୍ରକରେ ଫ୍ଲାଗମାର୍ଚ୍ଚ

ଭଦ୍ରକ: ଭଦ୍ରକରେ ପବିତ୍ର ଶ୍ରୀରାମ ନବମୀ ଉତ୍ସବକୁ ଶାନ୍ତିଶୃଙ୍ଖଳାର ସହିତ ସମାହିତ କରିବା ପାଇଁ ଭଦ୍ରକରେ ୬୦ଜଣିଆ ରାପିଡ ଆକ୍ସନ ଫୋର୍ସ ପହଞ୍ଚିଛନ୍ତି। ସେମାନେ ଆଜିଠାରୁ ସହରର ବିଭିନ୍ନ ସ୍ଥାନରେ ଫ୍ଲାଗ ମାର୍ଚ୍ଚ ଆରମ୍ଭ କରିଛନ୍ତି। ଆଜି ଭଦ୍ରକ ସହରାଞ୍ଚଳ ଅଧୀନସ୍ଥ ବନ୍ତ ଛକଠାରୁ ଏହି…
ଅଧିକ ଖବର ଦେଖନ୍ତୁ...

ଆର୍ଥିଂ ତାର ଲାଗି ଚାଲିଗଲା ଶିଶୁର ଜୀବନ

ଭଦ୍ରକ: ଦାଣ୍ଡରେ ଖେଳୁଥିବା ବେଳେ ବିଦ୍ୟୁତ ଖୁଣ୍ଟରେ ଗୁଡ଼ା ଯାଇଥିବା ଆର୍ଥିଂ ତାର ଲାଗି ୪ ବର୍ଷର ଶିଶୁର ମୃତ୍ୟୁ ହୋଇଛି। ଭଦ୍ରକ ଜିଲ୍ଲା ଧାମନଗର ଏନଏସିର ମୁଲ୍ଲା ସାହିରେ ଘଟିଛି ଏଭଳି ଦୁଃଖଦ ଘଟଣା। ଶିଶୁଟି ଦାଣ୍ଡରେ ଖେଳୁଥିବା ବେଳେ ଅସାବଧାନତାବଶତଃ ଘର ପାଖରେ ଥିବା ବିଦ୍ୟୁତ ଖୁଣ୍ଟରେ…
ଅଧିକ ଖବର ଦେଖନ୍ତୁ...

ଦୁଷ୍କର୍ମ ଉଦ୍ୟମ ବେଳେ କୋଠାରୁ ଡେଇଁ ପଡ଼ିଲେ ନାବାଳିକା

ଧାମରା: ମୟୂରଭଞ୍ଜ ଜିଲ୍ଲାରୁ ଆସି ଶ୍ରମିକ ଭାବେ ଲୋକଙ୍କ ଘର କାମ କରୁଥିବା ଜଣେ ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ ନେଇ ଧାମରା ସାମୁଦ୍ରିକ ଥାନାରେ ଅଭିଯୋଗ ହୋଇଛି। ଧାମରା ବସଷ୍ଟାଣ୍ତ ନିକଟରେ ନିର୍ମାଣାଧୀନ ଏକ କୋଠାରେ ନାବାଳିକା ଓ ତାଙ୍କ ସାନଭାଇ ଶୋଇଥିବା ସମୟରେ ଗତକାଲି…
ଅଧିକ ଖବର ଦେଖନ୍ତୁ...

ଜୋର ଧରିଲା ଭଦ୍ରକ ଜିଲ୍ଳାରେ ମେଡ଼ିକାଲ କଲେଜ ସ୍ଥାପନ ଦାବି

ଭଦ୍ରକ: ଭଦ୍ରକ ଜିଲ୍ଲାରେ ଏକ ସରକାରୀ ମେଡ଼ିକାଲ କଲେଜ ସ୍ଥାପନ ପାଇଁ ୧୦ ବର୍ଷରୁ ଊର୍ଦ୍ଧ୍ବକାଳ ଧରି ସରକାରଙ୍କୁ ବାରମ୍ବାର ଦାବିପତ୍ର ଦିଆଯିବା ସଙ୍ଗେସଙ୍ଗେ ଅନେକ ବାର ଆନ୍ଦୋଳନ କରାଯାଇଛି। ୨୦୧୮ ମସିହାରେ ସମଗ୍ର ଭଦ୍ରକ ଜିଲ୍ଲାକୁ ବନ୍ଦ ଡାକରା ଦିଆ ଯାଇଥିଲେ ମଧ୍ୟ ସରକାର କର୍ଣ୍ଣପାତ କରି…
ଅଧିକ ଖବର ଦେଖନ୍ତୁ...

ବନ୍ତ ବିଡ଼ିଓଙ୍କ ନିଲମ୍ବନ ଓ କାର୍ଯ୍ୟାନୁଷ୍ଠାନ ଦାବିକଲା ବିଜେପି

ଭଦ୍ରକ: ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ସେଣ୍ଢତିରା ପଞ୍ଚାୟତ ଅନ୍ତର୍ଗତ ଶିଆଳିଆ ନୋଡାଲ ଉଚ୍ଚବିଦ୍ୟାଳୟ ପରିସରରେ ଗୁରୁବାର ଦିନ ବନ୍ତ ବିଡିଓ ପ୍ରଦୀପ ସେଠୀ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ରଞ୍ଜନ କୁମାର ବାରିକଙ୍କୁ ମାଡ଼ ମାରିବା ଘଟଣାକୁ ବିଜେପି ପକ୍ଷରୁ ନିନ୍ଦା କରାଯିବା ସହ…
ଅଧିକ ଖବର ଦେଖନ୍ତୁ...