ଅନୁସନ୍ଧାନ କରୁଥିବା ବର୍ଗ

କଟକ

ପୁଲିସ ଅଧିକାରୀଙ୍କ ବିରୋଧରେ ଜାଲ ଜାତି ପ୍ରମାଣପତ୍ର ଅଭିଯୋଗ: ତଦନ୍ତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ : କାର୍ଯ୍ୟରତ ପୁଲିସ ଅଧିକାରୀଙ୍କ ବିରୋଧରେ ରହିଥିବା ଜାଲ ଜାତି ପ୍ରମାଣପତ୍ର ଅଭିଯୋଗର ତଦନ୍ତ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଉତ୍ତରାଞ୍ଚଳ ଜୋନ୍ ‌ରାଜସ୍ବ ଡିଭିଜନ ରାଜ୍ୟସ୍ତରୀୟ ଯାଞ୍ଚ କମିଟି (ଷ୍ଟେଟ ଲେଭଲ ସ୍କ୍ରୁଟିନି କମିଟି(ଏସଏଲଏସସି)) ଜାଲ ଜାତି ପ୍ରମାଣପତ୍ର…
ଅଧିକ ଖବର ଦେଖନ୍ତୁ...

ସୌରୀନ ଭଟ୍ଟଙ୍କ ବିରୋଧରେ ଯୌନ ନିର୍ଯାତନା ଘଟଣା: ପରିବାର ଆଣିଲେ ବ୍ଲାକମେଲିଂ ଅଭିଯୋଗ

କଟକ: ବଲିଉଡ ତଥା ଓଲିଉଡ କଣ୍ଠଶିଳ୍ପୀ ସୌରୀନ ଭଟ୍ଟଙ୍କ କୋଲକାତାସ୍ଥିତ ବାସଭବନରେ କଟକ ପୁଲିସ ଟିମ ପହଞ୍ଚିଛି। କଟକର ଜଗତପୁର ଥାନାରେ ଜଣେ ଓଡ଼ିଆ ଗାୟିକା ମହିଳା ଥାନାରେ ଦେଇଥିବା ଅଭିଯୋଗ ଆଧାରରେ ପୁଲିସ ସେଠାକୁ ଯାଇଛି। ସୌରୀନ ଦିଲ୍ଲୀରେ ଥିବାରୁ ପୁଲିସ ସହ ତାଙ୍କ ଯୋଗାଯୋଗ ହୋଇପାରି…
ଅଧିକ ଖବର ଦେଖନ୍ତୁ...

ବିଧାୟକ କ୍ବାର୍ଟର୍ସ ପ୍ରକଳ୍ପ ପାଇଁ ଗଛ କଟା ମାମଲା: ବିଶେଷଜ୍ଞ କମିଟି ସଦସ୍ୟଙ୍କୁ ନେଇ ପ୍ରଶ୍ନ ଉଠାଇଲେ ଆବେଦନକାରୀ

କଟକ: ୟୁନିଟ୍‌-୪ରେ ବିଧାୟକଙ୍କ ପାଇଁ ବହୁତଳ ବିଶିଷ୍ଟ ଅଟ୍ଟାଳିକା ନିର୍ମାଣ ଲାଗି ୩୫୦ ପୁରୁଣା ଗଛ ହଟାଯିବା, ଆଇନ ଅନୁଯାୟୀ କରାଯାଇନାହିଁ। ଏହି ଗଛ ସବୁକୁ ନ କାଟି ଅନ୍ୟତ୍ର ସ୍ଥାନାନ୍ତର କରାଯାଇ ପାରିଥା’ନ୍ତା। କିନ୍ତୁ ସରକାରୀ ଆନ୍ତରିକତା ଅଭାବରୁ ଏହା କରାଯାଇନାହିଁ। ବିଧାୟକଙ୍କ…
ଅଧିକ ଖବର ଦେଖନ୍ତୁ...

ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ: ନକଲି ଡାକ୍ତର ଚିହ୍ନଟ ବ୍ୟବସ୍ଥା ସଂପର୍କରେ ଜଣାଅ

କଟକ : ରାଜ୍ୟରେ ନକଲି ଡାକ୍ତରଙ୍କୁ ଚିହ୍ନଟ କରିବା ପାଇଁ କଣ ବ୍ୟବସ୍ଥା ରହିଛି? ଏ ଦିଗରେ ସରକାର ଏ ଯାଏ କି ପଦକ୍ଷେପ ଗ୍ରହଣ କରିଛନ୍ତି? ଏ ସଂପର୍କରେ ସତ୍ୟପାଠ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଯଦି ଏଭଳି କିଛି ବ୍ୟବସ୍ଥା ନାହିଁ ତେବେ ରାଜ୍ୟ ସରକାର ଏହି…
ଅଧିକ ଖବର ଦେଖନ୍ତୁ...

ସାର୍ତ୍ତୋଳରେ ମାଲଗାଡ଼ି ଇଞ୍ଜିନରୁ ଅଲଗା ହେଇଗଲା ବଗି

କଟକ-ବିଦ୍ୟାଧରପୁର : କଟକ-ପାରାଦୀପ ରେଳ ଲାଇନ୍‌ର ସାର୍ତ୍ତୋଳ ନିକଟରେ ଗୁରୁବାର ସନ୍ଧ୍ୟାରେ ଏକ ଅଘଟଣ ଘଟିଛି। ଏଥିରେ କୌଣସି ଧନଜୀବନ ହାନି ହୋଇ ନଥିଲେ ବି ଅଘଟଣ ପରେ ଲେଭଲ୍ କ୍ରସିଂ ଫାଟକ ୩ ଘଣ୍ଟାରୁ ଅଧିକ ସମୟ ପଡ଼ି ରହିବାରୁ ଗାଡ଼ି ଚଳାଚଳ ଓ ଲୋକଙ୍କ ଯାତାୟାତ ଗୁରୁତର ଭାବେ…
ଅଧିକ ଖବର ଦେଖନ୍ତୁ...

ପିଏ ଦେବନାରାୟଣ ପଣ୍ଡା ମୃତ୍ୟୁ ମାମଲା: ହତ୍ୟା ଦଫା ହଟାଇଲେ ହାଇକୋର୍ଟ

କଟକ : ବହୁଚର୍ଚ୍ଚିତ ଦେବନାରାୟଣ ପଣ୍ଡା ମୃତ୍ୟୁ ମାମଲାରେ ତତ୍କାଳୀନ ମାଲକାନଗିରି ଜିଲ୍ଲାପାଳ ମନିଷ ଅଗ୍ରୱାଲଙ୍କୁ ଆଶ୍ବସ୍ତି ମିଳିଛି। ପିଏ(ବ୍ୟକ୍ତିଗତ ସହାୟକ) ଦେବନାରାୟଣ ପଣ୍ଡାଙ୍କୁ ହତ୍ୟା ଅଭିଯୋଗରେ ନିମ୍ନ ଅଦାଲତ ତତ୍କାଳୀନ ଜିଲ୍ଲାପାଳ ଶ୍ରୀ ଅଗ୍ରୱାଲ ଓ ଅନ୍ୟ ତିନିଜଣଙ୍କ ବିରୋଧରେ…
ଅଧିକ ଖବର ଦେଖନ୍ତୁ...

ପ୍ରବାସୀ ଶ୍ରମିକଙ୍କ ସୁରକ୍ଷା ଓ କଲ୍ୟାଣ ପ୍ରସଂଗ: ୩ ସପ୍ତାହ ଭିତରେ ସତ୍ୟପାଠ ଦାଖଲ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ : ପ୍ରବାସୀ ଶ୍ରମିକଙ୍କ ସୁରକ୍ଷା ଓ କଲ୍ୟାଣ ପାଇଁ ରାଜ୍ୟ ସରକାରଙ୍କ ଆକ୍ସନ୍‌ ପ୍ଲାନ୍‌ ଅନୁସାରେ କଣ ସବୁ ପଦକ୍ଷେପ ଗ୍ରହଣ କରାଯାଉଛି ସେ ନେଇ ସତ୍ୟପାଠ ଦାଖଲ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସରକାରଙ୍କ ତରଫରୁ ତିନି ସପ୍ତାହ ଭିତରେ ସତ୍ୟପାଠ ଦାଖଲ କରାଯିବ। ଆଉ ସମୟ…
ଅଧିକ ଖବର ଦେଖନ୍ତୁ...

ପ୍ରିଆକ୍ଟିଭ୍ ସିମ୍ ମାମଲା: ବ୍ୟାଙ୍କ ଆକାଉଣ୍ଟରୁ ମିଳିଲା ୧୦ ଲକ୍ଷ

କଟକ : ପ୍ରିଆକ୍ଟିଭ୍ ସିମକାର୍ଡ ମାମଲାରେ କଟକ ସାଇବର୍ ଥାନା ରିମାଣ୍ଡରେ ଆଣିଥିବା ଦୁଇ ସାଇବର୍ ଅପରାଧୀଙ୍କ ଏଜେଣ୍ଟ ବିଶ୍ବଜିତ ପ୍ରଧାନ ଓ ଜ୍ଞାନ ରଞ୍ଜନ ପାତ୍ର ଓରଫ ଜ୍ଞାନର ବ୍ୟାଙ୍କ ଆକାଉଣ୍ଟରୁ ୧୦ ଲକ୍ଷ ଟଙ୍କା ଜବତ ହୋଇଛି। ଗଲା ୮ ମାସ ମଧ୍ୟରେ ଜ୍ଞାନର ବ୍ୟାଙ୍କ ଆକାଉଣ୍ଟରେ ୯ ଲକ୍ଷ…
ଅଧିକ ଖବର ଦେଖନ୍ତୁ...

କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ବିରୁଦ୍ଧରେ ଦୁଷ୍କର୍ମ ଓ ବ୍ଲାକମେଲ୍ ମାମଲା: କୋଲକାତାରୁ ଖାଲି ହାତରେ ଫେରିଲା…

କଟକ: ଜଣାଶୁଣା କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ କୋଲକାତାସ୍ଥିତ ଘରୁ ଖାଲି ହାତରେ ଫେରିଛି କମିସନରେଟ୍ ପୁଲିସ। ଗତ ବୁଧବାର ରାତିରେ ପୁଲିସ ଚଢ଼ଉ କରିଥିଲା। କିନ୍ତୁ ଘରେ ନ ଥିଲେ ସୌରିନ। ତାଙ୍କ ପରିବାର ଲୋକେ କହିଛନ୍ତି କଣ୍ଠଶିଳ୍ପୀ ସୌରିନ ଭଟ୍ଟ ଏବେ ଦିଲ୍ଲୀରେ। ଏଣେ ସେମାନେ ପୀଡ଼ିତା…
ଅଧିକ ଖବର ଦେଖନ୍ତୁ...

କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ଘରେ ଚଢ଼ଉ; କଟକ, କୋଲକାତା ପୁଲିସ ସାମିଲ

କଟକ : କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ କୋଲକାତାସ୍ଥିତ ଘରେ କମିସନରେଟ୍ ପୁଲିସ ବୁଧବାର ଦିନ ରାତିରେ ଚଢ଼ଉ କରିଛି। ଜଣେ ମହିଳା ଏସ୍‌ଆଇଙ୍କ ନେତୃ୍ତ୍ବରେ ୫ ଜଣିଆ ଟିମ୍ ଏଥିରେ ସାମିଲ ହୋଇଛନ୍ତି। ଏହି ଚଢ଼ଉରେ କଲିକତା ପୁଲିସର ଏକ ସ୍ବତନ୍ତ୍ର ଟିମ୍ ବି ସହଯୋଗ କରିଥିବା ଜଣାପଡ଼ିଛି। ଜଗତପୁର…
ଅଧିକ ଖବର ଦେଖନ୍ତୁ...