ଅନୁସନ୍ଧାନ କରୁଥିବା ବର୍ଗ

କଟକ

କଟକରେ ଟ୍ରାଫିକ୍‌ ବ୍ୟବସ୍ଥାର ବିକଳ ଚିତ୍ର, ଖରାରେ ସିଝନ୍ତି, ବର୍ଷାରେ ଭିଜନ୍ତି ପୁଲିସ ବାବୁ

କଟକ: କଟକ ସହରରେ ୬୫ଟି ଛକରୁ ୫୩ଟି ଛକରେ ଟ୍ରାଫିକ ପୋଷ୍ଟ ନାହିଁ। ଟ୍ରାଫିକ ପୋଷ୍ଟ ନଥିବାରୁ ପାଖାପାଖି ୧୬୦ ଟ୍ରାଫିକ କର୍ମଚାରୀ ଖରାରେ ସିଝନ୍ତି, ବର୍ଷାରେ ଭିଜନ୍ତି। ସେହିଭଳି ସହରରେ ୪୧ଟି ଗୁରୁତ୍ବପୂର୍ଣ୍ଣ ଟ୍ରାଫିକ ପୋଷ୍ଟରୁ ମାତ୍ର ୬ଟି ଟ୍ରାଫିକ ପୋଷ୍ଟରେ ସିଗନାଲ ବ୍ୟବସ୍ଥା…
ଅଧିକ ଖବର ଦେଖନ୍ତୁ...

ସିଡିଏର ଡ୍ରେନ୍‌ ସଫା ଓ ମରାମତି ଦାୟିତ୍ବ କାହାର? ମେୟର୍‌, କମିସନର୍‌ଙ୍କ ପ୍ରତିଶ୍ରୁତି ପରେ ବି ଫଳ ଶୂନ

କଟକ: ସିଡିଏ, ସେକ୍ଟର-୬ରେ ଥିବା ଡ୍ରେନ୍‌ଗୁଡ଼ିକ ଦୀର୍ଘଦିନ ଧରି ସଫା ନହେବା ଓ ସେଗୁଡ଼ିକର ସ୍ଥାୟୀ ମରାମତି କରା ନଯିବା ଫଳରେ ବହୁ ସ୍ଥାନରେ ଭୂତଳ ଡ୍ରେନ୍‌ଗୁଡ଼ିକ ଭାଙ୍ଗିଯାଇ ଜଳ ନିଷ୍କାସନ ଠିକ୍‌ ରୂପେ ହୋଇ ପାରୁ ନାହିଁ। ବହୁ ସ୍ଥାନରେ ମଇଳା ପାଣି ‘ଓଭର୍‌ ଫ୍ଲୋ’ ହୋଇ ରାସ୍ତାରେ…
ଅଧିକ ଖବର ଦେଖନ୍ତୁ...

ମୁମ୍ବାଇ ପାଠାଗାର ଢାଞ୍ଚାରେ ହେବ ବୋର୍ଡ ସ୍କୁଲ୍‌ର ଅତ୍ୟାଧୁନିକ କୋଠା

କଟକ: ମୁମ୍ବାଇ ସ୍ଥିତ ଏସିଆଟିକ୍ ସୋସାଇଟି କେନ୍ଦ୍ରୀୟ ପାଠାଗାର ଢାଞ୍ଚାରେ ନିର୍ମାଣ ବେହ ସେକେଣ୍ଡାରୀ ବୋର୍ଡ ହାଇସ୍କୁଲର ଅତ୍ୟାଧୁନିକ ଅଟ୍ଟାଳିକା। ପରିତ୍ୟକ୍ତ ଅବସ୍ଥାରେ ଥିବା ପ୍ରଥମ ସ୍କୁଲ୍‌ ଘର (ଆଜ୍‌ବେସ୍‌ଷ୍ଟସ୍‌ ଘର)କୁ ଭାଙ୍ଗି ଦ୍ବିତଳ ପ୍ରାସାଦ ନିର୍ମାଣ ହେବ। ନୂଆ କୋଠା ପାଇଁ…
ଅଧିକ ଖବର ଦେଖନ୍ତୁ...

ପାଖେଇ ଆସୁଛି ଶ୍ରାବଣ, ବାବା ଧବଳେଶ୍ବରଙ୍କୁ ଜଳ ଲାଗି କରି ପାରିବେନି କାଉଡ଼ିଆ

ଗୁରୁଡ଼ିଝାଟିଆ: ଆଉ ଦିନ କେଇଟା ପରେ ଆରମ୍ଭ ହୋଇଯିବ ଶ୍ରାବଣ ମାସ। କିନ୍ତୁ ରାଜ୍ୟର ପ୍ରସିଦ୍ଧ ଶୈବପୀଠ ବାବା ଶ୍ରୀ ଧବଳେଶ୍ବରଙ୍କ ଠାରେ ଜଳଲାଗିରୁ କାଉଡିଆ ଭକ୍ତମାନେ ବଂଚିତ ହେବାର ଆଶଙ୍କା ବଢିବାରେ ଲାଗିଛି। ପୀଠକୁ ଯିବା ପାଇଁ ଥିବା ଏକମାତ୍ର ଝୁଲାପୋଲ ବନ୍ଦ। ନୂଆ ପୋଲ ନିର୍ମାଣ ସରି…
ଅଧିକ ଖବର ଦେଖନ୍ତୁ...

ଜୁଲାଇ ୩ରୁ ମାଟ୍ରିକ୍ ସପ୍ଲିମେଣ୍ଟାରି, ଷ୍ଟେଟ୍ ଓପନ୍‌ ସ୍କୁଲ ପରୀକ୍ଷା

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(‌ବୋର୍ଡ) ପକ୍ଷରୁ ଚଳିତ ବର୍ଷର ମାଟ୍ରିକ୍ ସପ୍ଲିମେଣ୍ଟାରି ଓ ରାଜ୍ୟ ମୁକ୍ତବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଜୁଲାଇ ୩ତାରିଖରୁ ଜୁଲାଇ ୮ତାରିଖ ପର୍ଯ୍ୟନ୍ତ ରାଜ୍ୟର ୮୦ଟି ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ହେବ। ମାଟ୍ରିକ୍ ସପ୍ଲିମେଣ୍ଟାରି ପରୀକ୍ଷା ପାଇଁ…
ଅଧିକ ଖବର ଦେଖନ୍ତୁ...

ବାହୁଡ଼ା ଓ ସୁନାବେଶ ବେଳେ ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ ପ୍ରସଂଗ: ଠିକ୍‌ ସମୟରେ ଟ୍ରେନ୍ ପହଞ୍ଚାଇବାକୁ ହାଇକୋର୍ଟଙ୍କ…

କଟକ: ବାହୁଡ଼ା ଓ ସୁନାବେଶ ସମୟରେ ପୁରୀକୁ ଟ୍ରେନ୍ ଯୋଗେ ଯାତାୟାତ କରୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ଯେପରି କୌଣସି ସମସ୍ୟା ନ ହେବ ତାହା ସୁନିଶ୍ଚିତ କରିବା ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିଛନ୍ତି। ଶ୍ରୀଜଗନ୍ନାଥଙ୍କ ବାହୁଡ଼ା ଓ ସୁନାବେଶ ପାଇଁ ଓଡ଼ିଶାର ବିଭିନ୍ନ ସ୍ଥାନରୁ ପୁରୀକୁ…
ଅଧିକ ଖବର ଦେଖନ୍ତୁ...

ନଗଡ଼ା ଭଳି ତୁମୁଣି‌ରେ ସାଂଘାତିକ ଅବସ୍ଥା: ସ୍ଥିତି ଅନୁଧ୍ୟାନ କରି ରିପୋର୍ଟ ଦେବାକୁ ଯାଜପୁର ଜିଲ୍ଲାପାଳଙ୍କୁ…

କଟକ: ଯାଜପୁର ଜିଲ୍ଲା ନଗଡ଼ା ନିକଟ ତୁମୁଣି ଗ୍ରାମର ବାସିନ୍ଦା ବିଦ୍ୟୁତ୍‌, ପାନୀୟ ଜଳ, ସ୍ବାସ୍ଥ୍ୟସେବା, ଶିକ୍ଷା ଭଳି ମୌଳିକ ସୁବିଧାରୁ ବଞ୍ଚିତ। ଜିଲ୍ଲାର ସୁକିନ୍ଦା ବ୍ଲକ୍‌ ଚିଙ୍ଗୁଡ଼ିପାଳ ପଞ୍ଚାୟତ ଅନ୍ତର୍ଗତ ତୁମୁଣି ଗ୍ରାମରେ ଜୁଆଙ୍ଗ ଜନଜାତିର ‌ଲୋକମାନେ ବସବାସ କରୁଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ପଙ୍କରେ ଘାଣ୍ଟି ହେଉଛି ମାଲଗୋଦାମ, ସଫେଇ ନାଁରେ ପ୍ରହସନ, ଲାଗି ପାରିଲାନି ନିଷ୍କାସନ ପମ୍ପ

କଟକ: ମାଲଗୋଦାମରେ ଦୀର୍ଘ ଦିନ ହେବ ପଙ୍କରେ ପୋତି ହୋଇଥିବା ଡ୍ରେନରୁ ଆବର୍ଜନା କାଢ଼ି ସଫେଇ କର୍ମଚାରୀମାନେ ରାସ୍ତାରେ କୁଢ଼ାଇଥିଲେ। କିନ୍ତୁ ଏହାକୁ ସ୍ଥାନାନ୍ତର କଲେନାହିଁ। ବର୍ଷା ହେବା ଫଳରେ ରାସ୍ତା ପଙ୍କ କାଦୁଅରେ ଘାଣ୍ଟି ଚକଟି ହୋଇଯିବା ସହିତ ପୂର୍ବ ଭଳି ପୁଣି ଡ୍ରେନ୍ ପୋତି…
ଅଧିକ ଖବର ଦେଖନ୍ତୁ...

୫-ଟି ଅନ୍ତର୍ଭୁକ୍ତ ଜଗତପୁର ସରକାରୀ ହାଇସ୍କୁଲ୍‌ରେ ୬ ଶିକ୍ଷକ ପଦବି ଖାଲି

କଟକ-ଜଗତପୁର: ମୋ ସ୍କୁଲ୍‌ ଯୋଜନା ଦ୍ବାରା ସରକାରୀ ହାଇସ୍କୁଲ୍‌ର ଭିତ୍ତିଭୂମିକୁ ରାଜ୍ୟ ସରକାର ଉନ୍ନତୀକରଣ କରୁଛନ୍ତି। ସ୍କୁଲ୍‌ ପ୍ରତି ଛାତ୍ରଛାତ୍ରୀଙ୍କ ଆଗ୍ରହ ଓ ଉତ୍ସାହ ବୃଦ୍ଧି ପାଇବା ଲକ୍ଷ୍ୟରେ ସ୍କୁଲ୍‌ଗୁଡ଼ିକୁ ୫-ଟି ଯୋଜନାରେ ରୂପାନ୍ତରଣ କରାଯାଉଛି। ମାତ୍ର ଆବଶ୍ୟକୀୟ ଶିକ୍ଷକ ଓ…
ଅଧିକ ଖବର ଦେଖନ୍ତୁ...

ଦିନକ ପରେ ଇଦ୍-ଉଲ୍‌-ଜୁହା; ଘରୁ ବାହାରି ପାରୁନାହାନ୍ତି ମାଇକା ଲେନ୍ ବାସିନ୍ଦା, ବିପର୍ଯ୍ୟସ୍ତ ଗଳି ରାସ୍ତା

କଟକ: ବହୁ ଦିନ ହେଲା ରାସ୍ତା କିମ୍ବା ଡ୍ରେନ୍ କାମ ହୋଇନାହିଁ। ଅଧିକାଂଶ ସ୍ଥାନରେ ଡ୍ରେନ୍‌ ଭାଙ୍ଗିଯାଇଥିବାରୁ ରାସ୍ତା ଡ୍ରେନ୍ ପ୍ରାୟ ସମାନ। ରାସ୍ତାରେ ଜମା ହୋଇଛି କୁଢ଼ କୁଢ଼ ପଙ୍କ। ଜଳ ନିଷ୍କାସନ ଠିକ୍‌ରେ ନ ହେବାରୁ ବର୍ଷା ପରେ ଦୀର୍ଘ ସମୟ ଜମୁଛି ପାଣି। ଏବେ ସ୍ଥିତି ଏଭଳି ଯେ,…
ଅଧିକ ଖବର ଦେଖନ୍ତୁ...