ଅନୁସନ୍ଧାନ କରୁଥିବା ବର୍ଗ

ଭଦ୍ରକ

ଭଦ୍ରକରେ କାଳବୈଶାଖୀର ପ୍ରଭାବ, କୁଆପଥର ସହ ପବନ ଓ ପ୍ରବଳ ବର୍ଷା

ଭଦ୍ରକ: ଭଦ୍ରକ ଜିଲ୍ଲାରେ ମଙ୍ଗଳବାର ଅପରାହ୍ନ ତିନିଟା ବେଳେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବେଗରେ ଘୁର୍ଣ୍ଣିଝଡ ହେବା ସହ ପ୍ରବଳ ବର୍ଷା ଓ କୁଆପଥର ମାଡ ହୋଇଛି। ଦେଢ଼ ଘଣ୍ଟା କାଳ ପ୍ରବଳ ବର୍ଷା ଓ ପବନ ବହିଥିଲ। ଏହି କାରଣରୁ ଜଣ ଜୀବନ ଅସ୍ତ ବ୍ୟସ୍ତ ହୋଇ ପଡ଼ିଥିଲା। ଗଛ ପତ୍ର ଭାଙ୍ଗି ପଡଛି।…
ଅଧିକ ଖବର ଦେଖନ୍ତୁ...

ନାଳିଆ ନଦୀରେ ବୁଡ଼ି ପ୍ରାଣ ହରାଇଲେ ୩ ନାବାଳକ

ଭଦ୍ରକ: ଭଦ୍ରକର ନାଳିଆ ନଦୀରେ ବୁଡ଼ି ୩ ନାବାଳକଙ୍କ ପ୍ରାଣହାନି ଘଟିଥିବାର ସୂଚନା ମିଳିଛି। ୩ ମୃତକଙ୍କ ମୃତଶରୀର ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପଡ଼ି  ରହିଛି। ଏହି ୩ ନାବାଳକ ହେଲେ ହରିହରପୁରର ପ୍ରଣୟ ଲେଙ୍କା(୧୭), ଶ୍ରୀଧରପୁରର ସ୍ମୃତିରଂଜନ ସ୍ବାଇଁ (୧୭) ଓ ରଜତ ଜେନା(୧୬)। ଏମାନେ…
ଅଧିକ ଖବର ଦେଖନ୍ତୁ...

ଜାତୀୟସ୍ତରରେ ଚମକିଲେ ଧାମନଗର ଝିଅ ମଧୁସ୍ମିତା, ହୁଇଲ ଚେୟାର ଚାମ୍ପିଅନସିପ୍‌ରେ ଜିତିଲେ ସ୍ବର୍ଣ୍ଣ ଓ ରୌପ୍ୟ

ଭଦ୍ରକ/ଧାମନଗର/ଅସୁରାଳି: ଧାମନଗର ମାଟିର ଦିବ୍ୟାଙ୍ଗ ଯୁବତୀ ମଧୁସ୍ମିତା ସାହୁଙ୍କୁ ଜାତୀୟସ୍ତରର କ୍ରୀଡା ପ୍ରତିଯୋଗୀତାରେ ସଫଳତା ମିଳିଛି। ଜାତୀୟ ହୁଇଲ ଚେୟାର ଫେନସି ଚାମ୍ପିୟନସିପ୍‌ରେ ମଧୁସ୍ମିତା ସ୍ବର୍ଣ୍ଣ ଏବଂ ରୌପ୍ୟ ପଦକ ଜିଣିଛନ୍ତି। ଧାମନଗର ବ୍ଲକ ଦଳାଙ୍ଗ ପଞ୍ଚାୟତ ରାମେଶ୍ବରପୁର…
ଅଧିକ ଖବର ଦେଖନ୍ତୁ...

ମିଷ୍ଟର୍‌ ଇଣ୍ଡିଆ ପ୍ରତିଯୋଗିତାରେ ସୁରେନ୍ଦ୍ରଙ୍କୁ ସ୍ୱର୍ଣ୍ଣ

ଭଣ୍ଡାରିପୋଖରୀ-୧: ଭଦ୍ରକ ଜିଲ୍ଲା କ୍ରୀଡା କ୍ଷେତ୍ରକୁ ଗୌରବାନିତ୍ୱ କରିଥିବା ସୁରେନ୍ଦ୍ର ଏବେ ମିଷ୍ଟର ଇଣ୍ଡିଆ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ସ୍ୱର୍ଣ୍ଣ ପଦକ ପାଇଛନ୍ତି। ଭଣ୍ଡାରିପୋଖରୀ ବ୍ଲକ ରହଣିଆ ଗ୍ରାମର ଯୁବ ପ୍ରତିଭା ସୁରେନ୍ଦ୍ର ଏବେ ରାଜଧାନୀରେ ରହୁଛନ୍ତି। ବଡି…
ଅଧିକ ଖବର ଦେଖନ୍ତୁ...

ଚାପି ଦିଆଯାଇଛି ଜିଲ୍ଲାବାସୀଙ୍କ ସ୍ଵର: ଭଦ୍ରକ କଲେଜକୁ ବିଶ୍ଵବିଦ୍ୟାଳୟର ମାନ୍ୟତା, ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲା…

ଭଦ୍ରକ: ରାଜନୀତିର ପଶାପାଲିରେ ଭଦ୍ରକ ଜିଲ୍ଲାବାସୀଙ୍କ ସ୍ଵର ଚାପି ଦିଆଯାଉଛି। ଭଦ୍ରକର ହକ ଦିଆଯାଉନାହିଁ । ସବୁଥିରୁ ଭଦ୍ରକ ଜିଲ୍ଲାକୁ ବଞ୍ଚିତ କରାଯାଉଥିବାବେଳେ ଜିଲ୍ଲାବାସୀ ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟକୁ ବିଶ୍ଵବିଦ୍ୟାଳୟର ମାନ୍ୟତା ପ୍ରଦାନ ଦାବି ନେଇ ଦୀର୍ଘ ୪ ଦଶନ୍ଧି ଧରି ଦାବି…
ଅଧିକ ଖବର ଦେଖନ୍ତୁ...

ବିକାଶ ଖୋଜୁଛି ୩୧ ବର୍ଷର ଭଦ୍ରକ

ଭଦ୍ରକ: ଭଦ୍ରକ ଜିଲ୍ଲା ହେବାର ଏହା ଭିତରେ ୩୦ବର୍ଷ ବିତିଛି। ଯୁବ ସୁଲଭ ଭଦ୍ରକ ଏବେ ୩୧ ବର୍ଷ ଅତିବାହିତ କରୁଛି। ହେଲେ ଅବିଭକ୍ତ ବାଲେଶ୍ବର ଜିଲ୍ଲାରୁ କାଢ଼ି ଆଣିଲା ବେଳେ ଯେଉଁ ଭଦ୍ରକ ଥିଲା ଏବେ ବି ତାହା ରହିଛି। ପାରପାର୍ଶ୍ବିକ ସ୍ଥିତି ବି ବଦଳିନି। ବିକାଶର ସ୍ବପ୍ନ ଦେଖି ପ୍ରବାଦ ପୁରୁଷ…
ଅଧିକ ଖବର ଦେଖନ୍ତୁ...

ସମଲିଙ୍ଗୀ ପ୍ରେମ, ଜେଲ୍‌ ଗଲେ ମହିଳା ଏସ୍‌ଆଇ

ଭଦ୍ରକ : ଯୌନ ଶୋଷଣ ଅଭିଯୋଗରେ ଭଦ୍ରକ ଜିଲ୍ଲା ଚୂଡାମଣି ମେରାଇନ୍‌ ଥାନାର ମହିଳା ସବଇନ୍‌ସପେକ୍ଟର ତପସ୍ବିନୀ ମହାପାତ୍ରଙ୍କୁ ଗିରଫ କରିଛି ପୁଲିସ। ଏହି ସଙ୍ଗିନ ମାମଲାରେ ତପସ୍ବିନୀ ଜେଲ୍‌ ଗଲା ପରେ ତାଙ୍କୁ ଚାକିରିରୁ ନିଲମ୍ବନ କରିଛନ୍ତି ଭଦ୍ରକ ଏସ୍‌ପି ବରୁଣ ଗୁଣ୍ଠୁପାଲୀ। ଭଦ୍ରକ…
ଅଧିକ ଖବର ଦେଖନ୍ତୁ...

ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବି

ଭଦ୍ରକ: ଏପ୍ରିଲ ୧ ଉତ୍କଳ ଦିବସରେ ଭଦ୍ରକ ଜିଲ୍ଲା ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି, ଭଦ୍ରକ ମେଡିକାଲ କଲେଜ ସ୍ଥାପନ ପାଇଁ ଆନ୍ଦୋଳନ କରିବାକୁ ଶପଥ ନେଇଛନ୍ତି। ଯେତେବେଳ ପର୍ଯ୍ୟନ୍ତ ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ନ ହୋଇଛି ସେତେଦିନ ପର୍ଯ୍ୟନ୍ତ କ୍ରିୟାନୁଷ୍ଠାନ କମିଟି ତରଫରୁ…
ଅଧିକ ଖବର ଦେଖନ୍ତୁ...

ବିଶ୍ଵବିଦ୍ୟାଳୟ ଦାବିରେ ବିଦ୍ୟାର୍ଥୀ ବିକାଶ ମଞ୍ଚର ବୈଠକ

ଭଦ୍ରକ: ଭଦ୍ରକ ସ୍ବୟଂ ଶାସିତ ମହାବିଦ୍ୟାୟକୁ ଏକ ବିଶ୍ଵବିଦ୍ୟାଳୟ ଘୋଷଣା ନହେବା ନେଇ କ୍ଷୋଭ ପ୍ରକଟ କରି ଏକ ଜରୁରୀ ବୈଠକ ବିଦ୍ୟାର୍ଥୀ ବିକାଶ ମଞ୍ଚ ପକ୍ଷରୁ ଭଦ୍ରକ କଲେଜ ସିଏଲ୍ଟି ସମ୍ମିଳନୀ କକ୍ଷରେ ମଞ୍ଚର ସଭାପତି ଲକ୍ଷ୍ମୀଧର ବିଶ୍ଵାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଭଦ୍ରକ…
ଅଧିକ ଖବର ଦେଖନ୍ତୁ...

ମହଙ୍ଗା ପଡିଲା ସମଲିଙ୍ଗୀ ପ୍ରେମ; ଗିରଫ ହେଲେ ମହିଳା ସବ୍‌ଇନସ୍ପେକ୍ଟର 

ଭଦ୍ରକ: ଭଦ୍ରକ ଜିଲ୍ଲା ଚୂଡ଼ାମଣି ମେରାଇନ ଥାନାର ଜନୈକା ମହିଳା ସବ୍ଇ‌ନସ୍ପେକ୍ଟରଙ୍କ ପାଇଁ ସମଲିଙ୍ଗୀ ପ୍ରେମ ମହଙ୍ଗା ପଡ଼ିଛି। ଜଣେ ମହିଳାଙ୍କୁ ଯୌନ ଶୋଷଣ ଅଭିଯୋଗରେ ରବିବାର ତାଙ୍କୁ ଗିରଫ କରାଯାଇଛି। ଭଦ୍ରକ ଜିଲ୍ଲା କୋକୋରା ଅଞ୍ଚଳର ଜଣେ ମହିଳାଙ୍କ ଅଭିଯୋଗ ଅନୁସାରେ ସମ୍ପୃକ୍ତ…
ଅଧିକ ଖବର ଦେଖନ୍ତୁ...