ଅନୁସନ୍ଧାନ କରୁଥିବା ବର୍ଗ

କଳାହାଣ୍ଡି

ଧାନକଳକୁ ଆସିଥିଲେ ମହିଳା: ଭୟାନକ ଅଘଟଣରେ ପ୍ରାଣ ହରାଇଲେ

ଖଡ଼ିଆଳ: ଧାନକଳରେ ମହିଳାଙ୍କ ଶାଢ଼ୀ ଲାଗି ମହିଳାଙ୍କ ଶୋଚନୀୟ ମୃତ୍ୟୁ। ସୂଚନାରୁ ପ୍ରକାଶ ଯେ ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଅନ୍ତର୍ଗତ ଟିମନପୁର ଗ୍ରାମରେ ଏକ  ଧାନକଳରେ ଶାଢ଼ୀ ଲାଗି ଜଣେ ମହିଳାଙ୍କ ଶୋଚନୀୟ ମୃତ୍ୟୁ ଘଟିଛି । ଘଟଣା ଏତେ ଭୟଙ୍କର ଥିଲା ଯେ ମୃତକ ମହିଳାଙ୍କ ମୁଣ୍ଡ ଦେହରୁ…
ଅଧିକ ଖବର ଦେଖନ୍ତୁ...

ପତ୍ନୀହନ୍ତାକୁ ଆଜୀବନ କାରାଦଣ୍ଡ

ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଅଞ୍ଚଳରେ ୨୦୧୮ ମସିହାରେ ଘଟିଥିବା ଏକ ହତ୍ୟା ମାମଲାର ବିଚାର କରି ଶନିବାର ଧର୍ମଗଡ଼ ଅତିରିକ୍ତ ଜିଲ୍ଲା ଦୌରା ଜଜ୍‌ ତାଙ୍କ ଚୂଡ଼ାନ୍ତ ରାୟ ଶୁଣାଇଛନ୍ତି। ମାମଲାର ଅଭିଯୁକ୍ତ ଗୋଲାମୁଣ୍ଡା ଥାନା ଖସିଗୁଡ଼ା ଗାଁର ହରି ଲହଜଲକୁ ଦୋଷୀ ସାବ୍ୟସ୍ତ…
ଅଧିକ ଖବର ଦେଖନ୍ତୁ...

ଠିକାଦାରଙ୍କ ଘରୁ ଚୋରି କରିଥିଲେ ୫୦ ଲକ୍ଷ: ୪ ଡକାୟତଙ୍କୁ ୭ବର୍ଷ ଜେଲଦଣ୍ଡ, ୨୦ ହଜାର ଜରିମାନା

ଧର୍ମଗଡ଼: ନଳକୂପ ଠିକାଦାର ଘରୁ ୫୦ ଲକ୍ଷ ଟଙ୍କା ଡକାୟତି ଘଟଣାରେ ୪ ଡକାୟତ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ସଂପୃକ୍ତ ଡକାୟତମାନଙ୍କୁ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଏଡିଜେ ବିଶ୍ବବିସୃତ କର ୭ ବର୍ଷ ଜେଲଦଣ୍ଡ ସହ ୨୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟରେ ଦୋଷୀ ସାବ୍ୟସ୍ତ…
ଅଧିକ ଖବର ଦେଖନ୍ତୁ...

ବାନେର- ଲଡୁଗାଁ ରାସ୍ତା ନିର୍ମାଣ ଦାବିରେ ବାରଘଣ୍ଟିଆ ରାସ୍ତାରୋକ

ଜୟପାଟଣା: ଜୟପାଟଣା ଓ କୋକସରା ବ୍ଲକକୁ ସଂଯୋଗ କରୁଥିବା ବାନେର-ଲଡୁଗାଁ ମୁଖ୍ୟ ରାସ୍ତା ବର୍ଷ ବର୍ଷ ଧରି ଅବହେଳିତ ଭାବରେ ପଡ଼ି ରହିଥିବାରୁ ଯାତାୟତରେ ଅନେକ ଅସୁବିଧା ସୃଷ୍ଟି ହେଉଥିଲେ ମଧ୍ୟ ତାହାର ନିରାକରଣ ବ୍ୟବସ୍ଥା ହେଉ ନ ଥିବା ହେତୁ ଉତ୍ତ୍ୟକ୍ତ ଜନତାଙ୍କୁ ଶେଷରେ ଆନ୍ଦୋଳନର ପନ୍ଥା…
ଅଧିକ ଖବର ଦେଖନ୍ତୁ...

ଯୁବକଙ୍କ ଝୁଲନ୍ତା ଶବ ଉଦ୍ଧାର

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରସ୍ଥିତ ଟିଭି ସେଣ୍ଟର ପଡ଼ା ଖେଳପଡ଼ିଆଠାରେ ଜଣେ ଯୁବକଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଗଛରୁ ଉଦ୍ଧାର କରାଯାଇଛି। ପ୍ରକାଶ ଯେ, ଭବାନୀପାଟଣାସ୍ଥିତ ଆମ୍ବଗଛପଡ଼ାର ଦୀପକ ବାଗ (୨୫) ଶନିବାର ରାତିରେ କୌଣସି କାରଣକୁ ନେଇ ଘରୁ ଚାଲି ଯାଇଥିଲେ। ଆଜି…
ଅଧିକ ଖବର ଦେଖନ୍ତୁ...

ପୁଣି ଜନନୀ ଯନ୍ତ୍ରଣା: ଆସିପାରିଲାନି ଆମ୍ବୁଲାନ୍ସ, ୩ କିମି ଖଟିଆରେ ବୁହାହେଲେ ଗର୍ଭବତୀ

ଚିଲିଗୁଡ଼ା: କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ବ୍ଲକ୍‌ରେ ପୁଣି ଜନନୀ ଯନ୍ତ୍ରଣା ଦେଖିବାକୁ ମିଳିଛି। ଗାଁକୁ ରାସ୍ତା ନଥିବାରୁ ଗର୍ଭବତୀଙ୍କୁ ଖଟିଆରେ ବୋହି ଆଣୁଥିବା ବେଳେ ସେ ବାଟରେ ଏକ କନ୍ୟାସନ୍ତାନ ପ୍ରସବ କରିଛନ୍ତି। ସୂଚନା ଅନୁସାରେ, ଜୁନାଗଡ଼ ବ୍ଲକ୍‌ ଦାସୀଗାଁ ପଞ୍ଚାୟତ ଚୋରଖସିଗୁଡ଼ା…
ଅଧିକ ଖବର ଦେଖନ୍ତୁ...

କେନାଲରୁ ମୃତଦେହ ଉଦ୍ଧାର

ଜୟପାଟଣା: କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ମୁଖୀଗୁଡ଼ା ଇନ୍ଦ୍ରାବତୀ ଡାହାଣ କେନାଲ ଏଚ୍‌ଆର୍ ଗେଟ ନିକଟରୁ କୁଞ୍ଜବିହାରୀ ସିଂ(୫୫) ନାମକ ଜଣେ ବ୍ୟକ୍ତିଙ୍କ ମୃତଦେହକୁ ପୁଲିସ ଉଦ୍ଧାର କରିଛି। ଜୟପାଟଣା ଥାନା ମୁଖୀଗୁଡା ଫାଣ୍ଡି ଅନ୍ତର୍ଗତ ପତିଗୁଡ଼ା ଗାଁର କୁଞ୍ଜବିହାରୀ…
ଅଧିକ ଖବର ଦେଖନ୍ତୁ...

ପୋଖରୀରେ ବୁଡ଼ି ଦୁଇ ନାବାଳକ ମୃତ

ଥୁଆମୂଳ ରାମପୁର: କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍‌ ପାଡ଼େପଦର ପଞ୍ଚାୟତ ଦୁରେସପଦର ଗାଁରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ଗାଁ ନିକଟ ପୋଖରୀକୁ ଗାଧୋଇବାକୁ ଯାଇ ଗାଁର ଦୁଇଜଣ ନାବାଳକ ପ୍ରାଣ ହରାଇଛନ୍ତି। ମୃତକ ଦ୍ବୟ ହେଲେ ସୁରେଶ ନାଏକଙ୍କ ପୁଅ ଅସମାନ୍ ନାଏକ (୬ବର୍ଷ) ଏବଂ ଈଶ୍ୱର…
ଅଧିକ ଖବର ଦେଖନ୍ତୁ...

ସାପ କାମୁଡ଼ାରେ ନାବାଳକ ମୃତ

ଚିଲିଗୁଡ଼ା: ସାପ କାମୁଡ଼ାରେ ଶୁକ୍ରବାର କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ୍‌ ହାବସପୁର ପଞ୍ଚାୟତ କରଚଳା ଗାଁର ହେମନ୍ତ ଗହୀରଙ୍କ ପୁଅ ଦେବେନ୍ଦ୍ର ଗହୀର (୬ବର୍ଷ)ର ମୃତ୍ୟୁ ଘଟିଛି। ଦେବେନ୍ଦ୍ର ତା’ ଅଜାଙ୍କ ଘରେ ଖେଳୁଥିବା ସମୟରେ ତାକୁ ଏକ ବିଷଧର ସାପ କାମୁଡ଼ି ଦେଇଥିଲା। ଏହା ଜାଣିବା ପରେ…
ଅଧିକ ଖବର ଦେଖନ୍ତୁ...

ସମ୍ବଲପୁର, ଲାଞ୍ଜିଗଡ଼ରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଆୟୋଜିତ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଆଦିବାସୀ ବହୁଳ ଜିଲ୍ଲାର ଗ୍ରାମାଞ୍ଚଳ ଏବଂ ସହରାଞ୍ଚରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଜାରି ରହିଛି। ଶୁକ୍ରବାର ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ଗୋପାଳପଲ୍ଲୀ ଠାରେ ବିକଶିତ ଭାରତର ସଂକଳ୍ପ ଯାତ୍ରା ରଥ ଅଟକିଥିଲା। ସଚେତନତା ବାହନରେ ଲାଗିଥିବା ଏଲ୍‌ଇଡି…
ଅଧିକ ଖବର ଦେଖନ୍ତୁ...