ଅନୁସନ୍ଧାନ କରୁଥିବା ବର୍ଗ

କଟକ

ଦିଗପହଣ୍ଡି ବସ୍‌ ଦୁର୍ଘଟଣା ପରେ ତତ୍ପର ପରିବହନ ବିଭାଗ, ଗାଡ଼ିରେ ଲାଗୁ ହେବ ଭିଏଲଟିଡ଼ି

କଟକ: ଗଂଜାମ ଜିଲ୍ଲା ଦିଗପହଣ୍ଡିରେ ବସ୍‌ ଦୁର୍ଘଟଣା ପରେ ତତ୍ପର ହୋଇ ଉଠିଛି ରାଜ୍ୟ ପରିବହନ କର୍ତ୍ତୃପକ୍ଷ। ରାଜ୍ୟରେ ଯାତ୍ରୀବାହୀ ଯାନବାହନ ଚଳାଚଳ ବ୍ୟବସ୍ଥାକୁ ଅଧିକ ବ୍ୟବସ୍ଥିତ କରିବା ପାଇଁ ଦୁଇଟି ଭିନ୍ନ ଭିନ୍ନ ନିର୍ଦ୍ଦେଶନାମା ଜାରି କରିବାକୁ ଯାଉଛି ଏସଟିଏ।  ବିନା ଅନୁମତିରେ ପରମିଟ୍…
ଅଧିକ ଖବର ଦେଖନ୍ତୁ...

ଯାଜପୁର ଯାଇଥିବା ଡ୍ରାଇଭର୍ ନିଖୋଜ; ମୋବାଇଲ୍ ସୁଇଚ୍‌ଅଫ୍, ଥାନାରେ ମାମଲା, କାର୍‌ର ମିଳୁନି ପତ୍ତା

କଟକ: କଲେଜ ଛକରୁ ଯାଜପୁର ରୋଡ୍ ଭଡ଼ାରେ ଯାଇଥିବା ଜଣେ କାର୍ ଚାଳକଙ୍କ ପତ୍ତା ମିଳୁନାହିଁ। ଗଲା ଦୁଇଦିନ ହେବ ତାଙ୍କ ମୋବାଇଲ୍ ଫୋନ୍ ସୁଇଚ୍‌ ଅଫ ଥିବା ବେଳେ ତାଙ୍କୁ କିଏ ଅପହରଣ କଲା କି କୌଣସି ଅଘଟଣ ଘଟିଲା, ସେ ନେଇ ପୁଲିସ ସନ୍ଦେହ କରୁଥିବା ବେଳେ ଏ ନେଇ ତଦନ୍ତ ଆରମ୍ଭ ହୋଇଛି। ସୂଚନା…
ଅଧିକ ଖବର ଦେଖନ୍ତୁ...

ଏମିତି ଚାଲିଛି ଗଡ଼ଖାଇ ପୁନରୁଦ୍ଧାର, ପାଣିରେ ପଡ଼ିବ ୩ କୋଟି ୬୦ଲକ୍ଷ ଟଙ୍କା

କଟକ: କଟକ ସହରର ଐତିହ୍ୟ ତଥା ପ୍ରାଚୀନ ବାରବାଟୀ କିଲ୍ଲାକୁ ଘେରି ରହିଥିବା ଗଡ଼ଖାଇ ପୁନରୁଦ୍ଧାର କାମରେ ସିଏମ୍‌ସିର ଦାୟିତ୍ବହୀନତା ଏବେ ପଦା‌ରେ ପଡିଛି। ସୌନ୍ଦର୍ଯ୍ୟୀକରଣ ଆଳରେ କେବଳ ଅର୍ଥଶ୍ରାଦ୍ଧ କରିବାକୁ ଯୋଜନା କରାଯାଉଥିବା ଅନୁଭବ ହେଉଛି। ଦୁଇ ମାସ ତଳେ ଗଡ଼ଖାଇରୁ ଯେତିକି ଦଳ ସଫା…
ଅଧିକ ଖବର ଦେଖନ୍ତୁ...

ସିଏମ୍‌ସି ବୈଠକରେ ହୋ ହାଲ୍ଲା; ବିଭିନ୍ନ ପ୍ରସଙ୍ଗ ନେଇ ମେୟର, କମିସନରଙ୍କୁ ଘେରିଲେ କର୍ପୋରେଟର

କଟକ: ସିଏମସି ବୈଠକରେ ଜୋରଦାର ହଟ୍ଟଗୋଳ। କିଛି ସମୟ ପାଇଁ ବୈଠକ କକ୍ଷ ତ୍ୟାଗ କଲେ ମେୟର ଓ କମିସନର। ବିରୋଧୀଙ୍କ ପ୍ରଶ୍ନ ଏପରି ଥିଲା ଯେ ଗୃହରେ ଆଉ କିଛି ଶୁଭି ନଥିଲା। ଆଜି ଅନୁଷ୍ଠିତ ସିଏମସିର ୧୪ତମ କାଉନସିଲ ବୈଠକରେ ଏପରି କିଛି ଦେଖିବକୁ ମିଳିଛି। ବୈଠକ ଆରମ୍ଭରୁ ସ୍ଵର୍ଣ୍ଣଦେବୀ…
ଅଧିକ ଖବର ଦେଖନ୍ତୁ...

ନଗଡ଼ାରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା: ଜନସ୍ବାର୍ଥ ମାମଲା ରୁଜୁ, ଘଟଣାସ୍ଥଳକୁ ଯାଇ ସ୍ଥିତି ପରଖିବାକୁ ହାଇକୋର୍ଟଙ୍କ…

କଟକ: ଯାଜପୁର ଜିଲ୍ଲା ନଗଡ଼ା ଅଞ୍ଚଳରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ନେଇ ପୁଣି ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି। ମାମଲାର ଶୁଣାଣି କରି ଯାଜପୁର ଜିଲ୍ଲାପାଳଙ୍କୁ ଘଟଣାସ୍ଥଳକୁ ଯାଇ ସ୍ଥିତି ପରଖିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହ ହାଇକୋର୍ଟ ରାଜ୍ୟ ସ୍ବାସ୍ଥ୍ୟ…
ଅଧିକ ଖବର ଦେଖନ୍ତୁ...

ପ୍ରତିଶ୍ରୁତିରେ ଅଟକିଛି ଶୀତଳଭଣ୍ଡାର ଯୋଜନା, ଅର୍ଥକରୀ ଫସଲରୁ ବିମୁଖ ହେଉଛନ୍ତି ଚାଷୀ

ବାଙ୍କୀ: ମହାନଦୀ ଅବବାହିକାରେ ଥିବା ବାଙ୍କୀ ଉପଖଣ୍ଡର ସମସ୍ତ ଚାଷଜମିକୁ ଏ ପର୍ଯ୍ୟନ୍ତ ଜଳସେଚିତ କରାଯାଇପାରି ନାହିଁ। ଏହାସହ ଶୀତଳଭଣ୍ଡାର ସ୍ଥାପନ ପାଇଁ ପ୍ରତିଶ୍ରୁତି କେବଳ ପ୍ରତିଶ୍ରୁତିରେ ଅଟକିଛି। ଫଳରେ ରାଜ୍ୟସାରା ପ୍ରତ୍ୟହ ବିଭିନ୍ନ ପ୍ରକାରର ପନିପରିବା ଯୋଗାଉଥିବା ବାଙ୍କୀର ବହୁ…
ଅଧିକ ଖବର ଦେଖନ୍ତୁ...

ମଞ୍ଜୁର ହୋଇଛି ୬ କୋଟି ୨୨ ଲକ୍ଷ, ସାତଦିନରେ ଧସିଲା ପିଚୁ ରାସ୍ତା, ଭିଜିଲାନ୍ସ ତଦନ୍ତ ଦାବି

ମାହାଙ୍ଗା: ଗ୍ରାମାଞ୍ଚଳରେ ଲୋକଙ୍କ ଗମନାଗମନର ସୁବିଧା ପାଇଁ ସରକାର ବିଭିନ୍ନ ଯୋଜନାରେ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେ‌ଲେ, ରାସ୍ତା ନିର୍ମାଣର କିଛିଦିନ ନ ବିତୁଣୁ ଅନେକ ସ୍ଥାନରେ ପୂର୍ବାବସ୍ଥା ଫେରି ଆସୁଛି। ଫଳରେ ଜନସାଧାରଣ ପୂର୍ବଭଳି ଯାତାୟାତରେ ସମସ୍ୟାର ସମ୍ମୁଖୀନ…
ଅଧିକ ଖବର ଦେଖନ୍ତୁ...

ମରାମତି ହେଉନି ସ୍ଲୁଇସ୍‌ ଗେଟ୍‌, ଜଳ ନିଷ୍କାସନ ବାଧାପ୍ରାପ୍ତ, ନଷ୍ଟ ହେଉଛି ଫସଲ

ନିଆଳି: ବନ୍ୟା ନିୟନ୍ତ୍ରଣ, ଚାଷଜମିରୁ ଜଳ ନିଷ୍କାସନ, ପତିତ ଜମି ଉଦ୍ଧାର ଆଦି ପାଇଁ ସରକାର ଅନୁଦାନ ଯୋଗାଇ ଦେଉଛନ୍ତି। ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ହେଲେ, ଅନେକ କ୍ଷେତ୍ରରେ ସରକାରୀ ଯୋଜନାଗୁଡ଼ିକର ସଫଳ ରୂପାୟନ ହୋଇପାରୁ ନାହିଁ। ବିଶେଷ କରି, ବର୍ଷାଜଳ ନିଷ୍କାସନ…
ଅଧିକ ଖବର ଦେଖନ୍ତୁ...

ପୁଣି ହାଇକୋର୍ଟରେ ଏଏସ୍‌ଓ ପରୀକ୍ଷା ମାମଲା

କଟକ : ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ବାରା ଅନୁଷ୍ଠିତ ଆସିଷ୍ଟାଣ୍ଟ ସେକ୍ସନ୍‌ ଅଫିସର୍‌ (ଏଏସ୍‌ଓ) ନିଯୁକ୍ତି ପରୀକ୍ଷା ବିବାଦ ପୁଣି ହାଇକୋର୍ଟରେ ପହଞ୍ଚିଛି। ଓପିଏସ୍‌ସି ପକ୍ଷରୁ ପ୍ରକାଶିତ ମେଧା ତାଲିକାକୁ ରଦ୍ଦ କରି ହାଇକୋର୍ଟ ୨୦୨୩, ମେ ୧୯ରେ ରାୟ ପ୍ରଦାନ କରିଥିଲେ। ରଦ୍ଦ…
ଅଧିକ ଖବର ଦେଖନ୍ତୁ...

ଅଲିଭ୍‌ରିଡଲେ କଇଁଛଙ୍କ ସୁରକ୍ଷା ପ୍ରସଂଗ: କେନ୍ଦ୍ରୀୟ ଯୋଜନା ଅଧୀନରେ ଡଙ୍ଗାରେ ବସିବ ଟ୍ରାନ୍ସପୋଣ୍ଡର

କଟକ : ପ୍ରଧାନମନ୍ତ୍ରୀ ମତ୍ସ୍ୟ ସଂପଦ ଯୋଜନାରେ ଓଡ଼ିଶା ଓ ଅନ୍ୟ ଉପକୂଳବର୍ତ୍ତୀ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡିକର ପ୍ରାୟ ୧ ଲକ୍ଷ ସମୁଦ୍ରରେ ମାଛ ମାରୁଥିବା ଡଙ୍ଗା, ଯନ୍ତ୍ରଚାଳିତ ବୋଟ୍, ଟ୍ରଲର୍‌ଗୁଡିକରେ ଟ୍ରାନ୍ସପୋଣ୍ଡର୍‌ ବସାଯିବ। ଶତପ୍ରତିଶତ ସରକାରୀ ପାଣ୍ଠିରେ…
ଅଧିକ ଖବର ଦେଖନ୍ତୁ...