ଅନୁସନ୍ଧାନ କରୁଥିବା ବର୍ଗ

ଭଦ୍ରକ

ଆର୍ଥିଂ ତାର ଲାଗି ଚାଲିଗଲା ଶିଶୁର ଜୀବନ

ଭଦ୍ରକ: ଦାଣ୍ଡରେ ଖେଳୁଥିବା ବେଳେ ବିଦ୍ୟୁତ ଖୁଣ୍ଟରେ ଗୁଡ଼ା ଯାଇଥିବା ଆର୍ଥିଂ ତାର ଲାଗି ୪ ବର୍ଷର ଶିଶୁର ମୃତ୍ୟୁ ହୋଇଛି। ଭଦ୍ରକ ଜିଲ୍ଲା ଧାମନଗର ଏନଏସିର ମୁଲ୍ଲା ସାହିରେ ଘଟିଛି ଏଭଳି ଦୁଃଖଦ ଘଟଣା। ଶିଶୁଟି ଦାଣ୍ଡରେ ଖେଳୁଥିବା ବେଳେ ଅସାବଧାନତାବଶତଃ ଘର ପାଖରେ ଥିବା ବିଦ୍ୟୁତ ଖୁଣ୍ଟରେ…
ଅଧିକ ଖବର ଦେଖନ୍ତୁ...

ଦୁଷ୍କର୍ମ ଉଦ୍ୟମ ବେଳେ କୋଠାରୁ ଡେଇଁ ପଡ଼ିଲେ ନାବାଳିକା

ଧାମରା: ମୟୂରଭଞ୍ଜ ଜିଲ୍ଲାରୁ ଆସି ଶ୍ରମିକ ଭାବେ ଲୋକଙ୍କ ଘର କାମ କରୁଥିବା ଜଣେ ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ ନେଇ ଧାମରା ସାମୁଦ୍ରିକ ଥାନାରେ ଅଭିଯୋଗ ହୋଇଛି। ଧାମରା ବସଷ୍ଟାଣ୍ତ ନିକଟରେ ନିର୍ମାଣାଧୀନ ଏକ କୋଠାରେ ନାବାଳିକା ଓ ତାଙ୍କ ସାନଭାଇ ଶୋଇଥିବା ସମୟରେ ଗତକାଲି…
ଅଧିକ ଖବର ଦେଖନ୍ତୁ...

ଜୋର ଧରିଲା ଭଦ୍ରକ ଜିଲ୍ଳାରେ ମେଡ଼ିକାଲ କଲେଜ ସ୍ଥାପନ ଦାବି

ଭଦ୍ରକ: ଭଦ୍ରକ ଜିଲ୍ଲାରେ ଏକ ସରକାରୀ ମେଡ଼ିକାଲ କଲେଜ ସ୍ଥାପନ ପାଇଁ ୧୦ ବର୍ଷରୁ ଊର୍ଦ୍ଧ୍ବକାଳ ଧରି ସରକାରଙ୍କୁ ବାରମ୍ବାର ଦାବିପତ୍ର ଦିଆଯିବା ସଙ୍ଗେସଙ୍ଗେ ଅନେକ ବାର ଆନ୍ଦୋଳନ କରାଯାଇଛି। ୨୦୧୮ ମସିହାରେ ସମଗ୍ର ଭଦ୍ରକ ଜିଲ୍ଲାକୁ ବନ୍ଦ ଡାକରା ଦିଆ ଯାଇଥିଲେ ମଧ୍ୟ ସରକାର କର୍ଣ୍ଣପାତ କରି…
ଅଧିକ ଖବର ଦେଖନ୍ତୁ...

ବନ୍ତ ବିଡ଼ିଓଙ୍କ ନିଲମ୍ବନ ଓ କାର୍ଯ୍ୟାନୁଷ୍ଠାନ ଦାବିକଲା ବିଜେପି

ଭଦ୍ରକ: ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ସେଣ୍ଢତିରା ପଞ୍ଚାୟତ ଅନ୍ତର୍ଗତ ଶିଆଳିଆ ନୋଡାଲ ଉଚ୍ଚବିଦ୍ୟାଳୟ ପରିସରରେ ଗୁରୁବାର ଦିନ ବନ୍ତ ବିଡିଓ ପ୍ରଦୀପ ସେଠୀ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ରଞ୍ଜନ କୁମାର ବାରିକଙ୍କୁ ମାଡ଼ ମାରିବା ଘଟଣାକୁ ବିଜେପି ପକ୍ଷରୁ ନିନ୍ଦା କରାଯିବା ସହ…
ଅଧିକ ଖବର ଦେଖନ୍ତୁ...

ସ୍କୁଲ୍‌ ସଭାପତିଙ୍କୁ ବିଡିଓଙ୍କ ଚାପୁଡ଼ା

ଭଦ୍ରକ/ବନ୍ତ : ବିଡିଓଙ୍କ ସହ ସ୍କୁଲ ପରିଚାଳନା କମିଟି ସଭାପତିଙ୍କ ମଧ୍ୟରେ ଚାଲିଥିଲା କଥା କଟାକଟି। କେହି ଜଣେ ପଛରୁ ଉସ୍‌କାଉଥିଲେ। କହୁଥିଲେ, ବଜା ବଜା ଭଲ କରି ତା କର୍ଣ୍ଣମୂଳିକୁ ବଜା। ତୁ.. ତା.. ବେ..ବା.. ଭିତରେ ହଠାତ୍‌ ସ୍କୁଲ ସଭାପତିଙ୍କ ଗାଲରେ ଠାଏ କରି ଶକ୍ତ ଚଟକଣାଟିଏ କଷିଦେଲେ…
ଅଧିକ ଖବର ଦେଖନ୍ତୁ...

ବନ୍ତ ଛକରେ ଭଦ୍ରକ ଡ୍ରାଇଭର ସଂଘର ଆନ୍ଦୋଳନ

ଭଦ୍ରକ: ଆଜି ଦ୍ୱିତୀୟ ଦିନରେ ଭଦ୍ରକ ଡ୍ରାଇଭର ସଂଘ ପକ୍ଷରୁ ଆନ୍ଦୋଳନ ଜାରି ରହିଛି। ଭଦ୍ରକ ଜିଲ୍ଲା ସଦର ମହକୁମାରେ ଜାତୀୟ ରାଜପଥ ଅବରୋଧ କରିବା ସହ ବନ୍ତ ଛକରେ ଆନ୍ଦୋଳନ ଜାରି ରଖିଛନ୍ତି ଚାଳକମାନେ। ଆନ୍ଦୋଳନ ଯୋଗୁଁ ବସ ଓ ଟ୍ରକ୍ ସେବା ବନ୍ଦ କରିଛି। ଲୋକମାନେ ଯାତାୟତରେ ଅସୁବିଧାରେ…
ଅଧିକ ଖବର ଦେଖନ୍ତୁ...

ମଦ ସହ ବାଇକ ଜବତ, ୫ ଗିରଫ

ଭଦ୍ରକ: ଭଦ୍ରକ ଅବକାରୀ ଅଧିକ୍ଷକ ପ୍ରଦୀପ୍ତ କୁମାର ଦାସଙ୍କ ନିର୍ଦ୍ଦେଶକ୍ରମେ ଓ ଉପ-ଅଧିକ୍ଷକ ଅନିତା ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଅବକାରୀ ଥାନା ସହକାରୀ ଉପ-ନିରୀକ୍ଷକ ପ୍ରହଲ୍ଲାଦ ସାମଲ ଓ ଷ୍ଟାଫ ମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ୱାରା…
ଅଧିକ ଖବର ଦେଖନ୍ତୁ...

୧୫ ଗ୍ରାମ୍‌ ବ୍ରାଉନସୁଗାର ଜବତ, ଜଣେ ଗିରଫ

ଭଦ୍ରକ: ଗ୍ରାମାଞ୍ଚଳ ପୁଲିସ ଆଜି ଜଣେ ବ୍ରାଉନସୁଗାର୍ ବେପାରୀକୁ ଗିରଫ କରିଛି। ଗିରଫ ହୋଇଥିବା ଯୁବକଙ୍କ ନାମ ରାଜୁ ମାଝି। ଘର ଯାଜପୁର ବୋଲି ଜଣାପଡିଛି। ଅଭିଯୁକ୍ତ ନିକଟରୁ ୧୫.୮ ଗ୍ରାମ ବ୍ରାଉନସୁଗାର ଜବତ କରିଥିବା ବେଳେ ଏହାର ମୂଲ୍ୟ ୨ ଲକ୍ଷ ଟଙ୍କା ହେବ ବୋଲି ଭଦ୍ରକ ଗ୍ରାମାଞ୍ଚଳ ପୁଲିସ…
ଅଧିକ ଖବର ଦେଖନ୍ତୁ...

ବିଧାନସଭାରେ ଉଠିଲା ଭଦ୍ରକ ମେଡିକାଲ କଲେଜ ଦାବି

ଭଦ୍ରକ: ଭଦ୍ରକ ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବି ପୁଣି ଥରେ ବିଧାନସଭା ଉଠିଛି। ଆଜି ବିଧାନସଭାରେ ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ ସ୍ଥିତପ୍ରଜ୍ଞ ଏହି ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ବିଧାୟକ ସୂର୍ଯ୍ୟବଂଶୀ ସୂରଜ ଏକ ଅଣତାରକା ପ୍ରଶ୍ନ ଉତ୍‌ଥାପନ କରି…
ଅଧିକ ଖବର ଦେଖନ୍ତୁ...

ଚାଷୀଙ୍କ ଠାରୁ ୯ ହଜାର ଲାଞ୍ଚ ନେଉଥିଲେ ସମବାୟ ସମିତିର ସଂପାଦକ, ମାଡ଼ିବସିଲା ଭିଜିଲାନ୍ସ

ଭଦ୍ରକ: ଚାଷୀଙ୍କ ଠାରୁ ଲାଞ୍ଚ ନେବେ ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ସମବାୟ ସମିତିର ସଂପାଦକ। ଭଦ୍ରକ ବ୍ଲକ ଅଧୀନ ଚଣ୍ଡୀ ଗାଁ ସେବା ସମବାୟ ସମିତିର ସଂପାଦକ ତପନ ନାୟକ ଚାଷୀଙ୍କର ଧାନ କିଣିବା ପାଇଁ ୯ହଜାର ଟଙ୍କା ଲାଞ୍ଚ ନେବେ ବେଳେ ଧରିଲା ଭିଜିଲାନ୍ସ। ଶ୍ରୀଧର ସାମଲ ନାମକ ଚାଷୀ ନିଜ…
ଅଧିକ ଖବର ଦେଖନ୍ତୁ...