ଅନୁସନ୍ଧାନ କରୁଥିବା ବର୍ଗ

କଳାହାଣ୍ଡି

କେନାଲରୁ କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

ଜୟପାଟଣା: କଳାହାଣ୍ଡି ଜିଲ୍ଲା ମୁଖୀଗୁଡ଼ା ଇନ୍ଦ୍ରାବତୀ ଉଠାଜଳସେଚନ ମୁଖ୍ୟ କେନାଲ ସୁନାମାଲ ଗାଁ ନିକଟରେ ସେହି ବିଭାଗରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ଭବାନୀ ଶଙ୍କର ମହନ୍ତଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେ ଗତକାଲି କାର୍ଯ୍ୟକୁ ଆସି ଘରକୁ ଫେରି ନଥିଲେ। କେଉଁ ପରିସ୍ଥିତିରେ ତାଙ୍କର…
ଅଧିକ ଖବର ଦେଖନ୍ତୁ...

ପୁଣି ଚାଷଜମିମୁଁହା ହାତୀପଲ; ଖାଇଲେ-ନଷ୍ଟକଲେ ଫସଲ, ଲୋକେ ଆତଙ୍କିତ

ରୁପ୍ରା: କଳାହାଣ୍ଡି ଜିଲ୍ଲା କେସିଙ୍ଗା ରେଞ୍ଜ୍ ରୁପ୍ରାରୋଡ୍ ସେକ୍ସନ୍ ଅଧିନ ରୁପ୍ରା, କର୍ମେଗାଁ, ଗିଗିନା ଓ ଭୀମକେଲା ଗ୍ରାମପଞ୍ଚାୟତର ଅନେକ ଗ୍ରାମରେ ବାରମ୍ବାର ଜଙ୍ଗଲି ହାତୀପଲଙ୍କ ଆଗମନ ହେଉଛି। ହାତୀପଲ ପାଇଁ ଅନେକ ଚାଷୀଙ୍କ ଚାଷ ଉଜୁଡ଼ି ଯାଉଛି। ପୁଣି ଗୁରୁବାର ରାତିରେ ପ୍ରାୟ ୨୦…
ଅଧିକ ଖବର ଦେଖନ୍ତୁ...

ଅଜଣା ବାଇକ୍‌ ଧକ୍କାରେ ଶିକ୍ଷକ ମୃତ

ଜୁନାଗଡ଼: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହରସ୍ଥିତ ମିକି ଇଲେ୍କ୍ଟ୍ରୋନିକ୍ସ ଦୋକାନ ନିକଟରେ ଏନ୍ ଏଚ୍ ୨୬ ଜାତୀୟ ରାଜପଥ ଉପରେ ଏକ ଅଜଣା ବାଇକ ଧକ୍କାରେ ଶିକ୍ଷକ ରାଜେନ୍ଦ୍ର ମହାନ୍ତି (୫୨)ଙ୍କ ମୃତ୍ୟୁ ଘଟିଥିଲା। ଗତ ୩୦ ତାରିଖରେ ଏହି ଦୁର୍ଘଟଣା ଘଟିଥିଲା। ଶ୍ରୀ ମହାନ୍ତି ମାଟିଗାଁ ପଞ୍ଚାୟତ…
ଅଧିକ ଖବର ଦେଖନ୍ତୁ...

କେସିଙ୍ଗା ନିର୍ବାହୀ ଅଧିକାରୀଙ୍କ ବଦଳି କଲେ ରାଜ୍ୟ ସରକାର

କେସିଙ୍ଗା: କେସିଙ୍ଗା ନିର୍ବାହୀ ଅଧିକାରୀଙ୍କ ମନମୁଖୀ କାରବାର ଓ ଦୁର୍ବ୍ୟବହାରକୁ ନେଇ ବଦଳି ଦାବିରେ ବିକାଶ ମଞ୍ଚ ପକ୍ଷରୁ ଡକାଯାଇଥିବା ବନ୍ଦ ସମ୍ପୂର୍ଣ୍ଣ ସଫଳ ହୋଇଥିବାବେଳେ ସନ୍ଧ୍ୟାରେ ନିର୍ବାହୀ ଅଧିକାରୀ କିରଣ ବେହେରାଙ୍କୁ ରାଜ୍ୟ ସରକାରଙ୍କ ନଗର ଉନ୍ନୟନ ବିଭାଗ ତୁରନ୍ତ ବଦଳି…
ଅଧିକ ଖବର ଦେଖନ୍ତୁ...

କେସିଙ୍ଗା ଏନ୍‌ଏସି ଇଓଙ୍କ ବଦଳି ଦାବିରେ ଗଣଧାରଣା: ଦାବି ପୂରଣ ନ ହେଲେ ୩୧ରେ କେସିଙ୍ଗା ବନ୍ଦ ଚେତାବନୀ

କେସିଙ୍ଗା: କଳାହାଣ୍ଡି ଜିଲ୍ଲା କେସିଙ୍ଗା ଏନ୍‌ଏସି ନିର୍ବାହୀ ଅଧିକାରୀ (ଇଓ)ଙ୍କ ବଦଳି ଦାବିରେ କେସିଙ୍ଗା ଜନସାଧାରଣ ପକ୍ଷରୁ ଏନ୍‌ଏସି ଅଫିସ୍‌ ସମ୍ମୁଖରେ ସୋମବାର ଗଣଧାରାଣା ଦିଆଯାଇଛି। ସହରବାସୀ ସ୍ଥାନୀୟ ଗୌରୀ ଶଙ୍କର ମନ୍ଦିରରୁ ଏକ ବାଇକ ରାଲିରେ ଏନ୍‌ଏସି ସମ୍ମୁଖକୁ ଆସି ଧାରଣାରେ…
ଅଧିକ ଖବର ଦେଖନ୍ତୁ...

ପାଣିଟାଙ୍କି ଉପରେ ଚଢ଼ି ଯୁବକଙ୍କ ଆତ୍ମହତ୍ୟା ଧମକ

କର୍ଲାମୁଣ୍ଡା: ପାଣିଟାଙ୍କି ଉପରେ ଚଢ଼ି ଜଣେ ଯୁବକ ଆତ୍ମହତ୍ୟା ଧମକ ଦେଇଛନ୍ତି। କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଗଜବାହାଲ ପଞ୍ଚାୟତ କଅଁସିଲ ଗ୍ରାମରେ ଏହି ପରିସ୍ଥିତି ଦେଖିବାକୁ ମିଳିଛି। ଏକ ଡଙ୍ଗର ତଳେ ପାଣିଟାଙ୍କି ନିର୍ମାଣ ହୋଇଥିବା ବେଳେ ଗାଁରେ ପାଇପ ପୋତୁଥିବା ଏକ ଶ୍ରମିକ…
ଅଧିକ ଖବର ଦେଖନ୍ତୁ...

ଭବାନୀପାଟଣାରେ କଂଗ୍ରେସର ‘ହୁଙ୍କାର ଜନସଭା’: କଂଗ୍ରେସରେ ଯୋଗଦେଲେ ବଳଭଦ୍ର

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ଅନ୍ୟତମ ଟାଣୁଆ ନେତା ତଥା ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ କଂଗ୍ରେସରେ ଯୋଗ ଦେଇଛନ୍ତି। ଭବାନୀପାଟଣା ସହରସ୍ଥିତ ମା’ ମାଣିକେଶ୍ବରୀ ବିଶ୍ବବିଦ୍ୟାଳୟ ଖେଳପଡ଼ିଆଠାରେ ଆୟୋଜିତ ଦଳର ‘ହୁଙ୍କାର ଜନସଭା’ ଅବସରରେ ସେ ହାତ ଧରିବା ସହିତ ନିଜ ରାଜନୈତିକ ଜୀବନର…
ଅଧିକ ଖବର ଦେଖନ୍ତୁ...

ଠେମରାରେ ବିରାଟ ଚାଷୀ ସମାବେଶ: ସିସିଆଇ ବିରୁଦ୍ଧରେ ଚାଷୀ ଆନ୍ଦୋଳନ ତେଜିଲା

ଉତ୍କେଲା: କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଉତ୍କେଲା ପଞ୍ଚାୟତ ଠେମରା ଗ୍ରାମରେ ବୁଧବାର ଏକ ବିରାଟ ଚାଷୀ ସମାବେଶ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ସରକାରଙ୍କ ଦ୍ବାରା ପରିଚାଳନା କଟନ୍ କର୍ପୋରେସନ୍ ଅଫ୍‌ ଇଣ୍ଡିଆ (ସିସିଆଇ) କପା ଚାଷ କିଣାରେ ଚାଷୀଙ୍କୁ ବହୁତ ହଇରାଣ କରୁଛି। ଚାଷୀଙ୍କୁ…
ଅଧିକ ଖବର ଦେଖନ୍ତୁ...

ଭବାନୀପାଟଣା ହସ୍ପିଟାଲ ଅଳିଆ ଗଦାରୁ ନବଜାତ ଶିଶୁ ଉଦ୍ଧାର

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ହସ୍ପିଟାଲ ଅଳିଆ ଗଦାରୁ ନବଜାତ ଶିଶୁ ପୁତ୍ରର ମୃତଦେହ ଉଦ୍ଧାର ହୋଇଛି। ଜନ୍ମ ପରେ କେହି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ଜଣେ ନବଜାତକଙ୍କ ମୃତଦେହ କୁ କୁକୁର ଝୁଣି ଖାଉଥିବା ଦେଖି ସ୍ଥାନୀୟ କିଛି ଯୁବକ ପୁଲିସକୁ ଖବର ଦେଇଥିଲେ। ସୂଚନା…
ଅଧିକ ଖବର ଦେଖନ୍ତୁ...

ବେଙ୍ଗାଲୁରୁରେ ଓଡ଼ିଆ ଚାଳକଙ୍କ ମୃତ୍ୟୁ; ମୃତଦେହ ଗାଁକୁ ଆଣିବା ପାଇଁ ପ୍ରଶାସନକୁ ସ୍ତ୍ରୀଙ୍କ ଗୁହାରି

ଉତ୍କେଲା: ବେଙ୍ଗାଲୁରୁରେ ଓଡ଼ିଆ ଗାଡ଼ି ଚାଳକ ବିକ୍ରିମ ସୁନାଙ୍କ ମୃତ୍ୟୁ ଘଟିଛି। ଗାଁକୁ ଶବ ଆଣିବା ପାଇଁ ତାଙ୍କ ସ୍ତ୍ରୀ ପ୍ରଶାସନଠାରେ ଗୁହାରି କରିଛନ୍ତି। ମୃତ ବ୍ୟକ୍ତି ହେଲେ ବିକ୍ରମ ସୁନା (୫୨)। ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ୍‌ ବୋରିଆ ପଞ୍ଚାୟତ ନାଗୁପଲା ଗ୍ରାମର…
ଅଧିକ ଖବର ଦେଖନ୍ତୁ...