ଅନୁସନ୍ଧାନ କରୁଥିବା ବର୍ଗ

ଜିଲ୍ଲା

କଟକରେ ରେଡିଓ ଚକୋଲେଟ୍‌ ଷ୍ଟ୍ରିଟ୍‌ ଷ୍ଟୋର

କଟକ : ରାଜ୍ୟର ଅଗ୍ରଣୀ ଏଫ୍‌ଏମ୍‌ ଚ୍ୟାନେଲ୍‌ ‘ରେଡିଓ ଚକୋଲେଟ୍‌-୧୦୪ଏଫ୍‌ ଏମ୍‌’ ପକ୍ଷରୁ ଷ୍ଟ୍ରିଟ୍‌ ଷ୍ଟୋର୍‌ ଦିବସ ଅବସରରେ କଟକ ଶିଖରପୁରଠାରେ ଅସହାୟ ବ୍ୟକ୍ତି ପାଇଁ ଷ୍ଟ୍ରିଟ୍‌ ଷ୍ଟୋର ଖୋଲାଯାଇଥିଲା। ରେଡିଓ ଚକୋଲେଟ୍‌ ନିର୍ଦ୍ଦେଶିକା ତଥା ଷ୍ଟ୍ରିଟ୍‌ ଷ୍ଟୋର କ୍ୟୁରେଟର ତନୟା…
ଅଧିକ ଖବର ଦେଖନ୍ତୁ...

ପୁଣି ଚକଡ଼ା ନେଲା ଚାଷୀଙ୍କ ଜୀବନ

ବରଗଡ଼/ଅମ୍ବାଭୋନା : ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ୍‌ ସର୍ଲା ଗାଁର ଜଣେ ଚାଷୀ ଆତ୍ମହତ୍ୟା କରିଛନ୍ତି। ଚକଡ଼ା ରୋଗ ସହ ମରୁଡ଼ି ଯୋଗୁଁ ସେ ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଲଖନପୁର ପ୍ରାଥମିକ କୃଷି ସମବାୟ ସମିତି (ପେକ୍ସ) ଅଧୀନରେ ଥିବା ସର୍ଲା ଗାଁର ଅର୍ଜୁନ ସତନାମି (୫୭)…
ଅଧିକ ଖବର ଦେଖନ୍ତୁ...

ସରକାର ଓ ରାଜ୍ୟ ଟ୍ରକ ମାଲିକ ମହାସଂଘ ଆଲୋଚନା ବିଫଳ

କଟକ : ଗ୍ରୀନ ଟ୍ୟାକ୍ସ, ଜାଲ୍‌ ରସିଦରେ ଅର୍ଥ ଆତ୍ମସାତ, ଭଡାବୃଦ୍ଧି ପ୍ରସଙ୍ଗରେ ରାଜ୍ୟ ସରକାର ଓ ଟ୍ରକ ମାଲିକ ମହାସଂଘ ମଧ୍ୟରେ ହୋଇଥିବା ଆଲୋଚନା ବିଫଳ ହୋଇଛି । ମାଲିକ ମହାସଂଘର ଦାବି ଆଗରେ ସରକାର ପଛଘୁଞ୍ଚା ମାରିଥିବା ବେଳେ ଆସନ୍ତା ଡିସେମ୍ବର ୧୫ ଧର୍ମଘଟ ନେଇ ସଂଘର ନିଷ୍ପତ୍ତି ବଳବତ୍ତର…
ଅଧିକ ଖବର ଦେଖନ୍ତୁ...

ପୁଲିସ ଇନ୍‌ଫର୍ମର ସନ୍ଦେହରେ ଜଣଙ୍କୁ ହତ୍ୟା

ମାଲକାନଗିରି/ଚିତ୍ରକୋଣ୍ଡା : ପିଏଲଜିଏସ ସପ୍ତାହ ଶେଷ ହେବାର ଗୋଟିଏ ଦିନ ପରେ ମାଓବାଦୀଙ୍କ ବର୍ବର କାଣ୍ଡ। ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ରାଲେଗଡା ପଞ୍ଚାୟତ ଅନ୍ତର୍ଗତ ପୁରୁଣା ଟେକଗୁଡା ଗାଁର ସୀତାରାମ ଖେମୁଣ୍ଡୁଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି। ପୁଲିସ ଇନଫର୍ମର ଦର୍ଶାଇ…
ଅଧିକ ଖବର ଦେଖନ୍ତୁ...

ଅପହୃତ ଦୁଇ ଜଣ ଜିଗିଡ଼ି ଜଙ୍ଗଲରୁ ଉଦ୍ଧାର

ଭବାନୀପାଟଣା : ଗତ ୮ତାରିଖ ରାତିରୁ ଅପହୃତ ବେଦାନ୍ତ ପରିବେଶ ବିଭାଗର କର୍ମଚାରୀ ସତ୍ୟରଞ୍ଜନ ସାହୁ ଓ ଡ୍ରାଇଭର ଗୌରୀଶଙ୍କର ନାଏକଙ୍କୁ ରବିବାର ବିଷମକଟକ ନିକଟ ଜିଗିଡ଼ି ଜଙ୍ଗଲରୁ ଉଦ୍ଧାର କରାଯାଇଛି। ସତ୍ୟରଞ୍ଜନ ସମ୍ବଲପୁରରରୁ ନୂଆ ସୁଜୁକି ବଲୋନ ଗାଡ଼ି କିଣି ଡ୍ରାଇଭର ଗୈାରୀଶଙ୍କରଙ୍କ ସହିତ…
ଅଧିକ ଖବର ଦେଖନ୍ତୁ...

ଆଜିମାବାଦ ବ୍ଲୁ-ଷ୍ଟାର କ୍ଲବ ଓ ସମ୍ବାଦ ଆମ ଓଡ଼ିଶା ପକ୍ଷରୁ ରକ୍ତଦାନ ଶିବିର: ୧୩୦ ୟୁନିଟ୍‌ ସଂଗୃହୀତ

ବାଲେଶ୍ୱର : ଆନ୍ତର୍ଜାତିକ ମାନବାଧିକାର ଦିବସ ଅବସରରେ ଆଜି ବାଲେଶ୍ୱର ସହରର ଆଜିମାବାଦ ବ୍ଲୁଷ୍ଟାର କ୍ଲବ ଓ ସମ୍ବାଦ-ଆମ ଓଡ଼ିଶା ସହଯୋଗରେ ଏକ ମେଗା ରକ୍ତଦାନ ଶିବିର ଆଜିମାବାଦ ୟୁଜି ୟୁପି ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଶିବିରରୁ ୧୩୦ ୟୁିଟ୍‌ ରକତ ସଂଗୃହୀତ ହୋଇଛି। କାର୍ଯ୍ୟକ୍ରମକୁ…
ଅଧିକ ଖବର ଦେଖନ୍ତୁ...

ଚିନ୍ମୟ ହନୁମତ୍‌ ମହୋତ୍ସବ ଉଦ୍‌ଯାପିତ

କଟକ : ଚିନ୍ମୟ ହନୁମତ୍‌ ମହୋତ୍ସବ ଉଦ୍‌ଯାପନୀ ଦିବସରେ ହନୁମତ ଗାୟତ୍ରୀ ମହାଯଞ୍ଜ ଅନୁଷ୍ଠିତ ହୋଇଥିଲା। ଏଥି ପାଇଁ ବାଲିଯାତ୍ରା ପଡ଼ିଆରେ ଏକ ସ୍ୱତନ୍ତ୍ର ଯଜ୍ଞମଣ୍ଡପ ନିର୍ମାଣ ହୋଇଥିଲା। ଏକାଦଶ ରୁଦ୍ରଙ୍କୁ ଅଭିଶେଖ କରାଯାଇ ଯଜ୍ଞମଣ୍ଡପରେ ନିର୍ମିତ ୧୧ଟି ଯଜ୍ଞକୁଣ୍ଡରେ ୫୪ଜଣ ସ୍ତୋତ୍ରୀୟ ଯଜମାନ…
ଅଧିକ ଖବର ଦେଖନ୍ତୁ...

ଆରମ୍ଭ ହେଲା ଚିଲିକା ସେଲଡକ୍‌ ଫୋକ୍‌ କାର୍ନିଭାଲ

ଖୋର୍ଧା/ବାଲୁଗାଁ : ଚିଲିକାର ନୀଳ ଜଳରାଶି, ବିଦେଶୀ ପକ୍ଷୀଙ୍କ କଳରବ ଓ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ କାହିଁ କେଉଁ ଆବାହମାନ କାଳରୁ କବି, ଲେଖକ, ଚିତ୍ରଶିଳ୍ପୀମାନଙ୍କୁ ପ୍ରେରଣା ଯୋଗାଇ ଆସୁଛି। ଏହାର ଅପରୂପ ସୌନ୍ଦର୍ଯ୍ୟକୁ ନେଇ ଅତୀତରେ ବହୁ ସାହିତ୍ୟ ଗଢ଼ି ଉଠିଥିବା ବେଳେ ଏବେ ମଧ୍ୟ ସେ…
ଅଧିକ ଖବର ଦେଖନ୍ତୁ...

ଦାମବାବୁ ନୂଆ ଇତିହାସ ଲେଖନ୍ତୁ: ଦେବାଶିଷ

କଟକ : ସହିଦ ଜୟୀ ରାଜଗୁରୁଙ୍କ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ତାଙ୍କର ମତ ଅଭିହିତ କରିଛନ୍ତି। ଯଦି ଦାମବାବୁ ଏହାକୁ ମାନିବାକୁ ନାରାଜ, ତାହେଲେ ସେ ନୂଆକରି ଇତିହାସ ଲେଖନ୍ତୁ। ସହିଦ ଜୟୀ ରାଜଗୁରୁଙ୍କୁ ପ୍ରଥମ ସ୍ୱାଧୀନତା ସଂଗ୍ରାମୀ ମାନ୍ୟତା ପ୍ରସଙ୍ଗରେ କୃଷିମନ୍ତ୍ରୀ ଡା. ଦାମୋଦର ରାଉତଙ୍କ…
ଅଧିକ ଖବର ଦେଖନ୍ତୁ...

ସିଂହଦ୍ଵାରରେ ବିଦେଶୀଙ୍କ ଖଞ୍ଜଣି ମାଡ଼

ପୁରୀ : ସିଂହଦ୍ଵାର ସାମନାରେ ଜଣେ ବିଦେଶୀ ପର୍ଯ୍ୟଟକ ଖଞ୍ଜଣି ମାଡ଼ କରୁଥିବା ଦେଖିବାକୁ ମିଳିଥିଲା। ଏଭଳି ଏକ ଖବର ପ୍ରଚାରିତ ହେବା ପରେ ଆଜି ସକାଳ ୯ଟା ବେଳେ ପର୍ଯ୍ୟଟନ ଅଧିକାରୀ ବିଜୟ ଜେନା ତାଙ୍କୁ ନେଇ ପୌରସଂସ୍ଥାର ରାତ୍ରିକାଳୀନ ଆଶ୍ରୟସ୍ଥଳିରେ ସ୍ଥାନ ଦେଇଛନ୍ତି। ସେ ଋଷିଆର ମୂଳ…
ଅଧିକ ଖବର ଦେଖନ୍ତୁ...