ଅନୁସନ୍ଧାନ କରୁଥିବା ବର୍ଗ

ଝାରସୁଗୁଡ଼ା

ଅଳକାଙ୍କୁ ପ୍ରାର୍ଥୀ ନ କରିବାକୁ ଦଳରୁ ଉଠିଲା ସ୍ବର

ଝାରସୁଗୁଡ଼ା: ବ୍ରଜରାଜନଗର ବିଜେଡି ବିଧାୟିକା ଅଳକା ମହାନ୍ତିଙ୍କ ବିରୋଧରେ ସାମ୍ନାକୁ ଆସିଛି ଦଳୀୟ ଅସନ୍ତୋଷ। ଆଗାମୀ ନିର୍ବାଚନରେ ତାଙ୍କୁ ଦଳୀୟ ପ୍ରାର୍ଥୀ କରା ନ ଯିବାକୁ ଦଳ ଭିତରୁ ଉଠିଛି ସ୍ବର। ବୁଧବାର ଲଖନପୁର ବ୍ଲକରେ ସମିତି ବୈଠକ ଚାଲିଥିବା ବେଳେ ବ୍ରଜରାଜନଗର ବିଧାୟିକା ଅଳକା…
ଅଧିକ ଖବର ଦେଖନ୍ତୁ...

ବନ୍ଧୁକ ମୁନରେ ରେଳବାଇ ଶ୍ରମିକଙ୍କୁ ଲୁଟ୍‌

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା କୋଛୋବାହାଲ ରେଲୱେ ଷ୍ଟେସନ ନିକଟରେ ଏମ୍‌ସିଏଲ୍‌ ଡବଲିଂ ଇଲେକ୍ଟ୍ରିଫିକେସନ କାମ ଜାରି ରହିଛି। ତେବେ ଗତ ୨୩ ତାରିଖ ରାତିରେ ୭ ଜଣ ଶ୍ରମିକ କ୍ୟାମ୍ପରେ ଶୋଇଥିବା ବେଳେ ୩-୪ ଜଣ ଦୁର୍ବୃତ୍ତ ସେଠାରେ ପହଞ୍ଚି ବନ୍ଧୁକ ମୁନରେ ସେମାନଙ୍କୁ ଭୟଭୀତ କରିବା ସହ…
ଅଧିକ ଖବର ଦେଖନ୍ତୁ...

ଲକ୍ଷେ ୭୦ ହଜାର ଟଙ୍କାର ବ୍ରାଉନ୍‌ ସୁଗାର ଜବତ, ଯୁବକ ଗିରଫ

ଝାରସୁଗୁଡ଼ା: ସଦର ଥାନା ଅନ୍ତର୍ଗତ ତେଲିଭଟା, କବରସ୍ଥାନପଡ଼ା ହନୁମାନ ମନ୍ଦିର ନିକଟରେ ଜଣେ ଯୁବକ ସନ୍ଦିଗ୍ଧ ଅବସ୍ଥାରେ ବୁଲାବୁଲି କରୁଥିବା ସୂଚନା ପାଇ ପୁଲିସ୍‌ ଚଢ଼ାଉ କରିଥିଲା। ଯାଞ୍ଚ ସମୟରେ ପୁଲିସ୍‌ ଉକ୍ତ ସନ୍ଦିଗ୍ଧ ଯୁବକ ପିନ୍ଧିଥିବା ଜ୍ୟାକେଟ୍‌ରୁ ୧୮.୨୯ ଗ୍ରାମ ଓଜନର ବ୍ରାଉନ୍‌ସୁଗାର…
ଅଧିକ ଖବର ଦେଖନ୍ତୁ...

ଦୁର୍ଘଟଣାରେ କନେଷ୍ଟବଳ ଗୁରୁତର, ବୁର୍ଲା ସ୍ଥାନାନ୍ତର       

ବ୍ରଜରାଜନଗର: ଶନିବାର ରେଙ୍ଗାଲି ଥାନା ଅନ୍ତର୍ଗତ କଣ୍ଡେଇ କେଲା ଫାଣ୍ଡି ଅଧୀନରେ ଥିବା ଲାରାନାକା ଗେଟରେ ଡ୍ୟିୁଟି ସମୟରେ ଜଣେ କନେଷ୍ଟବଳ ଦୁର୍ଘଟଣାରେ ଗୁରୁତର ହୋଇଛନ୍ତି। ସେ କାର୍ଯ୍ୟରେ ଥିବା ବେଳେ ତାଙ୍କୁ ଏକ  ବାଇକ୍ (ଓଡି ୧୭ ଆର ୪୦୧୭) ଧକ୍କା ଦେଇଥିଲା। ଫଳରେ  କନେଷ୍ଟବଳ ଅବିନାଶ…
ଅଧିକ ଖବର ଦେଖନ୍ତୁ...

କାନ୍ଥ ଧସି ୩ ମହିଳା ଗୁରୁତର, ଭାଙ୍ଗିଲା ବିଜୁଳି ଖୁଣ୍ଟ

ଝାରସୁଗୁଡ଼ା: ଝାରସୁଗୁଡ଼ା ଥାନା ଅନ୍ତର୍ଗତ ସରବାହାଲ କୁମ୍ଭାରପଡ଼ା ମିଶ୍ରଗଳିରେ ଥିବା ବିମଳ ଗୋଁଦିଆଙ୍କ ପୁରୁଣା କୋଠାର ଏକ କାନ୍ଥ ଧସିଯିବାରୁ ଆଜି ୩ ଜଣ ମହିଳା ଗୁରୁତର ହୋଇଛନ୍ତି। ସମୋନେ ହେଲେ ଝୁନୁ ଗାରନିକ୍‌(୫୫), ମିତା ତ୍ରିପାଠୀ(୪୦) ଓ ଖୁନ୍ତା ରାଣା(୫୦)। ଗୁରୁତର ମାନଙ୍କୁ ସହରର…
ଅଧିକ ଖବର ଦେଖନ୍ତୁ...

ବେଦାନ୍ତ ଆଲୁମିନିୟମ୍ ପକ୍ଷରୁ ଝାରସୁଗୁଡ଼ାରେ ଜାତୀୟ ସଡ଼କ ସୁରକ୍ଷା ମାସ ପାଳନ

ଝାରସୁଗୁଡ଼ା: ଭାରତର ସର୍ବ ବୃହତ ଆଲୁମିନିୟମ୍ ଉତ୍ପାଦକ ବେଦାନ୍ତ ଆଲୁମିନିୟମ୍, ଝାରସୁଗୁଡ଼ାରେ ଏହାର କାର୍ଯ୍ୟ ପରିସରରେ ଜାତୀୟ ସଡ଼କ ସୁରକ୍ଷା ମାସ ପାଳନ କରଛି, ଯେଉଁଥିରେ କର୍ମଚାରୀ, ବ୍ୟବସାୟ ସହଭାଗୀ ତଥା ସମ୍ପ୍ରଦାୟମାନଙ୍କ ପାଇଁ ଏକ ମାସ ବ୍ୟାପୀ ସଚେତନତା ଡ୍ରାଇଭ୍ ଆୟୋଜନ କରାଯାଇଥିଲା।…
ଅଧିକ ଖବର ଦେଖନ୍ତୁ...

ଗାଁକୁ ରାସ୍ତା ନଥିବାରୁ ୧ କିଲୋମିଟର ଷ୍ଟ୍ରେଚରରେ ବୁହା ହେଲେ ରୋଗୀ

ଝାରସୁଗୁଡ଼ା: ପୁଣି ସରକାରଙ୍କ ପାରବାରପଣିଆ ପଦାରେ ପଡ଼ିଲା। ପୁଣି ରାସ୍ତାଘାଟ ନଥିବା ହେତୁ ଷ୍ଟ୍ରେଚରରେ ବୁହା ହେଲେ ରୋଗୀ। ଗତକାଲି ଦିନ ଦୁଇଟା ସମୟରେ ଝାରସୁଗୁଡା଼ ଜିଲ୍ଲାର ଲଇକେରା ବ୍ଲକ୍ ଅନ୍ତର୍ଗତ ନାଏକଡିହି ଗ୍ରାମର ଜଣେ ଅସହାୟ ଅସୁସ୍ଥ କୁନୁ ଓରାମଙ୍କ ଘର ପାଖକୁ ଆମ୍ବୁଲାନ୍ସ ଯାଇ ନ…
ଅଧିକ ଖବର ଦେଖନ୍ତୁ...

ଦୁର୍ଘଟଣା ନେଲା ୭ ଜୀବନ: ଟାଟା ମ୍ୟାଜିକ୍‌-ଟ୍ରକ୍‌ ମୁହାଁମୁହିଁ, ୫ ମୃତ

ଝାରସୁଗୁଡ଼ା: ଝାରସୁୁଗୁଡ଼ା ଓ କଳାହାଣ୍ଡି ଜିଲ୍ଳାରେ ଦୁଇଟି ପୃଥକ ସଡ଼କ ଦୁର୍ଘଟଣାରେ ୭ ଜଣ ପ୍ରାଣ ହରାଇଥିବା ବେଳେ ୪୫ ଜଣ ଗୁରୁତର ହୋଇଛନ୍ତି। ଝାରସୁଗୁଡ଼ାରେ ୫ ଜଣ ଏବଂ କଳାହାଣ୍ଡି ଜିଲ୍ଲାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଜାତୀୟ ରାଜପଥ-୪୯ର ଝାରସୁଗୁଡ଼ା ଜୁନିଏନ୍‌ ଛକରେ ରବିବାର ସକାଳେ ଏକ…
ଅଧିକ ଖବର ଦେଖନ୍ତୁ...

ପାସେଞ୍ଜର ଟାଟା ମ୍ୟାଜିକକୁ ଧକ୍କା ଦେଲା ଟ୍ରେଲର: ୪ ମୃତ, ୯ ଆହତ

ବ୍ରଜରାଜନଗର: ଜାତୀୟ ରାଜପଥ ୪୯ର ଝାରସୁଗୁଡ଼ା ଜିଲ୍ଲା ଲଖନପୁର ଥାନା ଅନ୍ତର୍ଗତ ଜୁନିଏନ ଗ୍ରାମ ବୁଲାଣିରେ ଏକ ଟ୍ରେଲର ଓ ପାସେଞ୍ଜର ଟାଟା ମ୍ୟାଜିକକୁ ଧକ୍କା ଦେବା ଫଳରେ ୪ଜଣଙ୍କର ମୃତ୍ୟୁ ଘଟିଛି। ୯ ଜଣଙ୍କୁ ପ୍ରଥମେ ଚିକିତ୍ସା ପାଇଁ ଲଖନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା।…
ଅଧିକ ଖବର ଦେଖନ୍ତୁ...

ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ; ୨୬ରୁ ହାର୍ଟ ହସ୍‌ପିଟାଲ କାର୍ଯ୍ୟକ୍ଷମ

ଝାରସୁଗୁଡ଼ା: ଆସନ୍ତା ୨୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି ବହୁ ପ୍ରତୀକ୍ଷିତ ଝାରସୁଗୁଡ଼ା ବିଏମ୍‌ଆର୍‌ସି ହାର୍ଟ ହସ୍‌ପିଟାଲ। ଏ ନେଇ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ପରିଚାଳନା ଦାୟିତ୍ବ ନେଇଥିବା କୋଲକାତାର ବିଏମ୍ଆର୍‌ସି ହସ୍‌ପିଟାଲର ଏକ ଟିମ୍ ପ୍ରସ୍ତୁତି ଜାରି ରଖିଥିବା…
ଅଧିକ ଖବର ଦେଖନ୍ତୁ...