ଅନୁସନ୍ଧାନ କରୁଥିବା ବର୍ଗ

ଭଦ୍ରକ

ଫାଣ୍ଡି ଭିତରେ ପୁଲିସ୍‌ କର୍ମଚାରୀଙ୍କ ମଦ ଆସର

ଚାନ୍ଦବାଲି: ପୁଲିସ ଫାଣ୍ଡି ଭିତରେ ଚାଲିଛି ମଦ ଆସର। ଆଉ ମଦ ପିଉଛନ୍ତି ସେହି ଫାଣ୍ଡିର ତିନି ଜଣ କନେଷ୍ଟବଳ। ଭଦ୍ରକ ଜିଲ୍ଲା ବାଂଶଡ଼ା ଥାନା ଅଧୀନ କରଞ୍ଜମାଳ ଫାଣ୍ଡି ଭିତରେ ତିନି ଜଣ କନେଷ୍ଟବଳ ଭାବଗ୍ରାହୀ ପରିଡା, ସୁକାନ୍ତ ସେଠୀ ଓ ଅକ୍ଷୟ କୁମାର ଦାସ ବସି ମଦ ପିଉଥିବାର ଏକ ଭିଡିଓ ଏବେ…
ଅଧିକ ଖବର ଦେଖନ୍ତୁ...

ଡିଜେ ଓଲଟି ୪, ପୋଡ଼ି ଯାଇ ଜଣେ ଆହତ

ଅସୁରାଳି: ମଙ୍ଗଳାପଦା ଦୋଳ ମେଳଣ ଶୋଭାଯାତ୍ରାରେ ଦୁଇଟି ଅଘଟଣ ଘଟିଛି। ଡିଜେ ଗାଡ଼ି ଓଲଟି ଚାରି ଜଣ ଆହତ ହୋଇଥିବା ବେଳେ ନିଆଁ ଧରି ଜଣେ ଆହତ ହୋଇଛନ୍ତି। ଶନିବାର ରାତିରେ ମଙ୍ଗଳାପଦା ଠାରେ ମେଳଣ ପାଇଁ ବିଭିନ୍ନ ବିମାନ ଶୋଭାଯାତ୍ରାରେ ଆସୁଥିଲେ। ବାଜା ବାଣ ସାଙ୍ଗକୁ ଡିଜେ ସାଉଣ୍ଡରେ ଅଞ୍ଚଳ…
ଅଧିକ ଖବର ଦେଖନ୍ତୁ...

ଅଢୁଆ ଓ ଚୂଡ଼ାମଣିବାସୀଙ୍କ ଦୁଃଖ ପାଲଟିଛି ଗମେଇ ନଈ

ବାସୁଦେବପୁର: ବାସୁଦେବପୁର ବ୍ଲକର ଅଢୁଆଁ ଓ ଚୂଡାମଣି ପଞ୍ଚାୟତ ସମୁଦ୍ର ପତନର ଖୁବ୍‌ ନିକଟରେ ଅବସ୍ଥିତ। ଆଉ ଉପର ମୁଣ୍ତରେ ଗମେଇ ନଦୀର କରାଳ ରୂପ ଅନେକ ସମୟରେ ଏହି ଦୁଇ ଗାଁ ଭିତରେ ବିସ୍ତାର କରିଥାଏ। ଏହି ଦୁଇ ପଞ୍ଚାୟତର ଲୋକେ ସଦାସର୍ବଦା ବିପଦପୂର୍ଣ୍ଣ ଭାବେ ବସବାସ କରିଥାନ୍ତି। ଉଭୟ…
ଅଧିକ ଖବର ଦେଖନ୍ତୁ...

ଶ୍ରୀରାମ ନବମୀ ମହୋତ୍ସବ: ମାତୃଭୂମି ପାଇଁ ଗଣଦୌଡ଼

ଭଦ୍ରକ: ଶ୍ରୀରାମ ମହାଯଜ୍ଞ ସମିତି, ଭଦ୍ରକ ତରଫରୁ ରବିବାର ମାତୃଭୂମି ପାଇଁ ଗଣଦୌଡ଼ ଅନୁଷ୍ଠିତ ହୋଇଯାଇଛି। ଏହି ଗଣଦୌଡ଼ଟି ସକାଳ ୭ଟାରେ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟସ୍ଥ ମା’ତାରିଣୀ ମନ୍ଦିର ଠାରୁ ଆରମ୍ଭ ହୋଇ ସହର ମଧ୍ୟ ଦେଇ ସାଳନ୍ଦୀ ବାଇପାସ ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର…
ଅଧିକ ଖବର ଦେଖନ୍ତୁ...

ଭଦ୍ରକ: ଅନ୍ୟଦଳ କର୍ମୀ ବିଜେପିରେ ମିଶିବା ନେଇ ଚର୍ଚ୍ଚା

ଭଦ୍ରକ : ୨୦୨୪ ସାଧାରଣ ନିର୍ବାଚନ ନେଇ ରଣକୌଶଳ ପ୍ରସ୍ତୁତ କରିବାକୁ ଆସନ୍ତା ୨୬ରେ ଭଦ୍ରକ ଆସିବେ ବରିଷ୍ଠ ବିଜେପି ନେତା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଭଦ୍ରକରେ ବିଜେପିର ସ୍ଥିତି ସୁଦୃଢ ହେଉଥିବା ବେଳେ ଏହି ସ୍ଥିତିକୁ ଆହୁରି ମଜବୁତ କରିବା ପାଇଁ ଅମିତ ଶାହ ଭଦ୍ରକ ଆସି ଦଳୀୟ ନେତା ଓ…
ଅଧିକ ଖବର ଦେଖନ୍ତୁ...

୨୬ରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଦିନିକିଆ ଓଡ଼ିଶା ଗସ୍ତ: ଧାମନଗରରେ ଅମିତ ଶାହଙ୍କ ସଭା

ଭୁବନେଶ୍ବର: କେନ୍ଦ୍ର ଗୃହ ଓ ସହକାରିତାମନ୍ତ୍ରୀ ଅମିତ ଶାହ ଭଦ୍ରକ ଜିଲ୍ଲା ଧାମନଗର ନିର୍ବାଚନ ମଣ୍ଡଳୀ ସାଆଁଳପୁରରେ ଏକ ସାଧାରଣ ସଭା କରିବେ। ଏନେଇ ବିଜେପି ନେତ୍ରୀ ଡକ୍ଟର ଲେଖାଶ୍ରୀ ସାମନ୍ତସିଂହାର ସୂଚନା ଦେଇଛନ୍ତି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଲେଖାଶ୍ରୀ କହିଛନ୍ତି, ମାର୍ଚ୍ଚ ୨୬…
ଅଧିକ ଖବର ଦେଖନ୍ତୁ...

ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମଝିନଈରେ ଅଟକିଲା ଲଞ୍ଚ୍‌, ଅନ୍ଧାରରେ ୫ ଘଣ୍ଟା ଫସି ରହିଲେ ୨୦ରୁ ଊର୍ଦ୍ଧ୍ବ ଯାତ୍ରୀ

ଚାନ୍ଦବାଲି : ଶୁକ୍ରବାର ଅପରାହ୍ନରେ ଭଦ୍ରକ ଜିଲ୍ଲା ଚାନ୍ଦବାଲିରୁ କେନ୍ଦ୍ରାପଡ଼ା ତାଳଚୁଆ ଯାଉଥିବା ଏକ ଯାତ୍ରୀବାହୀ ଲଞ୍ଚ୍‌ରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ୨୦ରୁ ଅଧିକ ଯାତ୍ରୀ ଦୀର୍ଘ ୫ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ମଝିନଈରେ ଫସି ରହିଥିଲେ। ସୂଚନା ମୁତାବକ, ବୈତରଣୀ ଚାନ୍ଦବାଲି ଘାଟରୁ…
ଅଧିକ ଖବର ଦେଖନ୍ତୁ...

୨୬ରେ ଭଦ୍ରକ ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ: ଦଳୀୟ ସମାବେଶରେ ଯୋଗ ଦେବେ

ଭୁବନେଶ୍ବର: ଆସନ୍ତା ୨୬ ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଭଦ୍ରକ ଆସିବେ ବୋଲି ବିଜେପି ସାଧାରଣ ସଂପାଦକ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ତାଙ୍କର ସୂଚନା ଅନୁଯାୟୀ, ଗୃହମନ୍ତ୍ରୀ ଅମିତ ଶାହ ଭଦ୍ରକ ଲୋକସଭା ନିର୍ବାଚନ ମଣ୍ଡଳୀରେ ଦଳୀୟ ସମାବେଶରେ ଯୋଗ ଦେବେ। ଏହି ଅବସରରେ…
ଅଧିକ ଖବର ଦେଖନ୍ତୁ...

ଡାକ୍ତରଙ୍କୁ ଆକ୍ରମଣ ପ୍ରତିବାଦରେ ଶୋଭାଯାତ୍ରା, କାର୍ଯ୍ୟାନୁଷ୍ଠାନ ଦାବିରେ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଦାବି ପତ୍ର…

ଭଦ୍ରକ: କର୍ତ୍ତବ୍ୟରତ ଡାକ୍ତର ରବୀନ୍ଦ୍ର କୁମାର ନାୟକଙ୍କୁ ଆକ୍ରମଣ ଓ ଦୁର୍ବ୍ୟବହାର କରିଥିବା ଅସାମାଜିକ ଯୁବକମାନଙ୍କୁ ଗିରଫ ଦାବିରେ ‘ଭାରତୀୟ ଚିକିତ୍ସକ ସଂଘ’ର ଭଦ୍ରକ ଶାଖା ପକ୍ଷରୁ ପ୍ରତିବାଦ ଶୋଭାଯାତ୍ରା କରାଯାଇଛି। ଗତ ୧ ତାରିଖ ଦିନ ଡାକ୍ତର ଆରକେ ନାୟକଙ୍କ ଘରୋଇ କ୍ଲିନିକରେ…
ଅଧିକ ଖବର ଦେଖନ୍ତୁ...

ଗ୍ୟାସ୍‌ ଦର ବୃଦ୍ଧି ପ୍ରତିବାଦରେ ମହିଳା କଂଗ୍ରେସର ପ୍ରତିବାଦ ସଭା, ପ୍ରଧାନମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ

ଭଦ୍ରକ: କେନ୍ଦ୍ର ସରକାର ରନ୍ଧନ ଗ୍ୟାସ୍‌ର ଦର ଅହେତୁକ ଭାବରେ ବୃଦ୍ଧି କରିଥିବାରୁ ଏହାର ପ୍ରତିବାଦ କରି ସାରା ଓଡ଼ିଶାରେ କଂଗ୍ରେସ ପକ୍ଷରୁ ପ୍ରତିବାଦ କରାଯାଉଛି। ଆଜି ଭଦ୍ରକ  ଜିଲ୍ଲା ମହିଳା କଂଗ୍ରେସ ପକ୍ଷରୁ ଏହାର ଜିଲ୍ଲା ସଭାନେତ୍ରୀ ସବିତା ଚାନ୍ଦଙ୍କ ନେତୃତ୍ୱରେ ପୁରୁଣା ଜିଲ୍ଲାପାଳଙ୍କ…
ଅଧିକ ଖବର ଦେଖନ୍ତୁ...