ଅନୁସନ୍ଧାନ କରୁଥିବା ବର୍ଗ

ଜିଲ୍ଲା

ଭଗବାନଙ୍କ ଉପାସନା ଅହଂକାର ଦୂର କରେ

କଟକ : ହନୁମାନ ଚାଳିଶା ଏକ ସ୍ୱୟଂସିଦ୍ଧି ସ୍ତୋତ୍ର। ଏହାକୁ ଆନ୍ତରିକତାର ସହ ପାଠ କଲେ ଭଗବାନଙ୍କୁ ପାଇବା ସହଜ ହୁଏ। ଆଉ ଭଗବାନଙ୍କୁ ବୁଝିଲେ ମଣିଷ ହୃଦୟରୁ ଅହଂକାର ଦୂର ହୋଇଯାଏ। ମଣିଷ ଦିବ୍ୟଚେତନା ପ୍ରାପ୍ତ ହୁଏ। ସମସ୍ତ ବନ୍ଧନରୁ ମୁକ୍ତି ମିଳେ ବୋଲି ବାଲିଯାତ୍ରା ପଡ଼ିଆରେ ଚାଲିଥିବା…
ଅଧିକ ଖବର ଦେଖନ୍ତୁ...

ଜାଲ୍‌ ଟିଡିଆର ମାମଲା : ବାପା ପୁଅକୁ ଖୋଜୁଛି ପୁଲିସ

ଜୟପୁର : ତେଲଙ୍ଗିରି ଜଳସେଚନ ପ୍ରକଳ୍ପ ଓ କ୍ଷୁଦ୍ର ଜଳସେଚନ ବିଭାଗର ଠିକାକାମ ହାତେଇବାକୁ ଜାଲ୍‌ ଟିଡିଆର୍‌ ଦାଖଲ କରିବା ଘଟଣାରେ ପୁଲିସ୍‌ ତଦନ୍ତ ଆରମ୍ଭ କରିଛି। କିନ୍ତୁ ପୁଲିସ ଅଭିଯୁକ୍ତଙ୍କ ନିକଟରେ ପହଞ୍ଚିବା ପୂର୍ବରୁ ହିଁ ଠିକାଦାର ବାପା ପୁଅ ଦ୍ୱୟ ଫେରାର ହୋଇଯାଇଥିବା ସୂଚନା ମିଳିଛି।…
ଅଧିକ ଖବର ଦେଖନ୍ତୁ...

ପାଣି ପ୍ରକଳ୍ପକୁ ନେଇ ବିଧାୟକ ଗ୍ରାମବାସୀ ମୁହାଁମୁହିଁ

ବାଲେଶ୍ୱର : ରେମୁଣା ବିଧାୟକ ଗୋବିନ୍ଦ ଦାସ ଗତକାଲି ବେଶ୍‌ ହଟହଟା ହୋଇଛନ୍ତି। ନିଜ ନିର୍ବାଚନମଣ୍ଡଳୀର ବିରୁଆଁ ପଞ୍ଚାୟତରେ ଲୋକେ ତାଙ୍କୁ ଘେରି ତାଙ୍କ କାର୍ଯ୍ୟକାଳ ଭିତରେ କ’ଣ ଉନ୍ନତି ହୋଇଛି ହିସାବ ମାଗିଛନ୍ତି। ଏମିତି ଏକ ଭିଡିଓ ଆଜି ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭାଇରାଲ ଭିଡିଓକୁ…
ଅଧିକ ଖବର ଦେଖନ୍ତୁ...

ତହସିଲଦାରଙ୍କୁ ଆକ୍ରମଣ, ୨ ଗିରଫ

କଣାସ : କଣାସ ତହସିଲଦାରଙ୍କୁ ଆକ୍ରମଣ ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ଚାନ୍ଦପଡ଼ା ଗ୍ରାମର ୨ଜଣ ଯୁବକ କଣାସ ତହସିଲ ଅଫିସରେ ପଶି ତହସିଲଦାର ସଞ୍ଜୟ କୁମାର ପ୍ରତିହାରୀଙ୍କୁ ଆକ୍ରମଣ କରିଥିବା ଜଣାପଡ଼ିଛି। କଣାସ ଥାନା ଅଧିକାରୀ ରଞ୍ଜନ କୁାମର ପ୍ରଧାନ କହିଛନ୍ତିି ଯେ ଅଭିଯୋଗ ଭିତ୍ତିରେ…
ଅଧିକ ଖବର ଦେଖନ୍ତୁ...

୨୧.୫ ଲକ୍ଷ ଟଙ୍କାର ଲୁଟ୍‌ ଡ୍ରାମାର ପର୍ଦାଫାଶ

ବ୍ରହ୍ମପୁର/ଗୋଳନ୍ଥରା : ପୁରା ଡ୍ରାମା କରିଥିଲେ ତାଳଚେରର ଜଣେ ମାଛ ବେପାରୀଙ୍କ ଟ୍ରକ୍‌ ଡ୍ରାଇଭର୍‌ ଓ କଟକରେ ଥିବା ତାଙ୍କ ମାଛ ଗୋଦାମର ଜଣେ କର୍ମଚାରୀଙ୍କ ଭଣଜା। ଟ୍ରକ୍‌ ନେଇ ମାଛ ଆଣିବାକୁ ଆନ୍ଧ୍ର ଯାଉଥିବା ବେଳେ ଡ୍ରାଇଭର୍‌ ଖୋର୍ଦ୍ଧା ଜିଲ୍ଲା ଚନ୍ଦକା ଥାନା ହରିପୁର ଗ୍ରାମର ଜମାଲ…
ଅଧିକ ଖବର ଦେଖନ୍ତୁ...

ତେଲେଗୁ କବି କେ. ଶିବା ରେଡ୍ଡି ପାଇବେ ଗଙ୍ଗାଧର ଜାତୀୟ ସମ୍ମାନ

ବୁର୍ଲା : ସମ୍ବଲପୁର ବିଶ୍ୱବିଦ୍ୟାଳୟ ଦିଆଯାଉଥିବା ଗଙ୍ଗାଧର ଜାତୀୟ ସମ୍ମାନ ପାଇବା ପାଇଁ ତେଲଗୁ କବି କେ.ଶିବା ରେଡ୍ଡି ମନୋନୀତ ହୋଇଛନ୍ତି। ବିଶ୍ୱବିଦ୍ୟାଳୟର ୫୧ତମ ପ୍ରତିଷ୍ଠା ଦିବସରେ କବି ରେଡ୍ଡିଙ୍କୁ ଏହି ସମ୍ମାନ ୨୦୧୬ ବର୍ଷ ପାଇଁ ଦିଆଯିବ। ସମ୍ମାନ ବାବଦକୁ ମାନପତ୍ର, ଉପଢ଼ୌକନ ଓ ନଗଦ…
ଅଧିକ ଖବର ଦେଖନ୍ତୁ...

ନେତାମାନେ ଓଡ଼ିଶାର ପ୍ରଗତିକୁ ଅଗ୍ରାଧିକାର ଦିଅନ୍ତୁ

କଟକ : ରାଜ୍ୟର ସମସ୍ତ ରାଜନୈତିକ ଦଳ ଅନ୍ୟମାନଙ୍କ ପ୍ରତି ସମ୍ବେଦନଶୀଳ ହେବା ସହ ଉତ୍ତରଦାୟିତ୍ୱ ବହନ କରିବାର ସାହସ ରଖିବା ଦରକାର। ଗଣତନ୍ତ୍ର ବ୍ୟବସ୍ଥାରେ ରାଜନୈତିକ ଦଳଗୁଡିକର ଆଭ୍ୟନ୍ତରଣ ଗଣତନ୍ତ୍ର, ସ୍ୱାଧୀନ ମତପୋଷଣ କରିବାର ସୁଯୋଗ ଏବଂ ମାଟିର ସ୍ୱାର୍ଥକୁ ଅଧିକ ଗୁରୁତ୍ୱ ଦିଆଗଲେ…
ଅଧିକ ଖବର ଦେଖନ୍ତୁ...

ଆଉ ୪ ହାଇଓ୍ଵା ଲୁଟେରା ଗିରଫ

ବଣାଇଁଗଡ଼ : ବରସୁଆଁ-କଲେଇପୋଷ ରାସ୍ତାର ଦଲମକୁଚା ନିକଟସ୍ଥ ଟିଙ୍କୋ ଘାଟୀରେ ମାରଣାସ୍ତ୍ର ଦେଖାଇ ହାଇଓ୍ଵା ଲୁଟ୍‌ ଉଦ୍ୟମ କରିଥିବା ଗ୍ୟାଙ୍ଗ୍‌ର ଆଉ ୪ ଲୁଟେରାଙ୍କୁ ଘଟଣାରେ ଆଜି ଲହୁଣୀପଡ଼ା ପୁଲିସ କାବୁ କରିଛି। ସେମାନେ ହେଲେ-ରାଉରକେଲା ଅଞ୍ଚଳର ପ୍ରଶାନ୍ତ ନାଏକ ଓରଫ ଚିକୁ (୨୨), ରଣଜିତ ସେଠୀ…
ଅଧିକ ଖବର ଦେଖନ୍ତୁ...

ହାଇକୋର୍ଟରେ ଜାତୀୟ ଲୋକ ଅଦାଲତ

କଟକ : ହାଇକୋର୍ଟରେ ଆଜି ଜାତୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଓଡିଶା ରାଜ୍ୟ ଆଇନସେବା ପ୍ରାଧିକରଣର ମୁଖ୍ୟ ପୃଷ୍ଠପୋଷକ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଭିନିତ ସରନ୍‌, ପ୍ରାଧିକରଣର କାର୍ଯ୍ୟ ନିର୍ବାହୀ ଅଧ୍ୟକ୍ଷ ଜଷ୍ଟିସ୍‌ ଇନ୍ଦ୍ରଜିତ ମହାନ୍ତି ଓ ହାଇକୋର୍ଟ ଆଇନସେବା କମିଟି ଅଧ୍ୟକ୍ଷା…
ଅଧିକ ଖବର ଦେଖନ୍ତୁ...

ଷ୍ଟେଟ୍‌ ବ୍ୟାଙ୍କ ପୋଡ଼ି ପାଉଁଶ

୮୦ ଲକ୍ଷ ଟଙ୍କାର ସମ୍ପତ୍ତି ଧ୍ୱଂସ, ସଟ୍‌ ସର୍କିଟରୁ ଅଗ୍ନିକାଣ୍ଡ ସନ୍ଦେହ ରାଉରକେଲା : ବିଶ୍ରା ଛକସ୍ଥିତ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ) ଶିଳ୍ପ ବାଣିଜ୍ୟ ଶାଖାରେ ଭୟାବହ ଅଗ୍ନିକାଣ୍ଡ ଘଟି ପ୍ରାୟ ୮୦ ଲକ୍ଷ ଟଙ୍କାର ସମ୍ପତ୍ତି ପାଉଁଶ ହୋଇଯାଇଛି। ଆଜି ଭୋର୍‌ ପ୍ରାୟ ସାଢ଼େ ୩ଟାରେ…
ଅଧିକ ଖବର ଦେଖନ୍ତୁ...