ଅନୁସନ୍ଧାନ କରୁଥିବା ବର୍ଗ

କଳାହାଣ୍ଡି

ଟ୍ରାକ୍ଟରରୁ ପଡ଼ି ଜଣେ ମୃତ, ଦୁଇ ଆହତ

ମ. ରାମପୁର: ମ. ରାମପୁର ଥାନା ରାମୁଡ଼ ପାଖରେ ଟ୍ରାକ୍ଟରରୁ ପଡ଼ି ଯଦୁ ମାଝୀ (୨୪)ଙ୍କ ମୃତ୍ୟୁ ଘଟିଛି। ଏଥିରେ କିଶନ ମାଝୀ (୧୫) ଓ ଦୁଷ୍ମନ୍ତ ମାଝୀ (୧୮) ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁସାରେ, ବୁଧବାର ସଂଧ୍ୟାରେ ଏକ ଟ୍ରାକ୍ଟର ପାଣି ପାଇପ୍ ନେଇ ରିଷିଡ଼ାରୁ ରାମପୁର ଆଡ଼କୁ ଆସୁଥିଲା।…
ଅଧିକ ଖବର ଦେଖନ୍ତୁ...

ଅଲାତରା ଓ ମଦନପୁରଠାରେ ସୁନାମୁଖୀ ଯାତ୍ରା: ରକ୍ତରଞ୍ଜିତ ହେଲା ଦୁଇ ପୀଠ

ମଦନପୁର: କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ୍ ଅନ୍ତର୍ଗତ ଅଲାତରା ଓ ମଦନପୁରରେ ବୁଧବାର ସୁନାମୁଖୀ ଯାତ୍ରା ଅନୁଷ୍ଠିତ ହୋଇ ଯାଇଛି। ବଲାଙ୍ଗୀର ଶୁଲିଆ ଯାତ୍ରାର ପରଦିନ ଏଠାରେ ସୁନାମୁଖୀ ଯାତ୍ରା ପାଳନ ହୋଇଥାଏ। ଏଥିରେ ପ୍ରଥମେ ମ. ରାମପୁର ରାଜ ପରିବାରର ପାଟ ବୁକା (ବୋଦା) ବଳି ପରେ…
ଅଧିକ ଖବର ଦେଖନ୍ତୁ...

କଳାହାଣ୍ଡି: ତଥାପି ୪୭.୨୮% ଦରିଦ୍ର

ଭବାନୀପାଟଣା: ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କଳାହାଣ୍ଡି ଜିଲ୍ଲାକୁ ‌ସବୁବେଳେ ଫୋକସ୍‌ରେ ରଖୁଛନ୍ତି। ଜିଲ୍ଲାର ବିକାଶ ପାଇଁ ମାଳମାଳ ଯୋଜନା କରିଛନ୍ତି। ସବୁ ଯୋଜନାର ମୂଳ ଲକ୍ଷ୍ୟ ଜିଲ୍ଲାବାସୀଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା। ହେଲେ ଯେତିକି ବିକାଶ ହେବା କଥା ଆଜି ବି ହୋଇ ପାରି…
ଅଧିକ ଖବର ଦେଖନ୍ତୁ...

ଲୋକସଭା ନୁହେଁ ବିଧାନସଭା ନିର୍ବାଚନ ଲଢ଼ିପାରନ୍ତି ଭକ୍ତ!

କଳାହାଣ୍ଡି: ସମ୍ଭବତଃ ଜୀବନର ଶେଷ ନିର୍ବାଚନ ଲଢିପାରନ୍ତି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭକ୍ତ ଦାସ । କଳାହାଣ୍ଡି ଭବାନୀପାଟଣାରେ ଆୟୋଜିତ ସାଧାରଣ ସଭାରେ ସେ ଏମିତି କିଛି ଘୋଷଣା କରିଛନ୍ତି । କହିଛନ୍ତି, ଏଥର କ୍ଷମତାକୁ ଆସିଲେ ନିଜ ଅଂଚଳ ପାଇଁ ଅନେକ କିଛି କରିପାରିବେ । ଚର୍ଚ୍ଚା ହେଉଛି…
ଅଧିକ ଖବର ଦେଖନ୍ତୁ...

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ବଳଭଦ୍ର ମାଝୀ

ଭବାନୀପାଟଣା: ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ବିଜେଡିର ପୂର୍ବତନ ବିଧାୟକ ବଳଭଦ୍ର ମାଝୀ। ସେ ତାଙ୍କର ଇସ୍ତଫା ପତ୍ର ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ, ଲଗାତାର ଭାବରେ ୧୯୯୦ ମସିହାରୁ ବଳଭଦ୍ର ମାଝୀ ଲାଞ୍ଜିଗଡ଼ ବିଧାନସଭାରୁ…
ଅଧିକ ଖବର ଦେଖନ୍ତୁ...

ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ, ୨ ଅଭିଯୁକ୍ତ ଜେଲ ଗଲେ

କୋକସରା: କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ ମାମଲାରେ ପୁଲିସ ଧନସରା ଗ୍ରାମର ଜିତେନ୍ଦ୍ର ଶବର (୨୩) ଓ ଶଙ୍କର ରାଉତ (୨୩)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ଅନୁସାରେ, ନୂଆବର୍ଷ ଦିନ ପୀଡ଼ିତା ଯୁବତୀ, ବଡ଼ ଭଉଣୀ ଓ ତାଙ୍କ ଚାକର ସହ…
ଅଧିକ ଖବର ଦେଖନ୍ତୁ...

ଧାନ ଓ କପା ମଣ୍ଡିରେ କଟ୍‌ନି ଛଟ୍‌ନି ପ୍ରତିବାଦ: ବିଜେପି ପକ୍ଷରୁ କଳାହାଣ୍ଡି ବନ୍ଦ ପାଳନ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଚାଷୀଙ୍କ ଧାନ ଓ କପାର କଟ୍‌ନି ଛଟ୍‌ନି ଓ ଅନ୍ୟାନ୍ୟ ସମସ୍ୟାକୁ ନେଇ କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଓ ପ୍ରତିବାଦ କରାଯାଇଥିଲା। କିନ୍ତୁ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନ ଥିଲା। ସରକାର ମିଲର୍ସ ଓ…
ଅଧିକ ଖବର ଦେଖନ୍ତୁ...

ଚାଉଳ ପାଇଁ ସଂଘର୍ଷ କରୁଛି କଳାହାଣ୍ଡିର ଗାଁ: ପାହାଡି ଦୁର୍ଗମ ରାସ୍ତାରେ ପିଡିଏସ ଚାଉଳ ନୂଆ ସମସ୍ୟା

ଦେବେନ୍ଦ୍ର କୁମାର ବିଶି ଭବାନୀପାଟଣା: ଦିନେ ଭୋକର ଭୂଗୋଳ କହିଲେ କଳାହାଣ୍ଡି ଜିଲ୍ଲା ଆଡ଼କୁ ଆଙ୍ଗୁଠି ଉଠୁଥିଲା। ଆଜି ସେ ଚିତ୍ର ବଦଳିଯାଇଛି ଓ ଅଭିଯୋଗ ବି ନାହିଁ। ତଥାପି ଲୋକେ ଆଜି ମଧ୍ୟ ଚାଉଳ ପାଇଁ ସଂଘର୍ଷ କରୁଛନ୍ତି। ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଦୁର୍ଗମ ଅଞ୍ଚଳରେ ପିଡ଼ିଏସ୍‌…
ଅଧିକ ଖବର ଦେଖନ୍ତୁ...

ଦିଶା କମିଟି ବୈଠକ: ଜିଲ୍ଲାରେ ଧାନ ସଂଗ୍ରହ, ଅଭାବୀ ବିକ୍ରି, ଟୋକନ୍ ସମସ୍ୟା ନେଇ ଆଲୋଚନା

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ପରିଷଦ ସମ୍ମିଳନୀ ଗୃହରେ କଳାହାଣ୍ଡି ଲୋକସଭା ସାଂସଦ ବସନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ୨୦୨୩-୨୪ ବର୍ଷର ଦ୍ଵିତୀୟ ଦିଶା କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ସାଂସଦ ଶ୍ରୀ ପଣ୍ଡା କେନ୍ଦ୍ରୀୟ ଯୋଜନା ମନ୍‌ରେଗା, ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା,…
ଅଧିକ ଖବର ଦେଖନ୍ତୁ...

ମଣ୍ଡିରେ କଟ୍‌ନି ଛଟ୍‌ନିର ପ୍ରତିବାଦ: ବିଜେପିର ଗଣଧାରଣା ଦ୍ୱିତୀୟ ଦିନରେ

ଭବାନୀପାଟଣା: କଳାହାଣ୍ଡି ବିଜେପି ପକ୍ଷରୁ ଚାଷୀଙ୍କ ଧାନ ଓ କପା କଟ୍‌ନି ଛଟ୍‌ନିକୁ ପ୍ରତିବାଦ କରି କଳାହାଣ୍ଡି ଜିଲ୍ଲାପାଳଙ୍କ ଅଫିସ୍‌ ସମ୍ମୁଖରେ ଧାରଣା ଶୁକ୍ରବାର ଦ୍ୱିତୀୟ ଦିନରେ ପହଞ୍ଚିଛି। ଏହି ଗଣଧାରଣାରେ ବିଜେପି ଜିଲ୍ଲା ସଭାପତି ଆର୍ତ୍ତତ୍ରାଣ ମହାପାତ୍ର, ପୂର୍ବତନ ମନ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...